Home

ଏଭଳି ନେତା ଦଳ ଛାଡ଼ିବା ବିଜେଡି ପାଇଁ ଶୁଭ: ଦେବାଶିଷ

କଟକ,୨ା୪(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନେତାଙ୍କ ଦଳଡିଅଁା ପର୍ବ ଜାରି ରହିଛି। ଏଥିରୁ ବାଦ୍‌ ପଡିନାହାନ୍ତି କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି। ଦୁଇଦିନ ତଳେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ। ହେଲେ କେଉଁ କାରଣ ପାଇଁ ଦଳ…

ପଦ୍ମଶ୍ରୀ ପ୍ରମୋଦଙ୍କୁ ଉତ୍କଳ ପ୍ରତିଭା ସମ୍ମାନ

ଭୁବନେଶ୍ୱର,୨।୪: ଓଡ଼ିଶା ତଥା ଭାରତର ଜଣାଶୁଣା ପାରା-ବ୍ୟାଡ୍‌ମିଣ୍ଟନ କ୍ରୀଡାବିତ୍‌ ତଥା ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ଉତ୍କଳ ପ୍ରତିଭା ପ୍ରତିଷ୍ଠାନ (ଓଡିଏମ୍‌ ସମୂହର ଅନ୍ୟତମ ଅନୁଷ୍ଠାନ) ପକ୍ଷରୁ ‘ଉତ୍କଳ ପ୍ରତିଭା ସମ୍ମାନ-୨୦୨୪’ପ୍ରଦାନ କରାଯାଇଛି। ଏପରିକି ପବିତ୍ର ଓଡ଼ିଶା ଦିବସ ଅବସରରେ ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌…

ବିଏମ୍‌ସିର ସମ୍ପ୍ରସାରଣ ୟୁନିଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୨।୪: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେଶନର ପ୍ରମୁଖ ହସ୍ପିଟାଲ ‘ବାଲ୍‌କୋ ମେଡିକାଲ ସେଣ୍ଟର’ବା ବିଏମ୍‌ସି ନ୍ୟୁ ରାୟପୁର ଛତିଶଗଡ଼ର ୬ଷ୍ଠ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏମ୍‌ସିର ସମ୍ପ୍ରସାରଣ ୟୁନିଟ୍‌…

‘ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି’

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗାପ୍ରସାଦ ଛୁରିଆଙ୍କୁ ବେଆଇନ ଭାବେ ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ପଦବୀରେ ନିଯୁକ୍ତି ଦିଆଯାଇଛି। ନିୟନ୍ତ୍ରିତ ବଜାର କମିଟି ରାଜ୍ୟ ସମବାୟ ସଂସ୍ଥାର ପରିଧି ଅନ୍ତର୍ଭୁକ୍ତ। ଏହି…

ରେକର୍ଡ ପରିମାଣର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୪ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଶେଷ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ସୋମବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।…

ବିଜେଡି ଛାଡ଼ିଲେ ଲିଙ୍କନ ସୁବୁଦ୍ଧି

ଭୁବନେଶ୍ୱର,୨ା୪(ଅନିଲଦାସ):ସମାଜସେବୀ ତଥା ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଲିଙ୍କନ ସୁବୁଦ୍ଧି ବିଜେଡି ଛାଡ଼ିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦଳରେ…

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଦାୟିତ୍ୱ ନେଲେ ଶେଫାଳି ଶରଣ

ଭୁବନେଶ୍ୱର, ୨।୪, (ଅସମାପିକା ସାହୁ): ମନୀଷ ଦେଶାଇଙ୍କ ଅବସର ପରେ ଶେଫାଳି ବି ଶରଣ ସୋମବାର ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶରଣ ୧୯୯୦ ବ୍ୟାଚ୍‌ର ଭାରତୀୟ ସୂଚନା ସେବା ଅଧିକାରୀ। ତିନି ଦଶନ୍ଧିରୁ ଅଧିକ…

କମିଲା ଗ୍ୟାସ୍‌, ଇନ୍ଧନ ମୂଲ୍ୟ

ନୂଆଦିଲ୍ଲୀ,୨ା୪: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ଦିନରେ କମର୍ସିଆଲ ଗ୍ୟାସ୍‌ (୧୯ କି.ଗ୍ରା.), ବିମାନ ଇନ୍ଧନ ଦର ହ୍ରାସ ପାଇଛି। ବିଶେଷ କରି ଦେଶର ପ୍ରମୁଖ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକଙ୍କ ପକ୍ଷରୁ ସୋମବାର ନୂଆ ଦର ସୂଚୀ ଲାଗୁ କରାଯାଇଛି। ଉଲ୍ଲେଖଯୋଗ୍ୟ, ଘରୋଇ…

କେନ୍ଦ୍ରାପଡ଼ାରେ ଶିଳ୍ପ ସ୍ବପ୍ନ ଦେଖାଇଲେ ବୈଜୟନ୍ତ

କେନ୍ଦ୍ରାପଡା, ୨ା୪ (ଜଗନ୍ନାଥ ଧଳ):କର୍ମନିଯୁକ୍ତି କେନ୍ଦ୍ରାପଡ଼ା ଜିଲା ପାଇଁ ଏକ ବଡ଼ ସମସ୍ୟା। ଏହାର ସମାଧାନ ପାଇଁ ଜିଲାରେ ଶିଳ୍ପ ଆବଶ୍ୟକ। ଲୋକ ସଭାରେ ଏ ନେଇ ନିଶ୍ଚିତ ଭାବେ ସ୍ବର ଉଠାଯିବ ବୋଲି ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା…

୨୪ ବର୍ଷରେ ଖାତା ଖୋଲିପାରିନି ବିଜେଡି

ସୁନ୍ଦରଗଡ଼,୨ା୪(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପୁଣି ଜୁଏଲଙ୍କ ଉପରେ ଭରସା କରି ଟିକେଟ ଦେଇଛି। ଅନ୍ୟପକ୍ଷରେ ବିଜେଡି ଏଥର ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି। ଭାଜପାର ଭେଟେରାନ ନେତା ଜୁଏଲଙ୍କୁ ବିଜେଡିର…

ପଣ୍ୟ କାରବାରରେ ପାରାଦୀପ ବନ୍ଦର ୧ ନମ୍ବର:ଦୀନଦୟାଲ କାଣ୍ଡଲା ପୋର୍ଟ ପଛରେ ରହିଗଲା

ପାରାଦୀପ,୨ା୪(ଶରତ ରାଉତ):ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପ ଚଳିତ ଆର୍ଥିକ ବର୍ଷରେ ରେକର୍ଡ ୧୪୫.୩୮ ଏମ୍‌ଏମ୍‌ଟି (ମିଲିୟନ ମେଟ୍ରିକ ଟନ) ପଣ୍ୟ କାରବାର କରିଛି, ଯାହା ଦେଶର ସମସ୍ତ ବୃହତ୍‌ବନ୍ଦର କ୍ଷେତ୍ରରେ ସର୍ବାଧିକ। ଫଳରେ ପାରାଦୀପ ଏବେ ଦେଶରେ ୧…

ଛିଣ୍ଡୁନି ଟିକେଟ ଅଙ୍କ, ଦୋଛକିରେ ୩ ଦଳ

ଭୁବନେଶ୍ୱର,୨ା୪ (ଅନିଲଦାସ):ନିର୍ବାଚନ ତାରିଖ ଘୋଷଣା ହେବାର ଦୁଇ ସପ୍ତାହ ବିତିଗଲାଣି। କିନ୍ତୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ଶେଷ ହୋଇପାଲିଲା ନାହିଁ। ବିଜେଡି ଓ ଭାଜପାରେ ଆଶାୟୀଙ୍କ ଭିଡ଼ ବଢୁଥିବାବେଳେ କଂଗ୍ରେସ ଶିବିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri