ନଭେମ୍ବରରେ ରପ୍ତାନି କ୍ଷେତ୍ରର ବୃଦ୍ଧି ୬୪.୪%
ନୂଆଦିଲ୍ଲୀ,୩୦।୧୨: କ୍ରମାଗତ ଭାବେ ଘରୋଇ ବଜାର ରପ୍ତାନି କ୍ଷେତ୍ରର ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବାଣିଜି୍ୟକ ଚୁକ୍ତି ଅନୁଯାୟୀ ଭାରତ ୨୦୨୪ ନଭେମ୍ବର ମଧ୍ୟରେ ଅଷ୍ଟ୍ରେଲିଆକୁ ରପ୍ତାନି କରିଥିବା ସାମଗ୍ରୀ ପରିମାଣ ୬୪.୪% ବୃଦ୍ଧି…
ରିହର୍ସାଲରୁ ଦୃଶ୍ୟାଭିନୟ ଝଲକ
ବରଗଡ଼,୩୦।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୫ ଦିନ ବାକି ରହିଲା। ମହୋତ୍ସବକୁ ଉପଭୋଗ କରିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦୀପନା ଦେଖାଯାଇଛି। ସେହିପରି କଳାକାରମାନେ ମଧ୍ୟ ଅନ୍ୟବର୍ଷ ତୁଳନାରେ ଏଥର ନିଖୁଣ…
ରାମଚରଣଙ୍କ ୨୫୬ ଫୁଟ ଉଚ୍ଚ କଟ୍ଆଉଟ
ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ରାମଚରଣଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗେମ୍ ଚେଞ୍ଜର’ ଆସନ୍ତା ଜାନୁଆରୀ ୧୦ରେ ରିଲିଜ୍ ହେବାକୁ ଯାଉଛି। ଶଙ୍କର ସନ୍ମୁଗମଙ୍କ ନିର୍ଦ୍ଦେଶିତ ଏହି ପଲିଟିକାଲ ଡ୍ରାମା ଫିଲ୍ମରେ ରାମଚରଣ ଡବଲ ରୋଲ କରୁଥିବାର ନଜରକୁ ଆସିବେ। ରବିବାର ଆନ୍ଧ୍ରପ୍ରଦେଶର…
୯୦ ଦେଶ ଭ୍ରମଣ କରିଛନ୍ତି ୧୯ ବର୍ଷୀୟା ସୋଫିଆ
ନ୍ୟୁୟର୍କ: ୧୯ ବର୍ଷୀୟା ଆମେରିକୀୟ କଣ୍ଟେଣ୍ଟ୍ କ୍ରିଏଟର ସୋଫିଆ ଲି ବର୍ତ୍ତମାନ ସୁଦ୍ଧା ୯୦ଟି ଦେଶ ଭ୍ରମଣ ଶେଷ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଖୁବ୍ଶୀଘ୍ର ସବୁଠୁ କମ୍…
କଳାହାଣ୍ଡି ଚାଷୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ମୋଦି
ଗୋଲାମୁଣ୍ଡା,୩୦l୧୨(ବଟକୃଷ୍ଣ ପଣ୍ଡା):ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଚାଷ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବାବେଳେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବ ଚାଷୀ ଟମାଟୋ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହିତ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ…
ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା:ଏସବୁ ଜିଲାରେ ବର୍ଷିବ
ଭୁବନେଶ୍ୱର,୩୦ା୧୨(ଅନୁରାଧା ମହାରଣା):ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ସୋମବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ନୂଆପଡ଼ା, ବଲାଙ୍ଗୀର ଓ ନବରଙ୍ଗପୁରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ…
୧୩ ବର୍ଷରେ ୧୮ ଲକ୍ଷ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି
ନୂଆଦିଲ୍ଲୀ,୩୦ା୧୨: ଗତ ୧୩ ବର୍ଷ ମଧ୍ୟରେ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ସେମାନଙ୍କ ନାଗରିକତ୍ୱ ତ୍ୟାଗ କରି ୧୩୫ଟି ଦେଶର ନାଗରିକତ୍ୱ ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ସଭାରେ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି।…
୭ ମହାଦେଶର ସର୍ବୋଚ୍ଚ ଶିଖରରେ ଚଢ଼ି ରେକର୍ଡ
ମୁମ୍ବାଇ, ୩୦।୧୨: ଭାରତର ୧୭ ବର୍ଷିୟା ପର୍ବତାରୋହୀ କାମ୍ୟା କାର୍ତ୍ତିକେୟନ ଇତିହାସ ରଚିଛନ୍ତି। ସେ ବିଶ୍ୱର ସର୍ବ କନିଷ୍ଠ ମହିଳା ଭାବେ ୭ ମହାଦେଶର ସର୍ବୋଚ୍ଚ ଶିଖରରେ ଚଢ଼ି ରେକର୍ଡ ସୃଷ୍ଟି କରିଛନ୍ତି। ଗତ ୨୪ରେ ଆଣ୍ଟାର୍କଟିକାର ମାଉଣ୍ଟ ଭିନ୍ସନ୍ ଶିଖରରେ…
ମାଲୟାଲମ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ
ଥିରୁଭାନନ୍ତପୁରମ, ୩୦।୧୨: କେରଳର ଥିରୁଭାନନ୍ତପୁରମସ୍ଥିତ ଏକ ହୋଟେଲରୁ ରବିବାର ସକାଳେ ମାଲୟାଲମ ଅଭିନେତା ଦିଲୀପ ଶଙ୍କରଙ୍କ ମୃତଦେହ ମିଳିଛି। ସେ ଥିବା ରୁମ୍ରୁ ଦୁର୍ଗନ୍ଧ ଆସିବାରୁ ହୋଟେଲ କର୍ମଚାରୀମାନେ ସନ୍ଦେହ କରି ପୋଲିସକୁ ଜଣାଇଥିଲେ। ପୋଲିସ ରୁମ୍ ମଧ୍ୟରୁ ଦିଲୀପଙ୍କ ମୃତଦେହକୁ…
ରୁଷିଆ ଖସାଇଥିଲା ବିମାନ: ଆଜରବୈଜାନ ରାଷ୍ଟ୍ରପତି
ବକୁ,୩୦ା୧୨: ରୁଷିଆ ଗତ ବୁଧବାର ଉଦ୍ଦେଶ୍ୟବିହୀନ ଭାବେ ଆଜରବୈଜାନ ବିମାନକୁ ଖସାଇଥିଲା ବୋଲି ଏହାର ରାଷ୍ଟ୍ରପତି ଇଲ୍ହାମ ଅଲିୟେଭ୍ ରବିବାର କହିଛନ୍ତି। ତେବେ ଦୁର୍ଘଟଣାର ୪ ଦିନ ଯାଏ ମସ୍କୋ ସତ୍ୟକୁ ଚାପି ରଖିବାକୁ ଉଦ୍ୟମ କରିଥିବାରୁ ଇଲ୍ହାମ୍ ଏହାର ସମାଲୋଚନା…
ଗଣପ୍ରତିବାଦ ମଧ୍ୟରେ ଶପଥ ନେଲେ ଜର୍ଜିଆର ନୂଆ ରାଷ୍ଟ୍ରପତି
ଟିବ୍ଲିସି,୩୦ା୧୨: ଜର୍ଜିଆରେ ଗଣପ୍ରତିବାଦ ସତ୍ତ୍ୱେ ନୂଆ ରାଷ୍ଟ୍ରପତି ଭାବେ ମିଖେଇଲ୍ କାଭେଲଶଭିଲି ଶପଥ ଗ୍ରହଣ କରିଛନ୍ତି। ଦେଶରେ ଦୀର୍ଘ ମାସ ହେଲା ରାଜନୈତିକ ସଙ୍କଟ ଅପ୍ରତ୍ୟାଶିତ ସ୍ଥିତିରେ ପହଞ୍ଚତ୍ଥିବାବେଳେ ଜର୍ଜିଆନ୍ ଡ୍ରିମ୍ ପାର୍ଟିର ଏହି ନେତାଙ୍କ ଶପଥ ଗ୍ରହଣକୁ ବିରୋଧ କରି…
୧୦୦ ବର୍ଷରେ ଆଖିବୁଜିଲେ ପୂର୍ବତନ ରାଷ୍ଟ୍ରପତି
ଓ୍ବାଶିଂଟନ,୩୦।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ସେ ଆମେରିକାର ୩୯ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୭୭ ରୁ ୧୯୮୧ ପର୍ଯ୍ୟନ୍ତ ୪ ବର୍ଷ ପର୍ଯ୍ୟନ୍ତ ଦେଶର…

