ନାମାଙ୍କନ ଦାଖଲ କଲେ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର,୧୫।୨: ରାଜ୍ୟ ସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗୁରୁବାର ପୂର୍ବାହ୍ନ ୧୧ଟାବେଳେ ସେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ଭାଜପାର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଅଶ୍ୱିନୀ ଆଜି…
ଶିନ୍ଦେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଅଶୋକ ଚୌହାନ, ହେଲେ…
ମୁମ୍ବାଇ,୧୫।୨: କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ଅଶୋକ ଚୌହାନଙ୍କ ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବିରାଜ ଚୌହାନ ବୁଧବାର ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଅଶୋକ ଚୌହାନ ମହାରାଷ୍ଟ୍ର ସରକାରଙ୍କ ନେତୃତ୍ୱରେ ଏକନାଥ ଶିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ…
IAS ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଲୋକପ୍ରିୟ ‘ମହାଭାରତ’ ଧାରାବାହିକର କୃଷ୍ଣ, ନିଜ ଝିଅଙ୍କୁ ଭେଟିବାକୁ ବାରଣ
ମୁମ୍ବାଇ: ରିଲ୍ ଲାଇଫରେ ‘ମହାଭାରତ’ କୃଷ୍ଣ ହୋଇ ହୃଦୟ ଜିଣିଥିବା ନିତୀଶ ଭରଦ୍ୱାଜ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ମାନସିକ ଚାପରେ ଅଛନ୍ତି। ବିଆର ଚୋପ୍ରାଙ୍କ ମେଗା ଲୋକପ୍ରିୟ ଧାରାବାହିକ ‘ମହାଭାରତ’ର ଶ୍ରୀକୃଷ୍ଣ ଭୂମିକାରେ ସେ ଅଭିନୟ କରିଛନ୍ତି। ରିପବ୍ଲିକ ଭାରତର…
ମୋଦି ସରକାରଙ୍କୁ ବଡ଼ ଝଟକା: ଇଲୋକ୍ଟ୍ରାଲ ବଣ୍ଡ ନେଇ ସୁପ୍ରିମ୍କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…
ନୂଆଦିଲ୍ଲୀ,୧୫।୨ : କେନ୍ଦ୍ର ସରକାରଙ୍କ ନିର୍ବାଚନ ବଣ୍ଡ(ଇଲୋକ୍ଟ୍ରାଲ ବଣ୍ଡ) ଯୋଜନା ବାତିଲ କରାଯିବା ଉଚିତ କି ନୁହେଁ ତାହା ଉପରେ ଗୁରୁବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଅଜ୍ଞାତ ନିର୍ବାଚନ ବଣ୍ଡ ଯୋଜନା ସୂଚନା ଅଧିକାର…
କୃଷି ମନ୍ତ୍ରଣାଳୟ ଓ୍ବେବସାଇଟରୁ ସ୍ବାମୀନାଥନ କମିଶନ ରିପୋର୍ଟ ଅଦୃଶ୍ୟ: ଚାଷୀ ଆନ୍ଦୋଳନ ଦାବିରେ ରହିଛି ଏହି ରିପୋର୍ଟ…
ନୂଆଦିଲ୍ଲୀ,୧୫।୨ : ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ କୃଷି ବୈଜ୍ଞାନିକ ଡକ୍ଟର ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିବାକୁ ଘୋଷଣା କରିଥିଲେ। ଏହି ସମୟରେ କୃଷକ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟରୁ ତାଙ୍କ ଦ୍ୱାରା ଲିଖିତ ଏକ ରିପୋର୍ଟ…
ମମତାଙ୍କ ପଞ୍ଜାବ ଗସ୍ତକୁ ନେଇ ଉଠୁଛି ପ୍ରଶ୍ନ
କୋଲକାତା,୧୫।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ଗସ୍ତ କରିପାରନ୍ତି। କଂଗ୍ରେସକୁ ଚକିତ କରିଥିବା ମମତା ବାନାର୍ଜୀ ୨୧ ଫେବୃଆରୀରେ ପଞ୍ଜାବ ଗସ୍ତରେ ଯାଇ ଦିଲ୍ଲୀ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ…
ହାତରେ ଆଶାବାଡ଼ି ଧରି ନଜର ଆସିଲେ ହ୍ରିତିକ୍, ପ୍ରଶଂସକଙ୍କ ଚିନ୍ତା ବଢ଼ିଲା
ବମ୍ବେ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆହତ। ନିଜର ସୋସିଆଲ ଆକାଉଣ୍ଟରେ ହାତରେ ଆଶାବାଡ଼ି ଧରି ଏକ ଫଟୋ ଶେୟାର କରିବା ପରେ ପ୍ରଶଂସକଙ୍କ ଚିନ୍ତା ବଢ଼ିଛି। ଫଟୋରେ ଅଭିନେତା ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ୁଛି। ଏଣୁ ସାଥୀ କଳାକାରଙ୍କ…
ରିଲାଏନ୍ସ ନିବେଶକ ମାଲାମାଲ: ପ୍ରଥମ ଭାରତୀୟ କମ୍ପାନୀ ହାସଲ କଲା ଏହି ଉପଲବ୍ଧି
ନୂଆଦିଲ୍ଲୀ, ୧୫।୨: ଭାରତୀୟ ଷ୍ଟକ ମାର୍କେଟର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନାମରେ ଆଉ ଏକ ନୂଆ ରେକର୍ଡ ହାସଲ କରିଛି। ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀର ବଜାର କ୍ୟାପ(MCAP) ୨୦ ଲକ୍ଷ କୋଟି…
୩୬ ବର୍ଷ ବୟସରେ ହାତକୁ ଦୁଇ ହାତ ହେବେ ଅଭିନେତା ହର୍ଷଦ, ସରିଲା ନିର୍ବନ୍ଧ
ବମ୍ବେ: ସରିଲା ନିର୍ବନ୍ଧ। ଖୁବ୍ଶୀଘ୍ର ପଡ଼ିବ ହାତଗଣ୍ଠି। ଆମେ କହୁଛୁ ଟେଲି ପରଦାର ଲୋକପ୍ରିୟ ଅଭିନେତା ହର୍ଷଦ ଚୋପ୍ରାଙ୍କ ବିଷୟରେ। ଧାରାବାହିକ ‘ବେଇନ୍ତହାଁ’ରେ ଉସ୍ମାନ୍ ଅବଦୁଲ୍ଲା ଭୂମିକାରେ ନଜର ଆସିଥିଲେ ଏହି ଅଭିନେତା। ଏବେ ସେ ନିଜର ପ୍ରେମିକା ମୁସ୍କାନ ରାଜପୁତଙ୍କ…
ପୂଜାରା-ଜାଡେଜାଙ୍କୁ କରାଗଲା ସମ୍ମାନିତ: ଜାଣନ୍ତୁ ଏହା ପଛରେ ରହିଛି କ’ଣ କାରଣ
ରାଜକୋଟ,୧୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ବ୍ୟାଟ୍ସମ୍ୟାନ ଚେତେଶ୍ୱର…
ବିଜେଡି ବିଧାୟକଙ୍କ ଘରେ ଇଡି, ୧୦ ସ୍ଥାନରେ ଚଢାଉ
ଭଦ୍ରକ,୧୫।୨(ସନାତନ ରାଉତ): ବିଜେଡି ବିଧାୟକଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ସକାଳେ ଇଡି ପକ୍ଷରୁ ଚଢାଉ କରାଯାଇଛି। ବିଜେଡି ବିଧାୟକଙ୍କ ଭଦ୍ରକ ନୂଆବଜାର ନଇବନ୍ଧ ଘରେ ଇଡିର…
ସମଗ୍ର ଦେଶ ତାଙ୍କୁ ମିସ୍ କରୁଛି, କୋହଲିଙ୍କୁ ନେଇ ଏମିତି କହିଲେ ବୀରେନ୍ଦ୍ର ସେହ୍ବାଗ
ରାଜକୋଟ,୧୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଖେଳାଯାଉଛି। ରାଜକୋଟ ଟେଷ୍ଟରେ ଭାରତୀୟ ଦଳ ବିରାଟ କୋହଲିଙ୍କ ବିନା ପୁଣି ଥରେ ପଡ଼ିଆକୁ ଓହ୍ଲାଇଛି। ଇଂଲଣ୍ଡ ବିପକ୍ଷ ସମ୍ପୂର୍ଣ୍ଣ ସିରିଜରେ କୋହଲି ଟିମ…

