Home

କଟକରେ ରାଜନୈତିକ ପାଣିପାଗ ଉଷ୍ମ: ଭାଜପା, କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣାକୁ ଅପେକ୍ଷା

କଟକ,୮ା୪(ଶିଳ୍ପା ପ୍ରିୟଦର୍ଶିନୀ):କଟକରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ବାରବାଟୀ-କଟକ ପାଇଁ ବିଜେଡି ପକ୍ଷରୁ ୨ ଦିନ ତଳେ ପ୍ରକାଶ ବେହେରାଙ୍କ ନାମ ଘୋଷଣା କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ବିଜେଡି…

ବିଜେଡି ଛାଡ଼ିଲେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ

ଅମରପାଲି,୮ା୪(ପୀତାମ୍ବର ସାହୁ): ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଏବଂ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ଲୁହା ଓ ତାଙ୍କ ଶତାଧିକ ସମର୍ଥକ। ଏନେଇ ଏକ ଖବରଦାତା ସମ୍ମିଳନୀରେ ସୂଚନା…

ରାହୁଲ ଗାନ୍ଧୀ ଜଣେ ଧୈର୍ଯ୍ୟହୀନ ବ୍ୟକ୍ତି, କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଧୈର୍ଯ୍ୟହୀନ ବ୍ୟକ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି। ସରମା କହିଛନ୍ତି, ଆସାମର ସଂସ୍କୃତି ବିଷୟରେ ରାହୁଲ ଗାନ୍ଧୀ ବେଶୀ କିଛି ଜାଣନ୍ତି ନାହିଁ। ଆସାମ ବିଷୟରେ ଜାଣିବାକୁ ରାହୁଲ…

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବରଗଡ଼,୮ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପୂର୍ବରୁ ବରଗଡ଼ ଜିଲା ବିଜେଡିକୁ ବଡ଼ ଝଟ୍‌କା ଲାଗିଛି। ବିଜେଡିର ଜିଲା ସଭାପତି ତଥା ପୂର୍ବତନ ଲୋକ ସଭା ଏମ୍‌ପି ଡକ୍ଟର ପ୍ରଭାସ ସିଂ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ତଥା…

ରାଗରେ ନିଆଁବାଣ ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୮।୪:ଗୁଜରାଟ ଟାଇଟାନ୍ସକୁ ଆଇପିଏଲ୍‌ ୨୦୨୪ର ପଞ୍ଚମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ଗୁଜୁରାଟକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ପରାସ୍ତ କରିଛି। ଏହି ପରାଜୟ ପରେ ଗୁଜରାଟ ଅଧିନାୟକ ଶୁବମନ ଗିଲ ରାଗରେ ନିଆଁବାଣ ହୋପଡିଛନ୍ତି। ଗିଲ କହିଛନ୍ତି, ଆମକୁ ଭଲ…

ସ୍ମୃତିଙ୍କ ଅଭିଯୋଗ, ରାହୁଲ ଓ୍ବାୟନାଡରେ ହିନ୍ଦୁଙ୍କୁ ହତ୍ୟା କରିବାକୁ ତାଲିକା ପ୍ରସ୍ତୁତ କରୁଥିବା ପିଏଫଆଇକୁ କରୁଛନ୍ତି ସମର୍ଥନ

ନୂଆଦିଲ୍ଲୀ,୮।୪: ଆମେଠିର ଭାଜପା ଏମପି ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କ ଉପରେ ଖୁବ ବର୍ଷିଛନ୍ତ। ସ୍ମୃତି ଇରାନୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ୱାୟାନାଡରେ ନିର୍ବାଚନ ଲଢିବା ପାଇଁ ହିନ୍ଦୁମାନଙ୍କୁ ହତ୍ୟା କରିବା ପାଇଁ ତାଲିକା ପ୍ରସ୍ତୁତ…

‘କେଜରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉ’, ଆବେଦନକାରୀଙ୍କୁ ଝଟ୍‌କା, ଲାଗିପାରେ ଜରିମାନା

ନୂଆଦିଲ୍ଲୀ,୮।୪: ସୋମବାର ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ନେଇ କରାଯାଇଥିବା ଦାବି ଉପରେ ଏକ ଝଟକା ଦେଇଛନ୍ତି। ଏହା ପ୍ରଚାର ପାଇଁ କରାଯାଉଛି ବୋଲି ହାଇକୋର୍ଟ କହିଛନ୍ତି। ଆମେ ଆବେଦନକାରୀଙ୍କ ଉପରେ ଜରିମାନା ଲଗାଇବୁ।…

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୨୦ ଆହତ, ୩ ଗୁରୁତର

ଭଞ୍ଜନଗର,୮ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ସୋମବାର ପୂର୍ବାହ୍ନରେ ଏକ ମିନିବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ଯାତ୍ରୀ ଆହତ ହେଇଛନ୍ତି। ଆହତମାନେ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ୩ ଜଣକ…

ଏମିତି କ’ଣ ହୋଇଛି ଯେ ଗତ ୧୦ ବର୍ଷରେ, ୧୨ ପୂର୍ବତନ ମୁଖ୍ୟମନ୍ତ୍ରୀ, ୫୦ ବରିଷ୍ଠ ଛାଡିଛନ୍ତି କଂଗ୍ରେସର ହାତ

ନୂଆଦିଲ୍ଲୀ,୮।୪: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କ୍ରମାଗତ ଅସୁବିଧାର ସମ୍ମୁଖୀନ ହେଉଛି। କଂଗ୍ରେସ ଛାଡୁଥିବା ନେତାଙ୍କ ତାଲିକା କ୍ରମାଗତ ଭାବେ ଲମ୍ବା ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ଗୌରବ ବଲ୍ଲଭଙ୍କଠାରୁ ମିଲିନ୍ଦ ଦେଓରାଙ୍କ ପର୍ଯ୍ୟନ୍ତ ଅନେକ ନେତା କଂଗ୍ରେସ ଛାଡିଛନ୍ତି।…

ଖାଲି ପୁଷ୍ପା ନୁହେଁ, ଅଲ୍ଲୁ ଅର୍ଜ୍ଜୁନଙ୍କ ଏହି ୮ ଫିଲ୍ମ ବି ହୋଇଛି ହିଟ୍‌

ମୁମ୍ବାଇ: ତେଲ୍‌ଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆଜି ଅର୍ଥାତ୍‌ ଏପ୍ରିଲ ୮ରେ ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଖାସ୍‌ ଦିନରେ ତାଙ୍କର କିଛି ଫିଲ୍ମ ଉପରେ ନଜର ପକାଇବା। ଯାହା ତାଙ୍କୁ ସାରା ବିଶ୍ୱରେ…

ଅଲ୍ଲୁ ଅର୍ଜୁନଙ୍କ ‘କାଳି’ ଅବତାର

ଚେନ୍ନାଇ: ସୋମବାର ଅର୍ଥାତ୍‌ ଏପ୍ରିଲ ୮ରେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତାଙ୍କ ଟ୍ରେଡ ମାର୍କ AA ଦକ୍ଷିଣରେ ବହୁତ ଭାଇରାଲ । ଏହି ଟ୍ରେଡ ମାର୍କ ଏମିତି ସେମିତି ସୃଷ୍ଟି ହୋଇନାହିଁ । ଏହାର…

ସ୍କୁଟି ଦୁର୍ଘଟଣା: ମିଳିଲା ୩ ମୃତକଙ୍କ ପରିଚୟ

ରାଇକିଆ,୮ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ବୁଡ଼ାମାହା ବ୍ରିଜ୍‌ରେ ସ୍କୁଟି ଦୁର୍ଘଟଣାରେ ୩ ଯୁବକଙ୍କ ମୁତ୍ୟୁ ଘଟିଛି। ରବିବାର ବିଳମ୍ବିତ ରାତିରେ ପାବୁରିଆରୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri