ଯେତେବେଳେ ଷ୍ଟାଡିୟମରେ ଭାବୁକ ହେଲେ କିଙ୍ଗ ଖାନ, ଶାହାରୁଖଙ୍କ ଭିନ୍ନ ଅବତାର
ନୂଆଦିଲ୍ଲୀ,୧୭।୪: ଆଇପିଏଲ ୨୦୨୪ ର ୩୧ ତମ ମ୍ୟାଚ ରେ କୋଲକାତା ନାଇଟ ରାଇଡର୍ସ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ସହିତ ମୁହାଁମୁହିଁ ହୋଇଥିଲେ। ଏହି ରୋମାଞ୍ଚକର ମ୍ୟାଚ ଶେଷ ବଲରେ ସ୍ଥିର ହୋଇଥିଲା। ଶେଷ ବଲରେ ଦୁଇଟି ୱିକେଟ ନେଇ ରାଜସ୍ଥାନ…
ସୁପ୍ରିମକୋର୍ଟ ବି କନଫ୍ୟୁଜ! ୯ ଜଜଙ୍କ ସମ୍ବିଧାନ ପୀଠ ନିକଟରେ ୨୦ ବର୍ଷ ହେବ ପେଣ୍ଡିଂ ରହିଛି ୨ ମାମଲା
ନୂଆଦିଲ୍ଲୀ,୧୭।୪: ବର୍ତ୍ତମାନ ସୁପ୍ରିମକୋର୍ଟରେ ଏପରି ଦୁଇଟି ମାମଲା ବିଚାରାଧୀନ ଅଛି ଯାହା ୯ ଜଣ ବିଚାରପତିଙ୍କ ସମ୍ବିଧାନ ବେଞ୍ଚ ଦ୍ୱାରା ଶୁଣାଣି ହେବ। ଏହି ଦୁଇଟି ମାମଲା ୨୦ ବର୍ଷରୁ ଅଧିକ ସମୟ କୋର୍ଟରେ ବିଚାରାଧୀନ ଅଛି। ସୁପ୍ରିମକୋର୍ଟର ୭୦ ବର୍ଷର…
ମଝି ଆକାଶରେ ପ୍ରଭୁ ରାମଙ୍କ ସୂର୍ଯ୍ୟତିଳକ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୭।୪: ଆଜି ପବିତ୍ର ରାମନବମୀ। ସାରା ଦେଶ ସହ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଉତ୍ସାହର ସହ ପାଳନ ହେଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ । ୫ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପ୍ରଥମ…
ପ୍ରବଳ ବର୍ଷାରେ ଜଳମଗ୍ନ ହେଲା ଦୁବଇ ଏୟାର ପୋର୍ଟ, ଶପିଂ ମଲରେ ଆଣ୍ଠୁଏ ପାଣି
ଦୁବି,୧୭।୪: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ଦୁବାଇ, ଶୁଷ୍କ ଏବଂ ଗରମ ତାପମାତ୍ରା ପାଇଁ ଜଣାଶୁଣା, ମଙ୍ଗଳବାର ଏଠାରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରବଳ ବର୍ଷା ଏହି ବ୍ୟସ୍ତବହୁଳ ସହରରେ ସାଧାରଣ ଜୀବନଯାତ୍ରାକୁ…
କଳ୍ପନାଜଳ୍ପନାର ଅନ୍ତ: ବର୍ଷାଙ୍କୁ ପୁଣି ଭରସା କଲା ବିଜେଡ଼ି
ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ଆସନ୍ତା ନିର୍ବାଚନ ପାଇଁ ବିଜେଡି ବରଗଡ଼ ଜିଲାର ୫ ବିଧାନସଭା ନିର୍ବାଚନ ଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ପ୍ରାର୍ଥୀ ଘୋଷଣାର ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ ଝୁଲାଇ ରଖିଥିଲା। ତେବେ ବୁଧବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ…
ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ
ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ ମା’ର କ୍ଷୀର ପିଇବାକୁ ଦେଇନଥିଲେ, ସେ କେବଳ ସୂର୍ଯ୍ୟ କିରଣ ମାଧ୍ୟମରେ ତାଙ୍କୁ ଜୀବନ୍ତ…
ପ୍ରଭୁ ଶ୍ରୀରାମଙ୍କ ଚମତ୍କାର ବାଲୁକା କଳା ପ୍ରଦର୍ଶନ କଲେ ସୁଦର୍ଶନ
ପୁରୀ,୧୭।୪: ଆଜି ସମଗ୍ର ଦେଶରେ ପବିତ୍ର ରାମ ନବମୀ ଧୂମଧାମରେ ପାଳନ କରାଯାଉଛି। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରଭୁ ଶ୍ରୀରାମଙ୍କ ଏକ ଚମତ୍କାର କଳାକୃତି ପ୍ରସ୍ତୁତ କରିଛି। ଏହି ବାଲୁକା କଳା…
ଭଣ୍ଡାରିପୋଖରୀରେ ନୂଆ-ପୁରୁଣା
ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ…
ପଶ୍ଚିମ ଓଡ଼ିଶାରେ ନବୀନଙ୍କୁ ଟକ୍କର ଦେବେ ଲଷ୍ମଣ
ଭୁବନେଶ୍ୱର, ୧୭।୪: ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ପଞ୍ଚାମ ପର୍ଯ୍ୟାୟ ବିଧାନସଭା ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ବାକି ଥିବା ଜୟପୁର, ଚିତ୍ରକୋଣ୍ଡା ଆସନ ପାଇଁ…
ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ
ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ ଯାଉଛନ୍ତି କାରଣ ସେମାନେ ଭାରତରେ ଖୁସି ନୁହଁନ୍ତି। ସେ କହିଛନ୍ତି ଯେ ଯୁବ ଭାରତୀୟମାନଙ୍କର…
ରେଢ଼ାଖୋଲ, ସମ୍ବଲପୁରରୁ ପ୍ରାର୍ଥୀ ଅଦଳବଦଳ, ପ୍ରସନ୍ନଙ୍କୁ ମିଳିଲା ଏହି ଆସନ
ଭୁବନେଶ୍ୱର, ୧୭।୪: ଆଉ ଏକ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ଏଥିରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସନ୍ତୁଷ୍ଟ ପାଇଁ ବିଜେଡି ଉଦ୍ୟମ କରିଛି । ରେଢ଼ାଖୋଲ ଏବଂ ସମ୍ବଲପୁର ପ୍ରାର୍ଥୀ ଅଦଳବଦଳ କରାଯାଇଛି। ପ୍ରସନ୍ନଙ୍କୁ ବିଜେଡି ରେଢ଼ାଖୋଲରୁ…
ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଏଇଠୁ ଲଢିବେ ନବୀନ
ଭୁବନେଶ୍ୱର, ୧୭।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ରେଢ଼ାଖୋଲରୁ ପ୍ରାର୍ଥୀ ହେଲେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସମ୍ବଲପୁରରୁ ପ୍ରାର୍ଥୀ ହେଲେ…
Archives


