Home

୨୦୨୮ରେ ଚନ୍ଦ୍ରୟାନ-୪ ଲଞ୍ଚ୍‌ କରିବ ଇସ୍ରୋ

କୋଲ୍‌କାତା,୧୭ା୧୧: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚଳିତ ଆର୍ଥତ୍କ ବର୍ଷରେ ଆଉ ୭ଟି ଉତ୍‌କ୍ଷେପଣ ଯୋଜନା ରଖିଛି। ୨୦୨୭ରେ ଭାରତର ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ହେବାକୁ ଥିବାବେଳେ ୨୦୨୮ରେ ଚନ୍ଦ୍ରୟାନ-୪ ଚନ୍ଦ୍ର ଅଭିମୁଖେ ପ୍ରେରଣ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା…

ଓଡ଼ିଶା ଉପରେ ଆତଙ୍କବାଦୀଙ୍କ ନଜର: ଗୋଇନ୍ଦାକୁ ଅଧିକ ସକ୍ରିୟ

ଭୁବନେଶ୍ୱର,୧୭ା୧୧(ତ୍ରିନାଥ ମହାନ୍ତି):ଆତଙ୍କବାଦୀଙ୍କ ଦିଲ୍ଲୀ ବିସ୍ଫୋରଣ ପରେ ଓଡ଼ିଶା ହାଇଆଲର୍ଟରେ ରହିଛି। ପୁରୀ, ଭୁବନେଶ୍ୱର, କଟକ, ପାରାଦୀପ, ବାଲେଶ୍ୱର, ସମ୍ବଲପୁର, ରାଉରକେଲା ଭଳି ବଡ଼ ସହର ସମେତ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ, ଉପକୂଳ ତଥା ସମୁଦ୍ରାଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଛି। ଦିଲ୍ଲୀ…

ବିହାର ଏନ୍‌ଡିଏରେ କ୍ଷମତା ବଣ୍ଟନ ଚୂଡ଼ାନ୍ତ

ନୂଆଦିଲ୍ଲୀ,୧୭ା୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ୨୦୨ ଆସନରେ ବିଜୟୀ ହୋଇଥିବାବେଳେ ଆସନ୍ତା ୧୯ କିମ୍ବା ୨୦ରେ ନୂଆ ସରକାର ଶପଥ ଗ୍ରହଣ କରିବା ଆଶା କରାଯାଉଛି। ଏଥିପାଇଁ ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ମେଣ୍ଟ ସହଯୋଗୀଙ୍କ ମଧ୍ୟରେ…

କାର୍ଯ୍ୟାନୁଷ୍ଠାନ ଧମକ ଦେଲେ ରାଜ୍ୟପାଳ

କୋଲକାତା,୧୭ା୧୧: ପଶ୍ଚିମବଙ୍ଗ ରାଜଭବନ ପରିସରରେ ଭାଜପା ନେତାମାନଙ୍କ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଗଚ୍ଛିତ ରଖିବା ପାଇଁ ଅନୁମତି ଦିଆଯାଇଥିବା ତୃଣମୂଳ କଂଗ୍ରେସ ଏମ୍‌ପି କଲ୍ୟାଣ ବାନାର୍ଜୀ ଶନିବାର ଅଭିଯୋଗ ଆଣିବା ପରେ ଏହାକୁ ନେଇ ଉଭୟ ଦଳ ମୁହଁାମୁହିଁ ହୋଇଛନ୍ତି। ହୁଗ୍‌ଲି ଜିଲା…

ମେକ୍ସିକୋରେ ବିକ୍ଷୋଭ ବେଳେ ହିଂସା

ମେକ୍ସିକୋ ସିଟି,୧୭ା୧୧: ମିଚୋଆକାନ୍‌ ମେୟର କାର୍ଲୋସ ମାଞ୍ଜୋଙ୍କୁ ହତ୍ୟା ଘଟଣା ପରେ ମେକ୍ସିକୋରେ ଜେନ୍‌ ଜି ଆନ୍ଦୋଳନ ଜୋର୍‌ଦାର ହୋଇଛି। ସାରା ମେକ୍ସିକୋରେ ଅନେକ ହଜାର ବିକ୍ଷୋଭକାରୀ ଶନିବାର ‘ଜେନେରେଶନ ଜି’ ବ୍ୟାନରରେ ହିଂସା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଅପରାଧ,…

ଆଜି ଢେଙ୍କାନାଳ ବନ୍ଦ: ଟିପିସିଓଡିଏଲ୍‌ର ଶୋଷଣକୁ ନେଇ ପ୍ରତିବାଦ

ଢେଙ୍କାନାଳ,୧୭ା୧୧(ରତନ ନାୟାର):ଟିପିସିଓଡିଏଲ୍‌ର ଶୋଷଣ ପ୍ରତିବାଦରେ ବିଦ୍ୟୁତ୍‌ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ଢେଙ୍କାନାଳ ପକ୍ଷରୁ ଜିଲା ଓକିଲ ସଂଘ ଆବାହକତ୍ୱରେ ସୋମବାର ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ। ଏଥିପାଇଁ ସହର…

ଦିଲ୍ଲୀ ବିସ୍ଫୋରଣ: ରହସ୍ୟରେ ୯ ଏମ୍‌ଏମ୍‌ ଗୁଳି

ନୂଆଦିଲ୍ଲୀ,୧୭ା୧୧(ଏଜେନ୍ସି):ନଭେମ୍ବର ୧୦ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଲାଲ୍‌କିଲ୍ଲା ନିକଟରେ ଏକ ବଡ଼ଧରଣର ବିସ୍ଫୋରଣରେ ଥରି ଉଠିଥିଲା ଜାତୀୟ ରାଜଧାନୀ। ଚାହୁଁ ଚାହୁଁ ୧୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ୨୦୦୮ ସେପ୍ଟେମ୍ବର…

ଏହି ଦେଶରେ ନାହାନ୍ତି କୌଣସି ସେନା ବାହିନୀ, ତଥାପି ଦେଶ ରହିଛି ସୁରକ୍ଷିତ, ଜାଣନ୍ତୁ କେମିତି…

ସାରା ବିଶ୍ୱରେ ପ୍ରାୟ ସମସ୍ତ ଦେଶ ନିଜର ସାମରିକ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି, କିନ୍ତୁ ଆପଣ ଜାଣନ୍ତି କି କିଛି ଦେଶ ଅଛନ୍ତି, ଯେଉଁମାନଙ୍କର କୌଣସି ସାମରିକ ଶକ୍ତି ନାହିଁ? ଏହି ଦେଶ ନିକଟରେ କୌଣସି…

୫ ଲକ୍ଷର SPIରେ ସହଜରେ ଜମା ହୋଇଯିବ ୧୦ ଲକ୍ଷ ଟଙ୍କା, ବାସ୍‌ ଏତିକି ହଜାର ମାସକୁ କରିବାକୁ ହେବ ନିବେଶ…

ନୂଆଦିଲ୍ଲୀ,୧୬।୧୧: ଯଦି ଆପଣ ଅଳ୍ପ ସମୟରେ ଏକ ଭଲ ଫଣ୍ଡ ତିଆରି କରିବାକୁ ଚାହାନ୍ତି, ତେବେ SIP ଅର୍ଥାତ୍ ସିଷ୍ଟେମାଟିକ୍ ଇ ନିବେଶ ପ୍ଲାନ୍ ଆପଣଙ୍କ ପାଇଁ ଏକ ଉତ୍ତମ ଉପାୟ ପ୍ରମାଣିତ ହୋଇପାରେ। ବିଶେଷକରି ଛୋଟ ଏବଂ ମଧ୍ୟମ ବର୍ଗର…

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ ଜଣକ ହେଲେ ଆଠମଲ୍ଲିକ ଥାନା ନୂଆଗଡ଼ ଗ୍ରାମର ପ୍ରଦୀପ ନାୟକ (୪୫)। ଘଟଣାରୁ ଜଣାପଡ଼ିଛି…

କେତୋଟି EMI ମିସ୍‌ ହେଲେ ହୋଇଯିବେ ଡିଫଲ୍ଟର? ଜାଣନ୍ତୁ ପରେ ଆପଣଙ୍କ ସହ କ’ଣ କ’ଣ କରିପାରେ ବ୍ୟାଙ୍କ?

ନୂଆଦିଲ୍ଲୀ,୧୬।୧୧: ପ୍ରତ୍ୟେକ ହୋମ୍ ଲୋନ୍ ନେଉଥିବା ବ୍ୟକ୍ତିଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ “କେତେ EMI ମିସ୍ ହେଲେ ମୁଁ ଡିଫଲ୍ଟର୍ ହୋଇଯିବି? ଏବଂ ତା’ପରେ ବ୍ୟାଙ୍କ୍ କ’ଣ କ’ଣ ପଦକ୍ଷେପ ନେବ?” ବଡ଼ ଈଏମ୍ଆଇ, ବଢ଼ୁଥିବା ଖର୍ଚ୍ଚ ଏବଂ…

ପାଟନା ଛାଡିଲେ ଲାଲୁଙ୍କ ୩ ଝିଅ, ସିଙ୍ଗାପୁର ଚାଲିଗଲେ ରୋହିଣୀ

ପାଟନା,୧୬।୧୧: ଲାଲୁ ପ୍ରସାଦ ଯାଦବ ପରିବାର ମଧ୍ୟରେ ଉତ୍ତେଜନା ପରେ, ଲାଲୁ ପ୍ରସାଦଙ୍କ ତିନି ଝିଅ ପାଟନା ଛାଡିଛନ୍ତି। ସେମାନେ ନିଜ ପରିବାର ଏବଂ ପିଲାମାନଙ୍କ ସହିତ ଦିଲ୍ଲୀ ଚାଲି ଯାଇଛନ୍ତି। ରାଗିଣୀ, ରାଜଲକ୍ଷ୍ମୀ ଏବଂ ଚନ୍ଦା ଯାଦବ ଦିଲ୍ଲୀ ଚାଲିଯାଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri