Home

ବିନା ପଦକରେ ଭାରତ ଫେରିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୧୩।୮: ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟତା ଭାରତ ପାଇଁ ଏକ ବଡ ଝଟକା। ଭିନେଶଙ୍କ ଉପରେ CAS ର ନିଷ୍ପତ୍ତି ଏପର୍ଯ୍ୟନ୍ତ ଆସି ନାହିଁ। ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଭିନେଶ ଫୋଗଟ ପ୍ୟାରିସରୁ ବିଦାୟ…

ସିସୋଡିଆ ଚାହିଁଲେ ବି ହୋଇ ପାରିବେନି ମନ୍ତ୍ରୀ ଅବା ମୁଖ୍ୟମନ୍ତ୍ରୀ, ଅସଲ କାରଣ କେଜରିଓ୍ବାଲ

ନୂଆଦିଲ୍ଲୀ,୧୩।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଜେଲରେ ଥିବା ସହକର୍ମୀ ମନୀଷ ସିସୋଡିଆଙ୍କୁ ମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ କରିପାରିବେ ନାହିଁ। ହଁ, ଯଦି ସେ ଚାହାଁନ୍ତି, ସେ ମନୀଷଙ୍କୁ ମୁଖ୍ୟମନ୍ତ୍ରୀ କରିପାରିବେ। ଆମ ଆଦମୀ ପାର୍ଟିରେ ଅରବିନ୍ଦଙ୍କ ପରେ ମନୀଷଙ୍କ…

ଘଟୁଛି କିଛି ଅଦ୍ଭୁତ ଘଟଣା, ଆଣ୍ଟାର୍କଟିକାକୁ ନେଇ କାହିଁକି ଚିନ୍ତାରେ ବୈଜ୍ଞାନିକ? ଜାରି କଲେ ଚେତାବନୀ

ଲଣ୍ଡନ,୧୩।୮: ସାତ ମାଳଦ୍ୱୀପ ମଧ୍ୟରୁ ଗୋଟିଏ ଆଣ୍ଟାର୍କଟିକା ଉପରେ ଏକ ଘୂର୍ଣ୍ଣନକାରୀ ଶୀତଳ ବାୟୁକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି । ଏହାକୁ ଆଣ୍ଟାର୍କଟିକ ପୋଲାର୍‌ ଭର୍ଟେକ୍ସ ଭାବରେ ଚିହ୍ନିତ କରାଯାଉଛି। ପୃଥିବୀର ଷ୍ଟ୍ରାଟୋସ୍ପିୟର ବା ସମତାପ ମଣ୍ଡଳରେ ତାପମାତ୍ରାର ନାଟକୀୟ…

ନୀରଜ ଚୋପ୍ରାଙ୍କୁ ବିବାହ କରିବେ କି ମନୁ: ମୁହଁ ଖୋଲିଲେ ପିତା

ନୂଆଦିଲ୍ଲୀ,୧୩।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବାବେଳେ ଶୁଟର ମନୁ ଭାକର ୨ଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ଜାଭେଲିନ ଥ୍ରୋରେ ନୀରଜ ପଦକ ଜିତିଥିଲେ। ନୀରଜ ଚୋପ୍ରା ଏବଂ ମନୁ ଭାକରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ…

ଚାଇନାର ୧୩ ବର୍ଷିୟ ଭାରତନାଟ୍ୟମ ନୃତ୍ୟାଙ୍ଗନା ରଚିଲେ ଇତିହାସ

ବେଜିଂ,୧୩।୮: ସ୍କୁଲ ଛାତ୍ରୀ ଲେ ମୁଜି ଚାଇନାରେ ଭାରତନାଟ୍ୟମ ‘ଅରଙ୍ଗେତ୍ରମ’ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛନ୍ତି। ପଡୋଶୀ ଦେଶରେ ଲୋକପ୍ରିୟତା ହାସଲ କରୁଥିବା ପ୍ରାଚୀନ ଭାରତୀୟ ନୃତ୍ୟ ଫର୍ମର ଯାତ୍ରାରେ ଏହା ଏକ ମାଇଲଖୁଣ୍ଟ ଭାବରେ ଦେଖାଯାଉଛି। ଲେ (୧୩…

ଦିନେ ବାପା ଥିଲେ କ୍ରିକେଟ୍‌ରେ ହିରୋ: ଆଜି ଅଲିମ୍ପିକ୍ସରେ ଚହଳ ପକାଇଛନ୍ତି ପୁଅ

ଓ୍ବାଶିଂଟନ୍‌,୧୩।୮: ଲଗାତାର ଅନେକ ବର୍ଷ ଧରି ଅଲିମ୍ପିକ୍ସରେ ଆମେରିକା ଚମତ୍କାର ପ୍ରଦର୍ଶନ କରିଆସୁଛି। ଏହାର ଆଥଲେଟ୍‌ମାନେ କ୍ରମାଗତ ଚାରିଟି ଅଲିମ୍ପିକ୍ସରେ ପଦକ ଟେବୁଲରେ ଶୀର୍ଷରେ ରହିଛନ୍ତି। ଏଥର ଆମେରିକା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୧୨୬ ପଦକ ଜିତିଥିଲା, ଯେଉଁଥିରେ ୪୦ଟି ସ୍ବର୍ଣ୍ଣ,…

ବାବା ରାମଦେବ, ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩।୮: ଯୋଗ ଗୁରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କ ଉପରେ ପତଞ୍ଜଳି ଉତ୍ପାଦ ସମ୍ପର୍କରେ ଚାଲିଥିବା ଅବମାନନା ମାମଲାକୁ ସୁପ୍ରିମକୋର୍ଟ ମଙ୍ଗଳବାର ବନ୍ଦ କରିଛନ୍ତି। ପତଞ୍ଜଳି ଦ୍ରବ୍ୟରେ ଚାଲିଥିବା ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଔଷଧ ସମ୍ବନ୍ଧୀୟ ଦାବି ସମ୍ବନ୍ଧରେ ଉଭୟ…

ଇତିହାସ ରଚି ଭାରତରେ ପହଞ୍ଚିଲା ହକି ଟିମ୍‌: ଜୋରଦାର ସ୍ବାଗତ

ନୂଆଦିଲ୍ଲୀ,୧୩।୮: ଭାରତୀୟ ହକି ଦଳ ଦିଲ୍ଲୀରେ ପହଞ୍ଚିଛି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ଦିଲ୍ଲୀ ବିମାନବନ୍ଦରରେ ହକି ଦଳକୁ ଜବରଦସ୍ତ ସହିତ ସ୍ବାଗତ କରାଯାଇଥିଲା। ଭାରତକୁ ଫେରିବା ପରେ ହକି ଦଳ ଅମୃତସରର ସ୍ବର୍ଣ୍ଣ…

ମୋହନ ସରକାରଙ୍କ ବଡ଼ ଭେଟି: ଏହି ତାରିଖରେ ହିତାଧିକାରୀଙ୍କୁ ମିଳିବ ଭତ୍ତା ରାଶି!

ଭୁବନେଶ୍ୱର,୧୩।୮: ସ୍ବାଧୀନତା ଦିବସ ପୂର୍ବରୁ ରାଜ୍ୟବାସୀଙ୍କୁ ମୋହନ ସରକାର ବଡ଼ ଭେଟି ଦେବାକୁ ଯାଉଛନ୍ତି। ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ସରକାର ଟଙ୍କା ଦେବେ। ଅଗଷ୍ଟ ୧୫ ତାରିଖରେ ନୂଆ ହିତାଧିକାରୀଙ୍କୁ ଭତ୍ତା ରାଶି ମିଳିପାରେ ବୋଲି କୁହାଯାଉଛି। ହେଲେ…

‘ଭାରତ ମାତା କି ଜୟ’ ଏମିତି ଲେଖିଦେଲେ ରାଜସ୍ବ ମନ୍ତ୍ରୀ: ସୁଧାରିଲେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ସାରା ଦେଶରେ ପୁଣି ଥରେ ହର୍‌ ଘର୍‌ ତ୍ରିରଙ୍ଗର ଅଭିଯାନ ଆରମ୍ଭ ହୋଇଛି ।୧୩ ରୁ ୧୫ ଅଗଷ୍ଟରେ ନିଜ ଘର ଏବଂ ପ୍ରତିଷ୍ଠାନରେ ଜାତୀୟ ପତାକା ଲଗାଇବା ପାଇଁ ଆହ୍ବାନ ଦିଆଯାଇଛି। ରାଜ୍ୟ…

ପ୍ରମୋଦ ଭଗତ ସସ୍‌ପେଣ୍ଡ, ପ୍ୟାରିସ ପାରା ଅଲିମ୍ପିକ୍ସରେ ନେଇପାରିବେନି ଭାଗ

ନୂଆଦିଲ୍ଲୀ,୧୩।୮: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍‌ପେଣ୍ଡ ହୋଇଛନ୍ତି। ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ ତାଙ୍କୁ ସସ୍‌ପେଣ୍ଡ କରିଥିବା ଜଣାପଡିଛି। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସେ ସସ୍‌ପେଣ୍ଡ ହୋଇଛନ୍ତି। ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ…

ଏଠିକୁ ଆସି ଦେଖିଯାଅ…ପରିସ୍ଥିତି କେମିତି ଅଛି…, ହିନ୍ଦୁଙ୍କ ଉପରେ ହିଂସାକୁ ନେଇ ଖାଲିଦା ଜିୟାଙ୍କ ବଡ ବୟାନ

ଢାକା,୧୩।୮: ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହୋଇଥିବା ହିଂସାର ଫଟୋ, ଖବର, ଭିଡିଓ ଏବଂ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟରେ ଖାଲିଦା ଜିଆଙ୍କ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) କହିଛି ଯେ ଦେଶରେ ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ କାହା ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?