କୁନ୍ଦୁଲି ଡବଲ ମର୍ଡର: ୩ ଫେରାର ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ପଟ୍ଟାଙ୍ଗି,୨୦ା୬(ଶରତ ଧଳ): ଅକ୍ଟୋବର ମାସରେ କୁନ୍ଦୁଲି ସାପ୍ତାହିକ ହାଟରେ ଘଟିଥିବା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ତଥା…
ନିଟ୍ ପେପର୍ ଲିକ୍ରେ ରାଜନେତାଙ୍କ ହାତ! ଆସିଲା ସାଂଘାତିକ ଅଭିଯୋଗ
ପାଟନା,୨୦।୬: ନିଟ୍ ପେପର୍ ଲିକ୍ର ମାଷ୍ଟରମାଇଣ୍ଡ ଅମିତ ଆନନ୍ଦ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ନିକଟରେ ନିଜର ଅପରାଧ ସ୍ବୀକାର କରିବାବେଳେ ପରୀକ୍ଷର ଗୋଟିଏ ଦିନ ପୂର୍ବରୁ କାଗଜପତ୍ର ଲିକ ହୋଇଥିବା ସେ କହିଛନ୍ତି। ଏହା ବ୍ୟତୀତ ସେ ଅନ୍ୟାନ୍ୟ ଅନେକ…
ଅଙ୍ଗନଓ୍ବାଡ଼ିର ବିକାଶ ହେଲେ ଉଭୟ ମା’-ଶିଶୁଙ୍କର ହେବ ବିକାଶ: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦ା୬: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଶିଶୁ ବିଭାଗର ପରିଦର୍ଶନ କରି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ବୁଧବାର ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।…
ବସ୍ରୁ ଓହ୍ଲାଉଥିବା ବେଳେ ପିଟିଦେଲା କାର୍, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
ଦିଗପହଣ୍ଡି,୨୦ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ତପ୍ତପାଣି ୩୨୬ ନଂ ଜାତୀୟ ରାଜପଥର ମଳାଭଞ୍ଜା ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଦ୍ରୁତଗାମୀ କାର୍ (ନଂ. ଓଡି ୧୮ ଜେ-୦୬୦୫) ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ…
ନିଟ ଅନିୟମିତତା: ଧର୍ମେନ୍ଦ୍ରଙ୍କ ଘରକୁ ଘେରାଉ କଲେ ଛାତ୍ର, ଉଠାଇ ନେଲା ପୋଲିସ
ନୂଆଦିଲ୍ଲୀ,୨୦।୬: ନିଟ ଏବଂ ୟୁଜିସି-ନେଟ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗରେ ଦେଶ ଉଠୁଛି ପଡୁଛି। ଏହାକୁ ନେଇ ଗୁରୁବାର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କରିଛନ୍ତି ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ NSUI। ନୂଆଦିଲ୍ଲୀ ସ୍ଥିତ ବାସଭବନ ଆଗରେ NSUI…
ସମୁଦ୍ରରେ ବୁଡ଼ିଯିବାର ୧୮ ଘଣ୍ଟା ପରେ ବି ମିଳୁନି ଛାତ୍ରଙ୍କ ପତ୍ତା, ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ନିୟୋଜିତ
ଛତ୍ରପୁର,୨୦ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଛାତ୍ର ନିଖୋଜ ଘଟଣାର ୧୮ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ପତ୍ତା ମିଳିପାରିନାହିଁ। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସଆରସି ନିର୍ଦ୍ଦେଶ କ୍ରମେ ହେଲିକପ୍ଟର ଯୋଗେ ଖୋଜା ଖୋଜି…
ବାଲେଶ୍ୱରରେ ଜୁନ୍ ୨୨ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ
ବାଲେଶ୍ୱର,୨୦।୬(ମାନସ ବିଶ୍ୱାଳ): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ବାଲେଶ୍ୱର ସହରର ଅଣାୟତ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି। ଗୁରୁବାର ଇଣ୍ଟରନେଟ୍ ସେବା ବନ୍ଦକୁ ଜୁନ୍ ୨୨ ସକାଳ ୧୦ ପର୍ଯ୍ୟନ୍ତ ବଢାଇ…
ବଢିବ କି ଖରାଛୁଟି! ଗଣଶିକ୍ଷା ମନ୍ତ୍ରୀ କହିଲେ…
ଭୁବନେଶ୍ୱର,୨୦।୬: ପ୍ରବଳ ଖରାକୁ ଦେଖି କିଛି ସ୍କୁଲ ଖୋଲିଥିଲେ ମଧ୍ୟ କିଛି ସ୍କୁଲ ଆଜି ଯାଏଁ ବନ୍ଦ ରହିଛି। ତେବେ ଖରାଛୁଟି ବଢିବ କି ନାହିଁ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି, ସ୍କୁଲ ସମ୍ପର୍କରେ…
ଏମିତି ଲୋକଙ୍କୁ ମିଳିବନି ରାଶନ! ମୋଦିଙ୍କୁ ଅପିଲ୍ କଲେ ଭାଜପା ନେତା
ମୁମ୍ବାଇ,୨୦।୬: ମହାରାଷ୍ଟ୍ରରେ ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ଫଳାଫଳ ପରେ ଭାଜପା ମନ୍ଥନ ଆରମ୍ଭ କରିଛି। ମହାରାଷ୍ଟ୍ର ଭାଜପାର ଉତ୍ତର ଭାରତୀୟ ମୋର୍ଚ୍ଚା ଉପାଧ୍ୟକ୍ଷ ଅର୍ଜୁନ ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। କେବଳ ଭୋଟ ଦେଇଥିବା ଲୋକଙ୍କୁ…
କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବଡ଼ ନିଷ୍ପତ୍ତି, ଇରାନର ଘାତକ ସେନାକୁ ଆତଙ୍କବାଦୀ ସଂଗଠନ ଘୋଷଣା
ଓଟ୍ଟାଓ୍ବା,୨୦।୬: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଇରାନର ଆଇଆର୍ଜିସିକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଆଇଆର୍ଜିସିକୁ ଆତଙ୍କବାଦୀ ତାଲିକାରେ ସାମିଲ କରିବା ଦ୍ୱାରା ଏକ…
ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦ା୬: ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଳିଙ୍ଗ ଷ୍ଟାଡିୟମଠାରେ ସକାଳ ୭ଟାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଜ୍ୟମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ଏମ୍ପି ଓ…
ରାଜଭବନ ପୋଲିସ ସହ ମୁଁ ଅସୁରକ୍ଷିତ, ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ରାଜ୍ୟପାଳ
କୋଲକାତା,୨୦।୬: ପଶ୍ଚିମବଙ୍ଗର ରାଜ୍ୟପାଳ ସି.ଭି. ବୋଷ ନିକଟରେ ରାଜଭବନ ପରିସର ଖାଲି କରିବାକୁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବାର କିଛି ଦିନ ପରେ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ତେବେ ରାଜ୍ୟପାଳ ଭବନରେ ଏବେ ବି ପୋଲିସ ନିୟୋଜିତ ଥିବା ନେଇ…

