Home

ସରକାରଙ୍କ ବଡ଼ ଉପହାର: ଏଣିକି ଇଲେକ୍ଟ୍ରିକ୍‌ ଗାଡି ଉପରେ…

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶ ସରକାର ବଡ଼ ଘୋଷଣା କରିଛନ୍ତି। ଇଭି ନୀତି ଅନୁଯାୟୀ, ହାଇବ୍ରିଡ ଯାନ ସହିତ ବୈଦ୍ୟୁତିକ ଯାନ (ଇଭି)ରେ ପଞ୍ଜୀକରଣ ଶୁଳ୍କ ଛାଡ କରିବାକୁ ଏକ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ ରାଜ୍ୟରେ ପଞ୍ଜୀକରଣ ଶୁଳ୍କ ୮-୧୦ ପ୍ରତିଶତ ଅଟେ। ଏ…

ରାମ ରହିମଙ୍କୁ ମିଳିଲା ୨୧ ଦିନର ପାରୋଲ

ରୋହତକ,୧୩।୮: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଆତ୍ମଘୋଷିତ ବାବା ରାମ ରହିମ ଜେଲରୁ ବାହାରିଛନ୍ତି। ରାଜ୍ୟ ସରକାର ତାଙ୍କୁ ୨୧ ଦିନ ପାଇଁ ପାରୋଲ ଦେଇଛନ୍ତି । ମଙ୍ଗଳବାର ସକାଳ ୬ଟା ୪୬ରେ ହନିପ୍ରୀତ ସୁନାରିଆ ଜେଲରୁ ରାମ ରହିମଙ୍କ ସହ…

ବଡ଼ ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ମୋଦି: ମନମୋହନଙ୍କ ପଛରେ ପକାଇବେ

ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଏକାଦଶ ଥର ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବେ। ଏହା କରି ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ପଛରେ ପକାଇବେ। ମନମୋହନ କ୍ରମାଗତ ୧୦ଥର ତ୍ରିରଙ୍ଗାକୁ ଉଡାଇଛନ୍ତି। ତେବେ…

ସାଂଘାତିକ ଅଭିଯୋଗ ଆଣିଲେ ଟ୍ରମ୍ପ୍‌: ବାଇଡେନ୍‌ଙ୍କୁ ଜବରଦସ୍ତି…

ଓ୍ବାଶିଂଟନ୍‌,୧୩ା୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଜି ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି। ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ଫେରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫମରେ ଏକ୍ସ ମାଲିକ ଏଲନ ମସ୍କ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ…

ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ, ବ୍ୟବଚ୍ଛେଦ ରିପୋର୍ଟରେ ହେଲା ବଡ଼ ଖୁଲାସା

କୋଲକାତା,୧୩।୮: କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବା ନାଁ ଧରୁ ନାହିଁ। ଏହି ସମୟରେ ପୀଡିତାଙ୍କ…

୫୯ ମାସରେ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ଭୁବନେଶ୍ୱର, ୧୩।୮ (ଅନୁରାଧା ମହାରଣା): ଚଳିତ ଆର୍ଥିକ ବର୍ଷର ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୩.୫୪%କୁ ଖସି ଆସିଛି। ଏହି କ୍ରମରେ ଗତ ୫୯ ମାସର ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ପହଞ୍ଚତ୍ଛି। ୨୦୧୯ ଅଗଷ୍ଟରେ ମୁଦ୍ରାସ୍ଫୀତି ୩.୨୧% ଥିବାବେଳେ ଜୁନ୍‌ରେ…

ଜନି ଲିଭର ପେଟ୍‌ ସଫାର ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୧୩।୮: ଦଶର ପ୍ରମୁଖ ଆର୍ୟୁବେଦିକ ସଂସ୍ଥା ତଥା ଦିଭିସା ହର୍ବାଲସ ପ୍ରାଇଭେଟ ଲିମିଟେଡର ଅଗ୍ରଣୀ ବ୍ରାଣ୍ଡ୍‌ ‘ଫେଟ୍‌ ସଫା’ର ନୂତନ ଟିଭି କମର୍ସିଆଲ (ଟଭିସି) ବା ବିଜ୍ଞାପନ ପାଇଁ ବଲିଉଡ ଅଭିନେତା ଜନି ଲିଭର ଏବଂ ରାଜପାଲ ଯାଦବଙ୍କୁ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌…

ୱାଣ୍ଡର୍ଲା ଭୁବନେଶ୍ୱରର ଫ୍ରିଡମ୍‌ ମନ୍ଥ୍‌ ଅଫର୍‌

ଭୁବନେଶ୍ୱର,୧୩।୮: ଭାରତର ସର୍ବବୃହତ୍‌ ଆମ୍ୟୁଜମେଣ୍ଟ ପାର୍କ ଚେନ୍‌ ‘ୱାଣ୍ଡର୍ଲା ହଲିଡେଜ୍‌’ର ବହୁ ପ୍ରତୀକ୍ଷିତ ଫ୍ରିଡମ୍‌ ମନ୍ଥ୍‌ ଅଫର୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୱାଣ୍ଡର୍ଲାର ଭୁବନେଶ୍ୱରସ୍ଥିତ ପାର୍କରେ ନିକଟରେ ଆରମ୍ଭ ହୋଇଥିବା ଇଣ୍ଡିପେଣ୍ଡେନ୍ସ ଡେ’ସେଲିବ୍ରେଶନ ପାଇଁ ଏକ ସ୍ବତନ୍ତ୍ର ଫ୍ରିଡମ ପାସ୍‌ର…

ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ନଲେଜ୍‌-କ୍ରଲ

ଭୁବନେଶ୍ୱର,୧୩।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ବାର୍ଷିକ ପ୍ରଦର୍ଶନୀ ‘ନଲେଜ୍‌-କ୍ରଲ୍‌-୨୦୨୪’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡା. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ…

ପ୍ରଥମ ତ୍ରୈମାସିକରେ ୬୦୧ କୋଟିର ନିଟ୍‌ ଲାଭ

ଭୁବନେଶ୍ୱର,୧୩।୮: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ଼ ବା ନାଲ୍‌କୋର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର ଆଗାମୀ କାର୍ଯ୍ୟକଳାପ ସହିତ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା…

ବୀର ଲଚିତ୍‌ ବୋରଫୁକାନଙ୍କ ଜୀବନୀ ଉପରେ ସିରିଜ୍‌

ଭୁବନେଶ୍ୱର, ୧୩।୮ (ଅନୁରାଧା ମହାରଣା): ଆସାମ ସଂସ୍କୃତି ବିଭାଗ ସହଯୋଗରେ ବୀର ଲଚିତ୍‌ ବୋରଫୁକାନଙ୍କ ଜୀବନୀ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ସିରିଜ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଗୁଆହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା…

ଶେୟାର ବଜାର କାରବାରରେ ହ୍ରାସ

ନୂଆଦିଲ୍ଲୀ,୧୩।୮: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ହୋଇଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?