Home

ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଷ୍ଟ୍ରୋକ୍‌, ସୋସିଆଲ ମିଡିଆରେ…

ବେଜିଂ,୧୭।୭: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଷ୍ଟ୍ରୋକ୍‌ ଆସିଥିବା ଖବର ସାମ୍ନାକୁ ଆସିଛି। ଚାଇନା ସୋସିଆଲ ମିଡିଆରେ ଏହାକୁ ନେଇ ବେଶ ଚର୍ଚ୍ଚା ହେଉଛି। ତେବେ ସିସିପିର ବୈଠକ ସମୟରେ ରାଷ୍ଟ୍ରପତିଙ୍କୁ ଷ୍ଟ୍ରୋକ୍‌ ଆସିଥିବା କୁହାଯାଉଛି। ହେଲେ ଏ ସମ୍ପର୍କରେ ଆଧିକାରୀକ…

ଚିରାଗ ପାଶୱାନ, ଲଲନ ସିଂ, ଜିତନ ରାମଙ୍କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଦେଲେ ବଡ଼ ଦାୟିତ୍ୱ

  ନୂଆଦିଲ୍ଲୀ,୧୭।୭: ବିହାର ବର୍ତ୍ତମାନ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବ କି? ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପରିବର୍ତ୍ତେ ଏକ ସ୍ବତନ୍ତ୍ର ପ୍ୟାକେଜ ମିଳିବ କି? ଏହି ପ୍ରଶ୍ନଗୁଡିକ ପୁଣିଥରେ ସାମ୍ନାକୁ ଆସିଛି। କାରଣ କେନ୍ଦ୍ର ସରକାର ନିତି ଆୟୋଗକୁ…

ପତ୍ନୀ-ପିଲାଙ୍କ ସମ୍ମୁଖରେ କ୍ରିକେଟରଙ୍କୁ ଗୁଳି କରି ହତ୍ୟା, ଖେଳଜଗତରେ ଶୋକର ଛାୟା

କଲମ୍ବୋ,୧୭।୭: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଧାମ୍ମିକା ନିରୋଶାନାଙ୍କୁ ଘରେ ପଶି ହତ୍ୟା କରାଯାଇଛି। ସେ ଦେଶର ଅଣ୍ଡର ୧୯ ଟିମ୍‌ର ଅଧିନାୟକ ମଧ୍ୟ ଥିଲେ। ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ସେମାନେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ…

ସରକାରଙ୍କ ବଡ଼ ଘୋଷଣା: ଏଣିକି ଦ୍ୱାଦଶ, ଡିପ୍ଲୋମା, ଗ୍ରାଜୁଏଟ୍‌ ପିଲାଙ୍କୁ ମିଳିବ ଏତିକି ଟଙ୍କା

ମୁମ୍ବାଇ,୧୭।୭: ଲାଡଲି ବେହେନା ଯୋଜନା ବିଷୟରେ ଅନେକ ଆଲୋଚନା ହୋଇଛି, କିନ୍ତୁ ବର୍ତ୍ତମାନ ଲଡଲା ଭାଇ ଯୋଜନା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟରେ ଏହି ନୂତନ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଆଷାଡି…

ନବୀନଙ୍କ ନାଁରେ ରୁଜୁ ହେବ ଏଫଆଇଆର! ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୧୭।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାଁରେ ରୁଜୁ ହେବ ଏଫଆଇଆର। କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ମୋଟ ୮ ଜଣଙ୍କ ନାମରେ ଥାନାରେ ଏତଲା ଦିଆଯିବ। ମିଛ ପ୍ରତିଶ୍ରୁତି ଓ…

ଏହି ଲୋକ ଚାହିଁଲେ ଆଇଏଏସଙ୍କୁ କରିପାରିବେ ନିଲମ୍ବନ, ଏତେ ସହଜ ନୁହେଁ…

ନୂଆଦିଲ୍ଲୀ,୧୭।୭: କୌଣସି କାମରେ ଖିଲାପ କଲେ କିମ୍ବା କୌଣସି ସରକାରୀ କଳରେ ହସ୍ତକ୍ଷେପ କଲେ ଆଇଏଏସ କିମ୍ବା ଆଇପିଏସ ଅଧିକାରୀଙ୍କୁ ନିଲମ୍ବନ ହେଉଥିବାର ଶୁଣିଥିବେ। ଚଳିତ ନିର୍ବାଚନରେ ହସ୍ତକ୍ଷେପ କାରଣରୁ ନିର୍ବାଚନ କମିଶନର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆଇପିଏସ ଡିଏସ କୁଟ୍ଟେଙ୍କୁ…

୧୯ରେ ଲଘୁଚାପ: ୨୨ ଯାଏ ବର୍ଷିବ

ଭୁବନେଶ୍ୱର,୧୭ା୭(ଅନିଲ ଦାସ): ଆସନ୍ତା ୨୨ ତାରିଖ ଯାଏ ରାଜ୍ୟକୁ ପ୍ରବଳ ବର୍ଷା ମିଳିବ। ସ୍ଥଳ ଭାଗ ଏବଂ ଜଳ ଭାଗରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି। ଗତ କିଛିଦିନ ହେବ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ର ବିଦର୍ଭ ଉପରେ ଘୂର୍ଣ୍ଣିବଳୟ…

୨୨ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା

କଟକ,୧୭ା୭ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଆସନ୍ତା ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟରୁ ମୋଟ୍‌ ୯୭୨ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି।…

‘ଏକ ନୂଆ କାହାଣୀ ଲେଖିବା’…ଭିଡିଓ ଜାରି କରି ପ୍ରଶଂସକଙ୍କୁ ଭାବବିହ୍ବଳ ବାର୍ତ୍ତା ଦେଲେ ଗମ୍ଭୀର-Video

ନୂଆଦିଲ୍ଲୀ,୧୬।୭: ଟିମ୍‌ ଇଣ୍ଡିଆର ନୂତନ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି ଗୌତମ ଗମ୍ଭୀର। କୋଲକାତା ନାଇଟ୍‌ ରାଇଡର୍ସକୁ ଆଇପିଏଲ୍‌ ୨୦୨୪ ଟାଇଟଲ ଜିତାଇବା ପରେ ସେ ଜାତୀୟ ଦଳର କୋଚ୍‌ ଦାୟିତ୍ୱକୁ ବାଛିଛନ୍ତି। ଖୁବ୍‌ଶୀଘ୍ର ଶ୍ରୀଲଙ୍କା ସିରିଜଠାରୁ ତାଙ୍କର ଯାତ୍ରା ଆରମ୍ଭ…

ଯିଏ ଦିନେ ହିଟ୍‌ଲର-ମୁର୍ଖ କହିଥିଲେ, ଟ୍ରମ୍ପ ତାଙ୍କୁ ହିଁ କାହିଁକି ଉପରାଷ୍ଟ୍ରପତି ପ୍ରାର୍ଥୀ କରିଦେଲେ; ଜାଣନ୍ତୁ…

ଓ୍ବାଶିଂଟନ,୧୬।୭: ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଏଭଳି ଜଣେ ନେତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ଯିଏ ସର୍ବଦା ତାଙ୍କର ଆଲୋଚନା କରିଥିଲେ। କେବଳ ଆଲୋଚନା ନୁହେଁ ବରଂ ମୁର୍ଖ ଏବଂ ଆମେରିକାର ହିଟ୍‌ଲର ବୋଲି କହିଥିଲେ। ବିଶେଷକରି ୨୦୨୧ ଯାଏ ଓହିଓ…

ପାଣ୍ଡ୍ୟାଙ୍କ ହାତରୁ ଅଧିନାୟକତ୍ୱ ଛଡ଼ାଇନେଲେ ଗମ୍ଭୀର, ଅଗରକରଙ୍କ ସହ ମିଶି ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୬।୭: ୧୩ ବର୍ଷ ପରେ ଟିମ୍‌ ଇଣ୍ଡିଆକୁ ବିଶ୍ୱ ଚାମ୍ପିଅନ୍‌ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଝଟ୍‌କା ଲାଗିଛି। ଗୌତମ ଗମ୍ଭୀର ଶ୍ରୀଲଙ୍କା ଗସ୍ତରେ ଦଳ ସହ ନୂତନ କୋଚ୍‌ ଭାବେ ଯାତ୍ରା ଆରମ୍ଭ…

ବିବାଦୀୟ ଟ୍ରେନିଂ ଆଇଏଏସ୍‌ ପୂଜା ଖେଡ୍‌କରଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୧୬।୭: ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଟ୍ରେନିଂ ଆଇଏସ୍‌ ଅଧିକାରୀ ପୂଜା ଖେଡ୍‌କରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୟୁପିଏସ୍‌ସିର ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗ ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?