Home

ବଜାରରେ ସିମ୍ଫୋନିର ନୂତନ ଉତ୍ପାଦ ରେଞ୍ଜ

ନୂଆଦିଲ୍ଲୀ,୧୭।୮: ସିମ୍ଫୋନି ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କୁଲର ଏବଂ ଓ୍ବାଟର ଗିଜର ରେଞ୍ଜର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। କମ୍ପାନୀର ୨ଦିନିଆ ଚେୟାରମ୍ୟାନ୍ସ କ୍ଲବ୍‌ ୨୦୨୩-୨୪ କାର୍ଯ୍ୟକ୍ରମ ଗୋଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସନ୍ୟାସରୁ ୟୁଟର୍ନ ନେଲେ ଭିନେଶ ଫୋଗଟ! ୩ ପୃଷ୍ଠାର ଚିଠି ଶେୟାର କରି କହିଦେଲେ ଏମିତି…

ନୂଆଦିଲ୍ଲୀ,୧୭।୮: ପ୍ୟାରିସ ଅଲିମ୍ପିକ୍ସରେ ପଦକ ହରାଇଥିବା ଭିନେଶ ଫୋଗଟ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ଭାରତୀୟ କୁସ୍ତିଯୋଦ୍ଧା ୩ ପୃଷ୍ଠାର ଚିଠି ଶେୟାର କରି ନିଜର ମତ ରଖିଛନ୍ତି। ଫୋଗଟ କହିଛନ୍ତି ଯେ ପ୍ୟାରିସ ଅଲିମ୍ପିକ୍ସ…

ମଣିପାଲ ହସ୍ପିଟାଲର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୧୭।୮: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ମଣିପାଲ ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ସହ ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ୍‌ ଅତିକ୍ରମ କରିଛି। ଏପରିକି ବିଭିନ୍ନ ପ୍ରକାର ପେଟରୋଗ ଏବଂ ପ୍ରାଥମିକ ସ୍ତରରେ…

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୮: କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ ଷ୍ଟକ୍‌…

ସାମ୍ପ୍ରଦାୟିକ ଉତ୍ତେଜନା: ସ୍କୁଲ ବନ୍ଦ,ଇଣ୍ଟରନେଟ୍‌ ସେବା ବନ୍ଦ

ଉଦୟପୁର,୧୭।୮: ରାଜସ୍ଥାନର ଉଦୟପୁର ସହରର ଏକ ସରକାରୀ ସ୍କୁଲ୍‌ରେ ଶୁକ୍ରବାର ୨ ଭିନ୍ନ ସମ୍ପ୍ରଦାୟର ଛାତ୍ରଙ୍କ ମଧ୍ୟରେ ବଚସାରୁ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କୁ ଭିନ୍ନ ସମ୍ପ୍ରଦାୟର ସହପାଠୀ ଛୁରାମାଡ଼ କରିଥିଲେ। ଏହାକୁ ନେଇ ଉକ୍ତ ଅଞ୍ଚଳରେ ସାମ୍ପ୍ରଦାୟିକ…

ଜେଏସ୍‌ଏଲ୍‌ର ନିକେଲ ପିଗ୍‌ ଆଇରନ ପ୍ଲାଣ୍ଟ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ,୧୭।୮: ଦେଶର ପ୍ରମୁଖ ଶିଳ୍ପସଂସ୍ଥା ତଥା ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ନିକେଲ ପିଗ୍‌ ଆଇରନ ପ୍ଲାଣ୍ଟ’ର ଶୁଭାରମ୍ଭ ହୋଇଯାଇଛି। ଏପରିକି ନିର୍ଦ୍ଧାରିତ ସମୟ ସୀମାର ୮ମାସ ପୂର୍ବରୁ କମ୍ପାନୀ ଏହି…

କାନାରା ବ୍ୟାଙ୍କ ପକ୍ଷରୁ ମେଗା ମେଧାବୃତ୍ତି ବଣ୍ଟନ

ଭୁବନେଶ୍ୱର,୧୭।୮: କାନାରା ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ ବ୍ରହ୍ମପୁର ପକ୍ଷରୁ ଏକ ମେଗା ମେଧାବୃତ୍ତି (କାନାରା ବ୍ୟାଙ୍କ ଡା. ଆମ୍ବେଡ୍‌କର ବିଦ୍ୟାଜ୍ୟୋତି ସ୍କଲାରଶିପ୍‌) ବଣ୍ଟନ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଏବଂ ଜିଲା…

କଶ୍ମୀରକୁ ଫେରୁଛି ଗଣତନ୍ତ୍ର

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୮: ଜମ୍ମୁ-କଶ୍ମୀରବାସୀ ବୁଲେଟ୍‌କୁ ପ୍ରତିହତ କରି ବାଲଟ୍‌କୁ ବାଛିଛନ୍ତି। ଲୋକେ ପରିବର୍ତ୍ତନ ଚାହଁାନ୍ତି। ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗନେଇ ନିଜ ପାଇଁ ଏକ ନୂଆ ଭବିଷ୍ୟତ ଲେଖିବାକୁ ଯାଉଛନ୍ତି। ଏଥିସହ ଉପତ୍ୟକାକୁ ଗଣତନ୍ତ୍ର ଫେରିବାକୁ ଯାଉଛି ବୋଲି ଶୁକ୍ରବାର ମୁଖ୍ୟ ନିର୍ବାଚନ…

ସାବରମତି ଏକ୍ସପ୍ରେସ ଲାଇନଚ୍ୟୁତ: ଉଦ୍ଧାର ଜାରି

କାନପୁର,୧୭।୮:ସାବରମତି ଏକ୍ସପ୍ରେସ କାନପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନର ୨୨ଟି ବଗି ଲାଇନଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଭାରତୀୟ ରେଳବାଇରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ ନମ୍ବର ୧୯୧୬୮, ସାବରମତି ଏକ୍ସପ୍ରେସ କାନପୁର ଏବଂ ଭୀମସେନ ଷ୍ଟେଶନ ମଧ୍ୟରେ ଟ୍ରେନ୍‌ ଏକ…

ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଶ୍ୱଶୁରଙ୍କୁ ଡିମାଣ୍ଡ କଲେ ୫-୬ ଏକର ଜମି

ଇସଲାମାବାଦ,୧୬।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ପାକିସ୍ତାନ କେବଳ ଗୋଟିଏ ପଦକ ପାଇଥିଲା। ସେହି ପଦକକୁ ଜାଭେଲିନ ଥ୍ରୋରେ ଅର୍ଶଦ ନଦୀମ ଜିତିଥିଲେ। ଭାରତର ତାରକା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରାଙ୍କୁ ପରାସ୍ତ କରି ଅର୍ଶଦ ଏହା ହାସଲ କରିଛନ୍ତି। ଏହି…

ପ୍ରଥମଥର ମହମ୍ମଦ ୟୁନୁସଙ୍କ ସହ କଥା ହେଲେ ମୋଦି, ହିନ୍ଦୁଙ୍କ ସୁରକ୍ଷାକୁ ନେଇ ଦେଲେ ଆଶ୍ୱାସନା

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଫୋନ ମାଧ୍ୟମରେ ପ୍ରଥମ ଥର ପାଇଁ ବାଂଲାଦେଶର ନୂତନ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ କଥା ହୋଇଛନ୍ତି। ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

କିଏ ଥାଇଲ୍ୟାଣ୍ଡର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ, ପରିବାରର ଚତୁର୍ଥ ସଦସ୍ୟ ଭାବେ ସମ୍ଭାଳିବାକୁ ଯାଉଛନ୍ତି ଏହି ପଦ

ବ୍ୟାଙ୍କକ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ଶିନାୱାତ୍ରାଙ୍କ ସବୁଠାରୁ ସାନ ଝିଅ ୩୭ବର୍ଷିୟ ପେଟୋଙ୍ଗଟାର୍ନ ଶିନାୱାତ୍ରା ଥାଇଲ୍ୟାଣ୍ଡର ୩୧ତମ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ୩୧୯ସାଂସଦ ତାଙ୍କୁ ସମର୍ଥନ କରିଛନ୍ତି। ସେ ଏହି ପଦବୀରେ ଅବସ୍ଥାପିତ ହେବାକୁ ଥିବା ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?