Home

ଏସପି-କଂଗ୍ରେସ ମଧ୍ୟରେ ମେଣ୍ଟ ଘୋଷଣା: ଏତିକି ଆସନରେ ସନ୍ତୁଷ୍ଟ ହେଲା କଂଗ୍ରେସ

ଲକ୍ଷ୍ନୌ,୨୧।୨: ୟୁପିରେ ଲୋକ ସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି(ଏସପି) ଏବଂ କଂଗ୍ରେସ ମଧ୍ୟରେ ଏକ ମିଳିତ ମେଣ୍ଟ ଘୋଷଣା କରାଯାଇଛି। ଏହି ମେଣ୍ଟରେ ଆସନ ବୁଝାମଣା ହୋଇଛି। କଂଗ୍ରେସ ୧୭ଟି ସିଟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ଏସ୍‌ପି ସହଯୋଗୀଙ୍କୁ ବାକି…

୩ ଦିନ ହେଲା ନିଖୋଜ ଥିଲେ, ଆଜି ନଦୀରେ ଭାସିଲା ମୃତଦେହ

ବଡ଼ବିଲ,୨୧ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ହାୟାରପୁର ଗ୍ରାମସ୍ଥିତ କାରୋନଦୀରେ ବୁଧବାର ସକାଳେ ଭାସୁଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ଦୁଲୁ ମୁଣ୍ଡା(୪୦)। ଗତ ୪ ଦିନ ଧରି ନଦୀରେ…

୨୦୫୦ ସୁଦ୍ଧା ପ୍ରତି ୪ ଜଣରେ ଜଣେ ହେବେ ବୁଢା: ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୧।୨: ଭାରତରେ ବର୍ତ୍ତମାନ ଜନସଂଖ୍ୟାର ୬୫ ପ୍ରତିଶତ ୩୫ ବର୍ଷରୁ କମ। କିନ୍ତୁ ଏହି ପରିସ୍ଥିତି ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ ନାହିଁ। ଏଭଳି ପରିସ୍ଥିତିରେ ଭବିଷ୍ୟତ ବିଷୟରେ ଚିନ୍ତା କରିବାର ସମୟ ସୃଷ୍ଟି ହେଉଛି। ଭାରତରେ ୬୦ ବର୍ଷରୁ ଅଧିକ…

ରାଜସ୍ବ କର୍ମଚାରୀଙ୍କ ଆନ୍ଦୋଳନ

ବଡ଼ବିଲ,୨୧ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତହସିଲର ଆର୍‌ଆଇ(ରାଜସ୍ବ ନିରୀକ୍ଷକ) ଓ ଏଆର୍‌ଆଇ(ସହକାରୀ ରାଜସ୍ବ ନିରୀକ୍ଷକ) ପ୍ରମୁଖ ଧାରଣାରେ ବସିଥିବା ଜଣାପଡ଼ିଛି। ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘସାଧାରଣ ସମ୍ପାଦକ ଜାଭେଦ ଆଖତରଙ୍କ ଡାକରାରେ ହୋଇଥିବା…

ହାତକୁ ଦି’ ହାତ ହେଲେ ବଲିଉଡ୍‌ର ଏହି ଚର୍ଚ୍ଚିତ ଯୋଡ଼ି

ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶିଖ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମାପ୍ତ ହୋଇଛି। ପ୍ରଶଂସକମାନେ ବର୍ତ୍ତମାନ ନବ ବିବାହିତ ଦମ୍ପତିଙ୍କ ପ୍ରଥମ ଝଲକକୁ ଅପେକ୍ଷା କରିଛନ୍ତି। ଏହି ଦମ୍ପତି…

କାର୍ଯ୍ୟବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ଅଗ୍ନିଶମ କର୍ମଚାରୀ

ବଡ଼ବିଲ,୨୧ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଦମକଳ କେନ୍ଦ୍ରର ଅଗ୍ନିଶମ ସେବା କର୍ମଚାରୀମାନେ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ଦମକଳ କେନ୍ଦ୍ରରେ ନିୟୋଜିତ ପ୍ରାୟ ମୋଟ୍‌ ୫ ହଜାର ଆଗ୍ନିକ, ମୁଖ୍ୟ ଆଗ୍ନିକ, ଅଗ୍ନିକ…

ଲାଲ୍‌-ନୀଳ-ହଳଦିଆ ଟାବଲେଟ୍‌ ନାମରେ ମେଡିକାଲ ଷ୍ଟୋର୍‌ରେ ବିକ୍ରି ହେଉଛି ଡ୍ରଗ୍ସ

ଡେରାଡୁନ୍‌,୨୧।୨: ମେଡିକାଲ ଷ୍ଟୋରରେ ଲାଲ୍‌, ନୀଳ ଏବଂ ହଳଦିଆ ଟାବଲେଟ୍‌ ନାମରେ ନିଶା ଔଷଧ ବିକ୍ରି ହେଉଛି। ଏଥିମଧ୍ୟରେ ନାର୍କୋଟିକ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ। କେବଳ ଏତିକି ନୁହେଁ, କିଛି ମେଡିକାଲ ଷ୍ଟୋର ଏହି ଟାବଲେଟ୍‌ ପାଇଁ ପ୍ରେସକ୍ରିପଶନ ମଧ୍ୟ ମାଗୁନାହାନ୍ତି।…

ଡେଭିଡ୍‌ ଝଡରେ ଉଡିଗଲା ନ୍ୟୁଜିଲାଣ୍ଡ ଟିମ୍‌

ସିଡନୀ,୨୧।୨: ଶେଷ ୩ ବଲରେ ଅଷ୍ଟ୍ରେଲିଆକୁ ୧୨ ରନ ସ୍କୋର କରିବାର ଥିଲା। ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ଆଶା ବୋଲର ଟିମ ସାଉଥୀଙ୍କ ଉପରେ ଥିଲା। ଏଥି ସହିତ କଙ୍ଗାରୁକୁ ବିଜୟକୁ ନେବା ଦାୟିତ୍ୱ ଟିମ ଡେଭିଡଙ୍କ ଉପରେ ଥିଲା। ଟିମ ସାଉଥୀଙ୍କ…

ଆଜି ୫ ଜିଲାରେ ଗଡ଼ିଲା ୨୫୫ ବସ୍‌, ୯୫% ପଞ୍ଚାୟତକୁ ଯୋଡ଼ିଲା ‘ଲକ୍ଷ୍ମୀ’

ଭୁବନେଶ୍ୱର,୨୧ା୨(ଅସମାପିକା ସାହୁ): ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡ଼ା ଓ ବୌଦ୍ଧ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ବସ୍‌ ରାଜ୍ୟର ସବୁ ଗାଁରେ…

ବାପା ହେବା ପରେ ପ୍ରଥମଥର ପାଇଁ ନଜର ଆସିଲେ ବିରାଟ କୋହଲି

ଲଣ୍ଡନ,୨୧।୨: ବାପା ହେବା ପରେ ବିରାଟ କୋହଲି ପ୍ରଥମ ଥର ପାଇଁ ନଜର ହୋଇଛନ୍ତି। ବିରାଟ କୋହଲିଙ୍କ ଫଟୋ ଲଣ୍ଡନରୁ ଆସିଛି। ବିରାଟ କୋହଲି ଦୀର୍ଘ ଦିନ ହେବ ସୋସିଆଲ ମିଡିଆଠାରୁ ଦୂରରେ ରହିଥିଲେ। କିନ୍ତୁ ସୋସିଆଲ ମିଡିଆ ଜରିଆରେ ଫଟୋରେ…

‘Bhool Bhulaiyaa 3’ ରେ କାର୍ତ୍ତିକଙ୍କ ମିଷ୍ଟ୍ରି ଗାର୍ଲ ସାଜିବେ ‘ଆନିମଲ’ ଫେମ୍‌ ତୃିପ୍ତି ଡିମରୀ

ମୁମ୍ବାଇ: ଫିଲ୍ମ ଭୁଲ ଭୁଲେୟାର ଉଭୟ ପାର୍ଟର ଲୋକପ୍ରିୟତା ଦେଖି ନିର୍ମାତା ଭୁଲ ଭୁଲେୟା ୩ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେଁ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନଙ୍କ ନାମ ଷ୍ଟାର କାଷ୍ଟରେ ନିଶ୍ଚିତ ହୋଇସାରିଛି। ବର୍ତ୍ତମାନ ଫିମେଲ କାଷ୍ଟଙ୍କ ନାମରେ…

ଲଗାତର ଦ୍ୱିଶତକ ପରେ ଯଶସ୍ବୀ ଜୟସ୍ବାଲଙ୍କୁ ଜବରଦସ୍ତ ଫାଇଦା: ଉପରକୁ ଉଠିଲେ

ନୂଆଦିଲ୍ଲୀ,୨୧।୧: ଟେଷ୍ଟ ର଼୍ୟାଙ୍କିଙ୍ଗରେ ଯଶସ୍ବୀ ଜୟସ୍ବାଲ ଉପରକୁ ଡେଇଁଛନ୍ତି। ଇଂଲଣ୍ଡ ବିପକ୍ଷରେ ଲଗାତାର ଦ୍ୱିଶତକ ହାସଲ କରିଥିବା ଜୟସ୍ବାଲ ର଼୍ୟାଙ୍କିଙ୍ଗରେ ୧୪ ସ୍ଥାନ ଉପରକୁ ଉଠିଛନ୍ତି। ସେ ଏବେ ସେ ବିଶ୍ୱର ୧୫ ତମ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?