Home

ମାଇକେଲ କ୍ଲାର୍କଙ୍କ ବଡ଼ ବୟାନ…ଏହି ଖେଳାଳିଙ୍କ ଦୟାରୁ ପାଣ୍ଡ୍ୟାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ମିିଳିଛି ସୁଯୋଗ

ନୂଆଦିଲ୍ଲୀ,୧୧।୫: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଚୟନ ହୋଇଥିବା ଭାରତୀୟ ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପର୍କକୁ ନେଇ ପ୍ରତିକ୍ରିୟା…

ଭୃଗୁ, ସୁବାସଙ୍କ ପାଇଁ ପ୍ରଚାର କଲେ ସବ୍ୟସାଚୀ-ଅର୍ଚ୍ଚିତା

ଛତ୍ରପୁର,୧୧ା୫(ଦିଲ୍ଲୀପ ସାମଲ): ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ପ୍ରଚାର ସେତେ ଦମ୍‌ଦାର ହେବାରେ ଲାଗିଛି। ବିଭିନ୍ନ ପଞ୍ଚାୟତ ବୁଲି ଭୋଟରଙ୍କ ଘରେ ଘରେ ପହଞ୍ଚି ନିଜ ନିଜ ସପକ୍ଷରେ ଭୋଟ୍‌ ଦେବା ପାଇଁ ପ୍ରାର୍ଥୀମାନେ ଲୋକଙ୍କୁ ଭୋଟ୍‌ ଆଶୀର୍ବାଦ ମାଗୁଛନ୍ତି।…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ମା’-ପୁଅଙ୍କ ଜୀବନ

ଛତ୍ରପୁର,୧୧ା୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ ରଘୁନାଥପୁର ଛକ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଶନିବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ ମାଟିଖାଲ ଗ୍ରାମର ଖଗେଶ୍ୱର…

ଭାରତମାତା, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବରଗଡ଼,୧୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଶନିବାର ଅପରାହ୍ନରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ବରଗଡ଼ରେ ପହଞ୍ଚିଛନ୍ତି। ମୋଦି ବରଗଡ଼ରେ ପହଞ୍ଚିବା ପରେ ମୋଦି ଜୀ ମୋଦି ଜୀ ନାରାରେ କମ୍ପି ଉଠିଥିଲା ସଭାସ୍ଥଳ। ପ୍ରଧାନମନ୍ତ୍ରୀ…

୨୦ ବର୍ଷ ପରେ ପୃଥିବୀ ସହ ମାଡ ହେବ ଭୟଙ୍କର ସୌର ଝଡ଼, ଅନେକ ଦେଶ ହୋଇଯିବ ଅନ୍ଧାର

କଲରାଡୋ,୧୧।୫: ୨୦ ବର୍ଷରୁ ଅଧିକ ସମୟ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ସୌର ଝଡ଼ ଶୁକ୍ରବାର ପୃଥିବୀରେ ମାଡ ହେବାକୁ ଯାଉଛି। ଆମେରିକାର ବୈଜ୍ଞାନିକ ଏଜେନ୍ସି ନ୍ୟାସନାଲ ଓସେନିକ ଏବଂ ଆଟମୋସଫେରିକ ଆଡମିନିଷ୍ଟ୍ରେସନ (NOAA) ସୌର ଝଡ଼ ସମ୍ପର୍କରେ ଚେତାବନୀ ଦେଇଛି। ଏହା…

ସରକାରୀ ଗାଡ଼ି ବ୍ୟବହାର କରୁଛନ୍ତି ଭାଜପା ପ୍ରାର୍ଥୀ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୧।୫: ଫେରାଦ ହେଲା ବିଜେଡି। ନିର୍ବାଚନ ସମୟରେ ବାରମ୍ବାର ଆଚରଣ ବିଧି ଉଲ୍ଲଂଘନ କରୁଛି ଭାଜପା। ଭାଜପା ମାହାଙ୍ଗା ପ୍ରାର୍ଥୀ ସୁମନ୍ତ ଘଡେଇ ସରକାରୀ ଗାଡ଼ି ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ…

‘ଓଡ଼ିଶାବାସୀ ଏଥର ମନସ୍ଥ କରିଛନ୍ତି ଡବଲ ଇଞ୍ଜିନ ସରକାର ଆଣିବେ’

ପାଟଣା,୧୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମଲ୍ଲିପଶିରୁ ଶନିବାର ଭାଜପାର ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକ ଓ ପାଟଣା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଏକ ବିରାଟ ବାଇକ୍‌ ରାଲିରେ ୭କିମି ପର୍ଯ୍ୟନ୍ତ…

ମୋଦିଙ୍କୁ ନିମନ୍ତ୍ରଣ କଲେ ପାଣ୍ଡିଆନ, କହିଲେ ୯ ତାରିଖ ଆସିବେ

ଭୁବନେଶ୍ୱର,୧୧।୫: ବୀରମିତ୍ରପୁରରେ ପ୍ରଚାର କରୁଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପ୍ରଧାନମନ୍ତ୍ରୀ…

ବିଜେଡିରେ ମିଶିଲେ ଅଭିନେତା ରୁଦ୍ର ପାଣିଗ୍ରାହୀ

ଭୁବନେଶ୍ୱର,୧୧।୫: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଛି। ଏମିତିରେ ଦଳ ଡିଆଁ, ମିଶ୍ରଣ ପର୍ବ ଜାରି ରହିଛି। ଏହି କ୍ରମରେ ବିଜେଡିରେ ସାମିଲ ହୋଇଛନ୍ତି ଅଭିନେତା ରୁଦ୍ର ପାଣିଗ୍ରାହୀ। ଶନିବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ…

ନାଁ ନ ନେଇ ଟାର୍ଗେଟ କଲେ ମୋଦି, ସିଏମ ନୁହେଁ ସରକାର ଚଳାଉଛନ୍ତି…

ବରଗଡ଼, ୧୧।୫: କନ୍ଧମାଳ, ବଲାଙ୍ଗୀର ପରେ ବରଗଡ଼ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବରଗଡ଼ରେ ଜନସଭା ଆରମ୍ଭରୁ ବିଜେଡି ସରକାରଙ୍କୁ ସିଧା ହମଲା କରିଛନ୍ତି ମୋଦି। ସେ କହିଛନ୍ତି, ୨୫ ବର୍ଷ ଭିତରେ ବିଜେଡି ସରକାର ଗରିବୀରୁ ବାହାରକୁ ଆଣିପାରିନି। ସାରା…

ଲାଲୁଙ୍କୁ ହରାଇଥିବା ପ୍ରିୟ ବନ୍ଧୁ ୭୯ ବର୍ଷ ବୟସରେ ଫେରିଲେ ଦଳକୁ

ପାଟନା,୧୧।୫: ଏକଦା ଲାଲୁ ପ୍ରସାଦ ଯାଦବଙ୍କ ଡାହାଣ ହାତ କୁହାଯାଉଥିବା ରଂଜନ ଯାଦବ ୭୯ ବର୍ଷ ବୟସରେ ଆରଜେଡି ଫେରିଛନ୍ତି। ଲୋକ ସଭା ନିର୍ବାଚନ ମଧ୍ୟରେ ଦଳର ଏମପି ମନୋଜ ଝା ଏବଂ ଅନ୍ୟ ନେତାଙ୍କ ଉପସ୍ଥିତିରେ ରଂଜନ ଯାଦବ ଦଳକୁ…

ମୋର କ’ଣ ଅଛି, ଏହା ମୋର ଶେଷ…ରୋହିତ ଶର୍ମାଙ୍କ ଭିଡିଓ ଭାଇରାଲ… 

ନୂଆଦିଲ୍ଲୀ,୧୧।୫: ମୁମ୍ବାଇ ଇଣ୍ଡିଆନ୍ସରେ ସବୁକିଛି ଠିକ୍‌ ଚାଲିନାହିଁ। କାରଣ ସୋସିଆଲ ମିଡିଆରେ ଅଭିଷେକ ନାୟର ଏବଂ ମୁମ୍ବାଇର ପୂର୍ବତନ ଅଧିନାୟକ ହିଟ୍‌ମାନଙ୍କ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଅନେକ ପ୍ରଶ୍ନ ଉଠାଉଛି। କୁହାଯାଉଛି ଯେ କେକେଆର୍‌ ପକ୍ଷରୁ ଏକ୍ସରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?