ଭାଜପାରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର,୨୧।୨: ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ବୁଧବାର ଭାଜପାରେ ସାମିଲ ହୋଇଛନ୍ତି। ପ୍ରଦୀପ ଓ ତାଙ୍କର କିଛି ସମର୍ଥକ ଭାଜପାର ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।…
ଆପଏଣ୍ଟମେଣ୍ଟ ନ ଥିବାରୁ ବିଗ୍ ବିଙ୍କୁ ଭେଟିବାକୁ ମନା କରି ଦେଇଥିଲେ ଅମିନ ସୟାନୀ…
ମୁମ୍ବାଇ,୨୧।୨ : ‘ବିନାକା ଗୀତାମାଲା’ର ଘୋଷକ ତଥା ରେଡିଓ କିଙ୍ଗ’ ଅମିନ ସୟାନୀଙ୍କ ଦେହାନ୍ତ ହୋଇଛି। ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବିଗ୍ ବି ଅମିତାଭ ବଚ୍ଚନ ଏବଂ ଅମିନ ସୟାନୀଙ୍କ ନେଇ ଏକ ରୋଚକ ତଥ୍ୟ…
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା: ବର୍ଷକୁ ୨ ଥର ହେବ ବୋର୍ଡ ପରୀକ୍ଷା, ଜାଣନ୍ତୁ କେବେଠୁ ଲାଗୁ ହେବ ଏହି ନିୟମ
ନୂଆଦିଲ୍ଲୀ,୨୧।୨: ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ବର୍ତ୍ତମାନ ସିବିଏସଇ ବୋର୍ଡ, ବିହାର ବୋର୍ଡ, ଏମ୍ପି ବୋର୍ଡ, ଓଡ଼ିଶା ବୋର୍ଡ, ବେଙ୍ଗଲ ବୋର୍ଡ ସମେତ ଅନେକ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଚାଲିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ…
ନୀରବି ଗଲେ ‘ବିନାକା ଗୀତାମାଲା’ର ଘୋଷକ ଅମିନ ସୟାନୀ…
ମୁମ୍ବାଇ,୨୧।୨ : ‘ରେଡିଓ କିଙ୍ଗ’ ଅମିନ ସୟାନୀଙ୍କ ଦେହାନ୍ତ ହୋଇଛି। ଧ୍ୱନି ଜଗତର ସୃଷ୍ଟିକର୍ତ୍ତା ଭାବରେ ଜଣାଶୁଣା ଅମିନ ସୟାନି ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରେଡିଓ ଶ୍ରୋତାମାନଙ୍କ ‘ବିନାକା ଗୀତାମାଲା’ର ଘୋଷକ ନୀରବି ଯାଇଛନ୍ତି। ସେ…
ସିଦ୍ଧୁ ହାତ ଛାଡି ପୁଣି ଧରିବେ ପଦ୍ମ !, ଯୁବରାଜ ଲଢ଼ିବେ ଲୋକସଭା ନିର୍ବାଚନ…
ଚଣ୍ଡିଗଡ଼,୨୧।୨ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ନବଜୋତ ସିଦ୍ଧୁ ଏବଂ ଯୁବରାଜ ସିଂଙ୍କ ବିଷୟରେ ସର୍ବଶେଷ ଅପଡେଟ ଆସିଛି। ଉଭୟଙ୍କ ପାଇଁ ଭାଜପା ମାଷ୍ଟରପ୍ଲାନ ମଧ୍ୟ ପ୍ରସ୍ତୁତ କରିଛି। କଳ୍ପନାଜଳ୍ପନା ଚାଲିଛି ଯେ ନବଜୋତ ସିଦ୍ଧୁ ପୁଣି…
Land laws across India: ଆପଣଙ୍କ ପାଖରେ ଏତେ ଏକରରୁ ଅଧିକ ଜମି ଥିଲେ ନେଇଯିବେ ସରକାର! ଜାଣନ୍ତୁ କ’ଣ କହୁଛି ନିୟମ
ନୂଆଦିଲ୍ଲୀ,୨୧।୨: ଲୋକେ ନିବେଶ ପାଇଁ ଜମି କିମ୍ବା ଘର କିଣୁଥିବାର ନିଶ୍ଚୟ ଦେଖିଥିବେ। ସମ୍ପତ୍ତି କିମ୍ବା ଜମିରେ ନିବେଶ କରେ ଏବେ ପ୍ରଚଳିତ ନୁହେଁ ବରଂ ବହୁ ପ୍ରାଚୀନ କାଳରୁ ଏହା ଜାରି ରହିଛି। ଭାରତରେ ଲୋକେ ନିଜର ଅଧିକ ପୁଞ୍ଜି…
ଆନ୍ଦୋଳନରୁ ଓହରିଲା ସଚିବାଳୟ ସେବା ସଂଘ
ଭୁବନେଶ୍ୱର,୨୦ା୨(ଅନିଲ ଦାସ)- କେନ୍ଦ୍ର ସଚିବାଳୟ ହାରରେ ଦରମା ଦାବିରେ ଫେବୃଆରୀ ୧୩ରୁ କଲମ ଛାଡ ଆନ୍ଦୋଳନ ଚଳାଇଥିବା ସଚିବାଳୟ କର୍ମଚାରୀମାନେ ମଙ୍ଗଳବାର ପୂର୍ବାହ୍ନରେ ଅଚାନକ ଆନ୍ଦୋଳନରୁ ଓହରି ଯାଇଛନ୍ତି । ଆନ୍ଦୋଳନରେ ଯୋଗ ଦେଇଥିବା ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ…
ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା
ପୁରୀ,୨୦।୨ : ଭିନ୍ନକ୍ଷମ ଭକ୍ତ କିପରି ସୁରୁଖୁରୁରେ ଜଗା ଦର୍ଶନ ପରିପାରିବେ ଏନେଇ ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ନେଇ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ,…
ଗୋଟିଏ ହାତରେ ୨ ଛକା ମାରିଲେ ବାବର୍, ମାତ୍ର ୭.୧ ଓଭରରେ ଦଳକୁ ଜିତାଇଲେ ମ୍ୟାଚ୍
ନୂଆଦିଲ୍ଲୀ,୨୦।୨: କ୍ରିକେଟରେ ଏଭଳି ଏକ ଖେଳ, ଯେଉଁଥିରେ ରୋମାଞ୍ଚକର ଅନୁଭବ ମିଳିଥାଏ। ଏଥିଲାଗି ସାରା ବିଶ୍ୱରେ ଏହାର ପ୍ରଶଂସକ ଅଧିକ। ଏଥିରେ ଗୋଟିଏରୁ ବଳି ଆରେକ ଇନିଂସ ଦେଖିବାକୁ ମିଳେ। ଯାହା ଅସମ୍ଭବ ଲାଗେ ତାହା ସମ୍ଭବ ବି ହୋଇଯାଏ। ଏବେ…
ନାବାଳିକା ବଳତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
କଟକ,୨୦ା୨ (କାର୍ତ୍ତିକ ସାହୁ) କଟକ ଜିଲା ବୈଦେଶ୍ୱର ଥାନା ଅଞ୍ଚଳରେ ୨୦୧୯ ମସିହା ସେପ୍ଟେମ୍ବର ୧୬ ତାରିଖରେ ରୁଜୁ ହୋଇଥିବା ଏକ ନାବାଳିକା ବଳାତ୍କାର ମାମଲାରେ ରାୟ ମଙ୍ଗଳବାର ପ୍ରକାଶ ପାଇଛି। କଟକସ୍ଥିତ ଆଡହକ୍ ଆଡିସିନାଲ୍ ସେସନ୍ ତଥା ଏଫ୍ଟିଏସ୍ସି କୋର୍ଟ…
ମଧୁବାବୁ ପେନସନ୍ ଯୋଜନା: ଭତ୍ତା ବଢାଇଲେ ରାଜ୍ୟ ସରକାର, ଖାତାକୁ ଆସିଲା ୧୦୦୦ଟଙ୍କା
ଭୁବନେଶ୍ୱର,୨୦।୨: ଭତ୍ତା ଟଙ୍କା ବଢାଇଲେ ରାଜ୍ୟ ସରକାର। ହିତାଧିକାରୀଙ୍କ ଖାତାକୁ ଆସିଲା ଟଙ୍କା । ମଧୁବାବୁ ପେନସନ ଯୋଜନାରେ ବର୍ଦ୍ଧିତ ରାଶି ପେନସନଭୋଗୀଙ୍କ ଖାତାକୁ ଆସିଛି । ଘୋଷଣାର ୧୫ ଦିନ ମଧ୍ୟରେ ହିତାଧିକାରୀଙ୍କ ଆକାଉଣ୍ଟ ଆସିଛି ଭତ୍ତା ଟଙ୍କା ।…
ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ, ଫିଟ୍ ହୋଇ ପ୍ରଥମ ମ୍ୟାଚ୍ ଖେଳିଲେ ପନ୍ତ; ଆଇପିଏଲ୍ରେ…
ନୂଆଦିଲ୍ଲୀ,୨୦।୨: ଋଷଭ ପନ୍ତଙ୍କ ପ୍ରଶଂସକଙ୍କ ଲାଗି ଖୁସିଖବର। ଶେଷରେ କ୍ରିକେଟର ସୁସ୍ଥ ହୋଇ ମଇଦାନକୁ ଓହ୍ଲାଇଛନ୍ତି। ଏପରିକି ବାଙ୍ଗାଲୋର ନିକଟରେ ଥିବା ଅଲୁରରେ ନିଜର ପ୍ରଥମ ମ୍ୟାଚ୍ ବି ଖେଳିଛନ୍ତି। ରିପୋର୍ଟ ଅନୁଯାୟୀ ପନ୍ତ ଅଭ୍ୟାସ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।…
Archives


