Home

BAPS ହିନ୍ଦୁମନ୍ଦିର ଯିବା ପୂର୍ବରୁ ପଢ଼ିନିଅନ୍ତୁ ଏହି ଗାଇଡ୍‌ଲାଇନ୍‌, ଏମିତି ଡ୍ରେସ୍‌ ପିନ୍ଧି ଯିବା ମନା

ଆବୁଧାବି,୩ା୩: ଆବୁଧାବିରେ ଥିବା ବିଏପିଏସ୍‌ ହିନ୍ଦୁ ମନ୍ଦିର ପ୍ରତ୍ୟେକ ମଙ୍ଗଳବାରଠାରୁ ଶନିବାର ସକାଳ୯ରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଦୟାକରି ଧ୍ୟାନ ଦିଅନ୍ତୁ ଯେ, ପ୍ରତି ସୋମବାର ମନ୍ଦିର ବନ୍ଦ ରହିବ। ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର-ବୋଚାସନବାସୀ…

କାଲି ମିଳିଥିଲା ଟିକେଟ୍‌, ନିର୍ବାଚନ ଲଢ଼ିବାକୁ ଆଜି ମନା କଲେ ପଓ୍ବନ ସିଂ

କୋଲକାତା,୩ା୩: ଭୋଜପୁରୀ ଗାୟକ ତଥା ଭାଜପା ପ୍ରାର୍ଥୀ ପଓ୍ବନ ସିଂ ଆସନସୋଲ ଲୋକ ସଭା ଆସନରୁ ନିର୍ବାଚନ ଳଢ଼ିବାକୁ ମନା କରି ଦେଇଛନ୍ତି। ପଓ୍ବନ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ପଓ୍ବନ ସିଂ ଟୁଇଟ କରି କହିଛନ୍ତି, ‘ଭାରତୀୟ ଜନତା…

ସ୍ମାର୍ଟଫୋନ୍‌ ଫ୍ଲାଶ୍‌ଲାଇଟ୍‌ରୁ ଶିଶୁକୁ ଭୟଙ୍କର ରୋଗ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ,୩ା୩: ବ୍ରିଟେନର ଲଣ୍ଡନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାକାର ଜଣେ ମା’ ଯେତେବେଳେ ତାଙ୍କ ତିନି ବର୍ଷ ଶିଶୁର ଆଖିରେ କିଛି ଅଜବ ଦୃଶ୍ୟ ଦେଖିଲେ। ଡାକ୍ତରଙ୍କ ନିକଟକୁ ନେବାରୁ ଯାହା କହିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଲଣ୍ଡନର କେଣ୍ଟରେ…

ନା ୨୦୧୯ରେ ମାଗିଥିଲି, ନା ଏବେ ମାଗିବି, ଟିକେଟ୍‌ କଟିବା ପରେ ସ୍ବାଧୀ ପ୍ରଜ୍ଞାଙ୍କ ପ୍ରତିକ୍ରିୟା

ଭୋପାଳ,୩ା୩: ଭାରତୀୟ ଜନତା ପାର୍ଟି (ଭାଜପା) ଶନିବାର ଲୋକ ସଭା ନିର୍ବାଚନ ପାଇଁ ୨୦୨୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ମଧ୍ୟପ୍ରଦେଶର ୨୯ଟି ଲୋକ ସଭା ଆସନ…

ଘାଟିରେ ଓଲଟିଲା ଲୁହା ପାଇପ୍‌ ବୋଝେଇ ଟ୍ରକ୍‌

କୋରାପୁଟ,୩ା୩(ଅମିତାଭ ବେହେରା): ରବିବାର ଭୋର୍‌ରୁ କୋରାପୁଟ -ରାୟଗଡ଼ା ଜାତୀୟ ରାଜପଥର ରାୟଗଡ଼ା ଘାଟିର ଏକ ବୁଲାଣିରେ ଦୁଇଟି ମାଲ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହାଫଳରେ ଏହି ରାସ୍ତାରେ ବସ୍‌ ଓ ଟ୍ରକ୍‌ ଚଳାଚଳ ବନ୍ଦ ରହିଛି। ରାସ୍ତାର…

ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

ମହାକାଳପଡ଼ା,୩ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ କିଆରବାଙ୍କ ସ୍ଥିତ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ( ରାଡ଼ାର କେନ୍ଦ୍ର)ପରିସରରେ  ସୈନ୍ୟବାହିନୀର ଜଣେ ଯବାନ ନିଜକୁ ଗୁଳିକରି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ତାମିଲନାଡୁର…

କର୍ନେଲରୁ ଅବସର ନେବା ପରେ କୃଷକ ସାଜିଛନ୍ତି ଏହି ବ୍ୟକ୍ତି, ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ଲକ୍ଷ୍ନୌ,୩ା୩: ଉତ୍ତରପ୍ରଦେଶର ବାରବାଙ୍କିର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ପ୍ରଥମେ ଦେଶ ସେବା କରିବା ପରେ ଏବେ ନିଜ ଦେଶର ମାଟିରେ ବିଭିନ୍ନ ପ୍ରକାରର ଚାଷକାର୍ଯ୍ୟ କରିଛନ୍ତି। ବାସ୍ତବରେ ଆମେ କର୍ନେଲ ହରିଚନ୍ଦ୍ରଙ୍କ ବିଷୟରେ କହୁଛୁ। ଯିଏ କି…

୩ ବରିଷ୍ଠ ନେତାଙ୍କୁ ଭାଜପା ଦେଲା ଟିକେଟ…ଯିଏ ମନ୍ତ୍ରୀ ହୋଇଥିଲେ ହେଁ ପ୍ରଥମ ଥର ଲାଗି ଲଢ଼ିବେ ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ,୩।୩: ଆଗାମୀ ଲୋକ ସଭା ନିର୍ବାଚନ ଲାଗି ଭାଜପା ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂହ, ଅମିତ ଶାହାଙ୍କ ସମେତ ୩୪ କେନ୍ଦ୍ରମନ୍ତ୍ରୀଙ୍କ ନାମ ସାମିଲ ରହିଛି। ଏଥିସହ…

ଭାଜପାର ୧୯୫ ପ୍ରାର୍ଥୀଙ୍କ ତାଲିକାରେ ଅଛନ୍ତି କେବଳ ଜଣେ ମୁସଲମାନ ନେତା, ଜାଣନ୍ତୁ ଅବଦୁଲ୍‌ ସଲାମ କିଏ?

ନୂଆଦିଲ୍ଲୀ,୩।୩: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାର ଲୋକ ସଭା ନିର୍ବାଚନ ପାଇଁ ୧୯୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଉକ୍ତ ତାଲିକାରେ ଭାଜପା କେବଳ ଜଣେ ମୁସଲମାନଙ୍କୁ ଟିକେଟ ଦେଇଛି। ସେ ହେଲେ ଅବଦୁଲ ସଲାମ। କାଲିକଟ ବିଶ୍ୱବିଦ୍ୟାଳୟର ପୂର୍ବତନ…

ଝଲକ୍‌ ଜିତିଲେ ବିହାର ଝିଅ ମନିଷା

ବମ୍ବେ: ଶେଷ ହୋଇଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ ଦିଖ୍‌ଲା ଯା’ର ୧୧ତମ ସିଜନ୍‌। ଶନିବାର ଏହାର ଫିନାଲେରେ ବିହାର ଝିଅ ମନିଷା ରାନୀଙ୍କୁ ବିଜେତା ଘୋଷିତ କରାଯାଇଛି। ଚ୍ୟନେଲ ତରଫରୁ ମନିଷା ଏବଂ ତାଙ୍କ କୋରିଓଗ୍ରାଫରଙ୍କୁ ୩୦ ଲକ୍ଷ…

ଏନ୍‌ଡିଏରେ ସାମିଲ ହେଲା ଆର୍‌ଏଲ୍‌ଡି, ନଡ୍ଡା-ଶାହାଙ୍କୁ ଭେଟିବା ପରେ ଆଧିକାରୀକ ଘୋଷଣା କଲେ ଜୟନ୍ତ

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଲୋକଦଳ(ଆର୍‌ଏଲ୍‌ଡି) ଆଧିକାରୀକ ଭାବେ ଏନ୍‌ଡିଏରେ ସାମିଲ ହୋଇଛି। ଏନେଇ ଦଳର ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ଘୋଷଣା କରିଛନ୍ତି। ତେବେ ଶନିବାର ଜୟନ୍ତ ଦିଲ୍ଲୀରେ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ଗୃହ…

ମହାଶିବରାତ୍ରୀରେ କ’ଣ କଲେ ଶୁଭ, ଜାଣି ରଖନ୍ତୁ…

ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପବିତ୍ର ମନରେ ଆରାଧନା କଲେ ପ୍ରଭୁକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଜାଣନ୍ତି କି ଏମିତି ବି କିଛି ଖାସ୍‌ କାର୍ଯ୍ୟ ରହିଛି; ଯାହାକୁ ଏହି ପବିତ୍ର ଦିନରେ କଲେ ଘରେ ସୁଖସମୃଦ୍ଧି ବୃଦ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri