ସୁନିତା କେଜରିଓ୍ବାଲ ହେବେ ଦିଲ୍ଲୀର ପରବର୍ତ୍ତି ମୁଖ୍ୟମନ୍ତ୍ରୀ!
ନୁଆଦିଲ୍ଲୀ,୨।୪: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲକୁ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେଜରିୱାଲ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଏବେ ପ୍ରଶ୍ନ ଉଠିଛି। ଘଟଣା ହେଉଛି ବିଧାୟକମାନେ ମଙ୍ଗଳବାର ତାଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ…
ଭାଜପା ପ୍ରାର୍ଥୀ ତାଲିକା: କୋରେଇରୁ ଆକାଶ, ସିଦ୍ଧାନ୍ତଙ୍କୁ…
ଭୁବନେଶ୍ୱର,୨।୪: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭାଜପା ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଅଭିନେତା ଆକାଶ ଦାସନାୟକଙ୍କୁ କୋରେଇ ଆସନରୁ ଟିକେଟ୍ ଦେଇଥିବା ବେଳେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡି ଆସନରୁ ଟିକେଟ୍ ଦେଇଛି। ସେହିପରି ପ୍ରିୟଦର୍ଶୀ ମିଶ୍ରଙ୍କୁ…
ସିଜେଆଇ ନିଅନ୍ତି ପ୍ରଧାନମନ୍ତ୍ରୀଙ୍କଠାରୁ ଅଧିକ ଦରମା, ଏହାପରେ ବି ଆମେରିକା ବ୍ରିଟେନଠାରୁ ବହୁ ପଛରେ, ପାକିସ୍ତାନ ବି ଆଗରେ
ନୂଆଦିଲ୍ଲୀ,୨।୪: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଦରମା ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ଅଧିକ। ଦେଶର ମୁଖ୍ୟ ବିଚାରପତି ପ୍ରତି ମାସରେ ୨,୮୦,୦୦୦ ଟଙ୍କା ଦରମା ପାଆନ୍ତି । ଏହା ବ୍ୟତୀତ ପ୍ରତି ମାସରେ ୪,୫୦୦୦ ଟଙ୍କା ଭତ୍ତା ମଧ୍ୟ ଉପଲବ୍ଧ। ଏହିପରି, ମାସର ମୋଟ…
ଏହି ଆସନରୁ ଲଢିବେ ମନମୋହନ
ଭୁବନେଶ୍ୱର,୨।୪: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭାଜପା ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଅବଶିଷ୍ଟ ୩୫ ଆସନରେ ଭାଜପା ପ୍ରାର୍ଥୀ ଘୋଷଣା କରିନାହିଁ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦଳ ଏଥର ପୁଣି ଚାନ୍ଦବାଲିରୁ ପ୍ରାର୍ଥୀ କରିଛି।…
ପ୍ରକାଶ ପାଇଲା ଭାଜପାର ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କିଏ ପାଇଲା କେଉଁଠୁ ଟିକେଟ୍
ଭୁବନେଶ୍ୱର,୨।୪: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭାଜପା ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଆଉ୩୫ ଆସନରେ ଭାଜପା ପ୍ରାର୍ଥୀ ଘୋଷଣା କରିନାହିଁ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦଳ ଏଥର ପୁଣି ଚାନ୍ଦବାଲିରୁ ପ୍ରାର୍ଥୀ କରିଛି। ଏଣେ…
ବିନା ସର୍ତ୍ତରେ ସୁପ୍ରିମକୋର୍ଟରେ କ୍ଷମା ମାଗିଲେ ରାମଦେବ
ନୂଆଦିଲ୍ଲୀ,୨।୪: ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଉଭୟ କୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି। ସୁପ୍ରିମକୋର୍ଟ ଶୁଣାଣି…
କେଜରିଓ୍ବାଲଙ୍କ ଗିରଫଦାରୀ କଂଗ୍ରେସ ପାଇଁ ଏକ ଶିକ୍ଷା, ଏମିତି କାହିଁକି କହିଲେ ବିଜୟନ
ଥିରୁଭାନନ୍ତପୁରମ,୨।୪: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ କଂଗ୍ରେସ ପାଇଁ ଏକ ଶିକ୍ଷା। ତାଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଯେ ସେମାନଙ୍କ…
ଶକ୍ତି ପ୍ରଦର୍ଶନ କଲେ ଅମର
ଚଣ୍ଡିଖୋଲ/ବଡ଼ଚଣା,୨ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ବଡ଼ଚଣାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସକାରାତ୍ମକ ଭାବେ କାର୍ଯ୍ୟ କରିଛି। ବଡ଼ଚଣାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଅସ୍ଥା ରଖିଛନ୍ତି। କେତେଜଣ ଲୋକ ମିଥ୍ୟା ଅପପ୍ରଚାର କରୁଛନ୍ତି। ଆଜିର ଅଦ୍ଭୁତ ପୂର୍ବ ସମାବେଶ ତା’ର…
ଗତ ୫ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କଲେ ସମ୍ବିତ: ପୁରୀ ପାଇଁ କରିଛନ୍ତି ଏସବୁ କାମ
ଭୁବନେଶ୍ୱର, ୨।୪(ସୁନିତ୍ ମିଶ୍ର):ପୁରୀ ଲୋକ ସଭା ପାଇଁ ଭାଜପା ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ତାଙ୍କ ଗତ ୫ ବର୍ଷର ରିପୋର୍ଟ କାର୍ଡ ଜାରି କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ଗତ ନିର୍ବାଚନରେ ହାରିଥିବା ଏମ୍ପି…
କଡ଼ା ଟକ୍କରର ସମ୍ମୁଖୀନ ହେବେ ପ୍ରମିଳା
ଯାଜପୁର/ପ୍ରୀତିପୁର(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ),୨ା୪: ଏଥର ଯାଜପୁର ଜିଲାରେ ସାଧାରଣ ନିର୍ବାଚନ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ଯୋଜନାର ସଫଳତାକୁ ବଖାଣିବା ଶାସକ ଦଳର ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ବିରୋଧୀ ଏକାଧିକ ଯୋଜନାରେ ବିଫଳତା ଏବଂ ଦୁର୍ନୀତି ଭରି…
ବିଭୂତିଙ୍କୁ ଟକ୍କର ଦେବା ପାଇଁ ଭାଜପାର ପ୍ରାର୍ଥୀଖୋଜା
ଖୋର୍ଦ୍ଧା,୨ା୪(ପ୍ରଭାତ ପାଣିଗ୍ରାହୀ):ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲାର ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ଜଟଣୀ। ବିଜେଡି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକାରେ ଜଟଣୀ ଆସନ ପାଇଁ ପୂର୍ବତନ ବିଧାୟକ ତଥା ଜିଲା ସଭାପତି ବିଭୂତି ବଳବନ୍ତରାୟଙ୍କୁ ଏଠାରୁ ପ୍ରାର୍ଥୀ କରିଛି।…
ବାଲାଟ ପେପରରେ ହେଉ ନିର୍ବାଚନ, ଭାଜପା ଦେଖାଉ ତା’ର ଶକ୍ତି: ସଞ୍ଜୟ ରାଉତ
ନୂଆଦିଲ୍ଲୀ,୨।୪: ଉଦ୍ଧବ ଠାକରେ ଦଳର ଏମପି ସଞ୍ଜୟ ରାଉତ ଭାଜପା ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ଇଭିଏମ ସମ୍ବନ୍ଧରେ ସେ ଅନେକ ପ୍ରଶ୍ନ ମଧ୍ୟ ଉଠାଇଥିଲେ। ସଞ୍ଜୟ ରାଉତ କହିଛନ୍ତି, ଆମେ ଇଭିଏମକୁ ଗଣତନ୍ତ୍ର ଭାବରେ ଗ୍ରହଣ କରୁନାହୁଁ। ଏଥିରେ…
Archives


