‘ମୋ ବସ୍’ ନାଁ ବଦଳାଯାଇ ରଖାଯିବ ଏହି ନାଁ, ମନ୍ତ୍ରୀ ଦେଲେ ବଡ଼ ସୂଚନା
ଭୁବନେଶ୍ୱର,୩।୭: ଲଷ୍ମୀ ବସ୍ର ନାଁ ଆଉ ରଙ୍ଗ ବଦଳିବା ପରେ ଏବେ ମୋ ବସ୍ର ନାଁ, ରଙ୍ଗ ବଦଳିବା ଖବର ଉପରେ ବଡ଼ ସୂଚନା ଦେଇଛନ୍ତି ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ମୋ ବସ୍ ନାଁ…
ସୁପ୍ରିମକୋର୍ଟରେ ପହଞ୍ଚିଲା ହାଥରସ ଦଳାଚକଟା ଘଟଣା, ଏପଟେ ଭୋଲେ ବାବା ନିଖୋଜ
ହାଥରସ,୩।୭: ଉତ୍ତରପ୍ରଦେଶର ହାଥରସ ଜିଲାରେ ଏକ ସତସଙ୍ଗ ସମୟରେ ଭୟଙ୍କର ଦଳାଚକଟା ଘଟିଛି। ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୧୨୧ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେପଟେ ଦୁର୍ଘଟଣା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କୋର୍ଟରେ…
ଏଥିପାଇଁ ବିଜେଡି ହାରିଛି: ବଡ଼ କାରଣ ଖୋଲି କହିଦେଲେ ପୂର୍ବତନ ବିଧାୟକ
ଭୁବନେଶ୍ୱର,୩।୭: ବିଜେଡିର ଶୋଚନୀୟ ପରାଜୟକୁ ନେଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମୁହଁ ଖୋଲିଛନ୍ତି। ପ୍ରଭାତ ବିଶ୍ୱାଳ କହିଛନ୍ତି, ଭୁଲ୍ ବୁଝାମଣା ଯୋଗୁ ନିର୍ବାଚନରେ ବିଜେଡି ହାରିଛି। ଚୌଦ୍ୱାରରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଭାତ ବିଶ୍ୱାଳ ଏହି ମନ୍ତବ୍ୟ ଦେଇଛନ୍ତି। ଯାହାକୁ…
ସାମ୍ନାକୁ ଆସିଲା ତାରିଖ, ଏହି ଦିନ ଖୋଲିପାରେ ରତ୍ନଭଣ୍ଡାର
ପୁରୀ,୩ା୭(ଅଜିତ୍ କୁମାର ମହାନ୍ତି): ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଆସନ୍ତା ରଥଯାତ୍ରା ସମୟରେ ଖୋଲିପାରେ। ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ୭ତାରିଖରେ ଅନୁଷ୍ଠିତ ହେବ। ରଥଯାତ୍ରା ପରଦିନ ଅର୍ଥାତ ୮ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ ବୋଲି ଶୁଣିବାକୁ ମିଳୁଛି। ସୂଚନା ଅନୁଯାୟୀ,…
ଲୋକ ସଭାରେ ହେଉ ଏନ୍ଇଇଟି ଆଲୋଚନା: ରାହୁଲ
ନୂଆଦିଲ୍ଲୀ,୩ା୭: ଲୋକ ସଭାରେ ବୁଧବାର ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍ଇଇଟି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସୁଯୋଗ ଦେବା ନିମନ୍ତେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି। ଜୁନ୍ ୨୮ ଏବଂ…
ଭାଜପା ସରକାରର ମନ୍ତ୍ରୀଙ୍କୁ ମିଳିିଲା ବ୍ୟକ୍ତିଗତ ସଚିବ
ଭୁବନେଶ୍ୱର,୨ା୭(ଅନିଲଦାସ)-ରାଜ୍ୟର ପ୍ରଥମ ଭାଜପା ସରକାରର ବିଭିନ୍ନ ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ସଚିବ (ପିଏସ୍) ଯୋଗାଇ ଦିଆଯାଇଛି । ୫ ଜଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ସଚିବ ଓ ୨ଜଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସ୍ଡି ଭାବେ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି ।…
୮ରେ ଘୂର୍ଣ୍ଣିବଳୟ, ବଢ଼ିବ ବର୍ଷା
ଭୁବନେଶ୍ୱର,୨ା୭(ଅନିଲ ଦାସ)-ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟକୁ ଜୁନ୍ ୮ ତାରିଖରେ ପ୍ରବେଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷ ପାଇଁ ଭଲ ବର୍ଷା ହୋଇନାହିଁ। ସ୍ବାଭାବିକଠାରୁ ୨୬ ପ୍ରତିଶତ କମ୍ ବର୍ଷା ହୋଇଛି। ୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ…
କଂଗ୍ରେସ ଏମପିଙ୍କୁ ପାଣି ଗ୍ଲାସ ଯାଚିଲେ ମୋଦି, ଆଉ ତା’ ପରେ…
ନୂଆଦିଲ୍ଲୀ,୨।୭: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆଲୋଚନା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକ ସଭାରେ ନିଜ ପ୍ରତିତ୍ତ୍ୟୁର ରଖିଥିଲେ। ମୋଦିଙ୍କ ଅଭିଭାଷଣରେ ଏପରି ଏକ ସମୟ ଆସିଥିଲା ଯେତେବେଳେ କଂଗ୍ରେସ ନେତା ତଥା ଗୃହର ବିରୋଧୀଦଳର ନେତା ରାହୁଲ ଗାନ୍ଧୀ…
କେବଳ ହାଥରସ୍ ନୁହେଁ, କେବେ ଦର୍ଶନ ପାଇଁ ତ କେବେ କୁମ୍ଭସ୍ନାନ ଭୟଙ୍କର ଦଳାଚକଟାରେ ଯାଇଛି ଶହଶହ ଜୀବନ
ନୂଆଦିଲ୍ଲୀ,୨ା୭: ଉତ୍ତରପ୍ରଦେଶର ହାଥରସ୍ ଜିଲାର ପୁଲରାଇ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସତ୍ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୦୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଏହିପରି ଘଟଣା ଆଜିର ନୁହେଁ ଅତୀତରେ ଦେଶରେ ମଧ୍ୟ ଏପରି ଅନେକ ଘଟଣା ଦେଖିବାକ ମିଳିଛି।…
ପୋଲିସ ସହ ଗୁଳି ବିନିମୟ: ୫ ମାଓବାଦୀ ନିହତ
ମାଲକାନଗିରି, ୨ା୬(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ଼ ନାରାୟଣପୁରରେ ପୋଲିସ ସହ ଗୁଳି ବିନିମୟରେ ମଙ୍ଗଳବାର ୫ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ ନାରାୟଣପୁର ଜିଲା ଅବୁଝମାଡର ଘାମାଣ୍ଡି ଏବଂ କୁରେଭାଇ ଗ୍ରାମ ମଧ୍ୟରେ ଛତିଶଗଡ଼ର ୪ ଜିଲାରୁ ୧୦୦ରୁ ଊର୍ଦ୍ଧ୍ୱ ଏସ୍ଟିଏଫ୍, ଡିଆର୍ଜି…
କିଏ ସେ ସ୍ବୟଂମ୍ଭୁ ‘ଭୋଲେ ବାବା’? ଯାହାଙ୍କ ସତସଙ୍ଗ ବେଳେ ଦଳାଚକଟା ଯୋଗୁ ଅବେଳରେ ଝଡ଼ିଗଲା ୧୦୦ ଜୀବନ…
ଲକ୍ଷ୍ନୌ,୨।୭: ଉତ୍ତରପ୍ରଦେଶର ହାଥରସ୍ରେ ମଙ୍ଗଳବାର ବଡ଼ ଅଘଟଣ ଘଟିଛି। ଏଠାରେ ‘ଭୋଲେ ବାବା’ଙ୍କ ସତସଙ୍ଗରେ ହଠାତ ଦଳାଚକଟା ହେବା ଯୋଗୁ ୧୦୦ରୁ ଅଧିକ ଜୀବନ ଚାଲିଯାଇଛି। ଏବେବି ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏମିତି…
ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ଘରକୁ ଘେରାଉ କଲେ ଛାତ୍ର
ଭୁବନେଶ୍ୱର,୨।୭: ନିଟ ଅନିୟମିତତା ନେଇ ଜାତୀୟ ରାଜନୀତିରୁ ରାଜ୍ୟ ରାଜନୀତି ସରଗରମ ରହିଛି। ଏହାରି ଭିତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରୀକ୍ଷା ତ୍ରୁଟି ନେଇ ସମାଲୋଚନା କରାଯାଉଛି। ତେବେ ମଙ୍ଗଳବାର ଛାତ୍ର କଂଗ୍ରେସ ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ବାସଭବନକୁ ଘେରାଉ କରିଛି।…
Archives


