Home

ପ୍ରକାଶ ପାଇଲା କଂଗ୍ରେସର ଲୋକ ସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨।୪: ପ୍ରକାଶ ପାଇଲା କଂଗ୍ରେସର ପ୍ରଥମ ଲୋକ ସଭା ପ୍ରାର୍ଥୀ ତାଲିକା। ବରଗଡ଼ରୁ ସଂଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗିରରୁ ମନୋଜ ମିଶ୍ର, କଳାହାଣ୍ଡିରୁ ଦ୍ରୌପଦୀ ମାଝୀଙ୍କୁ କଂଗ୍ରେସ ଟିକେଟ୍‌ ଦେଇଛି। ସେହିପରି କୋରାପୁଟରୁ ସପ୍ତଗିରି ଉଲ୍ଲାକା, ବ୍ରହ୍ମପୁରରୁ ରଶ୍ମୀରଞ୍ଜନ…

ନବୀନଙ୍କୁ ଟକ୍କର ଦେବେ ଏହି ନେତା, ଭାଜପା ଘୋଷଣା କଲା ପ୍ରାର୍ଥୀ

ଭୁବନେଶ୍ୱର,୨।୪: ଘୋଷଣା ହୋଇଛି ଭାଜପା ପ୍ରାର୍ଥୀ ତାଲିକା । ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା । ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୨ ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ଭାଜପା କେନ୍ଦ୍ରୀୟ ନେତ୍‌ୃତ୍ୱ । ସବୁଠୁ ବଡ଼…

ବାକି ୩୫ ଆସନରେ କାହାକୁ ଟିକେଟ୍‌ ଦେବ ଭାଜପା, ଆଗରେ ରହିଛି ଏହିମାନଙ୍କ ନାଁ…

ଭୁବନେଶ୍ୱର,୨।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବାକି ୩୫ଟି ଆସନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି। ରାଉରକେଲା, ତେଲକୋଇ, ଘସିପୁରା, ପାଟଣା, ଚମ୍ପୁଆ, ସାରସକଣା, ରାଇରଙ୍ଗପୁର, କରଞ୍ଜିଆ, ବାଙ୍ଗିରିପୋଷି,…

ନୀଳମଣିଙ୍କ ଉପରେ ଭରସା କଲା ଭାଜପା: ସମର୍ଥକଙ୍କ ମଧ୍ୟରେ ଖୁସିର ମାହୋଲ

ସୋରଡା,୨।୪(ଲମ୍ବୋଦର ପାଣିଗ୍ରାହୀ): ଭାଜପା ସୋରଡା ବିଧାୟକ ପ୍ରାର୍ଥୀ ଭାବେ ନୀଳମଣି ବିଶୋୟୀଙ୍କୁ ଟିକେଟ୍‌ ଦେଇଛି। ୩ ଥରର ବିଧାୟକ ପ୍ରାର୍ଥୀ ନୀଳମଣିଙ୍କୁ ମଙ୍ଗଳବାର ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା ହେବାପରେ ଏଠାରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି। ତାଙ୍କ ସମର୍ଥକମାନେ…

ଭାଜପାରେ ମିଶୁମିଶୁ ନିହାରଙ୍କୁ ମିଳିଗଲା ଦଳୀୟ ଟିକେଟ

ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ଦଳକୁ ନବାଗତ ପୂର୍ବତନ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ଉପରେ ଭାଜପା ଭରସା ରଖିଛି। ଦଳର ପୁରୁଖା ନେତା ଏବଂ ଆଶାୟୀଙ୍କୁ ବାଦ ଦେଇ ଭାଜପା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିହାରଙ୍କୁ ଦଳୀୟ ପ୍ରାର୍ଥୀଭାବେ ଘୋଷଣା…

ଦାଦାଙ୍କ ବଦଳରେ ଝିଆରୀଙ୍କୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାଁ ନାହିଁ। ତାଙ୍କ ବଦଳରେ ଦଳ ତାଙ୍କ ଝିଆରୀ ତଥା ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର…

ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନଶିପ ପୁଣି ରୋହିତ ଶର୍ମାଙ୍କୁ ଦେଇଦେବ ଉଚିତ, ପୂର୍ବତନ କ୍ରିକେଟରଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ମନୋଜ ତିୱାରୀ କହିଛନ୍ତି ଯେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକତ୍ୱକୁ ରୋହିତ ଶର୍ମାଙ୍କୁ ହସ୍ତାନ୍ତର କରିବା ଉଚିତ। ଚଳିତ ସିଜନରେ ଏପର୍ଯ୍ୟନ୍ତ ପାଞ୍ଚ ଥର ଆଇପିଏଲ ଚାମ୍ପିଅନଙ୍କ ପ୍ରଦର୍ଶନ ନିରାଶାଜନକ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ଥରିଲା ଜାପାନ, ରିକ୍ଟରେ ସ୍କେଲରେ ତୀବ୍ରତା ୬.୧

ଟୋକିଓ,୨।୪: ମଙ୍ଗଳବାର ଜାପାନରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଉତ୍ତର ଜାପାନର ଇୱାତେ ଏବଂ ଆମୋରି ପ୍ରିଫେକ୍ଟରରେ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ବିଭାଗ କହିଛି ଯେ ରକ୍ଟର ସ୍କେଲରେ ଭୂକମ୍ପର…

ଭୋଟର କାର୍ଡ ହଜିଯାଇଥିଲେ ବି ଦେଇପାରିବେ ଭୋଟ

କୋଲକାତା,୨।୪: ପଶ୍ଚିମବଙ୍ଗରେ ନିକଟରେ ହୋଇଯାଇଥିବା କାଳ ବୈଶାଖି ଭୋଟିଂ ଉପରେ ଯେପରି କୌଣସି ପ୍ରଭାବ ପକାଇବ ନାହିଁ ତାକୁ ନେଇ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଏହା ନିଶ୍ଚିତ କରିବ ଯେ ଜଲପାଇଗୁଡି ସହର,…

ଭାଜପାର ବିଧାନସଭା ପ୍ରାର୍ଥୀ ଘୋଷଣା: ପାରଳାଖେମୁଣ୍ଡିରୁ ଲଢିବେ କେ ନାରାୟଣ ରାଓ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା)୨।୪: ଭାଜପାର ବିଧାନସଭା ପ୍ରାର୍ଥୀ ଘୋଷଣା ମଙ୍ଗଳବାର ଘୋଷଣା ହୋଇଯାଇଛି। ଆଜି ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବଳକା ୩୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାହୋଇନାହିଁ। ଗଜପତି ଜିଲାର ଦୁଇଟି ନିର୍ବାଚନ ମଣ୍ଡଳୀରୁ ପାରଳାଖେମୁଣ୍ଡି…

ବ୍ରାହ୍ମଣୀଗାଁ ପୋଲିସକୁ ବଡ଼ ସଫଳତା: ୬ ଗିରଫ, କୋର୍ଟଚାଲାଣ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): ଆଗକୁ ସାଧାରଣ ନିର୍ବାଚନ ରହିଛି ଅଞ୍ଚଳରେ କିଭଳି ଶାନ୍ତି ଶୃଙ୍ଖଳା ରହିବ ଏବଂ ଅବାଧରେ ନିର୍ବାଚନ ହୋଇପାରିବ। ସେନେଇ ଜିଲା ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଭଳି ଦେଖିବାକୁ ମିଳିଛି ଦୁର୍ଗମ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ହେବିଓ୍ବେଟ୍‌ ନେତାଙ୍କ ଉପରେ ପୁଣି ବିଶ୍ୱାସ ରଖିଲା ଭାଜପା, ବ୍ରଜରାଜନଗରରୁ ଲଢିବେ ସୁରେଶ ପୂଜାରୀ

ଭୁବନେଶ୍ୱର,୨।୪: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭାଜପା ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି। ଦଳ ପ୍ରଥମ ପର୍ଯ୍ୟାୟରେ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରଥିବା ବେଳେ ଆଉ ବଳକା ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ରାଜ୍ୟ ବିଜେପି ସଭାପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri