Home

ମା’ଙ୍କ ଆଗରେ ନାବାଳିକା ଝିଅଙ୍କୁ ବିଷ ପିଆଇ ହତ୍ୟା କଲେ ଜଣେ ଯୁବକ

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର): ଜଣେ ନାବାଳିକାଙ୍କ ଘରେ ପଶି ଜଣେ ଯୁବକ ତାଙ୍କ ମା’ ସମ୍ମୁଖରେ ଜୋର୍‌ ଜବରଦସ୍ତି ବିଷ ପିଆଇ ନାବାଳିକାଙ୍କୁ ହତ୍ୟା କରିଥିବା ବଲାଙ୍ଗୀର ଜିଲା ଆଗଲପୁର ଥାନାରେ ଅଭିଯୋଗ ହୋଇଛି। ପରିବାର ସୂତ୍ରରୁ କରାଯାଇଥିବା ଅଭିଯୋଗ ମୁତାବକ,…

ଘର ଆଗରେ ହୁତ୍‌ହୁତ୍‌ ହୋଇ ଜଳିଗଲା କାର୍‌

ବାଲିଗୁଡ଼ା,୩୧ା୭(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପିପଳ ସାହିରେ ଘର ଆଗରେ ଥିବା ଏକ କାର୍‌ ନିଆଁ ଲାଗି ଜଳିଯାଇଛି। ତେବେ କାର୍‌ଟି କେଉଁ କାରଣରୁ ଜଳିଗଲା ତାହା ଏଯାଏ ସ୍ପଷ୍ଟ ଜଣାପଡ଼ିନାହିଁ। ସୂଚନାନୁଯାୟୀ, ସବୁଦିନ ଭଳି ସମୀର ବଳିଆରସିଂ ନିଜ…

ଅମିତ ଶାହାଙ୍କୁ ମୁହଁତୋଡ ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୩୧।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦାବି ଉପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ୱାୟନାଡ ଭୂସ୍ଖଳନ ଘଟଣା ପୂର୍ବରୁ କୌଣସି ରେଡ୍‌ ଆଲର୍ଟ ଜାରି କରାଯାଇ ନ ଥିଲା। ଘଟଣାର କିଛି ଘଣ୍ଟା ପରେ…

ଲଜ୍ଜାଜନକ ରେକର୍ଡ ହାସଲ କଲା ଶ୍ରୀଲଙ୍କା

ପାଲେକେଲ,୩୧।୭: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ କ୍ଲିନ୍‌ସୁଇପ୍‌ କରିଛି। ସୁର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ତିନୋଟି ମ୍ୟାଚ ଜିତି ସିରିଜ କବଜା କରିଛି। ସିରିଜର ତୃତୀୟ ମ୍ୟାଚ ହାରି ଶ୍ରୀଲଙ୍କା ଏକ ଲଜ୍ଜାଜନକ…

ଏହିଦିନ ପ୍ରକାଶ ପାଇବ ପିଜି ମେରିଟ୍‌ ଲିଷ୍ଟ୍‌

ଭୁବନେଶ୍ୱର,୩୧ା୭: ପିଜି ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଅଗଷ୍ଟ ୫ ଅପରାହ୍ନ ୪ଟାରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଚଏସ୍‌ ଫିଲିଂ ହେବ। ୨୦ ତାରିଖ ଅପରାହ୍ନ…

ଯଶସ୍ବୀ ଜୟସ୍ବାଲଙ୍କୁ ଜବରଦସ୍ତ ଫାଇଦା: ଗିଲ୍‌ ବି ଉପରକୁ ଉଠିଲେ

ନୂଆଦିଲ୍ଲୀ,୩୧।୭: ଆଇସିସି ଦ୍ୱାରା ପ୍ରକାଶିତ ର଼୍ୟାଙ୍କିଙ୍ଗରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ବଡ଼ ଫାଇଦା ହୋଇଛି। ଜୟସ୍ବାଲଙ୍କ ବ୍ୟତୀତ ଶୁବମନ ଗିଲ ମଧ୍ୟ ଟି-୨୦ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ୧୬ଟି ସ୍ଥାନ ଉପରକୁ ଡେଇଁଛନ୍ତି। ଅନ୍ୟପକ୍ଷରେ, ଟେଷ୍ଟ ର଼୍ୟାଙ୍କିଙ୍ଗରେ ୱେଷ୍ଟଇଣ୍ଡିଜ ବିପକ୍ଷ…

କେନ୍ଦୁଝର ଦେଇ ଚାଲିବ ଟାଟାନଗର-ବ୍ରହ୍ମପୁର ଟେନ୍‌

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଟାନଗରରୁ କେନ୍ଦୁଝର ଦେଇ ବ୍ରହ୍ମପୁରକୁ ବନ୍ଦେ ମାତରମ ଟ୍ରେନ୍‌ ଚାଲିବା ନେଇ ଚର୍ଚ୍ଚା ହେଉଛି। ତେବେ ଏ ନେଇ ରେଳ ବିଭାଗ ପକ୍ଷରୁ ଆଧିକାରିକ ଭାବେ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏହା ଏବେ ସୋସିଆଲ ମିଡିଆରେ…

୨ ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର

ଭୁବନେଶ୍ୱର,୩୧ା୭: ରାଜ୍ୟ ସରକାର ୨ଟି ସମବାୟ ବୋର୍ଡ ଭାଙ୍ଗିଛନ୍ତି। ଦୁର୍ନୀତି ଅଭିଯୋଗରେ ଏହାକୁ ଭାଙ୍ଗିଥିବା ଜଣାପଡ଼ିଛି। ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମ ଭାଙ୍ଗିଛନ୍ତି ସରକାର। ଏଣିକି ରାଜ୍ୟ ସରକାର ୨ଟି ବୋର୍ଡର ବ୍ୟାପାର ବୁଝାଶୁଝା କରିବେ।…

‘କାଠକଣ୍ଢେଇ ସରକାରଙ୍କ ସହ ମୋ’ର କିଛି କଥାବାର୍ତ୍ତା ନାହିଁ’

ଇସଲାମାବାଦ,୩୧ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ୍‌ ପାକିସ୍ତାନୀ ସେନା ସହ ଆଲୋଚନା କରିଛନ୍ତି। ସେନାକୁ କହିଛନ୍ତି, ଦେଶରେ ସାମରିକ ଆଇନ ଲାଗୁ କରାଯାଇଛି ଏବଂ ତାଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ମିଥ୍ୟା ଅଭିଯୋଗ…

ଇସ୍ତଫା ଦେଲେ ମମତା ମହନ୍ତ: କାହାକୁ ରାଜ୍ୟ ସଭା ପଠାଇବ ଭାଜପା, ଚର୍ଚ୍ଚାରେ…

ଭୁବନେଶ୍ୱର,୩୧।୭: ବିଜୁ ଜନତା ଦଳର ଏମପି ମମତା ମହନ୍ତ ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଗୃହରେ ଏହି ସୂଚନା ଦେଇଛନ୍ତି। ମମତା ୨୦୨୦ରେ ରାଜ୍ୟ ସଭାକୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। କୁଡ଼ୁମୀ ସଂପ୍ରଦାୟର…

ରିଙ୍କୁ ସିଂଙ୍କ ଏମିତି କାରନାମା ଦେଖି ହସ ରୋକିପାରିଲେନି ଗୌତମ ଗମ୍ଭୀର: ଦେଖନ୍ତୁ ଭିଡିଓ

ପାଲେକେଲ,୩୧।୭: ଶ୍ରୀଲଙ୍କା ବିପକ୍ଷରେ ବୋଲିଂରେ ରିଙ୍କୁ ସିଂ ଭାରତ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲେ। ସିରିଜର ତୃତୀୟ ଟି-୨୦ରେ ରିଙ୍କୁ ୨ଟି ଉଇକେଟ ନେଇ ମ୍ୟାଚ୍‌ରେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ରିଙ୍କୁ ସିଂ ୧୯ତମ ଓଭରରେ ବୋଲିଂ କରିଥିଲେ। ଏହି…

ଏହି ମୁଖ୍ୟମନ୍ତ୍ରୀ ଆଜିର ଦିନରେ କରିଥିଲେ ପ୍ରଥମ ଫୋନ୍‌ କଲ୍‌, ଗୋଟିଏ ମିନିଟ୍‌ରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା…

ନୂଆଦିଲ୍ଲୀ,୩୧ା୭: ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ୍‌ ଅଛି। ପ୍ରତ୍ୟେକ ପିଲା ଫୋନ୍‌ କିପରି ବ୍ୟବହାର କରିବେ ଜାଣନ୍ତି। କିନ୍ତୁ ୨୯ ବର୍ଷ ପୂର୍ବେ ଫୋନ୍‌ ବ୍ୟବହାର କରିବା ଏତେ ସହଜ ନ ଥିଲା କିମ୍ବା ସାଧାରଣ ଲୋକଙ୍କ ସହିତ ଫୋନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?