Home

ପୁଟିନଙ୍କୁ ବଡ଼ କଥା କହିଦେଲେ ମୋଦି, ବିଶ୍ୱକୁ ଦେଲେ ଏଭଳି ବାର୍ତ୍ତା

ମସ୍କୋ,୯।୭: ରୁଷିଆ ଗସ୍ତର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ୟୁକ୍ରେନ୍‌ ସହ ଯୁଦ୍ଧକୁ ନେଇ ଆଲୋଚନା କରିଛନ୍ତି। ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଯୁଦ୍ଧରେ ନିର୍ଦ୍ଦୋଷ ଶିଶୁଙ୍କ ମୃତ୍ୟୁ ହେବା ଯନ୍ତ୍ରଣାଦାୟକ…

ନିଟ୍‌ ପେପର୍‌ ଲିକ୍‌ ଭଳି ଦିନେ ବଜେଟ୍‌ ପେପର୍‌ ହୋଇଥିଲା ଲିକ୍‌, ବିଦା ହୋଇଥିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୭।୯: ନିଟ୍‌ ପେପର୍‌ ଲିକ୍‌ ନେଇ ସାରା ଦେଶ ଉଠୁଛି ପଡୁଛି। ଜାତୀୟ ରାଜନୀତି, ସୁପ୍ରିମକୋର୍ଟ ଓ ସଂସଦରେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ପରୀକ୍ଷାରେ ବ୍ୟାପକ ଅନିୟମିତତା ସହ ପ୍ରଶ୍ନପତ୍ର ଲିକ ପ୍ରସଙ୍କ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।…

ରସୁଲଗଡରେ ହାଇଡ୍ରାମା, ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଟକାଇଲେ ମହିଳା

ଭୁବନେଶ୍ୱର,୭।୯: ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ଅଟକାଇଦେଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ରସୁଲଗଡ ଛକରେ। ମହିଳା ଜଣକ ଆସି ମୁଖ୍ୟମନ୍ତ୍ରୀଙ୍କ କାର ସାମ୍ନାରେ ଠିଆ ହୋଇ ରହିବାରୁ କିଛି ସମୟ ପାଇଁ କାରକେଡ ଅଟକି ରହିଥିଲା। ଏହାପରେ…

ଭାରତ ସହ ବିବାଦ ବଢ଼ାଇ କାଙ୍ଗାଳ ହେଲା କାନାଡ଼ା, NATOରେ ବି କମ୍‌ ହେଲା…

ନୂଆଦିଲ୍ଲୀ,୯।୭: ୟୁଏସ୍‌ଏସ୍‌ଆର୍‌ର ଦବ୍‌ଦବା ସହ ଲଢ଼ିବା ଲାଗି ନାଟୋ ଗଠନ କରାଯାଇଥିଲା। ପରେ ଯେତେବେଳେ ୟୁଏସ୍‌ଏସ୍‌ଆର୍‌ ଭାଙ୍ଗିଥିଲା, ସେତେବେଳେ ଏହି ସଂଗଠନ ରୁଷିଆ ବିପକ୍ଷରେ ଛିଡ଼ା ହୋଇଥିଲା, ଆଜି ବି ସେହିଭଳି ରହିଛି। ଆମେରିକା ନେତୃତ୍ୱାଧୀନ ଏହି ସଂଗଠନରେ ଏହାର ପଡୋଶୀ…

ଇସ୍ତଫା ଦେଲେ ବିଜେଡି ଏମପି ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୭।୯: ଇସ୍ତଫା ଦେଲେ ବିଜୁ ଜନତା ଦଳ ଏମପି ଦେବାଶିଷ ସାମନ୍ତରାୟ। FAO ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ। ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା (FAO) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ…

ନିର୍ବାଚନ ପରେ ସଙ୍କଟରେ ୪ଟି ଆଞ୍ଚଳିକ ଦଳ, ଭୁଶୁଡିଯିବ ବିଜେଡି, YSR କଂଗ୍ରେସ…

ନୂଆଦିଲ୍ଲୀ,୯।୭: ଦକ୍ଷିଣରେ ଆନ୍ଧ୍ରରୁ ଉତ୍ତରରେ ପଞ୍ଜାବ ପର୍ଯ୍ୟନ୍ତ ୨୦୨୪ର ନିର୍ବାଚନ ଫଳାଫଳ ଦେଶର ୪ଟି ଆଞ୍ଚଳିକ ଦଳର ଟେନଶନ ବଢାଇ ଦେଇଛି। ପରାଜୟ ହେତୁ ଦଳଗୁଡିକ ଭିତରେ ଅନ୍ଦକନ୍ଦଳ ଲାଗି ରହିଛି। ଯାହା ଖୋଲାଖୋଲି ପଦାରେ ପଡିଛି। ପରିସ୍ଥିତି ଏପରି ହୋଇଛି…

ସିସୋଡିଆଙ୍କୁ ଖୁବ୍‌ଶୀଘ୍ର ମିଳିବ ଜାମିନ୍‌!, ଡି ଓ୍ବାଇ ଚନ୍ଦ୍ରଚୂଡ ଦେଲେ ଇସାରା

ନୂଆଦିଲ୍ଲୀ,୯।୭: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମନୀଷ ସିସୋଡିଆ ସୋମବାର ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଭୀ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)…

ଟି-୨୦ ଜିତିବାର ଅସଲ କାହାଣୀ ମସ୍କୋରେ କହିଲେ ମୋଦି

ମସ୍କୋ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ରୁଷିଆ ଗସ୍ତରେ ଅଛନ୍ତି। ଯେଉଁଠାରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ରୁଷିଆର ମସ୍କୋରେ ଉତ୍ସାହୀ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ଏହି ଇଭେଣ୍ଟରେ ସେ ଭାରତୀୟ କ୍ରିକେଟ ଦଳ ଟି -୨୦ ବିଶ୍ୱକପ ୨୦୨୪(ଆଇସିସି ପୁରୁଷ ଟି…

ବିରାଟଙ୍କ ନୂଆ ଘର: ଖୁବ ସୁନ୍ଦର ଇଣ୍ଟିରିୟର ସହ ଭଲ ଲୋକେଶନ, ଦାମ ରହିଛି…

ନୂଆଦିଲ୍ଲୀ,୯।୭: ନିକଟରେ ବିରାଟ କୋହଲି ତାଙ୍କର ଗୋଟିଏ ସ୍ବପ୍ନ ପୂରଣ କରିଥିଲେ। ଏହି ସ୍ବପ୍ନ ଟି -୨୦ ବିଶ୍ୱକପ ଜିତିବା। ୨୯ ଜୁନ ରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଛି। ବହୁ ପୂର୍ବରୁ କୋହଲି ତାଙ୍କର…

କେମିତି ନେବେ ପ୍ରି-ୱେଡିଂ ସ୍କିନ୍‌ କେୟାର

ବିବାହ ଦିନ ସୁନ୍ଦର ଦେଖାଯିବା ପାଇଁ ହେଲେ ତ୍ୱଚାଠାରୁ ଆରମ୍ଭକରି କେଶ ପର୍ଯ୍ୟନ୍ତ ସବୁକିଛିର ବହୁ ପୂର୍ବରୁ ଯତ୍ନନେବାକୁ ହେବ। ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିରଖନ୍ତୁ। ଫିଟ୍‌ନେସ୍‌କୁ ଠିକ୍‌ ରଖିବା ପାଇଁ ପ୍ରତିଦିନ ହାଲ୍‌କା ବ୍ୟାୟାମ…

ଜବ୍‌ ସହିତ କ୍ୟାରିୟର୍‌ ଗଢିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଅଧିକ ରୋଜଗାର କରିବା ଆଉ ନିଜ ପସନ୍ଦର କ୍ୟାରିୟର କରିବା, ଦୁଇଟା ଭିନ୍ନ କଥା। ସେଥିପାଇଁ ତ ଅନେକ ସମୟରେ ଚାକିରି କରିବା ପରେ ବି ପାଠପଢ଼ା ସରି ନ ଥାଏ। ଗୋଟିଏ ପଟେ କର୍ମକ୍ଷେତ୍ରର ଦାୟିତ୍ୱ ଅନ୍ୟପଟେ ପାଠପଢ଼ା ପାଇଁ…

ଚାଇନାକୁ ଝଟ୍‌କା ଦେଲା ଶ୍ରୀଲଙ୍କା

କଲମ୍ବୋ,୯।୭: ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ସେହି ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଶ୍ରୀଲଙ୍କା ବିଦେଶୀ ଜାହାଜକୁ ଏହାର ସାମୁଦ୍ରିକ ଜୋନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବ। ସାବରି କହିଛନ୍ତି ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri