Home

ମୋଦି ସରକାର ଦେଶର ଶିକ୍ଷା ବ୍ୟବସ୍ଥାକୁ ଧ୍ୱସ୍ତ କରିଦେଇଛନ୍ତି: ଖାର୍ଗେ

ନୂଆଦିଲ୍ଲୀ,୨୦।୬: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପରିଚାଳିତ ଏନ୍‌ଇଇଟି-ୟୁଜି ଫଳାଫଳରେ ହୋଇଥିବା ବିଭ୍ରାଟକୁ ନେଇ ବିବାଦ ଥମି ନ ଥିବା ବେଳେ ପୁଣି ଆଉ ଏକ ଅନିୟମିତତା ଦେଖାଦେଇଛି। ଏନ୍‌ଇଇଟି ପାଇଁ ଲକ୍ଷାଧିକ ଛାତ୍ରୀଛାତ୍ର ପ୍ରଭାବିତ ହୋଇଥିବା ବେଳେ ଏବେ ୟୁଜିସି-ଏନ୍‌ଇଟି ଦେଇଥିବା…

ଚଳିତ ବର୍ଷ ପ୍ରାୟ ୪,୩୦୦ କୋଟିପତି ଛାଡିବେ ଭାରତ

ନୂଆଦିଲ୍ଲୀ,୨୦।୬: ଚଳିତ ବର୍ଷ ପ୍ରାୟ ସାଢେ ଚାରି ହଜାର ଭାରତୀୟ କୋଟିପତି ଦେଶ ଛାଡିପାରନ୍ତି। ଆନ୍ତର୍ଜାତୀୟ ନିବେଶ ସ୍ଥାନାନ୍ତରଣ ପରାମର୍ଶଦାତା ସଂସ୍ଥା ହେନଲି ଆଣ୍ଡ ପାର୍ଟନର୍ସ ଏକ ରିପୋର୍ଟରେ କହିଛନ୍ତି ଯେ ୪,୩୦୦ କୋଟିପତି ଚଳିତ ବର୍ଷ ଦେଶ ଛାଡିପାରନ୍ତି। ଗତ…

‘ତୁରନ୍ତ କ୍ଷମା ମାଗନ୍ତୁ ପ୍ରଶାନ୍ତ କିଶୋର’,ଶିକ୍ଷକମାନେ କହିଲେ ଅପମାନ ବରଦାସ୍ତ କରାଯିବ ନାହିଁ

ନାଳନ୍ଦା,୨୦।୬: ପ୍ରଶାନ୍ତ କିଶୋର ସ୍କୁଲ ଏବଂ କଲେଜ ବିରୋଧରେ ବୟାନ ଦେଇ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିହାର ରାଜ୍ୟ ଅନୁବନ୍ଧିତ ଡିଗ୍ରୀ କଲେଜ ଶିକ୍ଷକ-ଅଣ-ଶିକ୍ଷାଦାନ କର୍ମଚାରୀ ସଂଘ (FACTNEB) ର ସଭାପତି, ଜିଡିଏମ କଲେଜର ପ୍ରିନ୍ସପାଲ ଡକ୍ଟର ଶମ୍ଭୁନାଥ ପ୍ରସାଦ…

୪ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଏହି ପଦ

ନୂଆଦିଲ୍ଲୀ,୨୦।୬: କେନ୍ଦ୍ରରେ ମୋଦି ସରକାର ୩.୦ ଗଠନ ପରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବମାନଙ୍କୁ ନିଯୁକ୍ତି ଦିଆଯାଉଛି। ଏହି କ୍ରମରେ ଗୁରୁବାର ଚାରିଜଣ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ନିଯୁକ୍ତିକୁ ଅନୁମୋଦନ କରାଯାଇଛି। ଏହି ମନ୍ତ୍ରୀମାନଙ୍କ ମଧ୍ୟରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ,…

୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୦ା୬: ମାଲକାନଗିରି ଏସ୍‌ପିଙ୍କ ପାଖରେ ଗୁରୁବାର ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ଛତିଶଗଡ଼ର ବୋଲି ସୂଚନା ମିଳିଛି। ତେବେ ୪ ବର୍ଷ ହେଲା ଏହି ମାଓବାଦୀମାନେ ମାଓବାଦୀ ସଂଗଠନ ପାଇଁ କାର୍ଯ୍ୟ କରି ଆସୁଥିଲେ। ସମାଜର…

ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧକୁ ଅଟକାଇ ଦେଲେ, ହେଲେ ପେପର ଲିକ୍‌ ଅଟକାଇ ପାରିଲେ ନାହିଁ: ରାହୁଲ

ନୂଆଦିଲ୍ଲୀ,୨୦।୬: ନିଟ୍‌ ୟୁଜି ୨୦୨୪ ଏବଂ ୟୁଜିସି ନେଟ ୨୦୨୪ ପରୀକ୍ଷାରେ ଅନିୟମିତତା ହେତୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ…

ଆସିଲା ବଡ଼ ଅପ୍‌ଡେଟ୍‌: ଏହିଦିନରୁ ସ୍ବାଭାବିକ ହେବ ସମସ୍ତ ବିଦ୍ୟାଳୟ

ଭୁବନେଶ୍ୱର,୨୦ା୬(ଅସମାପିକା ସାହୁ): ପାଣିପାଗ ବିଭାଗର ସୂଚନାକୁ ଆଧାର କରି ରାଜ୍ୟ ସରକାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଜୁନ୍‌ ୨୧ ଯାଏ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ।…

NEET ବିଭ୍ରାଟକୁ ନେଇ ସଫେଇ ଦେଲା ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୬: ଦୁଇଟି ପରୀକ୍ଷାକୁ ନେଇ ଦେଶରେ ଏବେ ଉତ୍ତେଜନା ଦେଖାଦେଇଛି। ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ କରାଯାଇଥିବା ନିଟ୍‌ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ହୋଇଛି। ଏହି ପରୀକ୍ଷା ବାତିଲ ପାଇଁ ଦାବି ହେଉଛି। ଏହି ସମୟରେ ନିଟ୍‌ ପରୀକ୍ଷା କରୁଥିବା ଏଜେନ୍ସି…

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍‌

କଟକ,୨୦ା୬: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲାରେ ଗୁରୁବାର ଚାର୍ଜଫ୍ରେମ୍‌ ଦାଖଲ କରାଯାଇଛି। କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ହାଜର ପରେ ଚାର୍ଜଫ୍ରେମ କରାଯାଇଛି। ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି। ବର୍ଷାଙ୍କୁ ନିର୍ଯାତନା ନେଇ…

କାନପୁରରେ କରୋନା କାଳ ଭଳି ଦୃଶ୍ୟ, ଶ୍ମଶାନରେ ସତ୍କାର ପାଇଁ ମୃତଦେହର ଲମ୍ବା ଲାଇନ୍‌

କାନପୁର,୨୦।୬: କୁହାଯାଏ ବୃଦ୍ଧ ତଥା ରୋଗୀମାନଙ୍କ ପାଇଁ ଶୀତଦିନଟି କାଳ ସାଜି ଆସିଥାଏ, ହେଲେ ଚଳିତ ବର୍ଷର ଗରମ ତା’ଠାରୁ ବଳି ଯାଇଛି। ଉତ୍ତରପ୍ରଦେଶରେ ଭୀଷଣ ଗରମ ପଡ଼ୁଥିବା ବେଳେ କାନପୁରରୁ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି କରୋନା ସମୟର…

ଖୁବ୍‌ଶୀଘ୍ର ପ୍ରକାଶ ପାଇବ UGC-NET ନୂଆ ପରୀକ୍ଷା ସୂଚୀ: ସଚିବ

ନୂଆଦିଲ୍ଲୀ,୨୦ା୬: ଦେଶରେ ଡାକ୍ତରୀ, ଇଞ୍ଜିନିୟରିଂ ଓ ଫେଲୋଶିପ୍‌ ଭଳି ସମ୍ମାନଜନକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ପରିଚାଳନା ଦାୟିତ୍ୱ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ହାତରେ ନ୍ୟସ୍ତ ରହିଛି। କିନ୍ତୁ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଅଧୀନ ଏହି…

ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୬: ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ ଜନସନ ଆତ୍ମହତ୍ୟା କରିଛନ୍ତି। ଡେଭିଡ ଜନସନଙ୍କୁ ପ୍ରାୟ ୫୩ ବର୍ଷ ବୟସ ହୋଇଥିଲା। ସେ ଚତୁର୍ଥ ମହଲାରୁ ଡେଇଁ ଆତମ୍ହତ୍ୟା କରିଥିବା ଜଣାପଡିଛି। ଡେଭିଡ ଜନସନଙ୍କ ଆତ୍ମହତ୍ୟାକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri