ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ସଭାପତି, ଦ୍ୟୁତିଶ ସମ୍ପାଦକ
ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ନିର୍ବାଚନରେ ଭୀଷ୍ମଦେବ ସରାଫ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଦ୍ୟୁତିଶ ଆଚାର୍ଯ୍ୟ ସମ୍ପାଦକ, କାଳୀଚରଣ ଦାଶ ଉପସଭାପତି, ସୁକୁମାର ସାହୁ ଯୁଗ୍ମ ସମ୍ପାଦକ ଭାବେ…
ଟ୍ରାକ୍ଟର ସହ ପିଟିହେଲା ସ୍କୁଟି, ଚାଲିଗଲା ଚାଳକଙ୍କ ଜୀବନ
ତିହିଡ଼ି,୩୦ା୩(ସଞ୍ଜିତ ବଳ): ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥର ରାଢଙ୍ଗ ଛକରେ ଶନିବାର ମଧ୍ୟାହ୍ନରେ ଟ୍ରାକ୍ଟର ସହ ପିଟି ହେବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ସ୍କୁଟି ଚାଳକଙ୍କ ନାଁ ଶୁଭାଶିଷ ପାଣିଗ୍ରାହୀ(୪୦) ଏବଂ ତାଙ୍କ ଘର ଭଦ୍ରକ ଜିଲା…
ଫେରୁଛନ୍ତି କପିଲ ଶର୍ମା
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମା ‘ଦି ଗ୍ରେଟ୍ ଇଣ୍ଡିଆନ କପିଲ ଶୋ’ ସହିତ ଫେରୁଛନ୍ତି। ତାଙ୍କ ସହ ସୁନୀଲ ଗ୍ରୋଭର, କୃଷ୍ଣ ଅଭିଷେକ, ଅର୍ଚ୍ଚନା ପୁରନ୍ ସିଂ, କିକୁ ଶାରଦା ଏବଂ ରାଜୀବ ଠାକୁର ଅଛନ୍ତି। ଏହି ଶୋ’ ଖୁବ୍…
ଲୋକ ସଭା ନିର୍ବାଚନ ଲଢ଼ିବେନି ପଶୁପତି କୁମାର
ପାଟନା,୩୦ା୩: ପଶୁପତି କୁମାର ପାରସଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପଶୁପତି ଆଉ ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ। ଅତୀତରେ ପଶୁପତି ହାଜିପୁରରୁ ନିର୍ବାଚନ ଲଢ଼ିବା ବିଷୟରେ ନିରନ୍ତର କଥାବାର୍ତ୍ତା କରୁଥିଲେ କିନ୍ତୁ ବର୍ତ୍ତମାନ ସୂତ୍ରରୁ…
ସୁର ପରିବାର ରାଜନୀତିରେ ନୂଆ ଟ୍ବିଷ୍ଟ: ବାପାଙ୍କ ହାତ ଛାଡିଲେ ସିଦ୍ଧାର୍ଥ
ଭୁବନେଶ୍ୱର,୩୦।୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରରେ ପୁଣି ଟ୍ବିଷ୍ଟ ଆସିଛି। ବୁଧବାର ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର ଲୋକ ସଭା ଟିକେଟ୍ ପାଇବାବେଳେ ସୁର ରାଉତରାୟ କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ…
ମନୋହର ଖଟ୍ଟର-ଶିବରାଜ-ବୋମ୍ମାଇ ଭାଜପାର ୬ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍, ଜାଣନ୍ତୁ କିଏ ସବୁଠାରୁ ଅଧିକ ଧନୀ
ନୂଆଦିଲ୍ଲୀ,୩୦।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହୋଇ ସାରିଛି। ୭ଟି ପର୍ଯ୍ୟାୟ ଦେଇ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟରୟରେ ଭୋଟିଂ ଏପ୍ରିଲ ୧୯ରେ ହେବାକୁ ଯାଉଛି। ଭାଜପା ନେତୃତ୍ୱାଧିନ ମେଣ୍ଟ ଏନଡିଏ ୪୦୦ ପାର୍ର ନାରା ଦେଇ…
ମଇଦାନକୁ ଯିବା ପୂର୍ବରୁ ବରିଷ୍ଠଙ୍କ ଆଶୀର୍ବାଦ ନେଲେ ବିଧାୟକ
ପାଟଣା,୩୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କୁ ପୁନର୍ବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନ ପାଇଁ ପାଟଣା ବିଧାନସଭା କ୍ଷେତ୍ର ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଶନିବାର ପାଟଣା ବ୍ଲକ ଟାଙ୍ଗରପଡ଼ା…
ମୋଟରସାଇକେଲ୍କୁ ଧକ୍କାଦେଲା କାର୍: ଜଣେ ମୃତ, ଜଣେ ଆହତ
ପଟାଙ୍ଗି,୩୦ା୩(ଶରତ ଧଳ): ଯାତ୍ରା ଦେଖି ଘରକୁ ଫେରିବା ହେଲା କାଳ। ଏହିପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଟାଙ୍ଗିଣି ଘାଟିରେ। ସୂଚନାନୁଯାୟୀ, ଉକ୍ତ ବ୍ଲକର ସୁଙ୍କି ପଞ୍ଚାୟତ ସଦର ମହକୁମାରେ ହେଉଥିବା ମା’ ଭୈରବୀ…
ବିଜେଡି ଛାଡ଼ିବା ପରେ ବି ସୋସିଆଲ ମିଡିଆ କଭରପେଜ୍ରୁ ନବୀନଙ୍କ ଫଟୋ ହଟାଇନାହାନ୍ତି ଅନୁଭବ
କଟକ,୩୦ା୩: ଶନିବାର ବିଜେଡି ଛାଡ଼ିଛନ୍ତି କେନ୍ଦ୍ରପଡ଼ା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଶେଷ କଥା ହେଲା ବିଜେଡିରୁ ଇସ୍ତଫା ଦେବା ପରେ ବି…
ମା’ଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ପୁଅ
ଅନୁଗୋଳ,୩୦ା୩(ଅମିତ କୁମାର ସାମଲ): ଅନୁଗୋଳ ଜିଲା ନାଲ୍କୋ ଥାନା ଅଞ୍ଚଳରେ ଶନିବାର ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି। ମା’ଙ୍କ ଗଳା କାଟି ହତ୍ୟା କରିବା ପରେ ପୁଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ବଳରାମପ୍ରସାଦ ଗ୍ରାମର…
ଦଳ ଛାଡ଼ୁଛନ୍ତି ନେତା, ଟିକେଟ୍ ଘୋଷଣା କରିପାରୁନି କଂଗ୍ରେସ
ଭୁବନେଶ୍ୱର,୩୦।୩: ନିର୍ବାଚନ ପାଖେଇ ଆସୁଥିବାବେଳେ ଟିକେଟ୍ ଘୋଷଣା କରିପାରୁନି କଂଗ୍ରେସ। ଏପଟେ ଦଳ ଛାଡ଼ୁଛନ୍ତି ନେତାଏ। ନିଜ ଅସ୍ତିତ୍ୱ ପାଇଁ ରାଜ୍ୟରେ ଲଢେଇ କରୁଥିବା କଂଗ୍ରେସ ଏବେ ଅନ୍ତକନ୍ଦଳରେ ଜୁଝୁଛି। ତେବେ ଦଳ ନିଜ ସ୍ଥିତିକୁ ସୁଧାରିବ ନା ପ୍ରାର୍ଥୀ ଘୋଷଣା…
ବିଜେଡି ଛାଡ଼ିବା ପରେ କ୍ଷୋଭ ପ୍ରକାଶ କଲେ ଅନୁଭବ, ଲେଖିଲେ ଏମିତି…
କଟକ,୩୦ା୩: ଜଣଙ୍କ ପରେ ଜଣେ ସିନେ ଷ୍ଟାର ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପୂର୍ବରୁ ଷ୍ଟାଇଲଶ୍ ହିରୋ ଅରିନ୍ଦମ ରାୟ ବିଜେଡି ଛାଡ଼ିଥିବା ବେଳେ ଦୁଇଦିନ ତଳେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଆଜି ଅର୍ଥାତ୍ ଶନିବାର…
Archives


