Home

କଂଗ୍ରେସର ଦେଲା ନୂଆ ସ୍ଲୋଗାନ୍‌… ‘ହାଥ୍‌ ବଦ୍‌ଲେଗା ହାଲାତ୍‌’

ନୂଆଦିଲ୍ଲୀ,୧୫।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନୂଆ ସ୍ଲୋଗାନ ଦେଇଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍‌ ପୂର୍ବରୁ କଂଗ୍ରେସ ‘ହାଥ୍‌ ବଦ୍‌ଲେଗା ହାଲାତ୍‌’ ଅର୍ଥାତ ଦେଶର ସ୍ଥିତି ବଦଳାଇବାକୁ ସ୍ଲୋଗାନ ଦେଇଛି। କହିରଖୁଛୁ, କେନ୍ଦ୍ରର ମୋଦି ସରକାରଙ୍କ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ୍‌ଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୫।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଝଟ୍‌କା। ଇଡିର ଅଭିଯୋଗକ୍ରମେ ଏସିଏମ୍‌ଏମ୍‌ କୋର୍ଟ ଦ୍ୱାରା ଜାରି କରାଯାଇଥିବା ସମନ ଉପରେ ରୋକ ଲଗାଇବାକୁ ରାଉସ୍‌ ଆଭେନ୍ୟୁ କୋର୍ଟ ମନା କରିଦେଇଛନ୍ତି। ଏବେ କେଜ୍‌ରିଓ୍ବାଲଙ୍କୁ ମାର୍ଚ୍ଚ ୧୬ରେ ଅତିରିକ୍ତ ମୁଖ୍ୟ ମହାନଗର ନିଗମ…

ଇଡି ଚଢାଉବେଳେ ନିର୍ବାଚନୀ ବଣ୍ଡ କିଣିଛନ୍ତି ଏହି ଦିଗ୍‌ଗଜ ଖଣି-ଷ୍ଟିଲ କମ୍ପାନୀ, ଓଡିଶା ସହ ରହିଛି ଲିଙ୍କ୍‌

ନୂଆଦିଲ୍ଲୀ,୧୫।୩: ଲୋକସଭା ନିର୍ବାଚନ ଘୋଷଣାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ଇଲୋକ୍ଟରଲ ବଣ୍ଡର ଡାଟା ଓ୍ବେବସାଇଟ୍‌ରେ ସାର୍ବଜନୀନ କରିଛନ୍ତି। ଆୟୋଗ, ଏସବିଆଇରୁ ବଣ୍ଡ କିଣିଥିବା ଓ ବଣ୍ଡ କିଣିଥିବା ରାଜନୈତିକ ଓ ସବୁ କମ୍ପାନୀର ନାମ ଓ୍ବେବସାଇଟରେ ଅପଲୋଡ କରିଛନ୍ତି।…

ସର୍ବାଧିକ ଇଲୋକ୍ଟରଲ ବଣ୍ଡ କିଣିଥିବା ଏହି କମ୍ପାନୀକୁ ମିଳିଥିଲା ୧୪ହଜାର କୋଟି ଟଙ୍କାର ଟେଣ୍ଡର

ନୂଆଦିଲ୍ଲୀ,୧୫।୩: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗ ଶୁକ୍ରବାର ଇଲୋକ୍ଟରଲ ବଣ୍ଡର ବିବରଣୀ ନିଜ ଓ୍ବେବସାଇଟ୍‌ରେ ଅପଲୋଡ କରିଛନ୍ତି। ସବୁଠାରୁ ଅଧିକ ନିର୍ବାଚନୀ ବଣ୍ଡ କିଣିଥିବା କମ୍ପାନୀର ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ରହିଛି ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ କମ୍ପାନୀ।…

ହାଇସ୍କୁଲରେ ୧,୦୬୧ ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ ପଦବୀରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କିଭଳି କରିବେ ଆବେଦନ…

ଭୁବନେଶ୍ୱର,୧୫।୩(ଅସମାପିକା ସାହୁ): ରାଜ୍ୟରେ ଖାଲି ପଡ଼ିଥିବା ୧୦୬୧ ପୋଷ୍ଟ ଗ୍ରାଜୁଏଟ୍‌(ସ୍ନାତକୋତ୍ତର) ଶିକ୍ଷକ ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ହାଇସ୍କୁଲ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ଗୁଡିକ ପାଇଁ…

ଏବେ ଧରାପଡ଼ିବ କାହାକୁ କିଏ ଦେଇଛି କେତେ ଟଙ୍କା, SBI କୁ ସୁପ୍ରିମକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫।୩: ଇଲୋକ୍ଟରଲ ବଣ୍ଡ ବା ନିର୍ବାଚନୀ ବଣ୍ଡକୁ ନେଇ ସୁପ୍ରିମକୋର୍ଟ ଏସବିଆଇ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟଙ୍କ ଆଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ଦେଇ ସାରିଛି। ନିର୍ବାଚନ ଆୟୋଗ ଏହି ସୂଚନାକୁ ନିଜ ଓ୍ବେବସାଇଟରେ ଅପଲୋଡ…

କବିତାଙ୍କ ଘରେ ଇଡି ରେଡ

ନୂଆଦିଲ୍ଲୀ,୧୫।୩: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଏବଂ ବିଆରଏସ ଏମଏଲସି କେ. କବିତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଚଢାଉ କରୁଛି। ଦିଲ୍ଲୀର ମଦ ସ୍କାମ ମାମଲାରେ ତାଙ୍କୁ ନାମିତ କରାଯାଇଥିଲା। ତାଙ୍କୁ ପୂର୍ବରୁ ଉଭୟ ଇଡି ଏବଂ ସିବିଆଇ…

ଏସବିଆଇକୁ ନୋଟିସ! ଇସିଙ୍କୁ ସିଜେଆଇଙ୍କ ପ୍ରଶ୍ନ ଡାଟାରେ ବଣ୍ଡ ନମ୍ବର କାହିଁକି ନାହିଁ?

ନୂଆଦିଲ୍ଲୀ,୧୫।୩: ନିର୍ବାଚନ ବଣ୍ଡ ମାମଲା ସମ୍ପର୍କରେ ଶୁକ୍ରବାର (ମାର୍ଚ୍ଚ ୧୫, ୨୦୨୪) ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ନିର୍ବାଚନ ଆୟୋଗ କହିଛନ୍ତି ଯେ ୨୦୧୯ବର୍ଷ ପୂର୍ବରୁ ରାଜନୈତିକ ଦଳଗୁଡିକରୁ ମିଳିଥିବା ଦାନ ବିଷୟରେ ସୁପ୍ରିମକୋର୍ଟଙ୍କୁ ଏକ ସିଲ ହୋଇଥିବା…

ନିର୍ବାଚନ ପୂର୍ବରୁ ଆସାମରେ କଂଗ୍ରେସକୁ ଝଟକା!

ଗୁଆହାଟି,୧୫।୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଆସାମର ବାରପେଟାରୁ ଦଳର ଏମପି ଅବଦୁଲ ଖାଲିକ ଦଳ ଛାଡିଛନ୍ତି। ଟିକେଟ ବାତିଲ ହେତୁ ସେ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଅବଦୁଲ ଖାଲିକ ବର୍ତ୍ତମାନ…

ମେଣ୍ଟକୁ ନେଇ ଏମିତି କହିଦେଲେ ପ୍ରଶାନ୍ତ ଜଗଦ୍ଦେବ: ପୁଣି ବଢିଲା ସସ୍‌ପେନ୍ସ

ଭୁବନେଶ୍ୱର,୧୫।୩: ରାଜ୍ୟରେ ଭାଜପା ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଆଶା ଏବଂ ଆଶଙ୍କା ବଢୁଥିବାବେଳେ ନିକଟରେ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବା ଚିଲିକା ବିଧାୟକ ନିଜ ପ୍ରତିକ୍ରିୟା ଦେଇଛନ୍ତି। ମେଣ୍ଟ ଚର୍ଚ୍ଚା ବିଜେଡିରୁ ଆରମ୍ଭ ହୋଇଛି। ଯେହେତୁ…

ଲୋକ ସଭା ନିର୍ବାଚନ ଲଢିବାକୁ ମନା କଲେ ସିଦ୍ଧୁ

ଚଣ୍ଡିଗଡ଼,୧୫।୩: କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁ ସ୍ପଷ୍ଟ କରିଛନ୍ତି ଯେ ସେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ସିଦ୍ଧୁ କୁହନ୍ତି, ଯଦି ମୋତେ ଲୋକ ସଭା ଯିବାକୁ ପଡିବ, ମୁଁ କୁରୁକ୍ଷେତ୍ରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା…

‘ହାତ’ ଛାଡି ‘ଝାଡୁ’ ଧରିଲେ ବିଧାୟକ

ଚଣ୍ଡିଗଡ,୧୫।୩: ପଞ୍ଜାବରେ କଂଗ୍ରେସକୁ ଏକ ବଡ ଝଟ୍‌କା ଲାଗିଛି। କଂଗ୍ରେସ ବିଧାନସଭା ଦଳର ଉପନେତା ତଥା ବିଧାୟକ ରାଜକୁମାର ଚାବୱାଲ ଦଳ ତଥା ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଆମ ଆଦମୀ ପାର୍ଟିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri