Home

ଆପରାଧିକ ଆଇନ ବିରୋଧରେ କଂଗ୍ରେସ!

ନୂଆଦିଲ୍ଲୀ,୧।୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର କହିଛନ୍ତି ଯେ ଏମପିମାନଙ୍କୁ ନିଲମ୍ବନ କରି ଆପରାଧିକ ଆଇନ ପ୍ରଣୟନ କରାଯାଇଛି। ସେ କହିଛନ୍ତି ଯେ ସଂସଦୀୟ ବ୍ୟବସ୍ଥାରେ ବୁଲଡୋଜର ନ୍ୟାୟ ଚାଲିବାକୁ ଇଣ୍ଡିଆ ମେଣ୍ଟ ଅନୁମତି ଦେବ ନାହିଁ। କଂଗ୍ରେସ ଅଧ୍ୟକ୍ଷ…

କୋହଲି-ରୋହିତ ୨୦୨୫ ଚାମ୍ପିୟନ୍‌ ଟ୍ରଫି ଖେଳିବେ କି? ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧।୭: ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଚାମ୍ପିଅନ ହୋଇଛି। ଏହା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି। ଏହି ତାଲିକାରେ ରବିନ୍ଦ୍ର ଜାଡେଜା ମଧ୍ୟ ଯୋଗ ଦେଇଥିଲେ। ବର୍ତ୍ତମାନ ଭାରତକୁ ଚାମ୍ପିଅନ୍ସ ଟ୍ରଫି…

ଦୀନେଶ କାର୍ତ୍ତିକଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଏବେ କରିବେ ଏହି କାମ

ନୂଆଦିଲ୍ଲୀ,୧।୭: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦୀନେଶ କାର୍ତ୍ତିକଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ତାଙ୍କୁ ଆଇପିଏଲ ୨୦୨୫ ପୂର୍ବରୁ ବ୍ୟାଟିଂ କୋଚ ଏବଂ ଆରସିବିର ମେଣ୍ଟର କରାଯାଇଛି। ସୋସିଆଲ ମିଡିଆରେ ଆରସିବି ଏହି ବିଷୟରେ ଏକ ପୋଷ୍ଟ ଶେୟାର କରିଛନ୍ତି। କାର୍ତ୍ତିକ ଗତ…

ସ୍ତ୍ରୀଙ୍କ ପାଇଁ ଇମୋଶନାଲ୍‌ ନୋଟ୍‌ ଲେଖିଲେ ବିରାଟ କୋହଲି

ବାର୍ବାଡୋସ୍‌,୧।୭: ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ଚାମ୍ପିଅନ୍‌ ହୋଇଛି। ବିରାଟ କୋହଲି ସମଗ୍ର ସିରିଜରେ ତାଙ୍କ ଫର୍ମ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଫାଇନାଲ ମ୍ୟାଚରେ ୭୬ ରନ କରି…

ପଟ୍ଟାମୁଣ୍ଡାଇକୁ ମିଳୁନି ସବ୍‌ଡିଭିଜନ ମାନ୍ୟତା

ପଟ୍ଟାମୁଣ୍ଡାଇ,୧ା୭(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇକୁ ସବ୍‌ଡିଭିଜନ ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଛି। ଏ ନେଇ ରାଜ୍ୟ ସରକାର ସବ୍‌ଡିଭିଜନ ପ୍ରସ୍ତାବକୁ ବିଚାରାଧୀନ ରଖିଥିବା ବେଳେ ପଟ୍ଟାମୁଣ୍ଡାଇରେ ବିଭିନ୍ନ ଉପଖଣ୍ଡସ୍ତରୀୟ ସରକାରୀ କାର୍ଯ୍ୟାଳୟ ଖୋଲିଛନ୍ତି।…

ବର୍ଷା ଅପେକ୍ଷାରେ ଚାଷୀ, କେନାଲ ଶେଷମୁଣ୍ଡରେ ନାହିଁ ପାଣି

କେନ୍ଦ୍ରାପଡ଼ା,୧ା୭(ଜଗନ୍ନାଥ ଧଳ): ଅକ୍ଷୟ ତୃତୀୟାକୁ ଇତିମଧ୍ୟରେ ଦେଢ଼ ମାସ ବିତିଛି। କେନ୍ଦ୍ରାପଡ଼ା ଜିଲାର ଚାଷୀ କ୍ଷେତରେ ହଳ କରି ବର୍ଷାକୁ ଅପେକ୍ଷା କରିଛନ୍ତି। ଝିପିଝିପି ବର୍ଷା ହେଉଥିବା ବେଳେ ଅସରେ ଦୁଇ ଅସରା ଭଲ ବର୍ଷା ହେଲେ ଚାଷ ଜମିରେ ପାଣି…

ଅଭିରାମଙ୍କ ୨ କିଡ୍‌ନୀ ନଷ୍ଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ରାଜକନିକା,୧ା୭(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତ ଝରକଟା ଗାଁର ଅଭିରାମ ଧଳ(୪୫) ନିଜ ପରିବାରକୁ ଭଲରେ ଚଳାଇବା ପାଇଁ ଦୀର୍ଘ ୧୫ବର୍ଷ ହେବ ତାମିଲନାଡୁ କୋଇମ୍ବାଟୁରରେ ଏକ ସୂତାକଳରେ କାମ କରୁଥିଲେ। ପରିବାର କହିଲେ ସ୍ତ୍ରୀ…

ଘରପିଣ୍ଡାରୁ ଓହ୍ଲାଇଲେ ରାସ୍ତା କାଦୁଅ

ଡେରାବିଶ,୧ା୭(ବେବର୍ତ୍ତା ଅଜୟ ଦାସ): ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ ଗ୍ରାମକୁ ରାସ୍ତା ନାହିଁ। ମୁନ୍ଦାଏ ବର୍ଷା ହେଲେ ସାହି ଭିତର ରାସ୍ତାଟି ପାଣି କାଦୁଅରେ ଭର୍ତ୍ତି ହୋଇଯାଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଏଣ୍ଡର ପଞ୍ଚାୟତ…

ମହାକାଳପଡ଼ାରେ କୋଲକାତା ମାଛ ଯାଆଁଳ

ମହାକାଳପଡ଼ା,୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ କିଛିଦିନ ହେବ କୋଲକାତା ଅଞ୍ଚଳର ମାଛ ଯାଆଁଳ ବ୍ୟବସାୟୀମାନେ ପସରା ମେଲାଇଛନ୍ତି। ନିକଟ ପୋଖରୀକୁ ଭଡ଼ା ଆକାରରେ ନେଇ ଗାଞ୍ଜ ଜାଲ ଘେରି କରି ମାଛ ଯାଆଁଳ ସଂରକ୍ଷିତ ରଖି ସ୍ଥାନୀୟ…

ଗୋପନରେ ଚାଲିଛି ବାଲ୍ୟବିବାହ, ରାଜ୍ୟ ବାହାରକୁ ଯାଉଛନ୍ତି ଝିଅ

ମହାକାଳପଡ଼ା,୧ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁଦିନ ବାଲ୍ୟ ବିବାହ ବୃଦ୍ଧି ପାଇବାରେ ଲାଗିଛି। ଏହା ଏକ ସାମାଜିକ ବ୍ୟାଧି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ବ୍ଲକର ବିଶେଷ କରି ଦାରିଦ୍ର୍ୟ, ନିରକ୍ଷର ଓ…

ସପ୍ତଶଯ୍ୟାରେ ନିଖୋଜ ୫ ଛାତ୍ରଙ୍କୁ ଠାବକଲା ବନ ବିଭାଗ

ଢେଙ୍କାନାଳ,୧ା୭(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସବୁଜିମା ଜଙ୍ଗଲ ସପ୍ତଶଯ୍ୟା ବୁଲିବାକୁ ଆସିଥିବାବେଳେ ୫ଜଣ ଛାତ୍ର ରବିବାର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସହିତ ଆସିଥିବା ଅନ୍ୟ ଦୁଇଜଣ ଛାତ୍ରଙ୍କଠାରୁ ଖବରପାଇ ସଦର ଥାନା ପୋଲିସ ଓ ବନବିଭାଗ ପକ୍ଷରୁ ଛାତ୍ରମାନଙ୍କୁ…

ଭୋଟ ହେଉଛି ଗଙ୍ଗାସ୍ନାନ

୨୦୨୪ ଲୋକ ସଭା ନିର୍ବାଚନ ସରି ସରକାର ଗଠନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରମ୍ପରା ଅନୁଯାୟୀ ପାର୍ଲାମେଣ୍ଟରେ ତାଙ୍କ ଅଭିଭାଷଣ ରଖିସାରିଛନ୍ତି। ସେଥିରେ ସେ ୧୯୭୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଲାଗୁ କରାଯାଇଥିବା ଜରୁରିକାଳୀନ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?