Home

୨ ବର୍ଷରେ ପୋଲିସ ଉପରେ ୧୫ରୁ ଊର୍ଦ୍ଧ୍ୱ ଆକ୍ରମଣ

ଭୁବନେଶ୍ୱର,୩।୬(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ହତ୍ୟା, ଛିନତାଇ, ଚୋରି, ଡକାୟତି, ଆକ୍ରମଣ ଆଦି ଆପରାଧିକ ଘଟଣା ବଢିବାରେ ଲାଗିଛି। ଘରେ ହେଉ କି ବାହାରେ, ସବୁଠି ଲୋକେ ନିଜକୁ ଅସରୁକ୍ଷିତ ଅନୁଭବ କରୁଛନ୍ତି। କେତେବେଳେ କିଏ ଆସି ହାଣି…

ଆଳି ସଂସିଧାରେ ନିର୍ବାଚନ ପରବର୍ତ୍ତୀ ହିଂସା

ଆଳି,୩ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ଗତ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଥିଲା। ହେଲେ ରବିବାର ଆଳି ଥାନା ଅନ୍ତର୍ଗତ ସଂସିଧା ଠାକୁରପାଟଣା ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଗୁରୁତର ରୂପ ନେଇଛି। ଗୋଟିଏ ପରିବାର ଏକ…

ଜଗତ୍‌ସିଂହପୁରରେ ପଲିଥିନ ବ୍ୟାନ୍‌ ପ୍ରହସନ

ଜଗତ୍‌ସିଂହପୁର,୩ା୬ (ପ୍ରମୋଦ କୁମାର ନାୟକ): ୨୦୧୯  ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ସରକାର ପଲିଥିନ ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇଥିଲେ। ପଲିଥିନର ବିପଦଜନ୍ନକ ବ୍ୟବହାରକୁ ରୋକିବା ଏହାର ଉଦ୍ଦେଶ୍ୟ ଥିଲା। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମା…

ଏହି ୩ ବଡ଼ ସମସ୍ୟାରୁ ମୁକ୍ତି ଦିଏ ସାଇକେଲ ଚାଳନା

ପ୍ରତିବର୍ଷ ଜୁନ୍‌ ୩ରେ ବିଶ୍ୱ ସାଇକେଲ ଦିବସ ପାଳନ କରାଯାଏ। ଏହି ଦିବସ ପାଳନ କରିବାର କଳ୍ପନା ପ୍ରଥମେ ଆମେରିକାରେ କାର୍ଯ୍ୟ କରୁଥିବା ପୋଲାଣ୍ଡ-ଆମେରିକାର ସାମାଜିକ ବୈଜ୍ଞାନିକ ପ୍ରଫେସର ଲେସ୍‌ଜେକ ସିବିଲସ୍କିଙ୍କ ଦ୍ୱାରା କରାଯାଇଥିଲା। ଏହା ପରେ ମିଳିତ ଜାତିସଂଘ ପକ୍ଷରୁ…

ତାଣ୍ଡବ ରଚିଲା କାଳବୈଶାଖୀ: ଉପୁଡିଲା ବିଦ୍ୟୁତ୍‌ ଖୁଣ୍ଟ, ବଡ଼ ଗଛ ଧରାଶାୟୀ

କୋକସରା,୨ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳରେ ରବିବାର ତାଣ୍ଡବ ରଚିଛି କାଳବୈଶାଖୀ। ଅପରାହ୍ନରେ ପ୍ରବଳ ପବନ ସହ ବର୍ଷା ଯୋଗୁ ବ୍ଲକର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡିପଡିଛି। ଫଳରେ ବିଦ୍ୟୁତ…

ଅଂଶୁଘାତ: ୩ ମାସରେ ୫୬ ମୃତ୍ୟୁ

ନୂଆଦିଲ୍ଲୀ, ୨।୬:ଭାରତରେ ଗତ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ୫୬ ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନ୍‌ସିଡିସି) ଦ୍ୱାରା ସଂଗୃହୀତ ତଥ୍ୟ ଅନୁଯାୟୀ, କେବଳ ମେ’ ମାସରେ ୪୬ ଜଣ…

ହାଇଦ୍ରାବାଦ କେବଳ ତେଲଙ୍ଗାନାର ରାଜଧାନୀ

ହାଇଦ୍ରାବାଦ, ୨।୬:ଦେଶର ବ୍ୟସ୍ତ ବହୁଳ ସହର ମଧ୍ୟରେ ଅନ୍ୟତମ ହାଇଦ୍ରାବାଦ ରବିବାରଠାରୁ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ମିଳିତ ରାଜଧାନୀ ରହିବ ନାହିଁ। ଆନ୍ଧ୍ରପ୍ରଦେଶ ପୁନଃ ଗଠନ ଅଧିନିୟମ ୨୦୧୪ର ଧାରା ୫(୧)କେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ରବିବାରଠାରୁ ଏହା କେବଳ ତେଲଙ୍ଗାନାର…

ହଲ୍ଲା ଟୋମାସ୍‌ଡୋଟିର୍‌ ଆଇସ୍‌ଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ

କୋପେନହେଗେନ୍‌,୨ା୬:ମହିଳା ବ୍ୟବସାୟୀ ହଲ୍ଲା ଟୋମାସ୍‌ଡୋଟିର୍‌ ଆଇସ୍‌ଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ବିଦାୟୀ ରାଷ୍ଟ୍ରପତି ଗୁଡ୍‌ନୀ ଜୋହାନେସନ୍‌ଙ୍କ ସ୍ଥାନରେ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଟୋମାସ୍‌ଡୋଟିର୍‌ ୩୪.୩ ପ୍ରତିଶତ ଭୋଟ ସହ ଏହି ଆଳଙ୍କାରିକ ପଦବୀକୁ ନିର୍ବାଚିତ ହୋଇଛନ୍ତି।…

ଏହି ୨ ଦଳ ମଧ୍ୟରେ ହେବ ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌: ଯୁବରାଜଙ୍କ ଭବିଷ୍ୟବାଣୀ

ନ୍ୟୁୟର୍କ,୨।୬: ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇଛି। ଭାରତୀୟ ଦଳ ଦ୍ୱିତୀୟଥର ପାଇଁ ଟି-୨୦ ଚାମ୍ପିୟନ ହେବାକୁ ଆସିଛି। ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ଖେଳିବ। ଏହା ପରେ ଦଳକୁ ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ…

ଫଳାଫଳ ଆସିବା ପୂର୍ବରୁ ନିଜର ରୋଡ଼ ମ୍ୟାପ କହିଲେ ମୋଦି, ପ୍ରଥମ ୧୦୦ ଦିନରେ କ’ଣ କରିବ ମୋଦିଙ୍କ ୩.୦ ସରକାର

ନୂଆଦିଲ୍ଲୀ,୨।୬: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଜୟ ଉପରେ ଆତ୍ମବିଶ୍ୱାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାମ ଆରମ୍ଭ କରିଛନ୍ତି। ନିର୍ବାଚନ ପ୍ରଚାର ଶେଷ ହେବା ପରେ ଦୁଇ ଦିନ ଧରି କନ୍ୟାକୁମାରୀରେ ଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ରବିବାର ସାତୋଟି ଭିନ୍ନ…

ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ର ହେଲେ ମିଷ୍ଟର୍‌ ବିଷ୍ଟ: ପଛରେ ପଡ଼ିଲା ଟି-ସିରିଜ

ନୂଆଦିଲ୍ଲୀ,୨।୬:ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ ଦୀର୍ଘଦିନ ଧରି ସମଗ୍ର ବିଶ୍ୱରେ ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ ଚ୍ୟାନେଲ ଭାବେ ରହି ଆସିଥିଲା। ତେବେ ବର୍ତ୍ତମାନ ଟି-ସିରିଜ୍‌କୁ ପଛରେ ପକାଇ ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍‌ ଚ୍ୟାନେଲ ବିଶ୍ୱର ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌…

କନକବର୍ଦ୍ଧନଙ୍କ ଭବିଷ୍ୟବାଣୀ: ଏତିକି ଆସନ ଜିତି ଓଡ଼ିଶାରେ ସରକାର ଗଢିବ ଭାଜପା

ଭୁବନେଶ୍ୱର, ୨।୬: ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶେଷ ହୋଇସାରିଛି। ତେବେ ଆସନ୍ତା ୪ ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି କରାଯିବ। ହେଲେ ଏହା ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍‌ଜିଟ ପୋଲ୍‌ ରିପୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri