Home

ବନ୍ଧୁକ ଦେଖାଇ ନେଇଯାଇଥିଲେ ଦେଢକୋଟିରୁ ଅଧିକ ଟଙ୍କା: ଏବେ ଧରାପଡିଲେ…

କଟକ,୧୩।୨(କାର୍ତ୍ତିକ ସାହୁ): ତିଗିରିଆଠାରେ ଘଟିଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ ଭ୍ୟାନ୍‌ ଲୁଟ୍‌ ମାମଲାରେ କଟକ ଗ୍ରାମାଞ୍ଚଳ ପୋଲିସ ୭ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନଙ୍କଠାରୁ ନଗଦ ୬୪,୪୫,୪୦୦ଟଙ୍କା, ୬ଟି ମୋବାଇଲ୍‌ ଫୋନ୍‌, ୩ଟି ଛୁରି ଓ…

କେନ୍ଦୁଝରରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବା ଆରମ୍ଭ

କେନ୍ଦୁଝର, ୧୩ ।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଓମ୍ବାଡସି ସହାୟତାରେ ୨୦୨୧ରୁ ୩ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ଷମ ହେଉଛି। ସେଥିମଧ୍ୟରୁ ଗୋଟିଏ ଆଡଭାନ୍ସଡ ଲାଇଫ ସପୋର୍ଟ ଆମ୍ବୁଲାନ୍ସ (ଏଏଲଏସ) ରହିଥିବା ବେଳେ ୨ଟି ହେଉଛି ବେସିକ ଲାଇଫ ସପୋର୍ଟ…

ୟୁଏଇ ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ୟୁଏଇ ଗସ୍ତ ବାହାରିଛନ୍ତି। ମଙ୍ଗଳବାର ଦିଲ୍ଲୀ ବିମାନବନ୍ଦରରୁ ସେ ଦୁବାଇ ଅଭିମୁଖେ ଯାଇଛନ୍ତି। ୟୁଏଇ ପରେ ସେ ମଧ୍ୟ କତାର ଯିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସରକାରୀ ବିବୃତ୍ତି ଜାରି କରାଯାଇଛି।…

ଭାଜପାରେ ସାମିଲ ହେଲେ ଅଶୋକ ଚଭନ୍‌, କିନ୍ତୁ ପ୍ରଥମ ଇଚ୍ଛା ରହିଗଲା ଅଧୁରା

ପୁଣେ,୧୩।୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କର ପ୍ରଥମ ଇଚ୍ଛା ପୂରଣ ହୋଇ ପାରି ନାହିଁ। ଆଲୋଚନା ହେଉଛି କି ଅଶୋକ ଦିଲ୍ଲୀରେ ଅମିତ ଶାହାଙ୍କ ଉପସ୍ଥିତିରେ ଭାଜପାରେ ଯୋଗଦେବାକୁ ଚାହୁଁଥିଲେ।…

ଆଖିବୁଜିଲେ ଭାରତର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର

ନୂଆଦିଲ୍ଲୀ,୧୩।୨: ପୂର୍ବତନ ଭାରତୀୟ ଅଧିନାୟକ ତଥା ଦେଶର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର ଦତ୍ତାଜିରାଓ ଗାଇକ୍ୱାଡ ଦୁନିଆରୁ ବିଦାୟ ଦେଇଛନ୍ତି। ବୟସ ସମ୍ବନ୍ଧୀୟ ରୋଗ ହେତୁ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ଦତ୍ତାଜିରାଓ ଗାଏକ୍ୱାଡ ୧୯୫୨ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ…

ଇଶାନ, ଶ୍ରେୟସଙ୍କର ଟିମ ଇଣ୍ଡିଆରେ ହେବ ନାହିଁ ପ୍ରତ୍ୟାବର୍ତ୍ତନ, ଉଭୟଙ୍କ ଉପରେ ଏହି କଠୋର ନିଷ୍ପତ୍ତି ନେଲା ବିସିସିଆଇ

ନୂଆଦିଲ୍ଲୀ,୧୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଉଇକେଟ୍‌ କିପର ବ୍ୟାଟର୍‌ ଇଶାନ କିଷନ ଏହି ସିରିଜରେ ଚୟନ କରାଯାଇନାହିଁ। ଯେଉଁ କାରଣରୁ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପୂର୍ବରୁ ଖବର ଆସିଥିଲା ଯେ ସେ…

ଶମ୍ଭୁ ବର୍ଡରରେ ହିଂସା ଭଳି ପରିସ୍ଥିତି, ଲୁହବୁହା ଗ୍ୟାସ ପ୍ରୟୋଗ କଲା ପୋଲିସ

ଚଣ୍ଡିଗଡ଼,୧୩।୨: କୃଷକଙ୍କ ଆନ୍ଦୋଳନ ଯୋଗୁଁ ହରିୟାଣାର ଶମ୍ଭୁ ସୀମାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ହରିୟାଣା ପୋଲିସ ଦ୍ୱାରା ଲୁହବୁହା ଗ୍ୟାସ ସେଲ ଫିଙ୍ଗି ଦିଆଯାଇଥିଲା। ଏହି ସମୟରେ ଘଟଣାସ୍ଥଳରେ ବିଶୃଙ୍ଖଳା ହୋଇଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟାରେ ଚାଷୀମାନେ ସୀମା ପାର…

ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ କରିବେ। ଏହି ସମୟରେ ସେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହୟାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଏବଂ ଆବୁଧାବିରେ…

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୧୩।୨: ପ୍ରମୁଖ ରାଜନୈତିକ ଦଳମାନେ ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସେମାନଙ୍କ ରଣନୀତି ଦୃଢ କରିବାରେ ଲାଗିଛନ୍ତି। ଭାଜପା ଦଳର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ସହିତ…

ହାର୍ଟଆଟାକ୍‌ ପରେ କାମକୁ ଫେରିଲେ ଏହି ଅଭିନେତା

ଦୁଇ ମାସ ପୂର୍ବେ ବଲିଉଡ ଏବଂ ମରାଠୀ ଅଭିନେତା ଶ୍ରେୟାସ ତଲପଡେଙ୍କର ହାର୍ଟଆଟାକ୍‌ ହୋଇଥିଲା। ତାଙ୍କ ହାର୍ଟଆଟାକ୍‌ ଖବର ଶୁଣିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ଚିନ୍ତାବ୍ୟକ୍ତ କରିଥିଲେ। କିନ୍ତୁ ବର୍ତ୍ତମାନ ଶ୍ରେୟାସଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି। ସେ ନିଜେ ତାଙ୍କ…

ଭାରତ ପାଇଁ କାଳ ସାଜିଛି ନକ୍‌ଆଉଟ୍‌ ଷ୍ଟେଜ୍‌: ୧୦ ବର୍ଷରେ ହାରିଲାଣି…

ନୂଆଦିଲ୍ଲୀ,୧୩।୨: ଆଇସିସି ଟୁର୍ନାମେଣ୍ଟର ନକଆଉଟ ମ୍ୟାଚରେ ଟିମ ଇଣ୍ଡିଆର ହାରିବା ପ୍ରକ୍ରିୟା କ୍ରମାଗତ ଭାବେ ଜାରି ରହିଛି। ନିକଟରେ ଭାରତୀୟ ମାଟିରେ ଏକଦିବସୀୟ ବିଶ୍ୱକପ ଖେଳାଯାଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ୧୦ଟି ମ୍ୟାଚ ଜିତିଥିଲା, କିନ୍ତୁ ଫାଇନାଲରେ…

ହାତ ଛାଡିବା ପରେ ଆଜି ପଦ୍ମରେ ସାମିଲ ହେବେ ଅଶୋକ ଚୌହାନ

ମୁମ୍ବାଇ,୧୩।୨: କଂଗ୍ରେସ ଛାଡିବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ମଙ୍ଗଳବାର ଭାଜପାରେ ଯୋଗଦେବାର ସମ୍ଭାବନା ରହିଛି। ଏହି ବିବୃତ୍ତି ତାଙ୍କ କାର୍ଯ୍ୟାଳୟରୁ ଆସିଛି। ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଝଟକା ଦେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri