ଦଳ ଛାଡ଼ୁଛନ୍ତି ନେତା, ଟିକେଟ୍ ଘୋଷଣା କରିପାରୁନି କଂଗ୍ରେସ
ଭୁବନେଶ୍ୱର,୩୦।୩: ନିର୍ବାଚନ ପାଖେଇ ଆସୁଥିବାବେଳେ ଟିକେଟ୍ ଘୋଷଣା କରିପାରୁନି କଂଗ୍ରେସ। ଏପଟେ ଦଳ ଛାଡ଼ୁଛନ୍ତି ନେତାଏ। ନିଜ ଅସ୍ତିତ୍ୱ ପାଇଁ ରାଜ୍ୟରେ ଲଢେଇ କରୁଥିବା କଂଗ୍ରେସ ଏବେ ଅନ୍ତକନ୍ଦଳରେ ଜୁଝୁଛି। ତେବେ ଦଳ ନିଜ ସ୍ଥିତିକୁ ସୁଧାରିବ ନା ପ୍ରାର୍ଥୀ ଘୋଷଣା…
ବିଜେଡି ଛାଡ଼ିବା ପରେ କ୍ଷୋଭ ପ୍ରକାଶ କଲେ ଅନୁଭବ, ଲେଖିଲେ ଏମିତି…
କଟକ,୩୦ା୩: ଜଣଙ୍କ ପରେ ଜଣେ ସିନେ ଷ୍ଟାର ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପୂର୍ବରୁ ଷ୍ଟାଇଲଶ୍ ହିରୋ ଅରିନ୍ଦମ ରାୟ ବିଜେଡି ଛାଡ଼ିଥିବା ବେଳେ ଦୁଇଦିନ ତଳେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଆଜି ଅର୍ଥାତ୍ ଶନିବାର…
Election2024: Exit Poll ଉପରେ ଲାଗିଲା ରୋକ୍
ନୂଆଦିଲ୍ଲୀ,୩୦।୩: ପାଖେଇ ଆସିଲାଣି ଲୋକ ସଭା ନିର୍ବାଚନ। ଦେଶରେ ୭ଟି ପର୍ଯ୍ୟାୟରେ ହେବ ଭୋଟିଂ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାରପ୍ରସାରରେ ଲାଗିପଡିଛନ୍ତି। ଏହାରି ଭିତରେ ଏଗଜିଟ୍ ପୋଲ ଉପରେ ଲାଗିଛି ରୋକ୍। ଏଣିକି ଆଉ…
ମହାକାଶରେ ଭାରତ ଯାହା କରୁଛି ତାହା ଚମକାଇବା ଭଳି, ଇସ୍ରୋକୁ ପ୍ରଶଂସା କଲା ୟୁରୋପୀୟ ମହାକାଶ ଏଜେନ୍ସି
ପ୍ୟାରିସ,୩୦।୩: ୟୁରୋପୀୟ ସ୍ପେସ ଏଜେନ୍ସି (ଇଏସଏ)ର ମହାନିର୍ଦ୍ଦେଶକ ଜୋସେଫ ଐସବ୍ୟାକର୍ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ପ୍ରଶଂସା କରିଛନ୍ତି। ସମ୍ପ୍ରତି ସଫଳ ପ୍ରକ୍ଷେପଣ ପାଇଁ ସେ ଇସ୍ରୋକୁ ପ୍ରଶଂସା କରିଥିଲେ। ଐସବ୍ୟାକର କହିଛନ୍ତି ଯେ ମହାକାଶରେ ଏବଂ ବିଶେଷ…
ରାଜ୍ୟ ଭାଜପା କାର୍ଯ୍ୟାଳୟରେ ହଟ୍ଟଗୋଳ: ଅପରାଜିତାଙ୍କୁ ବିରୋଧ, ପ୍ରଶାନ୍ତଙ୍କ ବଡ଼ ବୟାନ
ଭୁବନେଶ୍ୱର,୩୦।୩: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ହାଇଡ୍ରାମା । ଦଳୀୟ କର୍ମୀଙ୍କ ମଧ୍ୟରେ ହଟ୍ଟଗୋଳ। । ଖୋର୍ଦ୍ଧା ଭାଜପା ନେତା କାଳୁ ଖଣ୍ଡାୟତ ରାୟଙ୍କ ବିରୋଧ ପ୍ରଦର୍ଶନ । ଜୟ ଶ୍ରୀରାମ ନାରା ଦେଇ କାଳୁଙ୍କ ସମର୍ଥକ ପାର୍ଟି ଅଫିସରେ ହୋହଲ୍ଲା କରିଛନ୍ତି…
ବିଜେଡିକୁ ଶକ୍ତ ଝଟକା, ଦଳ ଛାଡିଦେଲେ ସବୁ ସିନେ ଷ୍ଟାର୍
ଭୁବନେଶ୍ୱର,୩୦।୩: ଓଡ଼ିଆ ସିନେ ଜଗତର ୪ ହିରୋ ବିଜେଡି ଛାଡି ଦେଇଛନ୍ତି। ସେମାନେ ହେଲେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଭାଜପାରେ ଯୋଗ ଦେଇ ସାରିଥିବା ବେଳେ…
କାହା ପାଇଁ ଆୟରଙ୍କ ଫ୍ଲାଇଙ୍ଗ କିସ୍? ଛକା ମାରିବା ପରେ ଦେଲେ ଇସାରା
ନୂଆଦିଲ୍ଲୀ,୩୦।୩: କୋଲକାତା ନାଇଟ ରାଇଡର୍ସ ଏକ ଧମାକାଦାର ଅନ୍ଦାଜ ସହିତ ଆଇପିଏଲ ୨୦୨୪ ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ଦ୍ୱାରା ଅଧିନାୟକ ଦଳ ଏହାର ପ୍ରଥମ ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏମ ଚିନ୍ନାସ୍ବାମୀ…
‘ନୋ ଏଣ୍ଟ୍ରି’ର ସିକ୍ୱେଲ କରିବେ ବୋନି, ରିପ୍ଲେସ ହେବେ ଅନିଲ-ସଲମାନ
ମୁମ୍ବାଇ: ୨୦୦୫ର ବ୍ଲକବଷ୍ଟର ମୁଭି ‘ନୋ ଏଣ୍ଟ୍ରି’ର ବହୁ ପ୍ରତୀକ୍ଷିତ ସିକ୍ୱେଲ ସ୍କ୍ରିନରେ ଧମାକାଦାର କମବ୍ୟାକ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ, ବରୁଣ ଧୱନ, ଅର୍ଜୁନ କପୁର ଏବଂ ଦିଲଜିତ ଦୋସାଞ୍ଜ ଏହି ମୁଭିରେ ଡବଲ ରୋଲରେ ଅଭିନୟ କରିବାକୁ ପ୍ରସ୍ତୁତ, ୨୦ବର୍ଷ…
ମନ୍ମଥଙ୍କ ପାଇଁ ବଡ଼ ସୁଯୋଗ, ଗେମ୍ ଖେଳିବେ ଅପରାଜିତା
ଭୁବନେଶ୍ୱର,୩୦।୩: ବିଜେଡିର ସଂସଦୀୟ କ୍ଷେତ୍ର ପାଇଁ ନୂଆ ଷ୍ଟ୍ରାଟେଜି ଏବେ ସମସ୍ତଙ୍କୁ ତାଜୁବ କରିଛି। କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ବିଜେଡିରେ ଯୋଗଦେବାର କେଇ ଘଣ୍ଟା ମଧ୍ୟରେ ତାଙ୍କୁ ଭୁବନେଶ୍ବର ଲୋକ ସଭା ଆସନରେ ପ୍ରାର୍ଥୀ କରିଛି…
ଟ୍ରାନ୍ସଜେଣ୍ଡରଙ୍କ ପାଇଁ ବଡ ହୃଦୟ ଦେଖାଇଲେ ଆୟୁଷ୍ମାନ
ମୁମ୍ବାଇ: ନିକଟରେ ବଲିଉଡ ତାରକା ଆୟୁଷ୍ମାନ ଖୁରାନା ଚଣ୍ଡିଗଡ଼ରେ ଏକ ନିଆରା କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ସେ ଜିରକପୁରରେ ଏକ ଫୁଡ ଟ୍ରକର ଉଦଘାଟନ କରିଥିଲେ ଯାହା କେବଳ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟଙ୍କ ଦ୍ୱାରା ପରିଚାଳିତ। ‘ସ୍ବୀକାର’ନାମକ ଏହି ଫୁଡ ଟ୍ରକର…
ଆଜିବି ଲକ ଡାଉନ ଭଳି ଜୀବନ ବଞ୍ଚୁଛନ୍ତି ଏହି ପରିବାର
ଆସେକ୍ସ: ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଯେଉଁ ସମୟ ଥିଲା ତାହା ଆଜିବି ସଭିଙ୍କ ମନରେ ରହିଛି। ଲୋକମାନେ ଏହି ସମୟରେ ବାହାରକ ବାହାରିବା, ପ୍ରିୟଜନଙ୍କୁ ଭେଟିବା ବନ୍ଦ କରି ଦେଇଥିଲେ। ରାଶନଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ଲୋକେ ଅନଲାଇନରେ ମଗାଇବାକୁ…
ଏବେ ଆମକୁ କେହି ଅଟକାଇ ପାରିବେ ନାହିଁ, ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୋଲିଲା ପ୍ରଥମ ମସଜିଦ
ଢାକା,୩୦।୩: ପବିତ୍ର ରମଜାନ ମାସରେ ବାଂଲାଦେଶର ଢାକାରେ ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ସମ୍ପ୍ରଦାୟ ପାଇଁ ଏକ ମସଜିଦ ଖୋଲାଯାଇଛି। ବ୍ରହ୍ମପୁତ୍ର ନଦୀରେ ମ୍ୟାମନସିଂହ ନିକଟରେ ସରକାରଙ୍କ ଦ୍ୱାରା ଦାନ କରାଯାଇଥିବା ଜମି ଉପରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଏହା ପ୍ରତିଷ୍ଠା…
Archives


