କାହିଁକି ଋତୁରାଜ ଗାଏକ୍ୱାଡ୍ଙ୍କୁ ଅଧିନାୟକ ପଦ ଦେଲେ ଧୋନୀ: ପଛରେ ରହିଛି ଏମିତି କାରଣ
ଚେନ୍ନାଇ,୨୨।୩: ୨୦୦୮ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭରୁ କ୍ରିକେଟ ପ୍ରେମୀମାନେ ମହେନ୍ଦ୍ର ସିଂ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ର ଅଧିନାୟକ ଭାବରେ ଦେଖୁଛନ୍ତି। କିନ୍ତୁ ତାଙ୍କର ଅଧିନାୟକ ଯାତ୍ରା ଏଠାରେ ଶେଷ ହୋଇଛି। ସେ ଆଇପିଏଲ ୨୦୨୪ ଆରମ୍ଭ…
ଜାଣନ୍ତୁ ଦାମଙ୍କ ରାଜନୀତି କ୍ୟାରିଅର ବିଷୟରେ…
ଭୁବନେଶ୍ୱର,୨୨ା୩: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଶୁକ୍ରବାର ଭୋର୍ରୁ ଦେହାନ୍ତ ହୋଇଛି। ଦାମ ଜଣେ ଦକ୍ଷ ରାଜନେତା ଥିଲେ। ତାଙ୍କର ରୋକଠୋକ୍ ଜବାବ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ଦାମ ୧୯୭୭ରେ…
ଆଜିଠାରୁ ଆଇପିଏଲ୍ ମହାସମର: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ଉଦ୍ଘାଟନ ସମାରୋହ
ଚେନ୍ନାଇ,୨୨।୩: ଆଜିଠାରୁ ଆଇପିଏଲ୍ ୨୦୨୪ ଆରମ୍ଭ ହେଉଛି। ଏହି ସିଜିନର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ଏକ ରଙ୍ଗୀନ ଉଦଘାଟନୀ ସମାରୋହ ହେବ। ଏହି ଉଦଘାଟନୀ…
ଇଡି ଲକ୍ଅପ୍ରେ ରାତିସାରା ଶୋଇପାରିଲେନି କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୨୨।୩:ଅବକାରୀ ନୀତି ଜାଲିଆତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରିଛି। କେଜରିଓ୍ବାଲ ସାରା ରାତି ଇଡି ଲକଅପରେ ବିତାଇଛନ୍ତି। ସେ ସାରା ରାତି ସଠିକ ଭାବରେ ଶୋଇପାରି ନାହାଁନ୍ତି। ବର୍ତ୍ତମାନ ସେ…
ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ…
ଭୁବନେଶ୍ୱର,୨୨ା୩: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳର ବରିଷ୍ଠ…
ସ୍ବତନ୍ତ୍ର ଅଲିମ୍ପିକ୍ସ: ସାଇକେଲ ଚାଳନାରେ ଓଡ଼ିଶାକୁ ୫ ପଦକ
ଭୁବନେଶ୍ୱର,୨୨ା୩(ସରୋଜ ଜେନା):ସ୍ବତନ୍ତ୍ର ଅଲିମ୍ପିକ ଭାରତ ଓଡ଼ିଶାର ଅନ୍ତର୍ଜାତୀୟ କ୍ରୀଡାବିତ ସରିତା ରାଉତରାୟ ହରିୟଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ଜାତୀୟ ସାଇକଲ ଚାଳନା ପ୍ରତିଯୋଗିତାର ୧ କିମି ଓ ୨ କିମି ମହିଳା ବର୍ଗରେ ସର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ବର୍ଗରେ ଦେବାଶିଷ…
‘ଓଡ଼ିଆରେ କମେଣ୍ଟ୍ରି ଦାବି’
କଟକ,୨୨ା୩ (କାର୍ତ୍ତିକ ସାହୁ):ଆଇପିଏଲ୍ରେ ଓଡ଼ିଆ ଧାରା ବିବରଣୀବନ୍ଦ କରାଯାଇଥିବା ବେଳେ ଓଡ଼ିଆ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତବର୍ଷ ଆଇପିଏଲ୍ରେ ଓଡ଼ିଆ ସମେତ ବାରଟି ଭାଷାରେ ଧାରା ବିବରଣୀ ଶୁଣିବାକୁ ମିଳିଥିଲା। କିନ୍ତୁ ଚଳିତ ବର୍ଷ ଆଇପିଏଲ୍ରେ ଓଡିଆ ଭାଷା…
ସାଉଥ୍ ଡର୍ବିରେ ସିଏସ୍କେ-ଆର୍ସିବି
ଚେନ୍ନାଇ,୨୨ା୩ (ପି.ଟି.):ବିଶ୍ୱର ସବୁଠାରୁ ଧନଶାଳୀ କ୍ରିକେଟ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୭ ତମ ସଂସ୍କରଣ ଶୁକ୍ରବାର ଆରମ୍ଭ ହେବାକୁ ଯାଉଛି। ଚେନ୍ନାଇର ଏମ୍. ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଉଦ୍ଘାଟନୀ ମ୍ୟାଚ୍ରେ ଦେଖିବାକୁ ମିଳିବ ସାଉଥ୍ ଡର୍ବି। ଦୁଇ…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀଧନ ଚିକିତ୍ସାଧିକାରୀ
ଦେବଗଡ଼,ରିଆମାଳ,୨୨ା୩( ଶଶାଙ୍କ ଶେଖର ଝାଙ୍କର/ନିରଞ୍ଜନ ବେହେରା):କୁକୁଡା ଫାର୍ମ ପାଇଁ ବିଦ୍ୟୁତ୍ ସଂଯୋଗ ଓ ସବ୍ସିଡି ପ୍ରଦାନ ପାଇଁ ଜଣେ ଚାଷୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବଗଡ଼ ଜିଲା ରିଆମାଳ ସଦର ମହକୁମା ପ୍ରାଣୀଧନ ଚିକିତ୍ସାଳୟର ଚିକିତ୍ସାଧିକାରୀ ଡା. ସୁସ୍ମିତା…
କୋଣାର୍କ- ପୁରୀ ରାସ୍ତା ପାଲଟିଛି ପାର୍କିଂ ସ୍ଥାନ
କୋଣାର୍କ,୨୨।୩(ଜ୍ୟୋତିରାଜ ମହାନ୍ତି): କୋଣାର୍କ- ପୁରୀ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଯାତ୍ରୀବାହୀ ବସ୍ ପାର୍କିଂ ହେବା ଯୋଗୁ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ଦୁର୍ଘଟଣା ବୃଦ୍ଧି ପାଉଛି। ଖବରରୁ ପ୍ରକାଶ, କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ…
ପାଇଖାନା ନିର୍ମାଣରେ ଅନିୟମିତତା
ଖଣ୍ଡପଡ଼ା,୨୨ା୩(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ୍ ଅଧୀନ ୨୨ ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଯୋଜନାରେ ୨୨ ହଜାର ପାଇଖାନା ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୨୬କୋଟି ୪୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ଖଣ୍ଡପଡ଼ା ଗ୍ରାମ୍ୟ ଜଳ…
ଆଜିଠାରୁ ଯୁକ୍ତ ୨ ଖାତାଦେଖା
ଭୁବନେଶ୍ୱର,୨୨।୩(ଅନୁରାଧା ମହାରଣା):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବାର୍ଷିକ ପରୀକ୍ଷା ଖାତା ମୂଲ୍ୟାୟନ ଶୁକ୍ରବାରଠାରୁ ଆରମ୍ଭ ହେବ। ଚଳିତଥର ୨ଟି ପର୍ଯ୍ୟାୟରେ ଖାତା ଦେଖାହେବ। ପ୍ରଥମ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୨ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ…
Archives


