Home

ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ଛୁରୀରେ ବେକ କାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ବେଙ୍ଗାଲୁରୁ,୪।୪: ମାମଲା ଶୁଣାଣି ହେଉଥିବା ସମୟରେ କୋର୍ଟରୁମ୍‌ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବ୍ୟକ୍ତି। ଏପରି ମାମଲା ପୁଣି ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ହୋଇଥିବା ସୂଚନା ମିଳିଛି। ଘଟଣା ହେଉଛି, କର୍ନାଟକ ହାଇକୋର୍ଟରେ ମୁଖ୍ୟ ବିଚାରପତି ବିପିନଚନ୍ଦ୍ର ଅଞ୍ଜାରିଆ ଏକ ମାମଲାର…

ପାଣିଟାଙ୍କିରୁ ମିଳିଲା ୩୦ ମାଙ୍କଡ଼ଙ୍କ ମୃତଦେହ: ମେଡିକାଲରେ ୨୦୦ ପରିବାର ଭର୍ତ୍ତି

ହାଇଦ୍ରାବାଦ୍‌,୪।୪: ତେଲେଙ୍ଗାନାର ନାଲଗୋଣ୍ଡା ଜିଲା ନନ୍ଦିକୋଣ୍ଡା ମ୍ୟୁନିସିପାଲିଟି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ପିଇବା ପାଣି ଟାଙ୍କିରୁ ୩୦ଟି ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି। ମାଙ୍ଗଡ ମୃତଦେହ ଥିବା ପଚାସଢା ପାଣିକୁ…

ମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ରାଜମିସ୍ତ୍ରୀଙ୍କ ଜୀବନ

କଟକ,୪ା୪(କାର୍ତ୍ତିକ ସାହୁ): ମୁକୁଳା ଡ୍ରେନ୍‌ରେ ପଡ଼ି ପୁଣି ଜଣକର ଜୀବନ ଯାଇଛି। ସିଆର୍‌ଆର୍‌ଆଇ ଥାନା ଅନ୍ତର୍ଗତ ନୂଆବଜାର ମହିମାନଗରରେ ଘଟିଛି ଏହି ଅଘଟଣ। ଗୁରୁବାର ସକାଳୁୁ ମୃତକ ଜଣକ ରାସ୍ତା ପାର୍ଶ୍ୱ ମୁକୁଳା ଡ୍ରେନ୍‌ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ…

ଏହି କାରଣରୁ ୨୪ ଲକ୍ଷ ଟଙ୍କା ଜୋରିମନା ଗଣିବେ ରିଷଭ ପନ୍ତ

ନୂଆଦିଲ୍ଲୀ,୪।୪: ଦିଲ୍ଲୀ କ୍ୟାପିଟାଲ୍ସ କୋଲକତା ନାଇଟ୍‌ ରାଇଡର୍ସଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଆଉ ଏକ ଝଟ୍‌କାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଉପରେ ୨୪ ଲକ୍ଷ ଟଙ୍କା ଜୋରିମନା କରାଯାଇଛି।…

ଖୁବ୍‌ଶୀଘ୍ର ଆସିବ ଭାଜପାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା! ଏକାଧିକ ଆଶାୟୀ ଥିବାରୁ…

ଭୁବନେଶ୍ୱର,୪।୪: ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇ ଚାଲିଛି। ଭାଜପା ପୂର୍ବରୁ ୧୧୨ ବିଧାନସଭା ଓ ସମସ୍ତ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବୁଧବାର ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ, ଖୁବଶୀଘ୍ର…

ଭାଜପାରୁ ଆସିଲେ, ବିଜେଡି ଟିକେଟ୍‌ ନେଲେ, ଜାଣନ୍ତୁ କାହାକୁ ମିଳିଲା ଏମିତି ସୁବିଧା

ଭୁବନେଶ୍ୱର,୪ା୪: ବିଜେଡି ବୁଧବାର ତା’ର ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ଘୋଷଣା କରିସାରିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ବରଗଡ଼ ଏବଂ ବ୍ରହ୍ମପୁର ଲୋକ ସଭା ଆସନ ପାଇଁ ଯେଉଁ ଦୁଇ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି ସେମାନେ ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ…

ହୃଦୟ ଜିତିଲେ ଶାହରୁଖ

ନୂଆଦିଲ୍ଲୀ,୪।୪: ଆଇପିଏଲ୍‌ ୨୦୨୪ର ଏକ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରନ୍‌ରେ ପରାସ୍ତ କରିଛି। ଆଇପିଏଲ ୨୦୨୪ରେ ଏହା କୌଣସି ଦଳର ସବୁଠାରୁ ବଡ ବିଜୟ ଥିଲା। କେକେଆର ପାଇଁ ସୁନୀଲ ନାରିନ ୮୫ ରନର ଚମତ୍କାର…

ଝୁଲି ରହିଛି ବାଲେଶ୍ୱର ଲୋକ ସଭା ଆସନ, କିଏ ହେବ ପ୍ରାର୍ଥୀ?

ଭୁବନେଶ୍ୱର,୪।୪: ରାଜ୍ୟର ୨୧ ଲୋକ ସଭା ଆସନରୁ ୨୦ଟି ଲାଗି ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି। କେବଳ ବାଲେଶ୍ୱର ଲାଗି ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ବାଲେଶ୍ୱର ପାଇଁ କିଏ ପ୍ରାର୍ଥୀ ହେବେ ସେନେଇ ଅଙ୍କ ଛିଡ଼ି ପାରୁ…

କାମ ଦେବନି ମୋଦି ମ୍ୟାଜିକ୍‌: ସର୍ଭେରୁ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ପାଇଁ ରାଜନୈତିକ ବିଗୁଲ ବାଜିସାରିଛି। ସମସ୍ତ ଦଳ ପ୍ରଚାର ଆରମ୍ଭ କରିଛନ୍ତି। ଗତ ଦୁଇଥର କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ପୁଣି ଥରେ ସରକାରକୁ ଫେରିବାକୁ ଚେଷ୍ଟା କରିବ। ଏଥି ସହିତ କଂଗ୍ରେସ ନେତୃତ୍ୱାଧୀନ…

ପ୍ରେମିକାଙ୍କୁ ବାହା ହୋଇପାରିଲେନି ବୋଲି ରାଜନୀତିକୁ ଆସିଛନ୍ତି ରାହୁଲ, କଙ୍ଗନାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୪।୪: ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକ ସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ। ତେବେ ଗୁରୁବାର ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରେମିକାଙ୍କୁ…

ରାହୁଲଙ୍କ ପ୍ରତିଦ୍ୱନ୍ଦୀ ଆନି ରାଜାଙ୍କ ପାଖରେ ଅଛି ଏତେ ସମ୍ପତ୍ତି, ଜାଣନ୍ତୁ ତାଙ୍କର ନେଟଓ୍ବର୍ଥ

ନୂଆଦିଲ୍ଲୀ,୪।୪: ଚଳିତ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ)ର ଆନି ରାଜା। ଲୋକ ସଭା ନିର୍ବାଚନ ପାଇଁ ବୁଧବାର ଦୁହେଁ ୱାୟାନାଡରୁ ନାମାଙ୍କନ ଦାଖଲ କରିଛନ୍ତି। ସିପିଆଇର ନ୍ୟାଶନାଲ ଫେଡେରେସନ ଅଫ…

ଇତିହାସ ରଚିଲେ ଡେଭିଡ ଓ୍ବାର୍ନର, ରୋହିତ ଶର୍ମାଙ୍କୁ ପଛରେ ପକାଇଦେଲେ

ନୂଆଦିଲ୍ଲୀ,୪।୪: କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କେକେଆର୍‌ ୨୭୨ ରନ ସ୍କୋର କରିଥିଲା, ଯାହାକି ଆଇପିଏଲ ଇତିହାସରେ କୌଣସି ଦଳ ପକ୍ଷରୁ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିଲା। ଏହି ମ୍ୟାଚରେ ଡେଭିଡ ୱାର୍ନର ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri