NEET କାଉନସିଲିଂ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୧।୬: NEET UG ୨୦୨୪ ପରୀକ୍ଷାର ଫଳାଫଳକୁ ନେଇ ବିବାଦ ଜାରି ରହିଛି। ଇତିମଧ୍ୟରେ ସୁପ୍ରିମକୋର୍ଟ ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଶୁଣାଣି ସମୟରେ ଫଳାଫଳକୁ ଆଧାର କରି କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରି ଦେଇଛନ୍ତି। ଆବେଦନକାରୀ…
ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ପୂର୍ବରୁ ଆସିଲା ଟ୍ରାଫିକ୍ ଗାଇଡ୍ଲାଇନ୍: ଜାଣନ୍ତୁ କେଉଁପଟ ଦେଇ ଯିବ ଗାଡ଼ି
ଭୁବନେଶ୍ୱର,୧୧।୬: ଜୁନ୍ ୧୨ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହି ଦିନ ଭୁବନେଶ୍ୱରର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଓ ନବନିର୍ବାଚିତ ମନ୍ତ୍ରୀମଣ୍ଡଳଙ୍କ ଶପଥ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶପଥ ସମାରୋହ ଉତ୍ସବରେ…
ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜିତିନ ପ୍ରସାଦ
ଲକ୍ଷ୍ନୌ,୧୧।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଜିତିନ ପ୍ରସାଦ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜିତିନ ପ୍ରସାଦ ବର୍ତ୍ତମାନ କେନ୍ଦ୍ରର ଦାୟିତ୍ୱ ଗ୍ରହଣ କରିବେ। ମୋଦି ୩.୦ ସରକାରରେ ତାଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ରାଜ୍ୟ…
ଖୋଜାପଡ଼ିଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଘର
ଭୁବନେଶ୍ୱର,୧୧।୬: ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଅର୍ଥାତ୍ ଆଜି ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍ରେ ଅନୁଷ୍ଠିତ ହେବ। ଏହି ବୈଠକ ପରେ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଘୋଷଣା କରାଯିବା ସମ୍ଭାବନା ରହିଛି। ଏହାସହ ଭାଜପା…
କେଉଁଠି ପାଠ ପଢିଛନ୍ତି ମୋଦିଙ୍କ ମନ୍ତ୍ରୀ
ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଇତି ମଧ୍ୟରେ ସେ ତାଙ୍କ କ୍ୟାବିନେଟରେ ୭୧ ନେତାଙ୍କୁ ମଧ୍ୟ ସାମିଲ କରିଥିଲେ। ମୋଦିଙ୍କ ମନ୍ତ୍ରୀମାନେ ଦଶମ ପାସ ଠାରୁ ଆରମ୍ଭ କରି ଯେଉଁମାନେ…
ଭାଜପାର ପ୍ରଥମ ସରକାରରେ କିଏ ସବୁ ହେବେ ମନ୍ତ୍ରୀ: ଲିଷ୍ଟ୍ରେ ଅଛି ଏସବୁ ନାଁ
ଭୁବନେଶ୍ୱର,୧୧।୬:ରାଜ୍ୟରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସସ୍ପେନ୍ସ ଲାଗି ରହିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍ରେ ଅନୁଷ୍ଠିତ ହେବ। ଏହାପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ…
ବୁ୍ମ୍ରାଙ୍କ ସାକ୍ଷାତକାର ନେଲେ ସ୍ତ୍ରୀ, ଶେଷରେ ଏମିତି କଥା କହିଲେ, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୧୧।୬: ଭାରତୀୟ ପେସ୍ ବୋଲର୍ ଜସପ୍ରୀତ ବୁମ୍ରା ନିଜର ଶକ୍ତିଶାଳୀ ବୋଲିଂ ସହ ପାକିସ୍ତାନରୁ ବିଜୟ ଛଡ଼ାଇ ଭାରତକୁ ୬ ରନ୍ରେ ବିଜୟୀ କରାଇଥିଲେ। ଏହି ପ୍ରଦର୍ଶନ ପରେ ସମସ୍ତେ ବୁମରାଙ୍କୁ ପ୍ରଶଂସା କରୁଛନ୍ତି। କାରଣ ଯଦି ବୁମରାଙ୍କ ସ୍ପେଲ୍ ନ…
ପଞ୍ଜାବରେ ନିର୍ବାଚନ ହାରୁଥିବା ନେତାଙ୍କୁ କାହିଁକି କରାଯାଉଛି ମନ୍ତ୍ରୀ? ୨୦୧୪ରୁ ଏବେ ପର୍ଯ୍ୟନ୍ତ ୩ ଥର ଏମିତି ହେଲାଣି
ନୂଆଦିଲ୍ଲୀ,୧୧।୬: ମୋଦିଙ୍କ କ୍ୟାବିନେଟରେ ୭୧ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ଅଧିକାଂଶ ଆଖି ପଞ୍ଜାବରୁ ଆସୁଥିବା ରବଣୀତ ସିଂ ବିଟୁଙ୍କ ଉପରେ ଥିଲା। ସୂଚନାଯୋଗ୍ୟ, ନିର୍ବାଚନରେ ହାରିବା ପରେ ମଧ୍ୟ ରବଣୀତ ସିଂ ବିଟୁଙ୍କୁ ମୋଦିଙ୍କ ଦଳରେ ସାମିଲ କରାଯାଇଥିଲା।…
ଦାୟିତ୍ୱ ନେବାପରେ ପିଓକେକୁ ନେଇ ଏମିତି କହିଦେଲେ ଜୟଶଙ୍କର, କେହି କରିପାରିଲେନି ବିଶ୍ୱାସ
ନୂଆଦିଲ୍ଲୀ,୧୧।୬: ପୁଣି ଥରେ ବୈଦେଶିକ ମନ୍ତ୍ରୀ ଭାବରେ ଏସ ଜୟଶଙ୍କର କାର୍ଯ୍ୟ ଆରମ୍ଭ କରିନ୍ତି। ମଙ୍ଗଳବାର ସକାଳେ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପହଞ୍ଚି ଦେଶର ନୂତନ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଏହି ସମୟରେ ସେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ…
ଟାଇମ୍ରେ ଆସିବାକୁ କହିଥିଲେ ମୋଦି, ୯ଟା ପୂର୍ବରୁ ପହଞ୍ଚିଗଲେ ମନ୍ତ୍ରୀ
ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ଦେଇଥିବା ପରାମର୍ଶ ସ୍ପଷ୍ଟ ଭାବେ ପ୍ରଭାବ ପକାଉଛି। କାହିଁକିନା ସୋମବାର ସାରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କ୍ୟାବିନେଟ ସହକର୍ମୀଙ୍କ ସହ ଆଲୋଚନା କରିଥିଲେ। ସୂଚନାନୁସାରେ, ଏହି ସମୟ ମଧ୍ୟରେ ସେ ତାଙ୍କ…
ରେଲଓ୍ବେ ଟ୍ରାକ୍ରେ ପଡ଼ିଛି ଯବାନଙ୍କ ମୃତଦେହ: ଆତ୍ମହତ୍ୟା ସନ୍ଦେହ
କୋରାପୁଟ,୧୧।୬(ଅମିତାଭ ବେହେରା): କୋରାପୁଟ ରେଲୱେ ଟ୍ରାକରେ ବିଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋରାପୁଟ ଲାଣ୍ଡିଗୁଡା ନୂଆ କଲୋନୀ ରେଲୱେ ଟ୍ରାକରେ ମୃତଦେହ ମିଳିଛି। ମୃତକ ଜଣଙ୍କ ଧ୍ରୁବରାଜ ପ୍ରଧାନ ବୋଲି ଜଣାପଡିଛି। କୋରାପୁଟ ବିଏସଏଫ କନଷ୍ଟେବଳ ଭାବରେ କାର୍ଯ୍ୟରତ ଥିଲେ…
ମୋର ବି ପ୍ରଧାନମନ୍ତ୍ରୀ ହେବାକୁ ମନ ହେଉଛି, ପୂରଣ ହେବକି ଲାଲୁଙ୍କ ଇଚ୍ଛା…
ପାଟନା,୧୧।୬: ଲାଲୁ ପ୍ରସାଦ ଯାଦବ … କେବଳ ବିହାର ନୁହେଁ ଦେଶର ରାଜନୀତିର ଚେହେରା ଯାହାକୁ ଅନେକ ଜନତା ପସନ୍ଦ କରନ୍ତି। ଆପଣ ଏହାକୁ ନାପସନ୍ଦ କରିପାରିବେ କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଅଣଦେଖା କରିପାରିବେ ନାହିଁ । ମଙ୍ଗଳବାର (ଜୁନ…
Archives


