୫ ବର୍ଷର ଲିଭ-ଇନ୍, ଶେଷରେ ଶିଳପୁଆରେ ଛେଚି ପ୍ରେମିକଙ୍କୁ ହତ୍ୟା କଲେ ପ୍ରେମିକା
ପାଟନା,୨୮।୯: ପାଟନାରେ ଜଣେ ପ୍ରେମିକା ତାଙ୍କ ପ୍ରେମିକଙ୍କୁ ଶିଳପୁଆରେ ଚାପି ହତ୍ୟା କରିଥିଲେ। ହତ୍ୟା ପରେ, ସେ ପୋଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ସେ କହିଥିଲେ, ‘ମୁଁ ମୋ ପ୍ରେମିକଙ୍କୁ ହତ୍ୟା କରିଛି।’ ସୂଚନା ପାଇବା ପରେ ପୋଲିସ…
ନା ଥିଲା ଖାଦ୍ୟ ନା ଥିଲା ପାଣି, ଅପେକ୍ଷାର ଧୈର୍ଯ୍ୟବି ଭାଙ୍ଗି ସାରିଥିଲା…, ତାମିଲନାଡୁ ଦଳଚକଟାକୁ ନେଇ ଏମିତି କହିଲେ ଡିଜିପି
କରୁର,୨୮।୯: ତାମିଲନାଡୁ କରୁରରେ ଶନିବାର ଅଭିନେତାରୁ ନେତା ହୋଇଥିବା ବିଜୟ ଥାଲାପତିଙ୍କ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ଦ୍ୱାରା ଆୟୋଜିତ ଏକ ରାଜନୈତିକ ରାଲିରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୦୦ ରୁ…
ଡାକ୍ତରଖାନାରୁ ପୁଅ ସହ ଫେରିବାବେଳେ ବାଟରେ ଛକିଥିଲା ଯମ, ଚାଲିଗଲା ଅତିରିକ୍ତ IICଙ୍କ ଜୀବନ
ଭଦ୍ରକ,୨୮ା୯: ସଡ଼କ ଦୁର୍ଘଟଣାରେ ପୁରୁଣା ବଜାର ଥାନା ଅତିରିକ୍ତ ଆଇଆଇସିଙ୍କ ପ୍ରାଣହାନି ଘଟିଛି। ମୃତକ ଜଣକ ହେଲେ ଅତିରିକ୍ତ ଆଇଆଇସି ବବୃବାହନ ନାୟକ। ସେ କଟକରେ ସ୍ବାସ୍ଥ୍ୟ ପରୀକ୍ଷା କରି ପୁଅ ସହ ବାଇକ୍ରେ ଫେରିବା ସମୟରେ କୁଆଖିଆ ନିକଟରେ ସଡ଼କ…
ଫାଇନାଲ ମ୍ୟାଚ ପୂର୍ବରୁ ପାକିସ୍ତାନକୁ ଚେତାବନୀ ଦେଲେ ଏହି ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ,୨୮।୯: ଏସିଆ କପ ୨୦୨୫ର ଫାଇନାଲ ପୂର୍ବରୁ, ପୂର୍ବତନ ଭାରତୀୟ ଅଧିନାୟକ ଏବଂ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ପାକିସ୍ତାନକୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଭାରତୀୟ ଦଳର ବ୍ୟାଟିଂରେ ଏବେ ବି ପ୍ରଚୁର ଶକ୍ତି…
ହଲିଉଡ ଗାୟିକା ସେଲିନା ଗୋମେଜଙ୍କୁ ମିଳିଲା ସ୍ବପ୍ନର ରାଜକୁମାର, ଜାଣନ୍ତୁ ଧରିଲେ କାହା ହାତ?
ଲଣ୍ଡନ: ହଲିଉଡର ଜଣାଶୁଣା ଗାୟିକା ତଥା ଅଭିନେତ୍ରୀ ସେଲିନା ଗୋମେଜଙ୍କୁ ଶେଷରେ ତାଙ୍କ ସ୍ବପ୍ନର ରାଜକୁମାର ମିଳିଛି। ସେଲିନା ତାଙ୍କ ଦୀର୍ଘ ଦିନର ପ୍ରେମିକ ବେନୀ ବ୍ଲାଙ୍କୋଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେଲେନା ଓ ବେନୀଙ୍କ ବିବାହ ଖବର…
ନେପାଳ ହିଂସା ପରେ ପ୍ରଥମଥର ନଜର ଆସିଲେ କେପି ଶର୍ମା ଓଲି, କାର୍କି ସରକାରଙ୍କ ଉପରେ ଖୁବ ବର୍ଷିଲେ
କାଠମାଣ୍ଡୁ,୨୮।୯: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦେଶରେ ଦେଖାଦେଇଥିବା ହିଂସା ଏବଂ ତାଙ୍କ ବିଦ୍ରୋହ ପରେ ପ୍ରଥମ ସାର୍ବଜନୀନ ବିବୃତ୍ତି ଦେଇଛନ୍ତି। ଶନିବାର (୨୭ ସେପ୍ଟେମ୍ବର, ୨୦୨୫) ତାଙ୍କର ପ୍ରଥମ ସାର୍ବଜନୀନ ଉପସ୍ଥିତିରେ, ସେ ନୂଆ ଜେନ ଜେଡ…
ଶେଷରେ ଧରାହେଲେ ୧୭ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୁକ୍ତ ସ୍ବାମୀ ଚୈତନ୍ୟାନନ୍ଦ
ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ ପୋଲିସ ବସନ୍ତ କୁଞ୍ଜରେ ୧୭ ଜଣ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୁକ୍ତ ସ୍ବାମୀ ଚୈତନ୍ୟାନନ୍ଦଙ୍କୁ ଆଗ୍ରାରୁ ଗିରଫ କରିଛି। ପୋଲିସ ତାଙ୍କୁ ଦିଲ୍ଲୀ ଆଣୁଛି। ଅଭିଯୁକ୍ତ ବାବାଙ୍କ ସ୍ଥାନ ଆରମ୍ଭରୁ ଆଗ୍ରାରେ ଚିହ୍ନଟ କରାଯାଇଛି। ଅଭିଯୁକ୍ତ ବର୍ତ୍ତମାନ…
ଏଇ ଭାରତରେ
ପରିବେଶ ସ୍ବଚ୍ଛ ରଖିବା ପାଇଁ ରାଜସ୍ଥାନସ୍ଥିତ ବ୍ରହ୍ମାକୁମାରୀର ଶାନ୍ତିବନ କମ୍ପ୍ଲେକ୍ସ ସୌର ଶକ୍ତିରେ ରୋଷେଇ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ବିନା ଜୈବ ଇନ୍ଧନ ଓ ଜାଳେଣି କାଠରେ ଏବଂ ବିନା ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ଦିନକୁ…
ତର୍ଜମା ଆଣେ ବିଚାର ନିଷ୍କର୍ଷ
ଅପରାଧ, ଅପରାଧୀ ଓ ଅଭିଯୋଗକାରୀଙ୍କ ଭିଆଣ। ବିଚାର ଚାଲେ, ବିଚାରାଳୟ, ନ୍ୟାୟାଳୟରେ। ହାଜିର ହୁଅନ୍ତି ଉଭୟ। ବିଚାର ବଢ଼େ। ଅଭିଯୋଗକାରୀ ଅଭିଯୋଗ ବଖାଣେ। ଅଭିଯୁକ୍ତକୁ ଅପରାଧୀ ବୋଲି ସାବ୍ୟସ୍ତ କରିବାକୁ ଯୁକ୍ତିସଙ୍ଗତ ନ୍ୟାୟ ବାଢ଼ନ୍ତି ଅଭିଯୋଗକାରୀ। ଅଭିଯୁକ୍ତଙ୍କ ପକ୍ଷ ମଧ୍ୟ ନିଜକୁ…
ବରଗଡ଼ର ଗୌରବ:OPSC ପ୍ରଥମ ପ୍ରୟାସରେ ସଫଳତା ପାଇଲେ ଅଭିଳାଷ
ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ)- ଓଡିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ବରଗଡ଼ର ଅଭିଳାଷ ଦାଶ ସଫଳ ହୋଇଛନ୍ତି । ସେ ତାଙ୍କ ପ୍ରଥମ ପ୍ରୟାସରେ ସଫଳ ତାଲିକାର ୧୮୮ ସ୍ଥାନରେ ରହି ଏହି ସଫଳତା ଆଣିଛନ୍ତି ।…
ପେନ୍ସନର ଟେନ୍ସନ
ଭାରତ ଭଳି ବିକାଶୋନ୍ମୁଖୀ ଦେଶରେ ଯେଉଁଠି ଯୋଜନା ବାବଦ ଖର୍ଚ୍ଚ ଅଧିକ ହେବା ଆବଶ୍ୟକ ସେଠାରେ ଦରମା, ପେନ୍ସନ, ସୁଧ, ସବ୍ସିଡି, ପ୍ରତିରକ୍ଷା ଇତ୍ୟାଦିରେ ବଜେଟର ୭୧.୬୬ ପ୍ରତିଶତ (୨୦୨୫-୨୬) ରାଶି ବ୍ୟୟବରାଦ ହୋଇଯାଏ। ତେଣୁ ବିକାଶ ପାଇଁ ଯେତିକି ପୁଞ୍ଜି…
ନୂଆ ଭାରତର ସ୍ଥିତି
‘ଈଶ୍ୱର ତାଙ୍କ ଚମତ୍କାରିତା ପ୍ରଦର୍ଶନ କରିବା ପାଇଁ ରହସ୍ୟମୟ ତରିକାରେ ଆଗକୁ ବଢ଼ନ୍ତି’ (ଗଡ୍ ମୁଭସ୍ ଇନ୍ ମିଷ୍ଟେରିୟସ ଓ୍ବେଜ୍ ହିଜ୍ ଓ୍ବଣ୍ଡର୍ସ ଟୁ ପର୍ଫର୍ମ)- ଏହି ଐଶ୍ୱରୀୟ ସ୍ତୁତିିକୁ ମୁଁ ସ୍କୁଲରେ ପଢ଼ିଥିଲି। ପ୍ରକୃତ କଥା ହେଉଛି ମନୁଷ୍ୟର ଜ୍ଞାନ…
Archives


