ସିବିଏସଇ ବୋର୍ଡ ପରୀକ୍ଷାରେ ଗୋଟିଏ ନମ୍ବର କମ ହେଲେ ବି ମିଳିବନି ସଫଳତା
ନୂଆଦିଲ୍ଲୀ,୨୦।୨: ସିବିଏସଇ ବୋର୍ଡ ପରୀକ୍ଷା ଫେବୃଆରୀ ୧୫, ୨୦୨୪ରୁ ଆରମ୍ଭ ହୋଇଥିଲା। କିନ୍ତୁ ସିବିଏସଇ ଶ୍ରେଣୀର ଦଶମ ଏବଂ ଦ୍ୱାଦଶର ମୁଖ୍ୟ ବିଷୟଗୁଡ଼ିକ ପାଇଁ ପରୀକ୍ଷା ଫେବୃଆରୀ ୧୯, ୨୦୨୪ ରୁ ଆରମ୍ଭ ହୋଇଛି । ସିବିଏସଇ ବୋର୍ଡ ପରୀକ୍ଷା ୨୦୨୪ରେ…
୨୬ ବର୍ଷ ପରେ ଘରକୁ ଫେରିଲେ ବଂଶୀଧର
ବାଲିକୁଦା,୨୦।୨(ତାପସ ସ୍ବାଇଁ):୨୬ ବର୍ଷ ପରେ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ମହାରଣା ପଞ୍ଚାୟତର ତଳ କୁସୁମା ଗ୍ରାମର ବଂଶୀଧର ମହାନ୍ତି (୭୨) ଶନିବାର ଅସୁସ୍ଥ ଅବସ୍ଥାରେ ଗାଁରେ ପହଞ୍ଚତ୍ଛନ୍ତି। ପୁଅ ବିକାଶ ତାଙ୍କୁ ଏବେ କଟକ ବଡ଼ ଡାକ୍ତରଖାନର ଟିବି ଓ୍ବାର୍ଡରେ…
ମୁଁ ଧୋନୀଙ୍କୁ ପଚାରିବାକୁ ଚାହେଁ, ଶତକ ମାରିବା ପରେ ବି ମୋତେ କାହିଁକି ବାଦ୍ ଦିଆଗଲା:ମନୋଜ ତିଓ୍ବାରୀ
ନୂଆଦିଲ୍ଲୀ,୨୦।୨: ଭାରତୀୟ କ୍ରିକେଟ ଦଳର କ୍ୟାପ ପାଇବା ଦେଶର ଯେକୌଣସି ଖେଳାଳିଙ୍କ ପାଇଁ ସବୁଠାରୁ ବଡ ସ୍ବପ୍ନ। ତେବେ ଭାରତୀୟ ଦଳ ପାଇଁ ଖେଳିବା ଯେତିକି କଷ୍ଟସାଧ୍ୟ, ଦଳରେ ସ୍ଥାନ ବଜାୟ ରଖିବା ମଧ୍ୟ କଷ୍ଟସାଧ୍ୟ। ଅନେକ କ୍ରିକେଟର ଏହା କରିଛନ୍ତି…
ମାଟ୍ରିକ୍ ପରୀକ୍ଷା ଆରମ୍ଭ: ପ୍ରଥମଥର ପାଇଁ ଏଆଇର ହେବ ଉପଯୋଗ
ଭୁବନେଶ୍ୱର,୨୦।୨: ଚଳିତବର୍ଷର ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ପ୍ରବେଶ ଉପରେ ରୋକ ଲଗାଯାଇଥିବାବେଳେ ପରିଚାଳନା ବ୍ୟବସ୍ଥାକୁ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରାଯାଇଛି। ସକାଳ…
୧୭ ଆସନ ପ୍ରସ୍ତାବ ଉପରେ ଉପରେ କଂଗ୍ରେସ ମୌନ, ଭାରତ ଯୋଡୋ ନ୍ୟାୟ ଯାତ୍ରାରୁ ଦୂରେଇ ରହିବେ ଅଧିଳେଶ
ଲକ୍ଷ୍ନୌ,୨୦।୨: କଂଗ୍ରେସ ଇଣ୍ଡିଆ ମେଣ୍ଟ ଅଧୀନରେ ଏସ୍ପିର ୧୭ ଟି ଆସନରେ ନିର୍ବାଚନ ଲଢିବା ପ୍ରସ୍ତାବ ଉପରେ ସୋମବାର କୌଣସି ଜବାବ ଦେଇନାହିଁ। ଏସ୍ପି ସୂତ୍ର ଅନୁଯାୟୀ, ସିଟ ବଣ୍ଟନ ଚୂଡାନ୍ତ ହୋଇ ନ ଥିବାରୁ ଏସ୍ପି ମୁଖ୍ୟ ଅଖିଳେଶ ଯାଦବ…
ମୋ ଭୁଲ୍ ପାଇଁ ମୋତେ ମୃତ୍ୟୁଦଣ୍ଡ ଦିଆଯାଉ: କାହିଁକି ଏମିତି କହିଲେ ପାକିସ୍ତାନ ନିର୍ବାଚନ କମିଶନର
ଇସଲାମାବାଦ୍,୨୦।୨: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ପରେ ସରକାର ଗଠନକୁ ନେଇ ତିକ୍ତତା ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜେଲରେ ଥିବା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନିର୍ବାଚନରେ ଘୋଟାଲା ଅଭିଯୋଗ କରିଛି। ରାୱଲପିଣ୍ଡି ମୁଖ୍ୟ…
ବିସିସିଆଇକୁ ପୁଣି ନାଲିଆଖି ଦେଖାଇଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୦।୨: ନିକଟରେ କ୍ରିକେଟକୁ ବିଦାୟ ଦେଇଥିବା ମନୋଜ ତିୱାରୀ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି କରିଥିଲେ। ମନୋଜ ତାଙ୍କ ପୋଷ୍ଟରେ ରଣଜୀ ଟ୍ରଫି ବନ୍ଦ କରିବାକୁ ବିସିସିଆଇକୁ ପରାମର୍ଶ ଦେଇଛନ୍ତି। ଏହା ପରେ ବୋର୍ଡ…
ବାଇକକୁ ପିଟିଲା ତୀର୍ଥଯାତ୍ରୀ ବସ: ଚାଲିଗଲା ଜଣଙ୍କ ଜୀବନ
ବଲାଙ୍ଗୀର,୨୦।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର- ସୋନପୁର ରାଜରାସ୍ତାର ସାତମାଇଲ ଛକଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଅଛନ୍ତି। ପୁଇଁତଲା ପୋଲିସ ଖବର ପାଇ ପହଞ୍ଚି…
ମାଟ୍ରିକ ପରୀକ୍ଷା ପୂର୍ବରୁ ଅଘଟଣ: ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
ବଲାଙ୍ଗୀର, ୨୦।୨:(ସୁନୀଲ କୁମାର ମହାନ୍ତି) ମାଟ୍ରିକ ପରୀକ୍ଷା ପୂର୍ବରୁ ଅଘଟଣ ଘଟିଛି। ବଲାଙ୍ଗୀର ସହର ନିକଟ ଖୁଜେନପାଲି ସ୍ଥିତ ବିଶ୍ବାତ୍ମ ବିଦ୍ୟା ମନ୍ଦିର ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ବିନାୟକ ପ୍ରଧାନ (୧୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଛାତ୍ରଙ୍କୁ ଭୀମଭୋଇ…
ଭଡ଼ାଘରେ ଝୁଲିପଡ଼ିଲେ ଆଇଟିଆଇ ଛାତ୍ର
କଟକ,୨୦ା୨ (କାର୍ତ୍ତିକ ସାହୁ):କଟକ ଜିଲା ମଧୁପାଟଣା ଥାନା ଅଧୀନ ନୟାଚୌକ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ଛାତ୍ରଙ୍କ ମୃତଦେହକୁ ସୋମବାର ଅପରାହ୍ନରେ ପୋଲିସ ଜବତ କରିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲା କୋରୁଆ ଗ୍ରାମର ଅମରେନ୍ଦ୍ର ମୁଦୁଲିଙ୍କ ପୁତ୍ର ସନ୍ଦୀପ ମୁଦୁଲି(୧୮)।…
ସଜେଇ ହେଉଛି ମହିମାପୀଠ
ଢେଙ୍କାନାଳ,୨୦ା୨(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମାଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରର ବହୁ ସଂଖ୍ୟକ ମହିମା ସାଧୁ ସନ୍ନ୍ୟାସୀ ଆସି ଯୋରନ୍ଦାରେ ପହଞ୍ଚି ସାରିଲେଣି। ଏହାକୁ…
ଝିଅମାନେ ଅନ୍ୟ ଜାତିରେ ବିବାହ କରିଥିବାରୁ କାନ୍ଧ ମିଳିଲାନି
କୁଚିଣ୍ଡା,୨୦ା୨(ବିରଞ୍ଚତ୍ ଦର୍କା):ସ୍ବାଧୀନତାର ୭୭ବର୍ଷ ପରେ ବି ମଣିଷ ଅନ୍ଧବିଶ୍ୱାସରୁ ନିଜକୁ ମୁକଳାଇପାରି ନାହିଁ। ଝିଅମାନେ ଅନ୍ୟ ଜାତିରେ ବିବାହ କରିଥିବାରୁ ମା’ଙ୍କ ମୃତଦେହକୁ ଜାତିଭାଇ ଛୁଇଁଲେ ନାହିଁ କି କାନ୍ଧଦେବାକୁ ଆସିଲେନି। ଶେଷରେ ଟ୍ରଲି ରିକ୍ସାରେ ମୃତଦେହ ମଶାଣିକୁ ଗଲା। ସୋମବାର…
Archives


