Home

Investment Scheme: ମହିଳାମାନେ ଏହି ଯୋଜନାରେ କରନ୍ତୁ ଟଙ୍କା ନିବେଶ, ହୋଇଯିବେ ମାଲାମାଲ୍‌

ଘରର ବିଭିନ୍ନ ଖର୍ଚ୍ଚ ଛଡା ମହିଳାମାନେ ପ୍ରତ୍ୟେକ ମାସରେ କିଛି ଟଙ୍କା ସଞ୍ଚୟ କରିଥା’ନ୍ତି। ପରେ କୌଣସି କାମରେ ଏହି ଟଙ୍କାକୁ ଖର୍ଚ୍ଚ କରିଥାନ୍ତି। କିନ୍ତୁ ସଞ୍ଚୟ କରିବା ଦ୍ୱାରା ଆପଣଙ୍କୁ ଏଥିରେ କୌଣସି ଅତିରିକ୍ତ ଲାଭ ମିଳି ନ ଥାଏ।…

ଯେଉଁ ବ୍ୟାଟରେ ଦ୍ରୁତତମ ଶତକ କରି ରେକର୍ଡ କରିଥିଲେ ତେନ୍ଦୁଲକର ତାହା ଆଜି ଅବହେଳିତ ଭାବେ ପଡିଛି ପାକିସ୍ତାନରେ

ନୂଆଦିଲ୍ଲୀ,୨୩।୨: ବିଶ୍ୱାସ କରନ୍ତୁ! ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଚମତ୍କାର ବ୍ୟାଟ ଯାହା ୧୯୯୬ରେ ନୈରାବି ପଡିଆରେ ଝଡ଼ ସୃଷ୍ଟି କରିଥିଲା। ଯେଉଁ ବ୍ୟାଟ ଚୌକା ଏବଂ ଛକା ବର୍ଷାର ଏପରି ବର୍ଷା ସୃଷ୍ଟି କରିଥିଲା ଯାହା ପୂର୍ବରୁ କୌଣସି ଆନ୍ତର୍ଜାତୀୟ…

ଆମେରିକାର ପ୍ରଥମ ପ୍ରାଇଭେଟ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ର ଲ୍ୟାଣ୍ଡିଂ ସଫଳ

ଓ୍ବାଶିଂଟନ,୨୩ା୨: ଆମେରିକାର ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିଛି। ଯାହା ଭାରତର ‘ଚନ୍ଦ୍ରୟାନ’ ନିକଟରେ ଅବସ୍ଥିତ। ଆମେରିକାର ଘରୋଇ କମ୍ପାନୀ ଇନ୍‌ଷ୍ଟ୍ୟୁଟିଭ୍‌ ମେଶିନର ରୋବୋଟିକ ସ୍ପେସ୍‌କ୍ରାଫ୍ଟ ଲ୍ୟାଣ୍ଡର ‘ଓଡିସିୟସ’ଅବତରଣ କରିଛି। ପ୍ରାୟ ୫୦ ବର୍ଷ…

Central Bank of India Recruitment 2024: ସେଣ୍ଟ୍ରାଲ ବ୍ୟାଙ୍କରେ ବାହାରିଲା ଚାକିରି, ଆଜି ହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ,୨୩।୨: ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ବାହାରିଛି ନିଯୁକ୍ତି। ବ୍ୟାଙ୍କରେ ଖାଲି ପଡ଼ିଛି ୩ ହଜାର ଆପ୍ରେଣ୍ଟିସ ପଦବୀ। କହିରଖୁଛୁ କି, ଏଇ ମାସ ଅର୍ଥାତ୍‌ ଫେବ୍ରୁଆରୀ ୨୧ରେ ଏହି ନିଯୁକ୍ତି…

ରାଜପ୍ରାସାଦଠାରୁ କମ୍‌ ନୁହେଁ ସୋନମଙ୍କ ଘର, ଭିଡିଓରେ ଭିତରର ଦୃଶ୍ୟ ଦେଖିଲେ କହିବେ…

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଷ୍ଟାଇଲିଶ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ସୋନମ କପୁର ହେଉଛନ୍ତି ଜଣେ। ସୋନମ କେତେ ଷ୍ଟାଇଲିଶ୍‌ ତାଙ୍କ ଘରର ସୌର୍ଯ୍ୟକୁ ଦେଖିଲେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଛି। ମୁମ୍ବାଇ ବାସିନ୍ଦା ସୋନମଙ୍କ ଶାଶୁଘର ଦିଲ୍ଲୀରେ ଅଛି। ସ୍ବାମୀ ଆନନ୍ଦ ଆହୁଜା…

ରାଏବରେଲୀ, ଆମେଠିରୁ ଗାନ୍ଧୀ ପରିବାର ନିର୍ବାଚନ ନ ଲଢିଲେ କାହାକୁ ଟିକେଟ ଦେବ କଂଗ୍ରେସ, ହେଲା ବଡ଼ ଖୁଲାସା

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶର ଭିଭିଆଇପି ଲୋକ ସଭା ଆସନ ରାଏବରେଲୀ ଏବଂ ଆମେଠିରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେନେଇ ସନ୍ଦେହ ରହିଛି। ତେବେ ରାହୁଲ ଗାନ୍ଧୀ ଆମେଠିରୁ ପ୍ରାର୍ଥୀ ହେବେ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲୀଙ୍କରୁ ପ୍ରାର୍ଥୀ ହେବେ ବୋଲି…

ରେଲଓ୍ବେ ମହିଳାଙ୍କୁ ଦେଉଛି ଏସବୁ ସ୍ପେଶାଲ ସୁବିଧା, ନ ଜାଣି ଥିଲେ ଆଜି ହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୨: ମହିଳା ରେଳ ଯାତ୍ରୀ, ଦୟାକରି ଆବଶ୍ୟକ ସୂଚନା ସହିତ ନିଜକୁ ଅପଡେଟ କରନ୍ତୁ ଯାହା ଦ୍ୱାରା ଯଦି ଆପଣଙ୍କୁ ଅସମୟରେ ଏକାକୀ ଯାତ୍ରା କରିବାକୁ ପଡିବ, ତେବେ ଆପଣ ଆପଣଙ୍କର ଅଧିକାର ଏବଂ ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥିବା…

ସିରିଜ୍‌ ମଝିରେ ଅଚାନକ ଘରକୁ ପଳାଇଲେ ଏହି କ୍ରିକେଟର୍‌

ରାଞ୍ଚି,୨୩।୨: ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତିନୋଟି ମ୍ୟାଚ ପରେ ୨-୧ରେ ପଛରେ ପଡିଥିବା ଇଂରାଜୀ ଦଳକୁ ଏକ ବଡ଼ ଝଟକା ଦେଇଛି। ଦଳର ଯୁବ ସ୍ପିନ ଅଲରାଉଣ୍ଡର ରେହାନ ଅହମ୍ମଦଙ୍କୁ ହଠାତ୍‌ ଘରକୁ ଫେରିବାକୁ ପଡିଛି। ଏବେ ତାଙ୍କୁ…

ନିର୍ବାଚନ ଆୟୋଗଙ୍କ ବଡ଼ ସୂଚନା, ଏହି ଦିନ ହେବ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୨୩।୨: ନିର୍ବାଚନ ଆୟୋଗ ମାର୍ଚ୍ଚ ୧୩ ପରେ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି। ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ତାରିଖ…

‘ନିଶ୍ଚିତ ଭାବେ ଚାପରେ ରହିବେ ହାର୍ଦ୍ଦିକ’

ନୂଆଦିଲ୍ଲୀ,୨୩।୨: ଆସନ୍ତା ଆଇପିଏଲ୍‌ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହାକୁ ନେଇ ରୋହିତ ଶର୍ମାଙ୍କ ପ୍ରଶଂସକ ଖପ୍ପା ଥିବା ବେଳେ ଏବେ ଭାରତର ପୂର୍ବତନ ଉଇକେଟକିପର ପାର୍ଥିବ ପଟେଲ ହାର୍ଦ୍ଦିକଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି।…

ଏକାଥରକେ ୪୫ ସ୍ବେଟର୍‌ ପିନ୍ଧି ବିଶ୍ୱ ରେକର୍ଡ କଲେ କଲେଜ ଛାତ୍ରୀ

ଶୀତବସ୍ତ୍ର ପିନ୍ଧି ବିଶ୍ୱରେକର୍ଡ କରିଛନ୍ତି ଜଣେ କଲେଜ ଛାତ୍ରୀ। ସେ ଏକାଥରକେ ୪୫ ସ୍ବେଟର୍‌ ପିନ୍ଧି ଏହି କାରନାମା କରିଛନ୍ତି। ସେ ହେଲେ ଆମେରିକାର ସୋଫିଆ ଏଫ୍‌ ହେଡେନ୍‌। ସୋସିଆଲ ମିଡିଆରେ ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ସ୍ବେଟର୍‌…

ଯୁବତୀଙ୍କୁ ଏକୁଟିଆ ପାଇ ବେକରୁ ଚେନ୍‌ ଛିଡ଼ାଇ ଚମ୍ପଟ ମାରିଲେ ଲୁଟେରା

ଧାମନଗର,୨୩ା୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳରେ ଏବେ ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖାଦେଇଛି। ଶୁକ୍ରବାର ସକାଳୁ ଜଣେ ଲୁଟେରା ଧାମନଗର-ଜାହାଙ୍ଗୀର ରାସ୍ତାର ରାମେଶ୍ବରପୁର ଛକ ଗେଟ୍‌ ନିକଟରେ ଜଣେ ଯୁବତୀଙ୍କୁ ଏକୁଟିଆ ପାଇ ସୁନା ଚେନ୍‌ ବେକରୁ ଛିଡ଼ାଇ ଚମ୍ପଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri