Home

କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ, ଲୁହବୁହା ଗ୍ୟାସ ଛାଡ଼ିଲା, ଟ୍ରାକ୍ଟର ଚକାରୁ ପମ୍ପ୍‌ ବି ବାହାର କରିଦେଲା

ଚଣ୍ଡିଗଡ଼,୨୩ା୨: ପୁଣିଥରେ ହରିୟାଣାରେ କୃଷକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି। କୃଷକଙ୍କ ଆନ୍ଦୋଳନ ଯୋଗୁ ଖନୌରୀ ସୀମାକୁ ଯାଉଥିବା ଚାଷୀଙ୍କୁ ପୋଲିସ ଲାଠିଚାର୍ଜ କରିଛି। ଏହା ବ୍ୟତୀତ ଚାଷୀଙ୍କ ଉପରେ ଲୁହବୁହା ଗ୍ୟାସ ମଧ୍ୟ ଛାଡ଼ିଥିଲା। ପୋଲିସ ଗାଡ଼ି ଭଙ୍ଗାରୁଜା…

ଏୟାର ହୋଷ୍ଟେସ ଲୁକରେ ନଜର ଆସିଲେ କରିନା-ତବୁ-କ୍ରିତି

ମୁମ୍ବାଇ: ବଲିଉଡର ଆଗାମୀ ଚଳଚ୍ଚିତ୍ର ‘କ୍ରୁ’ ଚଳିତ ବର୍ଷର ମଚ ଆଓ୍ବେଟେଡ ମୁଭି ହୋଇପାରିଛି। ଫିଲ୍ମର ଷ୍ଟାର କାଷ୍ଟ ଏବଂ କାହାଣୀ ଏଥିରେ ଦର୍ଶକଙ୍କ ଆଗ୍ରହ ବଢାଇଛି। ଏହି ମୁଭିରେ ଟ୍ୟାଲେଣ୍ଟର ପାୱାରହାଉସ ଅଭିନେତ୍ରୀ ଅନ୍ତର୍ଭୁକ୍ତ। ଏଥିମଧ୍ୟରେ କରୀନା କପୁର ଖାଁ,…

ୟାମିଙ୍କ ଦମଦାର ଆକ୍ଟିଂକୁ ନେଇ ହେଉଛି ଚର୍ଚ୍ଚା

ମୁମ୍ବାଇ: ୟାମି ଗୌତମ ଏବଂ ପ୍ରିୟାମଣିଙ୍କ ମୁଭି ଆର୍ଟିକଲ ୩୭୦ ଶେଷରେ ୨୩ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ସ୍ଥିତି ପ୍ରତ୍ୟାହାରର ପୃଷ୍ଠଭୂମି ଉପରେ ଆଧାରିତ। ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିବା ପରେ,…

Investment Scheme: ମହିଳାମାନେ ଏହି ଯୋଜନାରେ କରନ୍ତୁ ଟଙ୍କା ନିବେଶ, ହୋଇଯିବେ ମାଲାମାଲ୍‌

ଘରର ବିଭିନ୍ନ ଖର୍ଚ୍ଚ ଛଡା ମହିଳାମାନେ ପ୍ରତ୍ୟେକ ମାସରେ କିଛି ଟଙ୍କା ସଞ୍ଚୟ କରିଥା’ନ୍ତି। ପରେ କୌଣସି କାମରେ ଏହି ଟଙ୍କାକୁ ଖର୍ଚ୍ଚ କରିଥାନ୍ତି। କିନ୍ତୁ ସଞ୍ଚୟ କରିବା ଦ୍ୱାରା ଆପଣଙ୍କୁ ଏଥିରେ କୌଣସି ଅତିରିକ୍ତ ଲାଭ ମିଳି ନ ଥାଏ।…

ଯେଉଁ ବ୍ୟାଟରେ ଦ୍ରୁତତମ ଶତକ କରି ରେକର୍ଡ କରିଥିଲେ ତେନ୍ଦୁଲକର ତାହା ଆଜି ଅବହେଳିତ ଭାବେ ପଡିଛି ପାକିସ୍ତାନରେ

ନୂଆଦିଲ୍ଲୀ,୨୩।୨: ବିଶ୍ୱାସ କରନ୍ତୁ! ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଚମତ୍କାର ବ୍ୟାଟ ଯାହା ୧୯୯୬ରେ ନୈରାବି ପଡିଆରେ ଝଡ଼ ସୃଷ୍ଟି କରିଥିଲା। ଯେଉଁ ବ୍ୟାଟ ଚୌକା ଏବଂ ଛକା ବର୍ଷାର ଏପରି ବର୍ଷା ସୃଷ୍ଟି କରିଥିଲା ଯାହା ପୂର୍ବରୁ କୌଣସି ଆନ୍ତର୍ଜାତୀୟ…

ଆମେରିକାର ପ୍ରଥମ ପ୍ରାଇଭେଟ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ର ଲ୍ୟାଣ୍ଡିଂ ସଫଳ

ଓ୍ବାଶିଂଟନ,୨୩ା୨: ଆମେରିକାର ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିଛି। ଯାହା ଭାରତର ‘ଚନ୍ଦ୍ରୟାନ’ ନିକଟରେ ଅବସ୍ଥିତ। ଆମେରିକାର ଘରୋଇ କମ୍ପାନୀ ଇନ୍‌ଷ୍ଟ୍ୟୁଟିଭ୍‌ ମେଶିନର ରୋବୋଟିକ ସ୍ପେସ୍‌କ୍ରାଫ୍ଟ ଲ୍ୟାଣ୍ଡର ‘ଓଡିସିୟସ’ଅବତରଣ କରିଛି। ପ୍ରାୟ ୫୦ ବର୍ଷ…

Central Bank of India Recruitment 2024: ସେଣ୍ଟ୍ରାଲ ବ୍ୟାଙ୍କରେ ବାହାରିଲା ଚାକିରି, ଆଜି ହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ,୨୩।୨: ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ବାହାରିଛି ନିଯୁକ୍ତି। ବ୍ୟାଙ୍କରେ ଖାଲି ପଡ଼ିଛି ୩ ହଜାର ଆପ୍ରେଣ୍ଟିସ ପଦବୀ। କହିରଖୁଛୁ କି, ଏଇ ମାସ ଅର୍ଥାତ୍‌ ଫେବ୍ରୁଆରୀ ୨୧ରେ ଏହି ନିଯୁକ୍ତି…

ରାଜପ୍ରାସାଦଠାରୁ କମ୍‌ ନୁହେଁ ସୋନମଙ୍କ ଘର, ଭିଡିଓରେ ଭିତରର ଦୃଶ୍ୟ ଦେଖିଲେ କହିବେ…

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଷ୍ଟାଇଲିଶ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ସୋନମ କପୁର ହେଉଛନ୍ତି ଜଣେ। ସୋନମ କେତେ ଷ୍ଟାଇଲିଶ୍‌ ତାଙ୍କ ଘରର ସୌର୍ଯ୍ୟକୁ ଦେଖିଲେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଛି। ମୁମ୍ବାଇ ବାସିନ୍ଦା ସୋନମଙ୍କ ଶାଶୁଘର ଦିଲ୍ଲୀରେ ଅଛି। ସ୍ବାମୀ ଆନନ୍ଦ ଆହୁଜା…

ରାଏବରେଲୀ, ଆମେଠିରୁ ଗାନ୍ଧୀ ପରିବାର ନିର୍ବାଚନ ନ ଲଢିଲେ କାହାକୁ ଟିକେଟ ଦେବ କଂଗ୍ରେସ, ହେଲା ବଡ଼ ଖୁଲାସା

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶର ଭିଭିଆଇପି ଲୋକ ସଭା ଆସନ ରାଏବରେଲୀ ଏବଂ ଆମେଠିରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେନେଇ ସନ୍ଦେହ ରହିଛି। ତେବେ ରାହୁଲ ଗାନ୍ଧୀ ଆମେଠିରୁ ପ୍ରାର୍ଥୀ ହେବେ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲୀଙ୍କରୁ ପ୍ରାର୍ଥୀ ହେବେ ବୋଲି…

ରେଲଓ୍ବେ ମହିଳାଙ୍କୁ ଦେଉଛି ଏସବୁ ସ୍ପେଶାଲ ସୁବିଧା, ନ ଜାଣି ଥିଲେ ଆଜି ହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୨: ମହିଳା ରେଳ ଯାତ୍ରୀ, ଦୟାକରି ଆବଶ୍ୟକ ସୂଚନା ସହିତ ନିଜକୁ ଅପଡେଟ କରନ୍ତୁ ଯାହା ଦ୍ୱାରା ଯଦି ଆପଣଙ୍କୁ ଅସମୟରେ ଏକାକୀ ଯାତ୍ରା କରିବାକୁ ପଡିବ, ତେବେ ଆପଣ ଆପଣଙ୍କର ଅଧିକାର ଏବଂ ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥିବା…

ସିରିଜ୍‌ ମଝିରେ ଅଚାନକ ଘରକୁ ପଳାଇଲେ ଏହି କ୍ରିକେଟର୍‌

ରାଞ୍ଚି,୨୩।୨: ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତିନୋଟି ମ୍ୟାଚ ପରେ ୨-୧ରେ ପଛରେ ପଡିଥିବା ଇଂରାଜୀ ଦଳକୁ ଏକ ବଡ଼ ଝଟକା ଦେଇଛି। ଦଳର ଯୁବ ସ୍ପିନ ଅଲରାଉଣ୍ଡର ରେହାନ ଅହମ୍ମଦଙ୍କୁ ହଠାତ୍‌ ଘରକୁ ଫେରିବାକୁ ପଡିଛି। ଏବେ ତାଙ୍କୁ…

ନିର୍ବାଚନ ଆୟୋଗଙ୍କ ବଡ଼ ସୂଚନା, ଏହି ଦିନ ହେବ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୨୩।୨: ନିର୍ବାଚନ ଆୟୋଗ ମାର୍ଚ୍ଚ ୧୩ ପରେ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି। ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ତାରିଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri