ଆଉ ଓକିଲମାନେ ପିନ୍ଧିବେନି କଳା କୋର୍ଟ-ଗାଉନ୍, ଜାଣନ୍ତୁ କାହିଁକି କୋର୍ଟ ଦେଲେ ଏପରି ନିର୍ଦ୍ଦେଶ
ଥିରୁଭାନନ୍ତପୁରମ୍,୧୦।୯: ପ୍ରବଳ ଖରା ଯୋଗୁ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ମଧ୍ୟ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଉତ୍ତର ଭାରତରେ ଏବେ ପାରା ୪୦ ଡିଗ୍ରୀ ପାର୍ କରି ସାରିଛି। ତେବେ ଏଥିପାଇଁ ଓକିଲଙ୍କୁ କଳା କୋର୍ଟ ନ ପିନ୍ଧିବାକୁ ଅନୁମତି…
ବିପକ୍ଷ ବ୍ୟାଟ୍ସମ୍ୟାନ୍ଙ୍କ ବ୍ୟାଟ୍ ଛଡାଇଲେ ଚହଲ, ତା’ପରେ ଘଟିଲା ଏମିତି: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୦।୪: ଆଇପିଏଲ ୨୦୨୪ର ୨୪ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଅଭ୍ୟାସ ସେଶନର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ୟୁଜବେନ୍ଦ୍ର ଚହଲ ଜିଟି ପ୍ଲେୟାର ସହିତ ଅଜବ କାର୍ଯ୍ୟ କରୁଥିବା…
ଗୁଲମକ୍କି ଦଳକୁ ଆସିବା ପରେ ଶକ୍ତିଶାଳୀ ହେଉଛି ବିଜେଡି
ଭୁବନେଶ୍ୱର,୧୦ା୪(ଅନିଲ ଦାସ):ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କି ହବିବଙ୍କ ସମେତ ଶତାଧିକ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର ଦାସବର୍ମା, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ, ଡକ୍ଟର…
କିଏ ସେହି ହିମାଙ୍ଗୀ ସାଖି, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବେ ଟକ୍କର
ନୂଆଦିଲ୍ଲୀ,୧୦।୩:ଟ୍ରାନ୍ସଜେଣ୍ଡର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସାଖି ଆଗାମୀ ଲୋକ ସଭା ର୍ନିବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଖିଳ ଭାରତ ହିନ୍ଦୁ ମହାସଭା ତାଙ୍କୁ ବାରାଣସୀ ସଂସଦୀୟ ଆସନରୁ ଟିକେଟ ଦେଇଛି। ସେ ଆସନ୍ତା ସପ୍ତାହରେ ବାରାଣସୀ ଆସି ତାଙ୍କ…
ଟାଟୁ କରିଥିବା ପୋଲିସ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ୧୫ ଦିନ ଭିତରେ ନ ଲିଭାଇଲେ…
ଭୁବନେଶ୍ୱର, ୧୦।୪: ପୋଲିସ କର୍ମଚାରୀଙ୍କ ପାଇଁ ନୂଆ ନିୟମ। ବାଟାଲିୟନରେ ଟାଟୁ କରିପାରିବେନି କୌଣସି ପୋଲିସ। ଯେଉଁମାନେ ଟାଟୁ କରିଛନ୍ତ, ୧୫ ଦିନ ଭିତରେ ଲିଭାଇବାକୁ ଡିସିପି (ସିକ୍ୟୁରିଟି)ନିର୍ଦ୍ଦେଶ ଦେଇଛନ୍ତି। ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବନାହିଁ ଡିସିପି (ସିକ୍ୟୁରିଟି) କହିଛନ୍ତି।…
ହାଇକୋର୍ଟରୁ ନିରାଶ ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୦।୪: ଦିଲ୍ଲୀ ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କେଜ୍ରିଓ୍ବାଲଙ୍କ ଓକିଲମାନେ ବୁଧବାର ପୂର୍ବାହ୍ନ ୧୦.୩୦ରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ଶୀଘ୍ର…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଆହତ
ଜୟପୁର,୧୦।୩: କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ଗାଗନାପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।…
ବିଜେଡି ଗଡ଼ ପତନ ପାଇଁ ଭାଜପା କରୁଛି ଏମିତି ରଣନୀତି
ଚିକିଟି,୧୦ା୪(ପ୍ରକାଶ ଚନ୍ଦ୍ର ସାହୁ):ଗଞ୍ଜାମ ଜିଲାର ଚିକିଟି ନିର୍ବାଚନମଣ୍ଡଳୀ ବିଜେଡି ଗଡ଼ ଭାବରେ ପରିଚିତ। ମନ୍ତ୍ରୀ ଉଷା ଦେବୀ ଦୀର୍ଘ ୨୪ବର୍ଷ ଧରି ଅକ୍ତିଆର କରି ରହିଥିବା ଏହି ଆସନ ପାଇଁ ତାଙ୍କ ସୁପୁତ୍ର ଚିନ୍ମୟାନନ୍ଦ ଶ୍ରୀରୁପ ଦେଓଙ୍କୁ ଚଳିତ ବର୍ଷ ସାଧାରଣ…
ଜହ୍ନରୁ ଆସିବ ମାଟି: ଖୁସି ଖବର ଦେଲେ ଇସ୍ରୋ ମୁଖ୍ୟ
ନୂଆଦିଲ୍ଲୀ,୧୦।୪: ଏବେ ଭାରତର୍ ମୁନ୍ ମିଶନ୍ ଧୀରେ ଧୀରେ ସଫଳତାର ପାହାଚ ଚଢୁଛି। ଜହ୍ନରୁ ମାଟି ଆଣିବା ପାଇଁ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ସତ ହେବାକୁ ଯାଉଛି। ଭାରତର ଚତୁର୍ଥ ମୁନ ମିଶନରେ ଜହ୍ନରୁ ମାଟି ଓ ପଥର…
ଏଥର ବିକଳ୍ପ ଖୋଜୁଛନ୍ତି ଭୋଟର
ଯାଜପୁର,୧୦ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୬୭ରୁ ଏଯାବତ ସଂରକ୍ଷିତ ଆସନ ହୋଇ ରହିଛି। ଅଞ୍ଚଳବାସୀ ଏନେଇ ରାଜ୍ୟ ଓ କେନ୍ଦ୍ର ନିର୍ବାଚନ କମିଶନରଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳି ପାରୁନାହିଁ…
୬ ଦିନରେ ୩,୦୨,୯୫୦ କଇଁଛଙ୍କ ଅଣ୍ଡାଦାନ
ରାଜନଗର,୧୦ା୪(ଭାସ୍କର ରାଉତରାୟ):ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ଲକ୍ଷାଧିକ କଇଁଛଙ୍କ ଅଣ୍ଡାଦେବା ପ୍ରକ୍ରିୟାରେ ଚଳଚଞ୍ଚଳ ହୋଇପଡ଼ିଛି। ଚଳିତମାସ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହୋଇଛି। ଅନୁକୂଳ ପାଗର ସୁଯୋଗ…
ଭୋଟକୁ ଓଲଟପାଲଟ କରିପାରେ ଚାଷୀ ସଙ୍ଗଠନ
ଯାଜପୁର,୧୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକସଭା ଆସନ ସମେତ ଜିଲାର ୭ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଚାଷୀ ସଙ୍ଗଠନ, ବିଦ୍ରୋହୀ ଓ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଭାବଶାଳୀ ଉପସ୍ଥିତି ପ୍ରତିଦ୍ୱନ୍ଦ୍ୱିତାର ଚିତ୍ରକୁ ପ୍ରଭାବିତ କରୁଛି ା ମୋଟାମୋଟି ଭାବେ ସବୁଠି କଡ଼ା ମୁକାବିଲା ହେବାର…
Archives


