Home

ଅତି ଜରୁରୀ ନ ଥିଲେ ଏସ୍‌ସିବି ନ ଆସିବାକୁ ପରାମର୍ଶ ଦେଲେ ଅଧୀକ୍ଷକ

କଟକ,୧୬ା୮: ଅତିଜରୁରୀ ନ ଥିଲେ କେହି ଏସ୍‌ସିବି ମେଡିକାଲ ଆସନ୍ତୁ ନାହିଁ ବୋଲି ଅଧୀକ୍ଷକ ପରାମର୍ଶ ଦେଇଛନ୍ତି। ଡାକ୍ତରମାନଙ୍କ ଆନ୍ଦୋଳନକୁ ନେଇ ଅଧୀକ୍ଷକ ଏପରି କହିଛନ୍ତି। ସେ କହିଛନ୍ତି, ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି। ସମସ୍ତ ଫ୍ୟାକଲ୍ଟିଙ୍କ…

ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ଜମ୍ମୁ-କଶ୍ମୀରରେ ବଡ ଧରଣର ଅଦଳ ବଦଳ

ନୂଆଦିଲ୍ଲୀ,୧୬।୮: ଜମ୍ମୁ କଶ୍ମୀରରେ ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ଅଧିକାରୀଙ୍କ ବଡ଼ ଆକାରରେ ଅଦଳବଦଳ କରାଯାଇଛି। ଜମ୍ମୁ କଶ୍ମୀର ପ୍ରଶାସନ ଶୁକ୍ରବାର ୮୯ ଜଣ ଅଧିକାରୀଙ୍କୁ ଅଦଳବଦଳ କରିଛି। ମୁଖ୍ୟ ନିର୍ବାଚନ କମିଶନର ଆଜି ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ।…

ଓଡ଼ିଶା ପାଇଲା ନୂଆ ଡିଜିପି, ଖୁରାନିଆ ହେଲେ ଓଡ଼ିଶା ପୋଲିସ ଡିଜି

ଭୁବନେଶ୍ୱର,୧୬।୮: ଓଡ଼ିଶା ପାଇଲା ନୂଆ ଡିଜିପି । ୧୯୯୦ ବ୍ୟାଚ ଆଇପିଏସ ଅଧିକାରୀ YB ଖୁରାନିଆ ହେବେ ପରବର୍ତ୍ତୀ ଓଡିଶା ଡିଜିପି । ଖୁରାନିଆଙ୍କ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଯୋଗେଶ ବାହାଦୁର ଖୁରାନିଆ ବିଏସଏଫ ୱେଷ୍ଟର୍ଣ୍ଣ ସେକ୍ଟରର…

୧୫ ଦେଶରେ ବ୍ୟାପିଲା ମଙ୍କିପକ୍ସ

ଜେନେଭା,୧୬।୮: ଏବେ ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ଜୀବାଣୁର ଭୟ ବ୍ୟାପିଛି। ଏହି ସମୟରେ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ମଙ୍କିପକ୍ସର ଏକ ମାମଲା ରୁଜୁ ହୋଇଛି, ଯାହାକି ଦେଶରେ ଏହି ରୋଗର ପ୍ରଥମ ଘଟଣା। ପାକିସ୍ତାନରେ ମଙ୍କିପକ୍ସ ମାମଲା ସାମ୍ନାକୁ…

ପଛରେ ବସିଲେ ରାହୁଲ: ପ୍ରୋଟକଲରେ ବଡ଼ ତ୍ରୁଟି, ସରକାର କହିଦେଲେ…

ନୂଆଦିଲ୍ଲୀ,୧୬।୮: ଦେଶ ୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି। ଗୁରୁବାର ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତେବେ ଗତକାଲି ଏଠାରେ ହୋଇଥିବା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଲାଲକିଲ୍ଲାରେ ବିରୋଧୀ ଦଳ ନେତା ରାହୁଲ…

କୋଲକାତା ମେଡିକାଲ କଲେଜରେ ହୋଇଥିବା ଭଙ୍ଗାରୁଜାକୁ ନେଇ କଡା ଟିପ୍ପଣି ଦେଲେ ହାଇକୋର୍ଟ

କୋଲକାତା,୧୬।୮: କୋଲକାତାର ଆରଜି କର ମେଡିକାଲ କଲେଜରେ ବୁଧବାର ଅଧା ରାତିରେ କେତେଜଣ ବ୍ୟକ୍ତି ହସ୍ପିଟାଲ ପରିସରରେ ପଶି ଏମରଜେନ୍ସି ବିଭାଗରେ ଭଙ୍ଗାରୁଜା କରିଥିଲେ। ଏହି ଭଙ୍ଗାରୁଜାକୁ ନେଇ କୋଲକାତା ହାଇକୋର୍ଟ ଶୁକ୍ରବାର କଡା ଟିପ୍ପଣି ଦେଇଛନ୍ତି। ଏହି ଘଟଣାକୁ ନେଇ…

ମୋଦିଙ୍କୁ ଚ୍ୟାଲେଞ୍ଜ ଦେଲେ ଉଦ୍ଧବ ଠାକ୍‌ରେ: ଯଦି ସାହସ ଅଛି ତେବେ…

ମୁମ୍ବାଇ,୧୬।୮: ଶିବସେନା ଯୁବବିଟି ନେତା ଉଦ୍ଧବ ଠାକ୍‌ରେ ପ୍ରଧନେମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ମହା ବିକାଶ ଅଗାଡି (ଏମ୍‌ଭିଏ) ପକ୍ଷରୁ ଆୟୋଜିତ ଏକ ରାଲିରୁ ସେ କହିଛନ୍ତି, ମୋଦି ଲାଲକିଲ୍ଲାରେ କାଲି କହିଛନ୍ତି, ଏକ ଧର୍ମନିରପେକ୍ଷ ସମ୍ବିଧାନ ଅଛି, ତେବେ…

କ୍ଷତିପୂରଣ ନେବାକୁ ମନା କଲେ ମୃତ ମହିଳା ଡାକ୍ତରଙ୍କ ବାପା, କହିଲେ ଟଙ୍କା ନେଲେ ମୋ’ ଝିଅର…

କୋଲକାତା,୧୬ା୮: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା କରାଯିବା ପରେ ସମଗ୍ର ଦେଶରେ ଉତ୍ତେଜନା ଲାଗି ରହିଛି। ଦୋଷୀମାନଙ୍କୁ ଯଥାଶୀଘ୍ର ଦଣ୍ଡିତ କରାଯିବା ପାଇଁ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ…

ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା

ପୁଣେ,୧୬।୮: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଭାଜପାରୁ ବଡ଼ ଝଟ୍‌କା ଲାଗିଛି। ମହାରାଷ୍ଟ୍ରର ଭଣ୍ଡାରର ପୂର୍ବତନ ଏମ୍‌ପି ଶିଶୁପାଲ ପାଟଲେ ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ର ଭାଜପା ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। କଂଗ୍ରେସରେ ଯୋଗଦେବା…

ଦାଦାଙ୍କ ସହ ପୁଣି ଆସିବେ କି ଅଜିତ ପାଓ୍ବାର: କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୬।୮: ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ତାଙ୍କ ଦାତା ତଥା ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ଛାୟାଠାରୁ ଦୂରରେ ରହି ଏନସିପିକୁ ସମ୍ଭାଳିବା ଏକ ବଡ ଦାୟିତ୍ୱ ଅଟେ। ଅଜିତ ପାୱାର ତାଙ୍କ…

ବିମାନ ଦୁର୍ଘଟଣାରେ ୫ ମୃତ

ସାଓ ପାଓଲୋ,୧୬।୮: ବ୍ରାଜିଲରେ ଏକ ବିମାନ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବ୍ରାଜିଲର ମାଟୋ ଗ୍ରୋସୋ ସ୍ଥିତ ଆମାଜନିଆ ସହର ଆପିଆକାସରେ ଏକ ଟୁଇନ୍‌ ଇଞ୍ଜିନ ବିମାନ ତଳକୁ ଖସିପଡି ଏହି ଦୁର୍ଘଟଣା ଘଟିଛି। ବ୍ରାଜିଲର ଗ୍ଲୋବୋନ୍ୟୁଜ ନେଟୱାର୍କ…

ୟୁକ୍ରେନ ରୁଷିଆରେ ଖୋଲିଲା ମିଲିଟ୍ରି ଅଫିସ

କ୍ୱିଭ,୧୬।୮: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଏକ ବିପଜ୍ଜନକ ମୋଡ଼ ନେଇଛି। ୟୁକ୍ରେନ ବର୍ତ୍ତମାନ ରୁଷିଆ ପାଇଁ ଚିନ୍ତାର କାରଣ ପାଲଟିଛି। ୟୁକ୍ରେନ କେବଳ ରୁଷିଆରେ ପ୍ରବେଶ କରିନାହିଁ ବରଂ ପୁଟିନଙ୍କ କିଛି ଜମି ମଧ୍ୟ ଦଖଲ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?