କେପି ଶର୍ମା ଓଲି ହେବେ ପ୍ରଧାନମନ୍ତ୍ରୀ! ନେପାଳି କଂଗ୍ରେସର ମିଳିଲା ସମର୍ଥନ
କାଠମାଣ୍ଡୁ,୧୨।୭: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ସରକାର ପତନ ହୋଇଛନ୍ତି। ଶୁକ୍ରବାର ପ୍ରଚଣ୍ଡ ସରକାର ସଂସଦରେ ଟ୍ରଷ୍ଟ ଭୋଟ ଜିତିପାରି ନାହାଁନ୍ତି। ସୂଚନାଯୋଗ୍ୟ, ନେପାଳ କମ୍ୟୁନିଷ୍ଟ ପାର୍ଟି-ୟୁନିଫାଏଡ ମାର୍କ୍ସବାଦୀ ଲେନିନିଷ୍ଟ (ସିପିଏନ-ୟୁଏମଏଲ) ପ୍ରଚଣ୍ଡ ସରକାରରୁ ତା’ର ସମର୍ଥନ ପ୍ରତ୍ୟାହାର…
‘ସମ୍ବିଧାନ ହତ୍ୟା ଦିବସକୁ ନେଇ କ’ଣ କହିଲା କଂଗ୍ରେସ?’, ଜାଣନ୍ତୁ ମୋଦି ସରକାରଙ୍କ ଘୋଷଣାକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ,୧୨।୭: ଏକ ବଡ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ଜୁନ ୨୫କୁ ସମ୍ବିଧାନ ହତ୍ୟା ଦିବସ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ଏହାର ପ୍ରତିକ୍ରିୟାରେ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।…
ରତ୍ନଭଣ୍ଡାରକୁ ନେଇ ବିଜୟଙ୍କ ବୟାନ ପରେ ପାଲଟା ଆକ୍ରମଣ କଲା ଭାଜପା, କହିଲା ବାଟବଣା ହୋଇଛ…
ଭୁବନେଶ୍ୱର,୧୨।୭: ରତ୍ନଭଣ୍ଡାରକୁ ନେଇ ବିଜୟ ମହାପାତ୍ରଙ୍କ ବୟାନ ରଖିବା ପରେ ତାଙ୍କୁ ବଡ଼ା ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ଭାଜପା କହିଛି, ମାସକର ସରକାରଙ୍କୁ ବିଜୟ ସମାଲୋଚନା କରିବା ଦୁର୍ଭାଗ୍ୟ ଜନକ। ଭାଜପା ସରକାର ବାଟବଣା ହୋଇନି ନିଜେ ବିଜୟ…
ଅନନ୍ତ-ରାଧିକାଙ୍କ ବିବାହ ମାଧ୍ୟମରେ ଏକାଠି ହେଲା ଇଣ୍ଡିଆ ମେଣ୍ଟ, ରାହୁଲଙ୍କ ବିନା ଭାଜପାକୁ କରିବେ ଟାର୍ଗେଟ
ମୁମ୍ବାଇ,୧୨।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଶୁକ୍ରବାର ଅର୍ଥାତ୍ ୧୨ ଜୁଲାଇ ୨୦୨୪ରେ ମୁମ୍ବାଇରେ ହେବାକୁ ଯାଉଛି। ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ଭାରତ ତଥା ବିଦେଶର ବିଶିଷ୍ଟ ଅତିଥିମାନେ ମୁମ୍ବାଇରେ ଏକାଠି…
ରାତିରେ ସ୍ବପ୍ନାଉଛି ସାପ, ଦିନରେ ମାରୁଛି ଚୋଟ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର
ନୂଆଦିଲ୍ଲୀ,୧୨।୭: ଥରେ ଦୁଇଥର ନୁହେଁ ୭ଥର କାମୁଡିଲାଣି ସାପ। ଯେକୌଣସି ସାପ ଯେତେ ବିଷଧର ହେଉ ନା କାହିଁକି ଜଣେ ବ୍ୟକ୍ତିଙ୍କୁ ଥରେ କି ୨ଥର କାମୁଡିଦେଲେ ଜୀବନ ଚାଲିଯାଏ। ହେଲେ ଏହି ଯୁବକଙ୍କୁ ୪୦ ଦିନ ଭିତରେ ୭ଥର କାମୁଡିଲାଣି…
ICC ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ବଡ଼ିବ ଟିମ୍ ଇଣ୍ଡିଆ? ବଡ଼ ଦାବି କଲା ପାକିସ୍ତାନୀ ଗଣମାଧ୍ୟମ…
ନୂଆଦିଲ୍ଲୀ,୧୨।୭: ୨୦୨୫ ଚାମ୍ପଅନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ମିଳିଛି। ଏହି ଆଇସିସି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଜୋରଦାର ପ୍ରସ୍ତୁତି ଚଳାଇଛି। ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଏହି ଟୁର୍ନାମେଣ୍ଟ ଖେଳାଯିବ। କିନ୍ତୁ ଏଥିଲାଗି…
କିଏ ହେବେ ନେପାଳ ପ୍ରଧାନମନ୍ତ୍ରୀ? ଆସ୍ଥା ଭୋଟରେ ହାରିଲେ ପ୍ରଚଣ୍ଡ
କାଠମାଣ୍ଡୁ,୧୨।୭: ଶୁକ୍ରବାର (ଜୁଲାଇ ୧୨) ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ପାଇଁ ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି ସେ ସଂସଦରେ ଆସ୍ଥା ଭୋଟରେ ହାରି ଯାଇଛନ୍ତି। ଯାହା ପରେ ଏବେ ପ୍ରଶ୍ନ ଉଠିଛି ଯେ ନେପାଳର…
ଗମ୍ଭୀର କୋଚ୍ ହେବା ପରେ ଅଡ଼ୁଆରେ ହାର୍ଦ୍ଦିକ ପାଣ୍ଡ୍ୟା? ଆଗାମୀ ଦିନରେ ଘଟିପାରେ ଏଭଳି…
ନୂଆଦିଲ୍ଲୀ,୧୨।୭: ଟିମ୍ ଇଣ୍ଡିଆର ନୂଆ କୋଚ୍ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତ ଗୌତମ ଗମ୍ଭୀର। ଏହାପରଠାରୁ ତାଙ୍କୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି। ଏବେ ସେଭଳି ଏକ ଚର୍ଚ୍ଚା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ହେଉଛି। ଟି୨୦ ବିଶ୍ୱକପ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା…
‘କଂଗ୍ରେସ ଭଳି ଭୁଲ ନ କରୁ ଭାଜପା’, ନିଜ ଦଳକୁ କାହିଁକି ଏମିତି ବାର୍ତ୍ତା ଦେଲେ ଗଡକରୀ
ପଣଜୀ,୧୨।୭: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଶୁକ୍ରବାର କହିଛନ୍ତି ଯେ ଭାଜପା ଏକ ଭିନ୍ନ ପ୍ରକାରର ଦଳ ଏବଂ ସେଥିପାଇଁ ଦଳ ବାରମ୍ବାର ଭୋଟରଙ୍କ ବିଶ୍ୱାସ ଜିତିଛି। କଂଗ୍ରେସ କରିଥିବା ଭୁଲଗୁଡିକର ପୁନରାବୃତ୍ତି ନକରିବାକୁ ସେ ଭାଜପାକୁ ଚେତାବନୀ ଦେଇଛନ୍ତି। ଗଡକରୀ…
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏହିଦିନ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’, ଜାରି କଲେ ଅଧିସୂଚନା…
ନୂଆଦିଲ୍ଲୀ,୧୨।୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ଦେଶରେ ପ୍ରତିବର୍ଷ ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ସେ ଘୋଷଣା କରିଛନ୍ତି। ୧୯୭୫ ଜୁନ ୨୫ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିବାରୁ ଏହିଦିନକୁ…
‘ସାକ୍ଷାତକାର ତ ଭଲ ନିଅନ୍ତି, ହେଲେ ଏବେ ଦେଖିବା…’,ଗୌତମ ଗମ୍ଭୀର ହେଡ କୋଚ ହେବା ପରେ ଆଫ୍ରିଦିଙ୍କ ରିଆକ୍ସନ
ନୂଆଦିଲ୍ଲୀ,୧୨।୭: ବିସିସିଆଇ ପୂର୍ବତନ ଭାରତୀୟ ଭେଟେରାନ ଓପନର୍ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗମ୍ଭୀର ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଦାୟିତ୍ୱ ଗ୍ରହଣ କରିବେ। ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ପାକିସ୍ତାନର ପୂର୍ବତନ…
ଟିମ୍ ଇଣ୍ଡିଆର ହେଡ୍ କୋଚ ହେବା ପରେ ‘ଚକ-ଦେ’ ଫିଲ୍ମ ଭଳି ବୟାନ ଦେଲେ ଗୌତମ ଗମ୍ଭୀର, କହିଲେ…
ନୂଆଦିଲ୍ଲୀ,୧୨।୭: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଗୌତମ ଗମ୍ଭୀର ଏପରି ବିବୃତ୍ତି ଦେଇଛନ୍ତି, ଯାହା ବଲିଉଡର ସୁପରଷ୍ଟାର ମୁଭି ‘ଚକ-ଦେ’ ଇଣ୍ଡିଆର ସ୍ମୃତିକୁ ସତେଜ କରିବ। ଗୌତମ ଗମ୍ଭୀର କହିଛନ୍ତି ଯେ ଜଣେ ଖେଳାଳି ପ୍ରଥମେ ତାଙ୍କ ଦଳ…
Archives


