Home

ଜଙ୍ଗଲରେ ଯୁବତୀଙ୍କୁ ବଳାତ୍କାର: ୨ ଯୁବକ କୋର୍ଟଚାଲାଣ

କୁଆଁରମୁଣ୍ଡା,୨୪ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟୁରିଖମନ ପଞ୍ଚାୟତ ଦୁମାଙ୍ଗଦିରି ଗ୍ରାମର ଜନୈକା ୨୪ ବର୍ଷୀୟା ଯୁବତୀଙ୍କୁ ଜଟିଆ ବାବା ମନ୍ଦିର ନିକଟସ୍ଥ ଜଙ୍ଗଲରେ ରାତିରେ ପ୍ରାୟ ଦେଢ଼ ଘଣ୍ଟା ଧରି ରଖି ବଳାତ୍କାର କରାଯାଇଛି। ଏହା…

କଟକ ଜିଲାର ୬ ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ  ବୁଥ୍‌ ପ୍ରସ୍ତୁତ: ଭୋଟରଙ୍କ ଆଗମନକୁ ଅପେକ୍ଷା

କଟକ,୨୪ା୫ (କାର୍ତ୍ତିକ ସାହୁ): ଏକକାଳୀନ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ କଟକ ଜିଲାର ୬ଟି ନିର୍ବାଚନ ମଣ୍ଡଳୀରେ ମେ ୨୫ ତାରିଖ ଶନିବାର ମତଦାନ ଅନୁଷ୍ଠିତ ହେବ। ଜିଲାର ବଡ଼ମ୍ବା, ବାଙ୍କି, ଆଠଗଡ଼, କଟକ ଚୌଦ୍ୱାର, କଟକ ବାରବାଟୀ ଓ କଟକ…

ଟି ୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଘୋଷଣା କଲା ପାକିସ୍ତାନ, ୨ ବଡ଼ ଖେଳାଳିଙ୍କୁ ବାହାର କଲେ ବାବର ଆଜମ୍‌

ଇସଲାମାବାଦ,୨୪।୫: ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଘୋଷଣା କରାଯାଇଛି। ୧୫ ସଦସ୍ୟ ବିଶିଷ୍ଟ ଦଳରେ ପାକିସ୍ତାନ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ତଥା ଚମତ୍କାର ବୋଲରଙ୍କୁ ଚୟନ କରିଛି। କିନ୍ତୁ ଦୁଇ ବଡ ଖେଳାଳି ଦଳରେ ସ୍ଥାନ ପାଇ ନାହାନ୍ତି। ଏହି…

ଭୋଟ୍‌ ଦେବାକୁ ଚାଲିଛି ଟଙ୍କା ବଣ୍ଟା, ଭାଇରାଲ ହେଉଛି ଭିଡିଓ…

କଟକ,୨୪ା୫ (କାର୍ତ୍ତିକ ସାହୁ): ରାତି ପାହିଲେ ଭୋଟଦାନ। ମାତ୍ର ତା’ ପୂର୍ବରୁ ଏସ୍‌ଏଚ୍‌ଜି ମହିଳାଙ୍କୁ ୫୦୦ ଟଙ୍କିଆ ନୋଟ୍‌ ଦେଇ  ଭୋଟ ଦେବା ନିମନ୍ତେ ପ୍ରଲୋଭିତ କରାଯାଉଛି। କଟକ ସହରରେ ସଂଘଟିତ ଏଭଳି ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।…

ଭୋଗରାଇ ରାଜନୀତିରେ ବଡ଼ ହଲଚଲ, ବିଜେଡି ଛାଡିଲେ ବଡ଼ ନେତା

ବାଲେଶ୍ୱର,୨୪।୫: ରୋଚକ ମୋଡରେ ଭୋଗରାଇ ରାଜନୀତି। ନିର୍ବାଚନକୁ ଆଉ ସପ୍ତାହେ ବାକି ଥିବାବେଳେ ଦଳଡିଆଁ କାର୍ଯ୍ୟକ୍ରମ ଏବେ ବି ଜାରି ରହିଛି। ଏହି କ୍ରମରେ ଶୁକ୍ରବାର ବିଜେଡି ଛାଡିଛନ୍ତି ଦଳର ଭେଟେରାନ ନେତା ତଥା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଡାହାଣ…

ନିର୍ବାଚନ ଚାଲିଥିବା ବେଳେ ହତ୍ୟା ଘଟଣାରେ ପୋଲିସ, ଅବକାରୀ ଅଧିକାରୀଙ୍କ ବଦଳି

ବରଗଡ଼,୨୪ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ୨୦ତାରିଖ ମତଦାନ ଚାଲିଥିବା ବେଳେ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଅଟୋଚାଳକଙ୍କୁ ହତ୍ୟା ଘଟଣାରେ ଶୁକ୍ରବାର ବରଗଡ଼ ସଦର ଥାନା ଅଧିକାରୀ ମାନସ କୁମାର ଭୋଇ ଏବଂ ଅବକାରୀ ଷ୍ଟେଶନ ଅଧିକାରୀ ସିଦ୍ଧାନ୍ତ…

କୋହଲିଙ୍କୁ ଟାର୍ଗେଟ କଲେ ରାୟୁଡୁ

ନୂଆଦିଲ୍ଲୀ,୨୪।୫: ଚେନ୍ନାଇ ସୁପର କିଙ୍ଗ୍ସ ଏକ ରୋମାଞ୍ଚକ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁଠାରୁ ପରାଜିତ ହୋଇ ପ୍ଲେଅଫ୍‌ରୁ ବାଦ୍‌ ପଡ଼ିଥିଲା। ଏହା ଦେଖି କମେଣ୍ଟ୍ରି କରୁଥିବା ପୂର୍ବତନ ସିଏସ୍‌କେ କ୍ରିକେଟର ଅମ୍ବତି ରାୟୁଡ଼ୁ କାନ୍ଦି ପକାଇଥିଲେ। ଏହାପରଠାରୁ ସେ ଲଗାତାର ଭାବେ…

ମୋତେ ଭୋଟ ଦେଲେ ପୂଣ୍ୟ ମିଳିବ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪।୫:ଉତ୍ତର ପ୍ରଦେଶର ଏକ ବସ୍ତିରେ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଚାର ଅଭିଯାନ ସମୟରେ ସେ ନିଜକୁ ଇଶ୍ୱର ପ୍ରଦତ୍ତ କହିବା ସହ ଇଶ୍ୱରଙ୍କ ଅଂଶ ବୋଲି କହିଛନ୍ତି। ଏହି କ୍ରମରେ ସେ ଲୋକଙ୍କୁ ଭୋଟ ମାଗିବା ଆଳରେ…

ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବାକୁ ସଫାସଫା ମନା କରିଦେଲେ ଭି ଭି ଏସ୍‌ ଲକ୍ଷ୍ମଣ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୪।୫: ଟିମ୍‌ ଇଣ୍ଡିଆର କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ମେଣ୍ଟର କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ଗୌତମ ଗମ୍ଭୀର ସବୁଠାରୁ ଆଗରେ ରହିଥିବା ବେଳେ ଭି ଭି…

ପ୍ରଚାର ପାଇଁ ଏକାଠି ଦେଖାଯାଉ ନାହାନ୍ତି ରାହୁଲ-କେଜରିଓ୍ବାଲ, କାରଣରେ ବିସ୍ଫୋରକ ବୟାନ ଦେଲେ କଂଗ୍ରେସର ବଡ଼ ନେତା

ନୂଆଦିଲ୍ଲୀ,୨୪।୫: ଦିଲ୍ଲୀର ୭ ଲୋକ ସଭା ଆସନରେ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଏକାଠି ନିର୍ବାଚନ ଲଢୁଛି। ଆଉ ଏହି ସିଟ୍‌ରେ ମେ ୨୫ ଅର୍ଥାତ୍‌ ଶନିବାର ଭୋଟ୍‌ ପଡିବାକୁ ଯାଉଛି। ମତଦାନ ସମୟ ଆସି ଯାଇଥିଲେ ମଧ୍ୟ ଏବେ…

୨ ମାସ ପାଇଁ କୋଲକାତାରେ ଲାଗୁ ହେବ ୧୪୪ ଧାରା

କୋଲକାତା,୨୪ା୫: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର କୋଲକାତାରେ ଧାରା ୧୪୪ ଲାଗୁ କରିବାକୁ ଚିନ୍ତା କରୁଛନ୍ତି। ଆସନ୍ତା ୨୮ ତାରିଖରୁ ୬୦ ଦିନ ପାଇଁ ୧୪୪ ଧାରା ଲାଗୁ ହେବ। ଏହି ଅନୁଯାୟୀ କୋଲକାତାର ଗୋଟିଏ ସ୍ଥାନରେ ପାଞ୍ଚରୁ ଅଧିକ ଲୋକ…

ଆଖି ବୁଜିଲା କାବୋସୁ,ମେମେ ଜଗତରେ ପକାଇଥିଲା ଚହଳ

ସୋସିଆଲ ମିଡିଆରେ ଲୋକପ୍ରିୟ ଜାପାନୀ କୁକୁର ‘କାବୋସୁ’ର ମୃତ୍ୟୁ ହୋଇଛି। ତାକୁ ୧୯ ବର୍ଷ ହୋଇଥିଲା। ଏକ ବ୍ଲଗ୍‌ ପୋଷ୍ଟରେ ତାର ମୃତ୍ୟୁକୁ ନେଇ ମାଲିକ ସୂଚନା ଦେଇଛନ୍ତି। କାବୋସୁକୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ମେ’ ୨୬ରେ ବିଦାୟୀ ସମାରୋହ ଆୟୋଜନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri