ବୋର୍ଡ ପରୀକ୍ଷା ବେଳେ ଛାତ୍ରୀଙ୍କୁ ମିଳିବ ରେଷ୍ଟରୁମ୍ ବିରତି
ନୂଆଦିଲ୍ଲୀ,୧୪ା୬:ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଚାଲିଥିବାବେଳେ ଛାତ୍ରୀମାନଙ୍କୁ ରେଷ୍ଟରୁମ୍ ବିରତି ମିଳିବ। ଏଥିସହିତ ସେମାନଙ୍କ ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ମାଗଣାରେ ସାନିଟାରୀ ନାପ୍କିନ ଉପଲବ୍ଧ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଜାରି ହୋଇଥିବା ଆଡଭାଇଜରିରେ ବିଦ୍ୟାଳୟଗୁଡ଼ିକୁ…
ଦେଶବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୪ା୬: ଗଣପର୍ବ ‘ରଜ’ର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ରାଷ୍ଟ୍ରପତି ଲେଖିଛନ୍ତି, ‘ରଜ’ ଉପଲକ୍ଷେ ରାଜ୍ୟ ତଥା ଦେଶବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା’। ‘ମାଟି ଓ ମେଘକୁ ସମ୍ମାନ ଜଣାଇ ପିଠା, ମିଠା ପାନ, ଦୋଳି…
ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବାବେଳେ ମୁଁ ଏମିତି ଭାବିଥିଲି….ହାରିବା ପରେ ଦୁଃଖ ବଖାଣିଲେ ନବନୀତ୍
ନୂଆଦିଲ୍ଲୀ,୧୪।୬: ଗତ ଲୋକ ସଭା ନିର୍ବାଚନରେ ମହାରାଷ୍ଟ୍ରର ୪୮ଟି ଲୋକ ସଭା ଆସନ ମଧ୍ୟରୁ ଅମରାବତୀ ଆସନରେ ବିଦାୟୀ ଏମ୍ପି ତଥା ଭାଜପା ପ୍ରାର୍ଥୀ ନବନୀତ୍ ରାଣା ଏବଂ କଂଗ୍ରେସର ବଲୱନ୍ତ ୱାଙ୍ଖେଡେଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। ଶେଷରେ କଂଗ୍ରେସ…
କୁଏଟ୍ରୁ ୪୫ ମୃତଦେହ ଧରି ଭାରତ ଫେରିଲା ବାୟୁସେନା ବିମାନ
ନୂଆଦିଲ୍ଲୀ,୧୪ା୬: କୁଏଟ୍ରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତଦେହକୁ ନେଇ ଶୁକ୍ରବାର ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ କୋଚିରେ ପହଞ୍ଚିଛି। ବିମାନରେ ରାଜ୍ୟ ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ ମଧ୍ୟ ଉପସ୍ଥିତ ଥିଲେ। ଯିଏ କି ଶୀଘ୍ର ମୃତଦେହଗୁଡ଼ିକ…
ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ସରଗରମ
ନୂଆଦିଲ୍ଲୀ,୧୪।୬: ଲୋକ ସଭା ନିର୍ବାଚନ ଫଳାଫଳ ପରେ ରାଜନୈତିକ ମାହୋଲ ସରଗରମ ରହିଛି। ତିନି-ଚାରି ମାସ ପରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ଲୋକ ସଭା ନିର୍ବାଚନରେ ଏନଡିଏ ରାଜ୍ୟରେ ଖରାପ ପ୍ରଦର୍ଶନ କରିଥିଲା। ଏହି ପରାଜୟର କାରଣ ମୁଖ୍ୟମନ୍ତ୍ରୀ ଏକନାଥ…
ହଜିଯାଉଛି ରଜ ମଉଜ
ଡେରାବିଶ,୧୪ା୬(ବେବର୍ତ୍ତା ଅଜୟ ଦାସ): ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ଅଞ୍ଚଳରେ କୃଷିଭିତ୍ତିକ ଗଣପର୍ବ ରଜ ଏକ ମୁଖ୍ୟପର୍ବ ଭାବେ ପାଳିତ ହୋଇଆସୁଛି। ଅତୀତ ଓ ବର୍ତ୍ତମାନ ମଧ୍ୟରେ ଏହି ପର୍ବ କ୍ରମଶଃ ସାଧାରଣରେ ଯେପରି ଅନାଗ୍ରହ ସୃଷ୍ଟି କରୁଥିବା ଭଳି ଦେଖିବାକୁ ମିଳିଛି।…
ବିପଦରେ ସାମୁଦ୍ରିକ ପ୍ରାଣୀ, ଭିତରକନିକା
କେନ୍ଦ୍ରାପଡ଼ା, ୧୪ା୬ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ଏଠାରେ ଥିବା ସାମୁଦ୍ରିକ ଓ ବନ୍ୟ ପ୍ରାଣୀ ମୃତ୍ୟୁ ଆଡକୁ ଠେଲି ହେଉଛନ୍ତି। ମଧୁର ଜଳର ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏଥିପାଇଁ…
ପ୍ରସ୍ତାବିତ ୧୦୨୭ ଶିଳ୍ପ ମଧ୍ୟରୁ ୨୦୪ ପ୍ରତିଷ୍ଠା
ଯାଜପୁର,୧୪ା୬(ହର୍ଷବର୍ଦ୍ଧନ ବେହେରା): ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଓ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୫ରେ ଓଡ଼ିଶା ଶିଳ୍ପ ବିକାଶ ଯୋଜନା-୨୦୨୫ ପରିକଳ୍ପନା କରାଯାଇଥିଲା। ଏଥିରେ ୫ଟି କ୍ଷେତ୍ର ଭିତ୍ତିକ ଶିଳ୍ପ ଯଥା…
ପିଠା ଖିଆ, ଦୋଳିଖେଳରେ ମନ
କଟକ,୧୪ା୬(ଶିଳ୍ପା ପ୍ରିୟଦର୍ଶିନୀ): ଆନନ୍ଦ ଉଲ୍ଲାସର ପର୍ବ ‘ରଜ’। ଯାହାକୁ ପ୍ରତ୍ୟେକ ଓଡ଼ିଆ ଅପେକ୍ଷା କରି ରହିଥାନ୍ତି। ପୋଡପିଠାଠାରୁ ଆରମ୍ଭ କରି ରଜ ପାନ ଖିଆ ଓ ଦୋଳି ଖେଳ ପର୍ବକୁ ଆହୁରି ଆକର୍ଷଣୀୟ କରିଥାଏ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଶି…
୧୩ ଦିନରେ ସହରରୁ ୨୪ ଡେଙ୍ଗୁ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର,୧୪।୬ (ବନ୍ଦନା ସେଠୀ): ବର୍ଷାଋତୁ ଆରମ୍ଭ ନ ହେଉଣୁ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇଛି। ରାଜ୍ୟରେ ଡେଙ୍ଗୁ ସଂକ୍ରମଣରେ ଖୋର୍ଦ୍ଧା ଜିଲା ସର୍ବଦା ଆଗରେ ରହୁଥିବାବେଳେ ଭୁବନେଶ୍ୱର ହଟ୍ସ୍ପଟ୍ ପାଲଟୁଛି। ଗତ ୨/୩ବର୍ଷ ଧରି ଏହି ଧାରା ବଜାୟ ରହିଛି।…
କୁଏଟ୍ ବିଲ୍ଡିଂ ନିଆଁରେ ଓଡ଼ିଆ ଯୁବକ ମୃତ
ନୂଆଦିଲ୍ଲୀ, ୧୪।୬ (ପି.ଟି.): କୁଏଟ୍ର ଅଲ୍-ମନ୍ଗଫ୍ ସିଟିସ୍ଥିତ ଏକ ବିଲ୍ଡିରେ ବୁଧବାର ନିଆଁ ଲାଗିବାରୁ ୪୫ ଜଣ ଭାରତୀୟ ଶ୍ରମିକ ପ୍ରାଣ ହରାଇଛନ୍ତି। ଭାରତୀୟ ମୃତକଙ୍କ ଶବକୁ ଫେରାଇ ଆଣିବାକୁ ଗୁରୁବାର ରାତିରେ ବାୟୁସେନାର ସି-୧୩୦ଜେ ପରିବହନ ବିମାନକୁ କୁଏଟ୍ ପଠାଯାଇଥିବା…
ମହାପ୍ରଭୁଙ୍କ ନୀତିରେ ବିଳମ୍ବ
ପୁରୀ,୧୪ା୬: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଶୁକ୍ରବାର ବିଳମ୍ବ ହୋଇଛି। ରାତ୍ର ପହୁଡ଼ ବିଳମ୍ବ ହେବାରୁ ଦ୍ବାର ଫିଟା ନୀତି ବିଳମ୍ବ ହୋଇଥିବା ଜଣାପଡ଼ିଛି। ତେବେ ଦ୍ବାର ଫିଟା ନୀତି ବିଳମ୍ବ ହେବାରୁ ମଙ୍ଗଳ ଆଳତି ମଧ୍ୟ ବିଳମ୍ବ ହୋଇଛି। ନୀତି ବିଳମ୍ବରେ…
Archives


