Home

କେନ୍ଦ୍ରୀୟ ଯୁଗ୍ମ ସଚିବଙ୍କ ଦାରିଙ୍ଗବାଡି ଗସ୍ତ: ସମସ୍ୟା ଜଣାଇଲେ ମାଣ୍ଡିଆ ଚାଷୀ-ଏସଏଚଜି ମହିଳା ଗ୍ରୁପ

ଦାରିଙ୍ଗବାଡି,୨୯।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୁପା ମିଶ୍ର ଗସ୍ତ କରିଥିଲେ। ସେ ଦାରିଙ୍ଗବାଡିର ବିଭିନ୍ନ ପ୍ରକଳ୍ପ ତଥା ପର୍ଯ୍ୟଟନ କ୍ଷେତ୍ର କଫି ବଗିଚା, ଦାସିଙ୍ଗବାଡି ପଞ୍ଚାୟତ ଟେକାଙ୍ଗିଆ ଯାଇ…

ପାଚେରି ଡେଇଁ ଗୁରୁତର ଛାତ୍ରଙ୍କୁ ଉଦ୍ଧାରକଲେ ପ୍ରଦୀପ ମାଝୀ: ଚିକିତ୍ସା ନ କରାଇ ୯ଦିନ ପର୍ଯ୍ୟନ୍ତ ହଷ୍ଟେଲରେ ତାଲା ପକାଇ ରଖିଥିଲେ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର ଧନେଶ୍ୱର ଭତ୍ରାଙ୍କ ମୁହ କ୍ଷତିବିକ୍ଷକ୍ତ ହୋଇଥିଲା। ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଡାକ୍ତରଖାନା…

ପୋପ ଲିଓ ପ୍ରଥମ ବିଦେଶ ଗସ୍ତରେ ତୁର୍କୀରେ ପହଞ୍ଚିଲେ, ଏକତାକୁ ଉତ୍ସାହିତ କଲେ

ଅଙ୍କାରା,୨୯।୧୧: ପ୍ରଥମ ବିଦେଶ ଯାତ୍ରାରେ ତୁର୍କୀରେ ପହଞ୍ଚିଥିବା ପୋପ ଲିଓଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ସମାରୋହ ସମୟରେ, ପୋପ କ୍ୟାଥୋଲିକମାନଙ୍କୁ ଏକତା ପାଇଁ ଉତ୍ସାହିତ କରିଥିଲେ। ପୋପ ଲିଓ ତୁର୍କୀରେ କ୍ୟାଥୋଲିକ ପାଦ୍ରୀ ଏବଂ ନନମାନଙ୍କ ସହିତ ଏକ ପ୍ରାର୍ଥନା…

ଥିବାଙ୍କୁ ଦାୟିତ୍ୱ ନାହିଁ, ଡେପୁଟେଶନକୁ ଗୁରୁତ୍ୱ: ଭଞ୍ଜନଗର ଆରଡିରେ ମନ୍ଥର ଗତିରେ ଚାଲିଛି ଉନ୍ନୟନ କାର୍ଯ୍ୟ

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଧିନରେ ଚାଲୁଥିବା ଅନେକ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ନିୟମିତ କାମଗୁଡିକ ତଦାରଖ କରୁନାହାନ୍ତି । ଅନ୍ୟପଟେ ଅଧିକାରୀ ଏବଂ ଠିକାଦାର ମଧ୍ୟରେ…

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଅବସ୍ଥା ସଙ୍କଟାପନ୍ନ, ହସ୍ପିଟାଲରେ ଭର୍ତ୍ତି

ଢାକା,୨୯।୧୧: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଅଧ୍ୟକ୍ଷା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ସ୍ବାସ୍ଥ୍ୟ ଅବସ୍ଥା ‘ଅତ୍ୟନ୍ତ ସଙ୍କଟାପନ୍ନ’ ଥିବା ବେଳେ, ଫେବୃଆରୀ ୨୦୨୬ ନିର୍ବାଚନ ପୂର୍ବରୁ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅଧୀନରେ ବାଂଲାଦେଶରେ ରାଜନୈତିକ ହିଂସା…

ଏୟାରବସ A320 ଫ୍ୟାମିଲି ବିମାନର ସଫ୍ଟୱେରରେ ଯାନ୍ତ୍ରିକ ତ୍ରୁଟି, ଭାରତ ସମେତ ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ,୨୯।୧୧: ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ବିମାନ ଏୟାରବସ A320 ଫ୍ୟାମିଲିର ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଆବିଷ୍କାର ହୋଇଛି। ଏହା ଭାରତ ସମେତ ସାରା ବିଶ୍ୱରେ ହଜାର ହଜାର ଉଡ଼ାଣକୁ ପ୍ରଭାବିତ କରୁଛି। ଏକ ସଫ୍ଟୱେର୍‌ ତ୍ରୁଟି ଆବିଷ୍କାର ହେବା…

ଘରେ ଘରେ ଥଣ୍ଡା,କାଶ: କାମ କରୁନି ମେଡିସିନ୍‌, କାରଣ କହିଲେ ଡାକ୍ତର

ଭୁବନେଶ୍ୱର, ୨୯ା୧୧ (ବନ୍ଦନା ସେଠୀ)- ଘରେ ଘରେ ଥଣ୍ଡା, କାଶ ବ୍ୟାପିଛି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାକରୁ ପାଣି ବାହାରିବା ସହିତ ଖୁଁ ଖୁଁ ହେଉଛନ୍ତି। ଯେତେ ମେଡିସିନ ଖାଇଲେ ବି କମୁନି। ଗତ କିଛିଦିନ ହେବ ରାଜଧାନୀ ସମେତ…

ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଆଉ ମିଳିବନି କଫ ସିରପ, ଶିଶୁଙ୍କ ସୁରକ୍ଷା ପ୍ରାଥମିକତା

ନୂଆଦିଲ୍ଲୀ,୨୯।୧୧: କଫ ସିରପ ଯୋଗୁ ଅନେକ ଶିଶୁ ମୃତ୍ୟୁ ଏବଂ ପ୍ରତିକୂଳ ପ୍ରଭାବକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଏହାର ମନମୁଖୀ ବିକ୍ରୟକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଇଛନ୍ତି। ଅଧିକାଂଶ କଫ ସିରପ ଆଉ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ମେଡିକାଲ…

ବିକ୍ରି ହେଲାନି ଧାନ: ଆନ୍ଦୋଳନ ପାଇଁ ସଜବାଜ ଚାଷୀ

ବରଗଡ଼,୨୯।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଶୁକ୍ରବାରରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ମଣ୍ଡି ଖୋଲିଛି। ଗୁରୁବାର ରାତି ସୁଦ୍ଧା ଜିଲାର ପ୍ରାୟ ୭୭ହଜାର ଚାଷୀଙ୍କ ପାଖକୁ…

ମୋଦି ଜୀ ଆପଣ ଚୁପ କାହିଁକି? କିଛି ଆକ୍ସନ ପ୍ଲାନ ପ୍ରସ୍ତୁତ କରନ୍ତୁ…, କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୨୮।୧୧: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଡିସେମ୍ବର ୧, ୨୦୨୫ରୁ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ…

ଏସିଆରେ ‘ମେଜର ପାଓ୍ବାର’ ହେଲା ଭାରତ, ୨୭ ଦେଶ ମଧ୍ୟରେ ଦେଖାଇଲା ନିଜର ଶକ୍ତି, ପାଖ ମାଡ଼ି ପାରିଲାନି ପାକିସ୍ତାନ

ନୂଆଦିଲ୍ଲୀ,୨୮।୧୧: ଏସିଆରେ ଭାରତର ଶକ୍ତି ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଏହା ଏସିଆ ପାୱାର ଇଣ୍ଡେକ୍ସରେ ତୃତୀୟ ସ୍ଥାନରେ ପହଞ୍ଚିଛି। ଅଷ୍ଟ୍ରେଲିୟ ଥିଙ୍କ ଟ୍ୟାଙ୍କ, ଲୋଇ ଇନଷ୍ଟିଚ୍ୟୁଟ, ଏହାର ବାର୍ଷିକ ଏସିଆ ପାୱାର ଇଣ୍ଡେକ୍ସ ପ୍ରକାଶ କରିଛି,…

RCB ପରେ ଏବେ ବିକ୍ରି ହେବାକୁ ଯାଇଛି ଆଉ ଏକ ଫ୍ରାଞ୍ଚାଇଜ, ଟିମ ମାଲିକଙ୍କ ଭାଇ କଲେ ବଡ଼ ଦାବି

ନୂଆଦିଲ୍ଲୀ,୨୮।୧୧: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ପରବର୍ତ୍ତୀ ସିଜିନ ପାଇଁ ନିଲାମ ବହୁତ ଦୂରରେ ନାହିଁ। ମାତ୍ର କିଛି ଦିନ ମଧ୍ୟରେ ସମସ୍ତ ଫ୍ରାଞ୍ଚାଇଜ ସେମାନଙ୍କ ଦଳକୁ ପ୍ରସ୍ତୁତ କରିବା ଆରମ୍ଭ କରିବେ। କିନ୍ତୁ ଏହା ପୂର୍ବରୁ, ଗୋଟିଏ କଥା ପ୍ରାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri