Home

ନୀରୋଗ ରହିବା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ଶିକ୍ଷା ଓ ଅନୁସନ୍ଧାନ ଡିମଡ୍‌ ଟୁ ବି ୟୁନିଭରସିଟି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଉଭୟ ଶାରିରୀକ ଓ ମାନସିକ ସୁସ୍ଥତା କ୍ଷେତ୍ରରେ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା।…

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗାଭ୍ୟାସ ଜରୁରୀ

ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ଏବଂ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି ା ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ.ସତ୍ୟବ୍ରତ…

ଏପିକ୍‌ ନ୍ୟୁ ସ୍ବିଫ୍ଟିର ମାସ୍‌ ଡେଲିଭରି

ଭୁବନେଶ୍ୱର,୨୨।୬ (ଅଭୟ ଦାଶ): ମାରୁତି ସୁଜୁକିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଏପିକ୍‌ ନ୍ୟୁ ସ୍ବିଫ୍ଟି’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ତଥା ଭୁବନେଶ୍ୱର ଓ କଟକର ମାରୁତି…

ଜୟଆଲୁକ୍କାସ୍‌ର ବିଗେଷ୍ଟ ଜୁଏଲେରି ଫେଷ୍ଟିଭାଲ

ଭୁବନେଶ୍ୱର,୨୨।୬: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ର ବହୁ ପ୍ରତୀକ୍ଷିତ ତଥା ବିଗେଷ୍ଟ ଜୁଏଲେରି ଫେଷ୍ଟିଭାଲ (ଅତୁଳନୀୟ ଅଳଙ୍କାର ବିକ୍ରୟ)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ଫେଷ୍ଟଭାଲ ଅବସରରେ ଗ୍ରାହକମାନେ ବ୍ରାଣ୍ଡ୍‌ର ସମସ୍ତ ଅଳଙ୍କାରର…

ବଜାରରେ ମହିନ୍ଦ୍ରା ପାୱାରୋଲର ନୂତନ ଡିଜି ସେଟ୍‌

ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା) : ମହିନ୍ଦ୍ରା ପାୱାରୋଲର ଅନୁମୋଦିତ ଜିଓଇଏମ୍‌, ଜିଏସ୍‌ପି ପାୱାର ପ୍ରୋଜେକ୍ଟସ ଦ୍ବାରା ସିପିସିବିଆଇଭି+ଏମିଶନ ଷ୍ଟାଣ୍ଡାର୍ଡ କମ୍ଲିଆଣ୍ଟ ରେଞ୍ଜର ଡିଜେଲ ଜେନେରେଟର ସେଟ୍‌ ଉନ୍ମୋଚିତ ହୋଇଯାଇଛି। ସିପିସିବିଆଇଭି ପ୍ଲସ୍‌ ଜେନ୍‌ସେଟ୍‌ ରିଟେଲ ସେଲ୍‌ସର ଜେନେରାଲ ମ୍ୟାନେଜର ସୁମିତ ଗୁପ୍ତା, ମହିନ୍ଦ୍ରା…

ଜିଡିପି ଅଭିବୃଦ୍ଧି ୭.୨% ଆକଳନ

ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ଅର୍ଥନୈତିକ କ୍ଷେତ୍ରରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଫିଚ୍‌ ରେଟିଂ ୨୦୨୪-୨୫ ଅନୁସାରେ ଭାରତର ଜିଡିପି ଅଭିବୃଦ୍ଧି ହାର ୦.୨% ବୃଦ୍ଧି ସହ ୭.୨% ରେ ପହଞ୍ଚତ୍ବା ନେଇ ପୂର୍ବାନୁମାନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷ…

ବିଗ୍‌ବସ୍‌ ପାଇଁ ସନା ପ୍ରସ୍ତୁତ

ମୁମ୍ବାଇ: ପ୍ରସିଦ୍ଧ ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ ସନା ମକ୍‌ବୁଲ୍‌ ଖାନ୍‌ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ‘ବିଗ୍‌ବସ୍‌ ଓଟିଟି ସିଜନ ୩’ରେ ତାଙ୍କୁ ଦେଖିବାକୁ ମିଳିବ। ବିଗ୍‌ବସ୍‌ର ଏହି ସିଜନରେ ସନାଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର…

ମୃତ୍ୟୁ ପରେ ବିବାହ

କୁଆଲାଲ୍‌ମ୍ପୁର: ବିବାହର ଠିକ୍‌ ପୂର୍ବରୁ ମାଲେସିଆର ୟାଙ୍ଗ୍‌ ଜିଙ୍ଗ୍‌ଶାନ(୩୧) ଏବଂ ଲି ଜୁଇଙ୍ଗ୍‌(୩୨) ନାମକ ଏକ ପ୍ରେମୀ ଯୁଗଳଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଉଭୟେ ପ୍ରାୟ ୩ ବର୍ଷ ଧରି ଲିଭ୍‌-ଇନ୍‌-ରିଲେଶନ୍‌ଶିପ୍‌ରେ ଏକାଠି ରହିଥିଲେ। ଖୁବ୍‌ଶୀଘ୍ର ଉଭୟଙ୍କର ବିବାହ କରିବାକୁ ସେମାନଙ୍କ…

ରତ୍ନବେଦି ଛାଡ଼ି ସ୍ନାନ ବେଦିରେ ମହାପ୍ରଭୁ

ପୁରୀ,୨୨।୬: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ଯାତ୍ରା। ନୀତିକାନ୍ତି ପରେ ଭୋର୍‌ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି। ପ୍ରଥମେ ବଡ଼ଠାକୁର ଶ୍ରୀ ବଳଭଦ୍ର ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚିଛନ୍ତି। ପାରମ୍ପରିକ ରୀତିନୀତିରେ ମହାପ୍ରଭୁ ୧୦୮…

ପରିବାରରେ ୬ ପିଢ଼ିର ୧୮୫ ସଦସ୍ୟ

ଆଜମେର: ସମ୍ପ୍ରତି ଜଏଣ୍ଟ ଫ୍ୟାମିଲିର ଧାରା ସମାପ୍ତ ହେଉଥିବା ବେଳେ ଅଧିକାଂଶ ଲୋକ ନ୍ୟୁକ୍ଲିଆର ଫ୍ୟାମିଲିରେ ରହିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଏହି ପରିବର୍ତ୍ତନଶୀଳ ଧାରା ମଧ୍ୟରେ ରାଜସ୍ଥାନର ଏକ ପରିବାରରେ ସମୁଦାୟ ୧୮୫ଜଣ ସଦସ୍ୟ ଏକାଠି ବସବାସ କରୁଥିବା ଜଣାପଡ଼ିଛି।…

ଏନ୍‌ଇଇଟି ବିଭ୍ରାଟ: ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୨ା୬: ଏନ୍‌ଇଇଟି-ୟୁଜି ପରୀକ୍ଷାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗର ତଦନ୍ତ ସୁପ୍ରିମକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବା ଦାବିରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ, ଛତିଶଗଡ଼, କର୍ନାଟକ ଓ…

ତିବ୍ବତର ୩୦ ସ୍ଥାନର ନାଁ ବଦଳାଇବ ଭାରତ

ନୂଆଦିଲ୍ଲୀ,୨୨ା୬: ଅରୁଣାଚଳପ୍ରଦେଶକୁ ଚାଇନା ନିଜର ଦାବି କରିବା ସହ ଏହାର କେତେଗୁଡ଼ିଏ ସ୍ଥାନର ନାଁ ବଦଳାଇ ଦେଇଛି। ତେଣୁ ଯେସାକୁ ତେସା ନୀତିରେ ଭାରତ ତିବ୍ବତ ସ୍ବୟଂଶାସିତ ଅଞ୍ଚଳର ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରି ଏଲ୍‌ଏସି ଅନ୍ତର୍ଗତ ଅଞ୍ଚଳର ମାନଚିତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?