ଛିଡ଼ା ହୋଇ ତାଳିମାରିଲେ ଦର୍ଶକ, ୧୫ ମାସ ପରେ ପ୍ରତ୍ୟାବର୍ତ୍ତନ ପଡ଼ିଲା ଫିକା, ତଥାପି…
ଚଣ୍ଡିଗଡ଼,୨୩।୩: ଟିମ୍ ଇଣ୍ଡିଆର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଏହାର ୧୫ ମାସ ପରେ ସେ ମଇଦାନକୁ ଫେରିଛନ୍ତି। ଶନିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲାରେ ପନ୍ତ ୪ର୍ଥ ନଂରେ ବ୍ୟାଟିଂ କରିବାକୁ…
ହାଇକୋର୍ଟରୁ କେଜ୍ରିଓ୍ବାଲଙ୍କୁ ଝଟ୍କା
ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ପକ୍ଷରୁ ଗିରଫ ଏବଂ ରିମାଣ୍ଡକୁୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ଏବଂ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ତାଙ୍କୁ…
ସମସ୍ତ ଛୁଟି ବାତିଲ କଲା ଶିକ୍ଷା ବିଭାଗ: ହୋଲି ଦିନ ବି ଆସିବେ ଶିକ୍ଷକ
ପାଟନା,୨୩ା୩: ବିହାରର ଶିକ୍ଷା ବିଭାଗ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଶିକ୍ଷକମାନଙ୍କ ଉପରେ ଏକ ବଡ଼ ଆଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ହୋଲି ଦିନ ଶିକ୍ଷକମାନଙ୍କୁ ତାଲିମ ପାଇଁ କଲେଜ ଯିବାକୁ…
କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ବୟାନକୁ ତୀବ୍ର ବିରୋଧ କଲା ଭାରତ
ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ବିଦେଶ ମନ୍ତ୍ରଣାଳୟ ବୟାନ ଦେଇଥିଲା। ଏହାକୁ କଡ଼ା ଭାଷାରେ ବିରୋଧ କରିଛି ଭାରତ। ଜର୍ମାନୀର ବୟାନ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଏକ ଖୋଲା ହସ୍ତକ୍ଷେପ ବୋଲି ଭାରତ କହିଛି। ଏହି…
ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍
କେନ୍ଦୁଝର,୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଏକ ଲାଞ୍ଚ ମାମଲାର ଶୁଣାଣି କରି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ରଶ୍ମିତା ଦଳେଇ ତତ୍କାଳୀନ ରାଇସୁଆଁ ରାଜସ୍ବ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍ଦଣ୍ଡ ଏବଂ ୪ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଘଟଣାରୁ ପ୍ରକାଶ…
ସାଧାରଣ ନିର୍ବାଚନ ନେଇ ପୋଲିସର ଫ୍ଲାଗ୍ମାର୍ଚ୍ଚ
ଦାରିଙ୍ଗବାଡ଼ି,୨୩ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ସବ୍ଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ପ୍ରମୁଖ ସଦଳବଳ ଥାନାଠାରୁ ଫ୍ଲାଗ୍ମାର୍ଚ୍ଚରେ ବାହାରି ବଜାର ସମେତ ଓଡ଼ିଆ ସାହି,…
ଇତିହାସ ରଚିଲା Amul, ଏବେ ଆମେରିକୀୟ ବି ପିଇବେ ଭାରତୀୟ ଦୁଗ୍ଧ
ନୂଆଦିଲ୍ଲୀ,୨୩।୩: ଭାରତର ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ‘ଅମୂଲ୍’ ବ୍ୟବସାୟରେ ନୂଆ ଉପଲବ୍ଧି ହାସଲ କରିଛି। ଦେଶରେ ଦୈନିକ ଲକ୍ଷ ଲକ୍ଷ ଲିଟର ତାଜା କ୍ଷୀର ଯୋଗାଉଥିବା ଅମୂଲ ବ୍ରାଣ୍ଡ ଏବେ ଆମେରିକାରେ ମଧ୍ୟ କାରୋବାର କରିବ। କମ୍ପାନୀ ଏଠାରେ ତାଜା ଦୁଗ୍ଧ…
ଏହି ଦୁଇ ଆସନ ପାଇଁ ହୋଇପାରିଲାନି ମେଣ୍ଟ
ଭୁବନେଶ୍ୱର,୨୩ା୩: ଦୀର୍ଘଦିନ ଧରି ଓଡ଼ିଶାରେ ଲାଗି ରହିଥିବା ଭାଜପା-ବିଜେଡି ମେଣ୍ଟରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଶୁକ୍ରବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ପରେ ଦୁଇ ଦଳ ମଧ୍ୟରେ ହେବାକୁ ଥିବା ମେଣ୍ଟ ଦ୍ୱନ୍ଦ୍ୱ ଦୂର…
ପୁଣି ସୁରକ୍ଷା ବ୍ୟବସ୍ଥା ଢିଲା: ଶ୍ରୀମନ୍ଦିରରେ ପଶିଲେ ବିଦେଶିନୀ
ପୁରୀ,୨୩ା୩(ଅଜିତ ମହାନ୍ତି): ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ବାହାରେ ଓ ଭିତରେ ଶହଶହ ପୋଲିସ ନିୟୋଜିତ ଥିବା ବେଳେ ଶନିବାର ପୂର୍ବାହ୍ନରେ ଜଣେ ବିଦେଶୀ ମହିଳା ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ସେବାୟତମାନଙ୍କଠାରୁ…
ଗୁଜରାଟରେ ଭାଜପାକୁ ଡବଲ ଝଟ୍କା
ଗାନ୍ଧିନଗର,୨୩।୩: ଗୁଜୁରାଟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗୋଟିଏ ପରେ ଗୋଟିଏ ବଡ ଝଟ୍କା ଲାଗିଛି। ସାବରକାଂଠ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭିକାଜୀ ଠାକୁର ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଏଥି ସହ ଭଦୋଦରାରୁ ଭାଜପା…
‘ଆବେ, ନିଶ୍ୱାସ ତ ନେବାକୁ ଦେ’; ସିଏସ୍କେର ଜାଡେଜାଙ୍କ ଉପରେ ଏଭଳି କହି କାହିଁକି ରାଗିଲେ କୋହଲି?
ନୂଆଦିଲ୍ଲୀ,୨୩।୩: ଆଇପିଏଲ୍ ୨୦୨୪ର ଓପନିଂ ମ୍ୟାଚ୍ ସିଏସ୍କେ ଏବଂ ଆର୍ସିବି ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍ରେ ଚେନ୍ନାଇ ଟିମ୍ ୬ ଉଇକେଟରେ ବିଜେତା ହୋଇଛି। ହେଲେ ମ୍ୟାଚ୍ ସମୟରେ ଆର୍ସିବିର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ସିଏସ୍କେ ବୋଲର୍ ରବିନ୍ଦ୍ର ଜାଡେଜାଙ୍କ…
ତାଞ୍ଜାନିଆରେ କରିନା
ମୁମ୍ବାଇ: କରିନା କପୁର ଖାନ ବର୍ତ୍ତମାନ ତାଙ୍କ ସ୍ବାମୀ ଶୈଫ ଅଲି ଖାନ ଏବଂ ପୁଅ ତୈମୁର ଅଲି ଖାନ ଏବଂ ଜାହାଙ୍ଗୀର ଅଲି ଖାନଙ୍କ ସହ ତାଞ୍ଜାନିଆରେ ଛୁଟି କାଟୁଛନ୍ତି। ପରିବାର କିଛି ଦିନ ପୂର୍ବରୁ ମୁମ୍ବାଇ ଛାଡିଥିଲେ ଏବଂ…
Archives


