Home

ଅର୍ଜୁନ ପୁରସ୍କାର ବିଜେତା ଡିଏସ୍‌ପିଙ୍କୁ ଗୁଳିକରି ହତ୍ୟା, କେନାଲ ନିକଟରେ ପଡ଼ିଛି ମୃତଦେହ

ଜଳନ୍ଧର,୨।୧: ପଞ୍ଜାବର ଜଳନ୍ଧର ଜିଲା ଅନ୍ତର୍ଗତ ଏକ କେନାଲ ନିକଟରୁ ଜଣେ ଡିଏସ୍‌ପିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମର୍ନିଂ ଓ୍ବାକ୍‌ କରିବାକୁ ଯାଇଥିବା କିଛି ଲୋକେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ…

ଚପଲ ପିନ୍ଧି ଖାଇଲେ ମହାପ୍ରସାଦ

ପୁରୀ, ୨ା୧( ଅଜିତ୍‌ ମହାନ୍ତି):ନୂଆବର୍ଷରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେତେଜଣ ଭକ୍ତ ବଡ଼ଦାଣ୍ଡରେ ଠିଆହୋଇ ଚପଲ ପିନ୍ଧି ମହାପ୍ରସାଦ ସେବନ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ମହିଳା,…

Viral Video: କିଛି ଏଭଳି ଭାବେ ପ୍ରସ୍ତୁତ ହେଉଛି ମୁଢ଼ି, ଭିଡିଓ ଦେଖିଲେ କହିବେ-‘ଖାଇବା ଛାଡ଼ିଦେବି’

ଖାଦ୍ୟରେ ମୁଢ଼ି ଅନେକଙ୍କୁ ପସନ୍ଦ। ଏହା କେବେ ସକାଳର ଜଳଖିଆ ପାଲଟେ ତ କେବେ ସନ୍ଧ୍ୟାର ଚଟପଟା ସ୍ନାକ୍ସ। ଗଳିକନ୍ଦିରେ ଝାଲମୁଢ଼ି ବିକ୍ରେତାଙ୍କ ପାଖରେ ଭିଡ ଜମେ। ସେହିଭଳି ଭୋଜିରେ ମୁଢ଼ି ମାଂସ ଅନେକଙ୍କୁ ପସନ୍ଦ ଥାଏ। ଦିନ ଥିଲା ମୁଢ଼ିକୁ…

ଜାନୁୟାରୀରେ ଶୀତ କମ୍‌

ଭୁବନେଶ୍ୱର,୨ା୧(ଅସମାପିକା ସାହୁ):ଜାନୁୟାରୀରେ ଶୀତର ପ୍ରଭାବ କମ୍‌ ରହିବ। ରାତିର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା ସମ୍ଭାବନା ଥିବାରୁ ଥଣ୍ଡା କମ୍‌ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଆସନ୍ତା ୪ ଓ ୫ ତାରିଖରେ କେତେକ…

କ୍ୟାରିୟର୍‌ର ଶେଷ ଟେଷ୍ଟ ପୂର୍ବରୁ ଓ୍ବାର୍ନରଙ୍କୁ ଲାଗିଲା ବଡ଼ ଝଟ୍‌କା: ଭିଡିଓ ଜାରି କରି କଲେ ଅପିଲ୍‌

ସିଡନୀ,୨।୧: ଜାନୁଆରୀ ୩ରୁ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ସିଡନୀରେ ପାକିସ୍ତାନ ବିପକ୍ଷରେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳିବେ। କିନ୍ତୁ ଶେଷ ଟେଷ୍ଟ ପୂର୍ବରୁ ୱାର୍ନରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ତାଙ୍କୁ ‘ବ୍ୟାଗି ଗ୍ରୀନ କ୍ୟାପ’ ଚୋରି ହୋଇଯାଇଛି।…

Stunt Video: ବାଇକ୍‌ରେ ଯୁବତୀ କରୁଛନ୍ତି ଭୟଙ୍କର ଷ୍ଟଣ୍ଟ; ଦୃଶ୍ୟ ଦେଖି ଲୋକେ କହିଲେ-ଅବିଶ୍ୱସନୀୟ

ବାଇକ୍‌ରେ ଷ୍ଟଣ୍ଟ କରିବାକୁ ଯୁବକମାନେ ପସନ୍ଦ କରିଥାନ୍ତି। ହେଲେ ଆଜିକାଲିି ସମୟରେ ଯୁବତୀମାନେ ଏହି ମାମଲାରେ ପଛରେ ନାହାନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ହେଉଛି ତାର ପ୍ରମାଣ। ଭିଡିଓଟିରେ ଯୁବତୀଙ୍କ ଷ୍ଟଣ୍ଟ କରିବାର କୌଶଳ ଦେଖିଲେ ଆପଣଙ୍କ…

ଶିଖର ପାହାଡିଆଙ୍କ ସହ ରିଲେସନଶିପକୁ ନେଇ ଏମିତି କହିଲେ ଜାହ୍ନବୀ, ନାଚି ଉଠିଲେ କରନ

ମୁମ୍ବାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ କରନ ଜୋହରଙ୍କ ଲୋକପ୍ରିୟ ଟକ ଶୋ କଫି ଓ୍ବିଥ କରନଙ୍କ ପ୍ରତ୍ୟେକ ସିଜନରେ ଚର୍ଚ୍ଚାରେ ରହିଆସିଛି । ବଲିଉଡ ସେଲିବ୍ରିଟିମାନେ ଏହି ଶୋ’ରେ ଅତିଥି ଭାବରେ ପହଞ୍ଚନ୍ତି, ଯେଉଁଠାରେ ସେମାନେ ସେମାନଙ୍କର ବୃତ୍ତିଗତ ଜୀବନ ସହିତ…

ଘନ କୁହୁଡ଼ି ହେଲା କାଳ, ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୩ ମୃତ, ୫୦ରୁ ଅଧିକ ଆହତ

ନିଶ୍ଚିନ୍ତକୋଇଲି,୨।୧(ଅଶୋକ କୁମାର ମହାପାତ୍ର): କଟକ-ଚାନ୍ଦବାଲି ରାସ୍ତାର କଟରପଡ଼ା ନିକଟ କଳାପୋଲ ନିକଟରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୭.୩୦ ମିନିଟ୍‌ ସମୟରେ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌କୁ କଟକରୁ କେନ୍ଦ୍ରାପଡା…

Video: ଶିକାର କରିବାକୁ ଆସିଥିବା ସାପକୁ କେଇ ସେକେଣ୍ଡରେ ଗିଳି ଦେଲା ବେଙ୍ଗ, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ଜଙ୍ଗଲରେ ଘାତକ ଶିକାରୀମାନଙ୍କ ମଧ୍ୟରୁ ସାପ ଗୋଟିଏ। ଯେତେ ବଡ଼ ପଶୁ ହୋଇଥାଉନା କାହିଁକି ସାପକୁ ଦେଖି ସବୁ ଛାନିଆ ହୁଅନ୍ତି। ଅନେକ ସମୟରେ ସାପ ଛୋଟ ମୂଷା ଏବଂ ବେଙ୍ଗ ଭଳି ଜୀବ ଶିକାର କରି ପେଟ ଭର୍ତ୍ତି କରୁଥିବା…

ପ୍ରତି ମିନିଟରେ ୧,୨୪୪ ଅର୍ଡର ପୂରଣ କଲା ସ୍ବିଗି

ନୂଆଦିଲ୍ଲୀ,୨।୧: ନୂଆବର୍ଷ ପୂର୍ବ ସନ୍ଧ୍ୟା ଅର୍ଥାତ୍‌ ଡିସେମ୍ବର ୩୧ରେ ଇ-କମର୍ସ କମ୍ପାନୀଗୁଡିକୁ ବମ୍ପର୍‌ ଅର୍ଡର ମିଳିଥିଲା। ଜୋମାଟୋ, ବ୍ଲିଙ୍କିଟ, ସ୍ବିଗି ଏବଂ ଫୁଡ ଇନଷ୍ଟାମାର୍ଟ ପରି କମ୍ପାନୀଗୁଡିକ ଏହି ଅର୍ଡରଗୁଡିକ ପୂରଣ କରିବାରେ ବ୍ୟସ୍ତ ଥିଲେ। ସ୍ବିଗି ପ୍ରତି ମିନିଟରେ ବିରିୟାନି…

୨୦୨୩-୨୪ ଆର୍ଥିକ ବର୍ଷରେ ୮.୧୮ କୋଟି ଆଇଟିଆର୍‌ ଦାଖଲର ରେକର୍ଡ

ନୂଆଦିଲ୍ଲୀ,୨।୧: ୨୦୨୩ରେ ଆୟକର ବିଭାଗ ବଡ଼ ଉପଲବ୍ଧି ହାସଲ କରିଛି। ଆର୍ର୍ଥିକ ବର୍ଷ ୨୦୨୩-୨୪ ଲାଗି ଡିସେମ୍ବର ୩୧ ଯାଏ ଦାଖଲ କରାଯାଇଥିବା ଆୟକର ରିଟର୍ନ(ଆଇଟିଆର୍‌) ସଂଖ୍ୟା ୮.୧୮ କୋଟି ଯାଏ ପହଞ୍ଚି ରେକର୍ଡ ସୃଷ୍ଟି ହୋଇଛି। ତେବେ ୨୦୨୨ରେ ସମାନ…

ଜାପାନ ପରେ ଥରିଲା ମ୍ୟାନମାର

ନ୍ୟାପିଦ,୨।୧: ଜାପାନରେ ଗୋଟିଏ ଦିନରେ ୧୫୫ଥର ଭୂକମ୍ପ ଅନୁଭୂତ ହୋଇଥିବା ଖବର ଏବେ ଚର୍ଚ୍ଚାରେ ଥିବା ବେଳେ ମଙ୍ଗଳବାର ସକାଳୁ ସକାଳୁ ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଥିବା ଖବର ମିଳିଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟ୍ଟର ସ୍କେଲରେ ୪.୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?