ଶାସନ କ୍ଷମତା ହାତକୁ ଆସିଲେ ଶସ୍ତାରେ ମିଳିବ ଭଲ ମଦ, ନେତାଜୀଙ୍କ ନିର୍ବାଚନୀ ଘୋଷଣାପତ୍ର
ଅମରାବତି,୭।୪: ନିର୍ବାଚନରେ ଭୋଟ ବଦଳରେ ମଦ ବଣ୍ଟନ ବିଷୟରେ ଅନେକ ଖବର ଶୁଣିଛେ ଏବଂ ଏହା ମଧ୍ୟ ଦେଖାଯାଇଛି, କିନ୍ତୁ ଯଦି କୌଣସି ଦଳ ମଦକୁ ନିର୍ବାଚନ ପ୍ରସଙ୍ଗ କରନ୍ତି ତେବେ କ’ଣ ହେବ? ଯଦି କୌଣସି ରାଜନୈତିକ ଦଳ ନିର୍ବାଚନରେ…
ଏସପିକୁ ରିଜେକ୍ସନର ଇଞ୍ଜେକସନ ଲଗାଅ, ମେରଠରେ କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି
ମେରଠ,୭।୪: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପ୍ରଚାରରେ ସମ୍ପୂର୍ଣ୍ଣ ସକ୍ରିୟ ଅଛି। ଏହି କ୍ରମରେ ଭାଜପା ଏମପି ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମେରଠ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର…
ମୋଦିଙ୍କ ରୋଡ ଶୋ’ରେ ଦଳାଚକଟା
ଜବଲପୁର,୭।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀ ରବିବାର ମଧ୍ୟ ପ୍ରଦେଶ ଗସ୍ତରେ ଯାଇ ସେଠାରେ ଏକ ରୋଡ ଶୋ କରିଥିଲେ। ସୋସିଆଲ ମିଡିଆରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ଆଜି ଜବଲପୁରରେ ରୋଡ ଶୋ…
ନିର୍ବାଚନ ପ୍ରଚାର ବେଳେ ବେହୋସ ହେଲେ କାଜଲ, ହସ୍ପିଟାଲରେ ଭର୍ତ୍ତି
ଲକ୍ଷ୍ନୌ,୭।୪: ଦେଶରେ ୨୦୨୪ଲୋକ ସଭା ନିର୍ବାଚନର ବିଗୁଲ ବାଜିବା ସହିତ ସମସ୍ତ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଗୋରଖପୁରରୁ ଯେଉଁଠାରେ ଏମପି ରବିକିଶନଙ୍କୁ ଭାଜପା ପୁଣି ଟିକେଟ ଦେଇଛି। ରବିକିଶନ ମଧ୍ୟ ପ୍ରଚାର ଆରମ୍ଭ କରିଥିବାବେଳେ ମିଳିତ ମଞ୍ଚର…
ଟିଏମସି ଚାହୁଁଛି ପଶ୍ଚିମ ବଙ୍ଗରେ ଭ୍ରଷ୍ଟାଚାର-ହିଂସାର ଲାଇସେନ୍ସ: ମୋଦି
ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତ୍ରୁଣମୂଳ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଟିଏମସି ପଶ୍ଚିମବଙ୍ଗରେ ଦୁର୍ନୀତି ଏବଂ ହିଂସାକୁ ଖୋଲା ଲାଇସେନ୍ସ ଦେଇଛି। ପଶ୍ଚିମବଙ୍ଗର ଜଲପାଇଗୁଡିରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ମମତା…
ପତ୍ନୀଙ୍କ ସହ ରୋମାଣ୍ଟିକ ହେଲେ ଅଷ୍ଟ୍ରେଲିଆର ଏହି ଲେସବିୟାନ କ୍ରିକେଟର
ସିଡନୀ,୭।୪: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଜେସ ଜୋନାସନ ଏବଂ ସାରା ଗୁଡେରହମ ଗତ ବର୍ଷ ଏପ୍ରିଲ ୬ରେ ବିବାହ କରିଥିଲେ। ରବିବାର ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ଥିଲା। ଏହି ବିଶେଷ ଅବସରରେ ସୋସିଆଲ ମିଡିଆରେ ଲେସବିୟାନ ଦମ୍ପତିଙ୍କୁ ଏକ ରୋମାଣ୍ଟିକ ଶୈଳୀରେ…
ଆଲେକ୍ସା ବ୍ୟବହାର କରି ଭଉଣୀ ଜୀବନ ବଞ୍ଚାଇଥିବା ଝିଅଙ୍କୁ ଚାକିରି ଅଫର୍ ଦେଲେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ,୭।୩: ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରାୟତଃ ସକ୍ରିୟ ଥାନ୍ତି। ସେ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ପୋଷ୍ଟ ଷେୟାର୍ କରନ୍ତି ଏବଂ ଲୋକଙ୍କ ସହିତ ମଧ୍ୟ ଯୋଡି ହୋଇ ରୁହନ୍ତି। କେବଳ ଏତିକି…
ରାହୁଲଙ୍କୁ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ, ବ୍ରେକ ନେଇଯାଆନ୍ତୁ
ନୂଆଦିଲ୍ଲୀ,୭।୪: ଲୋକ ସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟର ରଣନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇତିମଧ୍ୟରେ ସେ ଦାବି କରିଛନ୍ତି କି ଭାଜପା ଦକ୍ଷିଣ ରାଜ୍ୟରେ…
ତାତିରୁ ତ୍ରାହି, ଆଶ୍ୱସ୍ତି ଆଣିଲା ବର୍ଷା
ଭୁବନେଶ୍ୱର,୭ା୪: କିଛିଦିନ ଧରି ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱର ମଧ୍ୟ ତତଲା କଡ଼େଇରେ ସିଝିଥିଲା। ତେବେ ରବିବାର ଅପରାହ୍ନରେ ରାଜଧାନୀର ଅନେକ ସ୍ଥାନରେ ବର୍ଷା ହୋଇଛି। ପ୍ରବଳ ଘଡ଼ଘଡ଼ି ସହ ବଜ୍ରପାତ ମଧ୍ୟ ହୋଇଛି।…
ଏହି କଥା କହି ଭାବପ୍ରବଣ ହୋଇପଡିଲେ ରୋହିତ ଶର୍ମା
କପିଲ ଶର୍ମାଙ୍କର ନୂଆ କମେଡି ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ସହିତ ନେଟଫ୍ଲିକ୍ସରେ ଧମାଲ କରୁଛନ୍ତି। ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ର ଦ୍ୱିତୀୟ ଏପିସୋଡରେ କ୍ରିକେଟ ଖେଳାଳି ରୋହିତ ଶର୍ମା ଏବଂ ଶ୍ରେୟସ ଆୟର୍ ଯୋଗ ଦେଇଥିଲେ।…
ଶେଷ ଓଭରରେ ଚମତ୍କାର କଲେ ରୋମାରିଓ ଶେଫର୍ଡ: ଦିଲ୍ଲୀକୁ ମିଳିଲା ବିଶାଳ ଲକ୍ଷ୍ୟ
ମୁମ୍ବାଇ,୭।୩: ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିଥିଲା। ଗୋଟିଏ ପଟେ ଦଳର ଏକ ଭଲ ଆରମ୍ଭ ଥିଲା ଏବଂ ଶେଷ ମଧ୍ୟ ଚମତ୍କାର ରହିଛି। ଶେଷ ୪ ଓଭରରେ ମୁମ୍ବାଇ…
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ବିରୋଧ କଲା ଭାଜପା
ଛତ୍ରପୁର,୭ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡ୍କ୍ୱାର୍ଟର ଛତ୍ରପୁର ସହରରେ ବିଜେଡି ପକ୍ଷରୁ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛତ୍ରପୁର ଭାଜପା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏସମ୍ପର୍କରେ କାର୍ଯ୍ୟାନୁଷ୍ଠାନ…
Archives


