Home

ଲଗାଣ ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ଦୁର୍ଗମ ଅଞ୍ଚଳରେ ବଢୁଛି ଦୁର୍ଦ୍ଦଶା

ଦାରିଙ୍ଗବାଡି, ୩।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲାଗି ରହିଛି। ଲଘୁଚାପ ଜନିତ ବର୍ଷା ତୁହାକୁ ତୁହା ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି। କେଉଁଠି ଫସଲ ଉଜୁଡିଲାଣି ତ ଆଉ କେଉଁଠି କଚ୍ଚା ଘର ଭୁଶୁଡି…

ରାମନଦୀରେ ବନ୍ୟା: ଲଗାଣ ବର୍ଷାରେ ଦିଗପହଣ୍ଡି-ସାନଖେମୁଣ୍ଡିରେ ସ୍ଥିତି ବେହାଲ

ଦିଗପହଣ୍ଡି,୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ରାମନଦୀରେ ବନ୍ୟା ଯୋଗୁ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦାଠାରେ କାମ ଚାଲିଥିବା ବ୍ୟାରେଜ ଓ ଆନିକଟ ସ୍ପିଲ ୱେର ଅର୍ଦ୍ଧାଧିକ ଅଂଶ ଭାସିଯାଇଛି। ବଡ଼ପଦା ଗ୍ରାମ ଶ୍ରୀ ଉଦୟନାଥେଶ୍ୱର ଶିବ ମନ୍ଦିର ଅଳ୍ପକେ…

ଗାଈ ଚରାଇବାକୁ ଯାଇ ଆଉ ଫେରି ନ ଥିଲେ ଲକ୍ଷ୍ମଣ: ନଦୀ ପଠାରୁ ମିଳିଲା…

ମୋହନା,୩।୧୦(ମନ୍ମଥ ମିଶ୍ର): ଲଘୁଚାପଜନିତ ଲଗାଣ ଅତିପ୍ରବଳ ବର୍ଷାରେ ଗଜପତି ଜିଲାର ମୋହନା ଥାନା ଆନ୍ତର୍ଗତ ବନ୍ଧାଗୁଡା ଗାଁ ଲକ୍ଷ୍ମଣ ମଲ୍ଲିକ ଲୁଡୁରୁ ଗାଁକୁ ଗାଈ ଚରାଇବାକୁ ଯାଇ ନଦୀରେ ନିଖୋଜ ଥିବାର ସୂଚନା ମିଳିଥିଲା l ଗ୍ରାମବାସୀ କୌଣସି ଅନୁସନ୍ଧାନ ପାଇପାରି…

ଶ୍ୱଶୁରଙ୍କୁ ପିଟିପିଟି ମାରିଦେଲେ ବୋହୂ, ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୩।୧୦: ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଶ୍ୱଶୁରଙ୍କୁ ପିଟିପିଟି ମାରିଦେଇଛନ୍ତି ବୋହୂ। ଦୁର୍ଗା ପୂଜା ମଣ୍ଡପରେ ନାଚିବାକୁ ବାରଣ କରିବାରୁ ବୋହୂ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି। ଘଟଣାଟି ମୌଗଞ୍ଜ ଜିଲ୍ଲାରେ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ରାମରତିଙ୍କ ବୋହୂ…

ବିଦ୍ୟୁତ ତାର ଉପରେ ପଡ଼ିଲା ଗଛ: ୩ ଦିନ ହେଲା ବେଲଘର ଅନ୍ଧାର

ତୁମୁଡିବନ୍ଧ,୩।୧୦(ଦୀପକ କୁମାର ପରାସେଠ):ବିଦ୍ୟୁତ ତାରରେ ଗଛ ପଡିଛି। ୩ ଦିନ ହେବ ଚାରିଆଡେ ଅନ୍ଧାର। ଜନଜୀବନ ଅସ୍ତବ୍ୟସ୍ତ । ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ବେଲଘର ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତ ବୁଧବାର ରାତିରେ ବେଲଘର…

ପ୍ରକୃତିର କରାଳ ତାଣ୍ଡବ: ଜନଜୀବନ ଅସ୍ତବ୍ୟସ୍ତ, ବାପ-ପୁଅ ନିଖୋଜ

ମୋହନା, ୩।୧୦(ମନ୍ମଥ ମିଶ୍ର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଜପତି ଜିଲ୍ଲାର ସ୍ଥିତି ବେହାଲ l ଲଗାଣ ବର୍ଷା ଫଳରେ ରାୟଗଡ ବ୍ଲକ ପେକଟ ଗାଁ ନିକଟରେ ଭୂସ୍ଖଳନ ଦେଖିବାକୁ ମିଳିଥିଲା l ଭୂସ୍ଖଳନରେ ଗାଁର ୨ ଜଣ ନିଖୋଜ…

ରୁଷିଆରୁ ତେଲ ନେଇ ଭାରତ ଆସୁଥିଲା ଜାହାଜ: ମଝି ସମୁଦ୍ରରେ କ୍ୟାପ୍ଟେନଙ୍କୁ ମାଡ଼ିବସିଲେ, ଏବେ…

ମସ୍କୋ,୩।୧୦: ଫ୍ରାନ୍ସର ଆଟଲାଣ୍ଟିକ ଉପକୂଳରୁ ଜବତ କରାଯାଇଥିବା ରୁଷୀୟ ନୌବାହିନୀର ଏକ ତୈଳ ଟ୍ୟାଙ୍କରର କ୍ୟାପଟେନଙ୍କ ବିରୋଧରେ ତଦନ୍ତ କରାଯିବ। କ୍ରୁ ତଦନ୍ତରେ ସହଯୋଗ କରିବାକୁ ମନା କରିବାରୁ ଫ୍ରାନ୍ସ ପବ୍ଲିକ ପ୍ରସିକ୍ୟୁଟରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବନ୍ଦର ସହର…

ଭୟଙ୍କର ଦୁର୍ଘଟଣା: ମୁହାଁମୁହିଁ ହେଲେ ଦୁଇ ବିମାନ, ଦେଖନ୍ତୁ Video

ନ୍ୟୁୟର୍କ,୩।୧୦: ଆମେରିକାର ନ୍ୟୁୟର୍କ ସହରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ବିମାନବନ୍ଦରରେ ଦୁଇଟି ବିମାନ ଧକ୍କା ହୋଇଛି। ଲାଗାର୍ଡିଆ ବିମାନବନ୍ଦରରେ ବିମାନ ପାର୍କିଂ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଡେଲ୍ଟା ଏୟାରଲାଇନ୍ସର ଉଭୟ ବିମାନର ବହୁତ କ୍ଷତି ହୋଇଥିଲା।…

ଘୋଡାହାଡ ଡ୍ୟାମର ଖୋଲିଲା ୪ ଗେଟ୍‌: ସତର୍କ ସୂଚନା ଜାରି

ଦିଗପହଣ୍ଡି,୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ନିକଟ ଘୋଡ଼ାହାଡ଼ ଡ୍ୟାମର ଜଳସ୍ତର ୧୧୬.୭୦ ମିଟରରେ ପହଞ୍ଚିବାରୁ ଗଞ୍ଜାମ ଜିଲାପାଳ କିର୍ତ୍ତିଭାସନ ଭି.ଙ୍କ ଉପସ୍ଥିତିରେ ଡ୍ୟାମର ୪ଟି ଗେଟ ଖୋଲାଯାଇ ନଦୀ ମଧ୍ୟକୁ ପାଣି ଛଡା ଯାଇଥିବା…

ଇତିହାସ ରଚିଲେ ମୀରାବାଇ ଚାନୁ: ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ଜିତିଲେ ରୌପ୍ୟ

ନରୱେ,୩।୧୦: ନରୱେର ଫୋର୍ଡେରେ ଚାଲିଥିବା ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଟୁର୍ନାମେଣ୍ଟ ଇତିହାସରେ ଏହା ତାଙ୍କର ତୃତୀୟ ପଦକ। ସେ ଭାରତ ପାଇଁ ସର୍ବାଧିକ ବିଶ୍ୱ ଚାମ୍ପିଅନସିପ ପଦକ ଜିତିଥିବା ତୃତୀୟ ଭାରୋତ୍ତୋଳନକାରୀ ହୋଇଛନ୍ତି। ପୂର୍ବରୁ,…

ଭାସିଗଲା ଆସ୍ଥାୟୀ ପୋଲ, ସିମନବାଡି-ବୁଡ଼ାଗୁଡା ଯାତାୟାତ ଠପ୍‌

ଦାରିଙ୍ଗବାଡି, ୩।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଦେଇ ଯାଇଥିବା ଗୁମାଡି ନଦୀରେ ଜଳସ୍ତର ବୃଦ୍ଧି ଘଟଣାରେ ଯାହା ଆଶଙ୍କା କରାଯାଉଥିଲା ତାହା ଶୁକ୍ରବାର ଦେଖିବାକୁ ମିଳିଛି। ଉକ୍ତ ଗୁମାଡି ନଦୀରେ ନୂତନ ପୋଲ…

ଗାଈ ଚରାଇବାକୁ ଯାଇଥିଲେ ତ୍ରିନାଥ, ଧସିଲା ପାହାଡ଼: ଆଉ ତା’ପରେ…

ଗଜପତି,୩।୧୦(ପାରଳାଖେମୁଣ୍ଡି): ଗଜପତି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାମ.ଉଦୟଗିରିରେ ଲଗାଣ ବର୍ଷାରେ ପାହାଡ ଧସି ଏକ ଅଘଟଣ ଘଟିଛି। ଗାଈ ଚରାଇବାକୁ ଯାଇଥିବାବେଳେ ପାହାଡ଼ ଧସି ପଥରରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରା.ଉଦୟଗିରି ଥାନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri