ବଢିଲା କବିତାଙ୍କ ଅଡୁଆ, ଗିରଫ କଲା ସିବିଆଇ
ନୂଆଦିଲ୍ଲୀ,୧୧।୪: ପୂର୍ବତନ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ଗୁରୁବାର ଦିଲ୍ଲୀ ଲିକର ପଲିସି ମାମଲାରେ ସିବିଆଇ ଗିରଫ କରିଛି। ସୂଚନାଯୋଗ୍ୟ, ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଗତ ମଙ୍ଗଳବାର ଅର୍ଥାତ୍…
୧୮ ନାତୁଣି-ନାତିଙ୍କ ସହ ରାଷ୍ଟ୍ରପତି ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ
ଆବୁଧାବି,୧୧।୪: ଏପ୍ରିଲ ୧୧ରେ ସମଗ୍ର ବିଶ୍ୱରେ ଇଦ ପାଳନ କରାଯାଇଛି। ଆରବ ଦେଶରୁ ସମଗ୍ର ବିଶ୍ୱ ପର୍ଯ୍ୟନ୍ତ ଇଦ ପାଳନ କରାଯାଇଛି। ଏହି ଅବସରରେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜିଆଦ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ପରିବାର ସହ…
ଭାଜପାରେ ସାମିଲ ହେଲେ ଶତାଧିକ ଲୋକ
ଗୋପାଳପୁର,୧୧ା୪(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନିର୍ବାଚନୀ ତାତି ସେତେ ବଢ଼ୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଭାଜପା ପକ୍ଷରୁ ଖଜୁରିଆ ବାଇପାସଠାରେ ବୁଥ୍ସ୍ତରୀୟ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ବ୍ରହ୍ମପୁର ଏମ୍ପି…
କଂଗ୍ରେସକୁ ଝଟ୍କା, ପିତାଙ୍କ ଅସୁସ୍ଥତା ଦର୍ଶାଇ ଟିକେଟ ଫେରାଇ ଥିବା ନେତା ଏବେ ଭାଜପାରେ ସାମିଲ
ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି। ଗୁଜରାଟର କଂଗ୍ରେସ ନେତା ରୋହନ ଗୁପ୍ତା ଭାଜପାରେ ଯୋଗ ଦେଇଛନ୍ତି। ଗତ ମାସରେ, ମାର୍ଚ୍ଚ ୨୨ ରେ, ରୋହନ ଗୁପ୍ତା ଦଳର ଯୋଗାଯୋଗ ବିଭାଗ ସହ…
ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଲେ ମୁସଲମାନ ଭଉଣୀଭାଇ
ଛତ୍ରପୁର,୧୧ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ବୁଧବାର ମୁସଲମାନ ଭାଇମାନଙ୍କ ପବିତ୍ର ରମଜାନ ମାସ ଶେଷରେ ବଡ଼ ଧୂମ୍ଧାମରେ ଗଞ୍ଜାମ ଜିଲା ଛତ୍ରପୁର ପୁତିଗୋପାଳପୁର ମସ୍ଜିଦ୍ରେ ଧର୍ମଗୁରୁ ହାଫିସ ମହମ୍ମଦ ଜମିରଉଦ୍ଦିନଙ୍କ ତତ୍ତ୍ୱାବଧାନରେ ସମୂହ ନମାଜପାଠ କରି ଇଦ୍ ପାଳନ ହୋଇଯାଇଛି। ଏହି ଅବସରରେ…
ମୋଦି କହିଲେ, କେଶକୁ କଲର୍ କରି ଧଳା କରିବାର କାରଣ…
ନୂଆଦିଲ୍ଲୀ,୧୧।୪: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ବର୍ତ୍ତମାନ ମୋଦି ଗେମିଂ ସମ୍ପ୍ରଦାୟର କିଛି ଲୋକଙ୍କୁ ଭେଟିଛନ୍ତି। ଏହି ସମୟରେ ପିଏମ ମୋଦି ସେମାନଙ୍କୁ ଏକ କୌତୁହଳପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, ନିଜ କେଶକୁ…
ଅଯୋଧ୍ୟା ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଭିକ୍ଷା କରି ୮ ଦିନ ପରେ ଭୋକ ଉପାସରେ ପହଞ୍ଚିଲେ ଘରେ, ବଖାଣିଲେ ପୂରା କାହାଣୀ…
ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁ ୪୨୦ ଜଣ ଗତ ୨ ତାରିଖରେ ଅଯୋଧ୍ୟା ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଥିଲେ ଓ ଜଣଙ୍କର ଫେରିବା ବାଟରେ ମୃତ୍ୟୁ ହୋଇଯାଇଥିଲା। ତେବେ ଗୁରୁବାର ନିଖୋଜ ବ୍ୟକ୍ତି ଜଣକ…
ଓଡ଼ିଶାରେ ନିର୍ବାଚନ ଲଢିବ ସିପିଆଇ, ଏହିସବୁ ଆସନରେ ପ୍ରାର୍ଥୀ ଦେବ ଦଳ
ଭୁବନେଶ୍ୱର,୧୧।୪: ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ସବୁ ଦଳ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଭାଜପା, ବିଜେଡି, କଂଗ୍ରେସ ପରେ ଆମ ଆଦମୀ ପାର୍ଟି ଓଡ଼ିଶାରେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛି। ଏହି କ୍ରମରେ ସିପିଆଇ ମଧ୍ୟ ରାଜ୍ୟରେ ନିର୍ବାଚନ…
କଂଗ୍ରେସ ନେତାଙ୍କ ପାଇଁ କର ବା ମର ପରିସ୍ଥିତି, ପୁଅଙ୍କୁ ଟିକେଟ୍ ମିଳିବାରୁ ଅଡୁଆରେ ନେତା
ବେଙ୍ଗାଲୁରୁ,୧୧।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜ ନେତାଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକେଟ୍ ଦେଇଛି। ଏପରି ଘଟଣା ଦେଖିବାକୁ ମିଳିଛି କଂଗ୍ରେସ କ୍ଷମତାସୀନ ରାଜ୍ୟ କର୍ନାଟକରେ। ତେବେ ନେତାଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକେଟ୍ ଦେଇଥିବାରୁ ଏବେ ନିର୍ବାଚନୀ ମାହୋଲ…
ଚିନ୍ତା ବଢ଼ାଇଛି ଗୋଟିଏ ଦିନରେ ଦୁଇ ରାଜ୍ୟର ନିର୍ବାଚନ, ପ୍ରସ୍ତୁତି ପାଇଁ ଅଧିକାରୀଙ୍କ ଗୁରୁତ୍ୱ
ପଟାଙ୍ଗି,୧୧ା୪(ଶରତ ଧଳ): ଗୋଟିଏ ଦିନରେ ଦୁଇଟି ରାଜ୍ୟର ଦୁଇ ନିର୍ବାଚନ ମଣ୍ଡଳୀରେ ଲୋକ ସଭା, ବିଧାନସଭା ନିର୍ବାଚନ ହେଉଥିବା ତାରିଖକୁ ନେଇ ଦୁଇ ରାଜ୍ୟର ଦୁଇ ଜିଲା ଓ ଦୁଇ ବ୍ଲକ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଏଥିସହିତ ନିର୍ବାଚନ…
ବୋଲେରୋରେ ପିଟି ହୋଇ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ଚାପିଦେଲା ହାଇଓ୍ବା
ଭବାନୀପାଟଣା/ଜୁନାଗଡ଼(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଳଦିଆମାଳ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ହାଇଓ୍ବା ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସହଦେ ନାଏକ ହୋଇଥିବା ବେଳେ…
ଡମ୍ବରୁ ବଜାଇଲେ ମୋଦି: କଂଗ୍ରେସକୁ କଲେ ଟାର୍ଗେଟ୍
ଡେରାଡୁନ୍,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ଆଜି ସେ ଋଷିକେଶର ଆଇଡିପିଏଲ୍ ସ୍ପୋର୍ଟସ ଗ୍ରାଉଣ୍ଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ…
Archives


