Home

ସ୍କୁଟିକୁ ଧକ୍କା ଦେଲା ବାଲି ବୋଝେଇ ହାଇଓ୍ବା: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର

ହିଞ୍ଜିଳିକାଟୁ,୨୯ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ୫୯ନଂ ରାଜପଥ ହିଞ୍ଜିଳିକାଟୁ ଜଳସମ୍ପଦ କାର୍ଯ୍ୟାଳୟ ନିକଟରେ ରବିବାର ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି। ମୃତା ମହିଳା ଜଣଙ୍କ…

ଜଙ୍ଗଲରେ ପଡ଼ିରହିଛି ମହିଳାଙ୍କ ମୃତଦେହ

ପଟ୍ଟାଙ୍ଗି,୨୯ା୧୨(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ଘାଟିଗୁଡ଼ା ପଣ୍ଡେଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପଡ଼ିରହିଛି ଜଣେ ମହିଳାଙ୍କ ମୃତଦେହ। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଟିଫିକ୍‌ ଟିମ୍‌ ପହଞ୍ଚି ନ…

ସରକାରଙ୍କ ବଡ଼ ଯୋଜନା: ବିଭାଜନ ହେବ ବ୍ଲକ, ବଢ଼ିବ ପଞ୍ଚାୟତ ସଂଖ୍ୟା

ଭୁବନେଶ୍ୱର,୨୯ା୧୨: ସରକାର ଏକ ବଡ଼ ଯୋଜନା ହାତକୁ ନେଇଛନ୍ତି। ରାଜ୍ୟରେ ଥିବା ବ୍ଲକଗୁଡ଼ିକ ବିଭାଜନ ହେବ। ଏଥିସହିତ ପଞ୍ଚାୟତ ସଂଖ୍ୟା ମଧ୍ୟ ବଢ଼ିବ। କିନ୍ତୁ ନୂଆ ବ୍ଲକ ପାଇଁ କ’ଣ ବନ୍ଦୋବସ୍ତ ହେବ ତାହା ବର୍ତ୍ତମାନ ଜଣାପଡ଼ିନାହିଁ। କାରଣ ଜନଗଣନା ଶେଷ…

ବୈପାରୀଗୁଡ଼ା ବସ୍‌ ଦୁର୍ଘଟଣାରେ ୯ ଗୁରୁତରଙ୍କୁ କଟକ ସ୍ଥାନାନ୍ତର

କୋରାପୁଟ,୨୯ା୧୨(ଅମିତାଭ ବେହେରା): ରବିବାର ଗୁପ୍ତେଶ୍ୱର ଦର୍ଶନ କରିବା ପାଇଁ କଟକରୁ କୋରାପୁଟ ଆସିଥିବା ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ଗୁରୁତର ୯ ଯାତ୍ରୀଙ୍କୁ ୫ଟି ଆମ୍ବୁଲାନ୍ସ ଯୋଗେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି। ସେମାନେ ହେଲେ…

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ଦେଲେ ବଡ଼ ପ୍ରତିଶ୍ରୁତି

ଗୋପାଳପୁର,୨୯ା୧୨(ନବୀନ ରାଜ ଆଚାରୀ): ଖରିଫ ଧାନଫସଲ ଅମଳ ସମୟରେ ଅଦିନିଆ ବର୍ଷାମାଡ଼ରେ ଧାନଫସଲ ନଷ୍ଟ ହୋଇଛି। ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଧାରିତ ସମୟ ଠାରୁ ୨ଘଣ୍ଟା ୨୦ମିନିଟ୍‌ ବିଳମ୍ବରେ ଗଜପତି ଜିଲା ଗସ୍ତ ସାରି ଗୋପାଳପୁର ନିର୍ବାଚନ…

ପର୍ଯ୍ୟଟକଙ୍କ ଭିଡ଼ ଦେଖି ମାତିଛନ୍ତି ଅସାଧୁ ବ୍ୟବସାୟୀ, ପ୍ରକୃତ ଦରଠାରୁ ଅଧିକ ନେଇ ଲୁଟୁଥିବା ଅଭିଯୋଗ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ରାଜ୍ୟ ତଥା ରାଜ୍ୟ ବାହାରୁ ଓଡ଼ିଶାର କଶ୍ମୀର ତଥା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଦୈନିକ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ତେବେ ଅଧିକ ମାତ୍ରାରେ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ବୁଲିବା ଓ ମଜା…

ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକ ଚା’ ଖଟିରେ ଭିଡ଼, ରୋଗୀଙ୍କୁ ନେବା ହେଉଛି କଷ୍ଟ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ସମ୍ମୁଖ ଚା’ଖଟିରେ ଭିଡ଼ ଯୋଗୁ ଯାତାୟାତରେ ସମସ୍ୟା ଦେଖାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ରୋଗୀଙ୍କୁ ନେଇ ଯିବା ସମୟରେ ହେଉ କି ବାହାରକୁ ବାହାରିବା ସମୟରେ ସମସ୍ୟା ଦେଖାଯାଇଛି। ହଠାତ୍‌…

ମୃତ୍ୟୁ ନିଶ୍ଚିତ ବୋଲି ଜାଣିନେଇଥିଲେ ଯାତ୍ରୀ! ବିମାନରୁ ପଠାଇଥିଲେ ଶେଷ ବାର୍ତ୍ତା

ସିଓଲ,୨୯।୧୨: ରବିବାର ସକାଳେ ଦକ୍ଷିଣ କୋରିଆରେ ଦୁଃଖ ଓ ଶୋକର ବାତାବରଣ ସୃଷ୍ଟି ହୋଇଥିଲା। ଏଠାରେ ୧୮୧ଜଣଙ୍କୁ ନେଇ ଏକ ବିମାନ ମୁଆନ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନଟି ରନୱେରୁ ଖସି ଯାଇ ଏକ କାନ୍ଥକୁ ଧକ୍କା ଦେଇ…

ଏହି ୩ ରାଶିର ଜାତକଧାରୀ ହୋଇଯାଆନ୍ତୁ ସାବଧାନ: ଜାନୁଆରୀ ପହିଲାରୁ ବଢ଼ିପାରେ ସମସ୍ୟା, ଚାକିରି ଉପରେ ଆସିପାରେ ବିପଦ…

ଆସୁଛି ନୂଆ ବର୍ଷ ୨୦୨୫। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ଆରମ୍ଭ ଗ୍ରହର ପରିବର୍ତ୍ତନ ସହ ହେଉଛି। ପ୍ରଥମ ଦିନ ଚନ୍ଦ୍ର ମକର ରାଶିରେ ପ୍ରବେଶ କରିଛନ୍ତି। ଏମିତିରେ କିଛି ରାଶିର ଜାତକଧାରୀଙ୍କୁ ସାବଧାନ ରହିବାକୁ ହେବ। ନୂଆ ବର୍ଷ…

‘ଦିଲ୍ଲୀରେ ମିଳିଲା ନାହିଁ ୨ ଗଜ ସ୍ଥାନ’, କଂଗ୍ରେସ ଉପରେ ବଡ଼ ଅଭିଯୋଗ ଆଣିଲେ ପି.ଭି ନରସିଂହ ରାଓଙ୍କ ଭାଇ

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାରକୁ ନେଇ ରାଜନୀତି ଚରମ ସୀମାରେ ରହିଛି ଏବଂ ଭାଜପା ଏବଂ କଂଗ୍ରେସ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଗୋଟିଏ ପଟେ କଂଗ୍ରେସ ନିଗମ ବୋଧ ଘାଟରେ ବିଶୃଙ୍ଖଳା ଅଭିଯୋଗ କରିଥିବାବେଳେ ଭାଜପା…

ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜିନ୍ନତ

ବାରିପଦା୨୯ା୧୨: ବାଘୁଣୀ ଜିନ୍ନତକୁ ରବିବାର ଟ୍ରାଙ୍କୁଲାଇଜ୍‌ କରାଯାଇଛି। ପଶ୍ଚିମବଙ୍ଗର ବାଙ୍କୁରାଠାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି। ଟ୍ରାଙ୍କୁଲାଇଜ୍‌ ପରେ ଜିନ୍ନତ ଏବେ ଜନ୍ତାରେ ରହିଛି। ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆଲିପୁର ନିଆଯିବ ବୋଲି ପିସିସିଏଫ୍‌ ସୂଚନା ଦେଇଛନ୍ତି।   ପଶ୍ଚିମବଙ୍ଗର ପୁରୁଲିଆ ଜିଲା…

ଶିଶୁ ହତ୍ୟା ଅଭିଯୋଗରେ ମୁମ୍ବାଇରୁ ଗିରଫ ହେଲେ ଜମାଟୋ ଡେଲିଭରି ବୟ

ମୁମ୍ବାଇ,୨୯।୧୨: ଭଜନପୁର ପୋଲିସ ଷ୍ଟେଶନରେ ପଞ୍ଜୀକୃତ ହୋଇଥିବା ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାରୋଲ ଜମ୍ପରଙ୍କୁ ମୁମ୍ବାଇର ଏକ ଜନବହୁଳ ଅଞ୍ଚଳରୁ କ୍ରାଇମ ବ୍ରାଞ୍ଚ ଦଳ ଗିରଫ କରିଛି। ୨୦୧୦ରେ ଅଭିଯୁକ୍ତ ପାରୋଲରୁ ଡେଇଁପଡିଥିଲେ ଏବଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?