ୟୁବିଆଇ ରାୟଗଡ଼ା କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ
ଭୁବନେଶ୍ୱର,୬।୪: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) ରାୟଗଡ଼ା କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ କୁନ୍ଦନ କୁମାର ସିହ୍ନା ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବିଶାଖାପାଟଣାର ଜୋନାଲ ଅଡିଟ୍ କାର୍ଯ୍ୟାଳୟଠାରେ ଜୋନାଲ ଅଡିଟ୍ ମୁଖ୍ୟ ଭାବେ…
ଗ୍ରାହକ ଚାହିଦାକୁ ଗୁରୁତ୍ୱ
ଭୁବନେଶ୍ୱର,୬।୪: କ୍ରମାଗତ ୧୫ବର୍ଷ ଧରି ୧ ନମ୍ବର ତଥା ସର୍ବଭାରତୀୟସ୍ତରରେ ପ୍ରମୁଖ ଉପକରଣ ବ୍ରାଣ୍ଡ୍ ଭାବେ ହାୟର ବଜାରରେ ତା’ର ସ୍ଥିତି ସୁଦୃଢ଼ କରିଆସିଛି। ହେକ୍ଜା ଇନ୍ଭର୍ଟର ପ୍ରଯୁକ୍ତି ସହ ସୁପର ହେଭି ଡ୍ୟୁଟି ରେଞ୍ଜର ଉପତ୍ାଦ ବଜାରକୁ ଆଣିଛି। ଏହି…
ବେଦାନ୍ତ ଆଲୁମିନିୟମର ନୂଆ ମାଇଲଖୁଣ୍ଟ
ଭୁବନେଶ୍ୱର,୬।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଭାରତର ସର୍ବବୃହତ୍ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମ ସମ୍ପ୍ରସାରଣ ଯୋଜନାରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ୩ ମିଲିୟନ ଟନ (ଏମ୍ଟିପିଏ)ର ଆଲୁମିନିୟମ ଉପତ୍ାଦନ କ୍ଷମତା…
ଅଜନ୍ତା ଶୁଜ୍ର ସମ୍ପ୍ରସାରଣ ୟୁନିଟ୍ ଉଦ୍ଘାଟିତ
ଭୁବନେଶ୍ୱର,୬।୪ (ଅଭୟ ଦାଶ): ଅଜନ୍ତା ଶୁଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ବା ଅଜନ୍ତା ଫୁଟ୍କେୟାରର ସମ୍ପ୍ରସାରଣ ୟୁନିଟ୍ ଶୁକ୍ରବାର ଭୁବନେଶ୍ୱରର ଅଶୋକନଗର ଜନପଥଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅଜନ୍ତା ଶୁଜ୍ସର ଆର୍ଏମ୍ ଓଡ଼ିଶା ସୁବାସ ପଣ୍ଡାଙ୍କ ସମେତ ମ୍ୟାନେଜର (ମାର୍କେଟିଂ)…
ଖାଇବା ତେଲ ମହଙ୍ଗା
ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହୋଇଛି। ୨୦୨୩ ଜୁଲାଇ ପରେ ପ୍ରଥମ ଥର ପାଇଁ ୨୦୨୪ ମାର୍ଚ୍ଚରେ ବିଶ୍ୱସ୍ତରରେ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଙ୍ଗଠନ(ଏଫ୍ଏଓ)…
ଆର୍ବିଆଇର ନୂତନ ଓ୍ବେବ୍ସାଇଟ, ମୋବାଇଲ ଆପ୍ ଉନ୍ମୋଚିତ
ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ନୂଆ ମୋବାଇଲ ଓ ଓ୍ବେବ୍ସାଇଟ୍ ଶୁକ୍ରବାର ଉନ୍ମୋଚନ କରାଯାଇଛି। ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହାର ଉନ୍ମୋଚନ କରିଛନ୍ତି। https://website.rbi.org.inରେ କିମ୍ବା ଆର୍ବିଆଇ ପକ୍ଷରୁ ଜାରି କରାଯାଇଥିବା କ୍ୟୁଆର୍ କୋଡ୍ ମାଧ୍ୟମରେ ଲଗ୍ଇନ୍ କରିହେବ।…
ଭୁବନେଶ୍ୱର: ଏସିଆର ଷଷ୍ଠ ଉତ୍ତପ୍ତ ସହର
ଭୁବନେଶ୍ୱର, ୬।୪(ଅସମାପିକା ସାହୁ): ଡହଡହ ଖରାକୁ ଗୁଳୁଗୁଳି କଲବଲ କରୁଛି। ପ୍ରଚଣ୍ଡ ଖରାତାତିରେ ସାରା ରାଜ୍ୟ ଛଟପଟ ହେଉଥିବାବେଳେ ରାଜଧାନୀ ଭୁବନେଶ୍ବର ଚଳିତ ବର୍ଷର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଶୁକ୍ରବାର ଏଠାରେ ଦିନ ତାପମାତ୍ରା ୪୩.୫ ଡିଗ୍ରୀ ଛୁଇଁଥିଲା। ଫଳରେ ସହରର…
ସୋମା ସେନ୍ଙ୍କୁ ସୁପ୍ରିମକୋର୍ଟ ଜାମିନ
ନୂଆଦିଲ୍ଲୀ,୬ା୪: ଏଲ୍ଗାର ପରିଷଦ-ମାଓବାଦୀ ଲିଙ୍କ୍ ମାମଲାରେ ଅଭିଯୁକ୍ତ ମହିଳା ଅଧିକାର କର୍ମୀ ସୋମାକାନ୍ତି ସେନ୍ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଜାମିନ ମଞ୍ଜୁର କରିଛନ୍ତି। ଇଂଲିଶ ପ୍ରଫେସର ସୋମାଙ୍କୁ ୨୦୧୮ ଜୁନ୍ ୬ରେ ଗିରଫ କରାଯାଇଥିଲା। ଜଷ୍ଟିସ୍ ଅନିରୁଦ୍ଧ ବୋଷ ଏବଂ ଅଗଷ୍ଟିନ୍ ଜର୍ଜ…
ମାଆ, ବାପା ପୃଥକ୍ ଦର୍ଶାଇବେ ଧର୍ମ
ନୂଆଦିଲ୍ଲୀ,୬ା୪: ଭାରତରେ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ରେକର୍ଡ ରଖିବା ପାଇଁ ଜାତୀୟ ସ୍ତରରେ ଏକ ଡେଟାବେସ୍ ପ୍ରସ୍ତୁତ କରାଯିବ। ଏଥିରେ ନବଜାତ ଶିଶୁଙ୍କ ମା’ ଓ ବାପାଙ୍କୁ ‘ବାର୍ଥ ରିପୋର୍ଟ’ରେ ନିଜ ଧର୍ମ ସମ୍ପର୍କରେ ପୃଥକ୍ ଭାବେ ଉଲ୍ଲେଖ କରିବାକୁ…
‘ଦି କେରଲା ଷ୍ଟୋରି’ ପ୍ରସାରଣକୁ କଂଗ୍ରେସର ବିରୋଧ
ଥିରୁଭାନନ୍ଥପୁରମ୍,୬ା୪: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଲା ଷ୍ଟୋରି’ ଦୂରଦର୍ଶନରେ ପ୍ରସାରଣ ଲାଗି ନିଷ୍ପତ୍ତି ହୋଇଥିବାରୁ ଏହା ବିରୋଧରେ କେରଳର କଂଗ୍ରେସ ପାର୍ଟି ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଦ୍ୱାରସ୍ଥ ହୋଇଛି। ଊକ୍ତ ଚଳଚ୍ଚିତ୍ର ପ୍ରସାରଣ ବନ୍ଦ ରଖିବା ନିମନ୍ତେ ଦୂରଦର୍ଶନକୁ ନିର୍ଦ୍ଦେଶ…
ଏ ବର୍ଷ ମୌସୁମୀ ପାଇଁ ଅନୁକୂଳ ସ୍ଥିତି
ନୂଆଦିଲ୍ଲୀ,୬ା୪ ଭାରତର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଚଳିତ ବର୍ଷ ଏକ ଅନୁକୂଳ ମୌସୁମୀ ଋତୁର ଆଗୁଆ ସଙ୍କେତ ମିଳିଥିବା ପାଣିପାଗ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ଏଲ୍ ନିନୋ ପ୍ରଭାବ ହ୍ରାସ ସହ ୟୁରେସିଆରେ ନିମ୍ନ ତୁଷାରପାତ ଯୋଗୁ…
ବଳାତ୍କାର ପୀଡ଼ିତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଲାନି ରାଜସ୍ଥାନ ସ୍କୁଲ
ନୂଆଦିଲ୍ଲୀ,୬ା୪: ରାଜସ୍ଥାନ ଆଜମେରର ଜଣେ ଗଣବଳାତ୍କାର ପୀଡ଼ିତା ଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ସ୍କୁଲ୍ ଅନୁମତି ଦେଇନାହିଁ। ବିଦ୍ୟାଳୟରେ ଉକ୍ତ ଛାତ୍ରୀଙ୍କ ଉପସ୍ଥିତି ପରିବେଶକୁ ନଷ୍ଟ କରିଦେବ ବୋଲି ଶିକ୍ଷକମାନେ କହିବା ସହ ଘରେ ରହି ପଢ଼ିବାକୁ କହିଥିଲେ।…
Archives


