Home

ପ୍ରାଇଭେଟ ପାର୍ଟ ସମେତ ୧୪ ସ୍ଥାନରେ ଗଭୀର କ୍ଷତ, ଡରାଇଦେବ ପୋଷ୍ଟ ମର୍ଟମ ରିପୋର୍ଟ

କୋଲକାତା,୧୯।୮: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ଉପରେ ହୋଇଥିବା ବଳାତ୍କାର ଓ ହତ୍ୟା ଘଟରାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସମସ୍ତେ କଠୋର ଦଣ୍ଡ ଦାବି କରୁଛନ୍ତି। ଏହି ସମୟରେ ପୀଡିତାଙ୍କ…

ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୮: ଭାଇ-ଭଉଣୀର ସମ୍ପର୍କକୁ ଅଧିକ ମଜଭୁତ କରିଥାଏ ରାଖୀ। ଆଜିର ଦିନରେ ଭଉଣୀ, ଭାଇ ହାତରେ ରାଖୀ ବାନ୍ଧି ଭାଇର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥାଏ। ଆଉ ବଦଳରେ ଭାଇ, ତା’ ଭଉଣୀକୁ ରକ୍ଷା କରିବାର ସଂକଳ୍ପ ବି ନେଇଥାଏ। ଏହି…

ଦୁଇ ଛାତ୍ର ହତ୍ୟା ମାମଲାରେ ହାସିନାଙ୍କ ନାଁରେ ନୂଆ ମାମଲା ରୁଜୁ

ଢାକା,୧୯।୮: ନିକଟରେ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ବିରୋଧ ପ୍ରଦର୍ଶନ ବେଳେ ଦୁଇ କଲେଜ ଛାତ୍ରଙ୍କ ମୃତ୍ୟୁକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ହସିନାଙ୍କ ବ୍ୟତୀତ ଅନ୍ୟ ୧୨ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି।…

କେନାଲକୁ ଡେଇଁ ପଡ଼ିଲେ ଯୁବକ

କଟକ,୧୯ା୮(କାର୍ତ୍ତିକ ସାହୁ): କଟକ ଜିଲା ଜଗତପୁର-ମଧୁପୁର ବ୍ରିଜ୍‌ ଉପରୁ ସୋମବାର ଜଣେ ଯୁବକ କେନାଲକୁ ଡେଇଁ ପଡ଼ିଛନ୍ତି। ନିଖୋଜ ଯୁବକ ଜଣକ ବିହାରର ବିଟ୍ସ କୁମାର ଯାଦବ(୧୯) ବୋଲି ଜଣାପଡ଼ିଛି। ତେବେ ସେ କାହିଁକି ଡେଇଁଲେ ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ…

ବଢିଲା ହେମନ୍ତ ସୋରେନଙ୍କ ଟେନଶନ? ଚମ୍ପାଇ ସୋରେନ ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧୯।୮: ବିଧାନସଭା ନିର୍ବାଚନ ପୂର୍ବରୁ ବର୍ତ୍ତମାନର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ଗତ ୨ଦିନ ଧରି ଝାଡ଼ଖଣ୍ଡର ରାଜନୈତିକ କରିଡରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଚମ୍ପାଇ…

ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୮: ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆରେ ରାଖୀ ପୂର୍ଣ୍ଣିମା ଓ ଶ୍ରୀ ବଳଭଦ୍ରଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା। ରକ୍ଷା ସୂତ୍ର…

ମିଲ୍‌କୁ ଗଲା ଉତ୍ତର, ପଶ୍ଚିମ ଦ୍ୱାରରେ ଥିବା ଅର୍ପଣ ଚାଉଳ

ପୁରୀ,୧୯।୮(ଅଜିତ୍‌ କୁମାର ମହାନ୍ତି): ସେବାୟତଙ୍କଠାରୁ ଆରମ୍ଭ କରି ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ଉତ୍ତର ଏବଂ ପଶ୍ଚିମ ଦ୍ୱାରଠାରେ ଥିବା ଅର୍ପଣ ଚାଉଳକୁ ପ୍ରଶାସନର ନିର୍ଦ୍ଦେଶ ପରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ରବିବାର ମିଲ୍‌କୁ ପଠାଯାଇଛି।…

ବାଂଲାଦେଶରେ କମୁ ନାହିଁ ହିନ୍ଦୁଙ୍କ ଉପରେ ଅତ୍ୟାଚାର

ଢାକା,୧୯।୮: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଥମୁନାହିଁ। ନିକଟରେ ବାଂଲାଦେଶର କାର୍ଯ୍ୟନିର୍ବାହୀ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ବାଂଲାଦେଶୀ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା କଥା ନିଶ୍ଚିତ କରିଥିଲେ। ଇସଲାମିକ ମୌଳବାଦୀମାନେ ଢାକା କଲେଜର ହିଣ୍ଡା ହଷ୍ଟେଲ ଉପରେ ଆକ୍ରମଣ କରିଥିଲେ। ଏହି…

ରକ୍ତଚାପକୁ ସନ୍ତୁଳିତ ରଖିଥାଏ ଅଙ୍ଗୁର

ଶରୀରକୁ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବାରେ ଅଙ୍ଗୁରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ରକ୍ତଚାପକୁ ସନ୍ତୁଳିତ ରଖିଥାଏ। ତେଣୁ ଜଣେ ବ୍ଲଡ୍‌ପ୍ରେସର ସମସ୍ୟା ସହଜ ଜଡ଼ିତ ବ୍ୟକ୍ତି ଏହାକୁ ନିଜ ଦୈନନ୍ଦିନ ଖାଦ୍ୟ…

ଗଛରେ ବାଇକ୍‌ ପିଟି ହୋଇ ଚାଲିଗଲା ୨ ଯୁବକଙ୍କ ଜୀବନ, ଧାନବିଲରୁ ମିଳିଲା ମୃତଦେହ

ମୋରଡ଼ା,୧୯ା୮: ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ପାରିଆଉଡ଼ାର ହାତୀଗଳା ପୋଲ ବାଙ୍କ ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ,ରବିବାର ବିଳମ୍ବିତ ରାତିରେ ଏକ ବାଇକ୍‌(ଓଡି-୧୧ଏଚ୍‌-୪୭୭୧)ରେ ଯାଉଥିବା ଉକ୍ତ…

ରାଖୀରେ ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ: ରାଷ୍ଟ୍ରପତି

ନୂଆଦିଲ୍ଲୀ୧୯ା୮: ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,‘ଭଉଣୀ-ଭାଇଙ୍କ ମଧ୍ୟରେ ପ୍ରେମ ଓ ବିଶ୍ବାସର ପର୍ବ ହେଉଛି ରକ୍ଷାବନ୍ଧନ। ଏହି ପର୍ବ ସମସ୍ତ ଭଉଣୀ ଏବଂ ଝିଅଙ୍କ ପ୍ରତି ସମ୍ମାନର…

ପୁଣି ଚାଇନା-ଫିଲିପାଇନ୍ସ ମଧ୍ୟରେ ବଢିଲା ତିକ୍ତତା

ବେଜିଂ,୧୯।୮: ମଧ୍ୟ ଏସିଆରେ ଦିନକୁ ଦିନ ବଢୁଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବଂ ଫିଲିପାଇନ୍ସ ମଧ୍ୟରେ ସମ୍ପର୍କ ବିଗିଡି ଯାଉଥିବା ଜଣାପଡିଛି। ଦକ୍ଷିଣ ଚାଇନା ସାଗରରେ ବିବାଦୀୟ ଉପକୂଳ ନିକଟରେ ସୋମବାର (୧୯ଅଗଷ୍ଟ ୨୦୨୪) ଚାଇନା ଏବଂ ଫିଲିପାଇନ୍ସ ଜାହାଜ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?