Home

ଆଇଏଏସ ଅଧିକାରୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ନୀତୀଶ କୁମାର

ପାଟନା,୧୦।୭: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ପାଟନାରେ ଜେପି ଗଙ୍ଗା ପଥର ପାଟନା ସିଟିର କଙ୍ଗନାଘାଟ ପର୍ଯ୍ୟନ୍ତ ବିସ୍ତାରର ଉଦ୍‌ଘାଟନ ପାଇଁପହଞ୍ଚିଥିଲେ। ଗଙ୍ଗା ପଥ ଆହୁରି ଆଗକୁ ଯିବାକୁ ପଡିବ, ତେଣୁ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ବିଷୟରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ତାଗିଦ୍‌…

୫ ପ୍ରସ୍ତାବକୁ କ୍ୟାବିନେଟ ମୋହର, ବଢିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ଭୁବନେଶ୍ୱର,୧୦।୭: ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସର୍ବନିମ୍ନ ମଜୁରୀ ସଂଶୋଧନ ପ୍ରସ୍ତାବରେ ମୋହର ବାଜିଛି ।…

ପହଣ୍ଡିବେଳେ ବଡ଼ ଅଘଟଣ: ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ…

ଭୁବନେଶ୍ୱର,୧୦।୭: ଗତକାଲି ଆଡପ ପହଣ୍ଡି ସମୟରେ ବଡଠାକୁର ଖସି ପଡ଼ିବା ଘଟଣାକୁ ନେଇ ରାଜ୍ୟ ଉଠୁଛି ପଡୁଛି। ଘଟଣାକୁ ନେଇ ଭକ୍ତଙ୍କ ମହଳରେ ଅସନ୍ତୋଷ ଦେଖା ଦେଇଥିବାବେଳେ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରାଯାଇଛି। ତେବେ ଏହାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

ବନ୍ଦ ହୋଇଯିବ କାର୍ଟୁନ ନେଟଓ୍ବର୍କ? ଏକ୍ସରେ ଟ୍ରେଣ୍ଡ କରୁଛି #RIPCartoonNetwork

ନୂଆଦିଲ୍ଲୀ,୧୦।୭: କାର୍ଟୁନ ନେଟଓ୍ବର୍କ ଛୋଟବେଳର ସେଇ ଆବେଗ କିଏ ବା ଭୁଲି ପାରିବ। ଏବେ ବି ବିଂଶ ଶତାଦ୍ଦୀ କିମ୍ବା ତା’ ଠାରୁ ପଛର ପିଲାଙ୍କୁ କାର୍ଟୁନ ନେଟଓ୍ବର୍କରେ ଦେଉଥିବା ପୋଗ୍ରାମ ଯମ୍‌ ଆଣ୍ଡ ଜେରୀ ବିଷୟରେ କହିଲେ ଖୁସି ହୋଇ…

ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ମୁସଲମାନ ମହିଳା ପାଇବେ ଭରଣପୋଷଣ ଟଙ୍କା

ନୂଆଦିଲ୍ଲୀ,୧୦।୭: ଏଣିକି ମୁସଲମାନ ମହିଳା ପାଇପାରିବେ ଭରଣପୋଷଣ ଟଙ୍କା। ଏନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଛାଡପତ୍ର ହୋଇଥିବା ମୁସଲମାନ ମହିଳାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳାୟ। ବୁଧବାର କୋର୍ଟ କହିଛନ୍ତି , ମୁସଲମାନ ମହିଳାମାନେ CRPC ର ଧାରା…

ବଳଭଦ୍ରଙ୍କର ପହଣ୍ଡିବେଳେ ଅଘଟଣ: ଅଣ ସେବାୟତଙ୍କୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର,୧୦।୭: ଆଡପ ମଣ୍ଡପ ପହଣ୍ଡି ବିଜେବେଳେ ରଥରୁ ଖସି ପଡିଥିଲେ ମହାପ୍ରଭୁ ବଳଭଦ୍ର। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ…

ବଡ଼ ଠାକୁର ତଳେ ପଡିଗଲେ ରାଜ୍ୟ ପାଇଁ ହେବ ବିପଦ, ଭାଇରାଲ ହେଉଛି ମାଳିକାର ପଂକ୍ତି

ଭୁବନେଶ୍ୱର,୧୦।୭: ଆଡପ ପହଣ୍ଡିବେଳେ ରଥରୁ ଖସ ପଡିଲେ ବଡ଼ ଠାକୁର ବଳଭଦ୍ର। ତେବେ ଗତକାଲି ପହଣ୍ଡିବେଳେ ବଡ଼ ଭାଇ ବଳିଆ ଚାରମାଳାରେ ପଡିଯାଇଥିଲେ। ଯାହାପରେ ବହୁ କଷ୍ଟରେ ତାଙ୍କୁ ଉଠାଇଥିଲେ ସେବାୟତ। ଆଡପ ମଣ୍ଡପ ବିଜେବେଳେ ଦେଖିବାକୁ ମିଳିଥିଲା ଏପରି ବଡ଼…

ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକାଇବା ଘଟଣା: ବଦଳିପାରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ, ନିୟୋଜିତ ହେବେ…

ଭୁବନେଶ୍ୱର,୧୦।୭: ଗତକାଲି ରସୁଲଗଡ ଛକରେ ଘଟିଛି ହାଇଡ୍ରାମା। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ପାସ୍‌ କରୁଥିବାବେଳେ ଅଚାନକ ଜଣେ ମହିଳା ପଶି ଆସି କାରକେଡକୁ ଅଟକାଇ ଦେଇଥିଲେ। ଯାହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ତେଣୁ…

ୟୁପି ଉପ-ନିର୍ବାଚନ ପୂର୍ବରୁ ବଡ଼ ଗୋଟି ଚାଳନା କଲେ ଚନ୍ଦ୍ରଶେଖର,ରାହୁଲ-ଅଖିଳେଶଙ୍କ ବଢିଲା ଟେନଶନ

ନୂଆଦିଲ୍ଲୀ,୧୦।୭: ନାଗିନାରୁ ଲୋକ ସଭା ନିର୍ବାଚନରେ ବିଜୟୀ ହୋଇଥିବା ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଲଗାତାର ଚର୍ଚ୍ଚାରେ ରହି ଆସୁଛନ୍ତି। ଏମପି ହେବା ପରଠାରୁ ସେ ନିରନ୍ତର ସକ୍ରିୟ ଥିବା ଜଣାପଡୁଛି। ସଂସଦ ହେଉ କିମ୍ବା କୌଣସି ନ୍ୟୁଜ ଚ୍ୟାନେଲକୁ…

ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ଟଙ୍କା, ଲାଭ ପାଇବାକୁ ହେଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୦।୭: ଦେଶରେ କୋଟି କୋଟି ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଲାଭଦାୟକ ତଥା କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଉପକୃତ ହେଉଛନ୍ତି। ସରକାର ମଧ୍ୟ ଏହି ଯୋଜନାଗୁଡିକରେ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି ଯାହା ଦ୍ୱାରା ଗରିବ ଶ୍ରେଣୀର…

‘ଅଯୋଧ୍ୟାରେ ହାରିବା ପରେ ଆଉ ଜୟ ଶ୍ରୀ ରାମ କହୁ ନାହାନ୍ତି ମୋଦି’: ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୦।୭: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ହିଂସାତ୍ମକ ଆଦର୍ଶ ସହ ଜଡିତ ଏକ ଦଳ। ଯେଉଁଠାରେ ଦେଶର…

ଟ୍ୟାଙ୍କରକୁ ଧକ୍କା ଦେଲା ବସ୍‌, ୧୮ ମୃତ, ୩୦ରୁ ଅଧିକ ଆହତ

ଲକ୍ଷ୍ନୌ,୧୦।୭: ବୁଧବାର ସକାଳେ ଉନ୍ନାଓରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ୟାଙ୍କର ବସ୍‌କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri